Odia Page 725

ਆਪੇ ਜਾਣੈ ਕਰੇ ਆਪਿ ਜਿਨਿ ਵਾੜੀ ਹੈ ਲਾਈ ॥੧॥
ଯେଉଁ ପ୍ରଭୁ ରୂପୀ ମାଳୀ ଏହି ଜଗତ ରୂପୀ ବଗିଚା ଲଗାଇଛନ୍ତି, ସେ ସ୍ଵୟଂ ହିଁ ଏହି ବିଷୟରେ ଜାଣିଛନ୍ତି ଏବଂ ସ୍ଵୟଂ ହିଁ ତାହାର ଦାୟିତ୍ଵ ନିଅନ୍ତି ॥1॥     

ਰਾਇਸਾ ਪਿਆਰੇ ਕਾ ਰਾਇਸਾ ਜਿਤੁ ਸਦਾ ਸੁਖੁ ਹੋਈ ॥ ਰਹਾਉ ॥
ସେହି ପ୍ରିୟ ପ୍ରଭୁଙ୍କ ଗୁଣଗାନ କର, ଯାହାଙ୍କ ଦ୍ଵାରା ସଦା ସୁଖ ପ୍ରାପ୍ତ ହୋଇଥାଏ॥ରୁହ॥                 

ਜਿਨਿ ਰੰਗਿ ਕੰਤੁ ਨ ਰਾਵਿਆ ਸਾ ਪਛੋ ਰੇ ਤਾਣੀ ॥
ଯେଉଁ ଜୀବ-ସ୍ତ୍ରୀ ପ୍ରେମ ସହିତ ପତି-ପ୍ରଭୁଙ୍କୁ ସ୍ମରଣ କରନ୍ତି ନାହିଁ, ସେ ଶେଷରେ ପଶ୍ଚାତାପ କରିଥାଏ।                    

ਹਾਥ ਪਛੋੜੈ ਸਿਰੁ ਧੁਣੈ ਜਬ ਰੈਣਿ ਵਿਹਾਣੀ ॥੨॥
ଯେତେବେଳେ ତାହାର ଜୀବନ ରୂପୀ ରାତ୍ରି ବିତିଯାଏ, ସେ ନିଜ ହାତ ମଳିଥାଏ ଓ ମସ୍ତକ ବାଡେଇ ଥାଏ॥2॥     

ਪਛੋਤਾਵਾ ਨਾ ਮਿਲੈ ਜਬ ਚੂਕੈਗੀ ਸਾਰੀ ॥
ଯେତେବେଳେ ସାରା ଜୀବନ ସମାପ୍ତ ହୋଇଯିବ, ପଶ୍ଚାତାପ ଦ୍ଵାରା କିଛି ହାସଲ କରାଯାଇ ପାରିବ ନାହିଁ।      

ਤਾ ਫਿਰਿ ਪਿਆਰਾ ਰਾਵੀਐ ਜਬ ਆਵੈਗੀ ਵਾਰੀ ॥੩॥
ସେହି ପ୍ରିୟ ପ୍ରଭୁଙ୍କୁ ସେ କେବେ ସ୍ମରଣ କରେ ନାହିଁ, ଯେତେବେଳେ ସେ ଜୀବିତ ଥିବ॥3॥                  

ਕੰਤੁ ਲੀਆ ਸੋਹਾਗਣੀ ਮੈ ਤੇ ਵਧਵੀ ਏਹ ॥
ହେ ସଖୀ! ଯେଉଁ ସୁହାଗିନୀ ଜୀବ-ସ୍ତ୍ରୀ ନିଜ ପତି-ପ୍ରଭୁଙ୍କୁ ପ୍ରାପ୍ତ କରିଛି, ସେ ମୋ’ ଠାରୁ ସର୍ବୋତ୍ତମ ଅଟେ।               

ਸੇ ਗੁਣ ਮੁਝੈ ਨ ਆਵਨੀ ਕੈ ਜੀ ਦੋਸੁ ਧਰੇਹ ॥੪॥
ତାହା ଭଳି ଉତ୍ତମ ଗୁଣ ମୋ’ ଠାରେ ନାହିଁ, ପୁଣି ମୁଁ କିପରି ଦୋଷ ଦେବି॥4॥       

ਜਿਨੀ ਸਖੀ ਸਹੁ ਰਾਵਿਆ ਤਿਨ ਪੂਛਉਗੀ ਜਾਏ ॥
ଯେଉଁ ସଖୀ ପତି-ପ୍ରଭୁଙ୍କୁ ପ୍ରାପ୍ତ କରିଛି, ମୁଁ ଯାଇ ତାହାକୁ ପଚାରିବି।                

ਪਾਇ ਲਗਉ ਬੇਨਤੀ ਕਰਉ ਲੇਉਗੀ ਪੰਥੁ ਬਤਾਏ ॥੫॥
ମୁଁ ତାହାଙ୍କ ଚରଣରେ ପଡିବି, ତାହାଙ୍କୁ ବିନତି କରିବି ଆଉ ପତି-ପ୍ରଭୁଙ୍କ ସହିତ ମିଳନର ମାର୍ଗ ପଚାରିବି॥5॥       

ਹੁਕਮੁ ਪਛਾਣੈ ਨਾਨਕਾ ਭਉ ਚੰਦਨੁ ਲਾਵੈ ॥
ହେ ନାନକ! ଯେଉଁ ଜୀବ-ସ୍ତ୍ରୀ ପ୍ରଭୁଙ୍କ ହୁକୁମ ଜାଣି ନିଏ। ସେ ତାହାଙ୍କ ଭୟ ରୂପୀ ଚନ୍ଦନ ନିଜ ଶରୀରରେ ଲଗାଇ ଥାଏ।        

ਗੁਣ ਕਾਮਣ ਕਾਮਣਿ ਕਰੈ ਤਉ ਪਿਆਰੇ ਕਉ ਪਾਵੈ ॥੬॥
ଯେତେବେଳେ ସେ ଉତ୍ତମ ଗୁଣ ଗ୍ରହଣ କରିବାର ଜାଦୁ କରିଥାଏ, ସେ ନିଜ ପ୍ରିୟ ପ୍ରଭୁଙ୍କୁ ପ୍ରାପ୍ତ କରିଥାଏ॥6॥        

ਜੋ ਦਿਲਿ ਮਿਲਿਆ ਸੁ ਮਿਲਿ ਰਹਿਆ ਮਿਲਿਆ ਕਹੀਐ ਰੇ ਸੋਈ ॥
ଯେଉଁ ହୃଦୟ ପ୍ରଭୁଙ୍କ ସହିତ ମିଳନ କରିଥାଏ, ସେ ତାହାଙ୍କ ସହିତ ସଦା ମିଶି ରହିଥାଏ ଏବଂ ତାହାକୁ ବାସ୍ତବରେ ପ୍ରଭୁଙ୍କ ସହିତ ମିଳନ କୁହାଯାଏ।

ਜੇ ਬਹੁਤੇਰਾ ਲੋਚੀਐ ਬਾਤੀ ਮੇਲੁ ਨ ਹੋਈ ॥੭॥
ଯଦି କେହି ବ୍ୟକ୍ତିଆଧିକ ଲାଳସା କରିଥାଏ, ତାହାହେଲେ କେବଳ କଥାରେ ତାହାକୁ ପ୍ରଭୁ ମିଳନ୍ତି ନାହିଁ॥7॥            

ਧਾਤੁ ਮਿਲੈ ਫੁਨਿ ਧਾਤੁ ਕਉ ਲਿਵ ਲਿਵੈ ਕਉ ਧਾਵੈ ॥
ଯେପରି ଧାତୁ ପୁନଃ ଧାତୁରେ ହିଁ ମିଶିଯାଏ, ସେପରି ହିଁ ମନୁଷ୍ୟର ପ୍ରେମ ପ୍ରଭୁଙ୍କ ପ୍ରେମ ସହିତ ମିଶିବା ପାଇଁ ଦୌଡି ଥାଏ।     

ਗੁਰ ਪਰਸਾਦੀ ਜਾਣੀਐ ਤਉ ਅਨਭਉ ਪਾਵੈ ॥੮॥
ଗୁରୁଙ୍କ କୃପାରୁ ଯେତେବେଳେ ମନୁଷ୍ୟ ଏହି କଥାକୁ ଜାଣିଦିଏ, ସେ ପ୍ରଭୁଙ୍କୁ ପାଇ ନିଏ॥8॥                  

ਪਾਨਾ ਵਾੜੀ ਹੋਇ ਘਰਿ ਖਰੁ ਸਾਰ ਨ ਜਾਣੈ ॥
ଯଦି ଘରେ ପାନର ବଗିଚା ଲାଗିଛି, ତାହାହେଲେ ଗଧ ମଧ୍ୟ ତାହାର ମୂଲ୍ୟ ଜାଣି ପାରେ ନାହିଁ।          

ਰਸੀਆ ਹੋਵੈ ਮੁਸਕ ਕਾ ਤਬ ਫੂਲੁ ਪਛਾਣੈ ॥੯॥
ଯଦି ମନୁଷ୍ୟ ସୁଗନ୍ଧିର ରସିକ ହୋଇଥାଏ, ସେ ଫୁଲର ମୂଲ୍ୟ ଜାଣିଥାଏ॥6॥     

ਅਪਿਉ ਪੀਵੈ ਜੋ ਨਾਨਕਾ ਭ੍ਰਮੁ ਭ੍ਰਮਿ ਸਮਾਵੈ ॥
ହେ ନାନକ! ଯେଉଁ ବ୍ୟକ୍ତି ନାମ ରୂପୀ ଅମୃତ ପାନ କରିଥାଏ, ତାହାର ମନର ଭ୍ରମ ସମାପ୍ତ ହୋଇଯାଏ।                    

ਸਹਜੇ ਸਹਜੇ ਮਿਲਿ ਰਹੈ ਅਮਰਾ ਪਦੁ ਪਾਵੈ ॥੧੦॥੧॥
ସେ ସ୍ଵାଭାବିକ ଭାବରେ ହିଁ ପ୍ରଭୁଙ୍କ ସହିତ ମିଶି ରହିଥାଏ ଏବଂ ଆମର ପଦବୀ ପ୍ରାପ୍ତ କରିଥାଏ||10||1||          

ਤਿਲੰਗ ਮਹਲਾ ੪ ॥
ତିଲଙ୍ଗ ମହଲା 4॥ 

ਹਰਿ ਕੀਆ ਕਥਾ ਕਹਾਣੀਆ ਗੁਰਿ ਮੀਤਿ ਸੁਣਾਈਆ ॥
ହରିଙ୍କ କଥା-କାହାଣୀ ମୋତେ ମିତ୍ର ଗୁରୁ ଶୁଣାଇ ଅଛନ୍ତି।   

ਬਲਿਹਾਰੀ ਗੁਰ ਆਪਣੇ ਗੁਰ ਕਉ ਬਲਿ ਜਾਈਆ ॥੧॥
ମୁଁ ନିଜ ଗୁରୁଙ୍କ ପ୍ରତି ସମର୍ପିତ ଅଟେ ଆଉ ତାହାଙ୍କ ପ୍ରତି ଉତ୍ସର୍ଗିତ ଅଟେ ॥1॥          

ਆਇ ਮਿਲੁ ਗੁਰਸਿਖ ਆਇ ਮਿਲੁ ਤੂ ਮੇਰੇ ਗੁਰੂ ਕੇ ਪਿਆਰੇ ॥ ਰਹਾਉ ॥
ହେ ଗୁରୁଙ୍କ ଶିଷ୍ୟ! ମୋ’ ସହିତ ସାକ୍ଷାତ କର, ହେ ମୋର ଗୁରୁଙ୍କ ପ୍ରିୟ! ॥ରୁହ॥                                                                                

ਹਰਿ ਕੇ ਗੁਣ ਹਰਿ ਭਾਵਦੇ ਸੇ ਗੁਰੂ ਤੇ ਪਾਏ ॥
ହରିଙ୍କ ଗୁଣ ହରିଙ୍କୁ ବହୁତ ଭଲ ଲାଗିଥାଏ ଏବଂ ସେହି ଗୁଣ ମୁଁ ଗୁରୁଙ୍କ ଠାରୁ ପାଇଛି।                       

ਜਿਨ ਗੁਰ ਕਾ ਭਾਣਾ ਮੰਨਿਆ ਤਿਨ ਘੁਮਿ ਘੁਮਿ ਜਾਏ ॥੨॥
ଯିଏ ଗୁରୁଙ୍କ ଇଚ୍ଛାକୁ ଖୁସିରେ ମାନିଥାଏ, ମୁଁ ତାହା ପ୍ରତି ଉତ୍ସର୍ଗିତ ଅଟେ॥2॥                      

ਜਿਨ ਸਤਿਗੁਰੁ ਪਿਆਰਾ ਦੇਖਿਆ ਤਿਨ ਕਉ ਹਉ ਵਾਰੀ ॥
ଯିଏ ପ୍ରିୟ ସଦଗୁରୁଙ୍କ ଦର୍ଶନ କରିଛି ମୁଁ ତାହା ପ୍ରତି ସମର୍ପିତ ଟାଏ।                

ਜਿਨ ਗੁਰ ਕੀ ਕੀਤੀ ਚਾਕਰੀ ਤਿਨ ਸਦ ਬਲਿਹਾਰੀ ॥੩॥
ଯିଏ ଗୁରୁଙ୍କ ସେବା କରିଛି, ମୁଁ ତାହା ପ୍ରତି ସଦା ସମର୍ପିତ॥3॥                      

ਹਰਿ ਹਰਿ ਤੇਰਾ ਨਾਮੁ ਹੈ ਦੁਖ ਮੇਟਣਹਾਰਾ ॥
ହେ ପ୍ରଭୁ! ତୋର ନାମ ସବୁ ଦୁଃଖ ଦୂର କରାଇବା ବାଲା ଅଟେ।        

ਗੁਰ ਸੇਵਾ ਤੇ ਪਾਈਐ ਗੁਰਮੁਖਿ ਨਿਸਤਾਰਾ ॥੪॥
ଏହି ନାମ ଗୁରୁଙ୍କ ସେବା କରିବା ଦ୍ଵାରା ପ୍ରାପ୍ତ ହୋଇଥାଏ ତଥା ଗୁରୁମୁଖୀ ବନିବା ଦ୍ଵାରା ମନୁଷ୍ୟ ଭବସାଗରରୁ ଉଦ୍ଧାର ହୋଇଯାଏ॥4॥            

ਜੋ ਹਰਿ ਨਾਮੁ ਧਿਆਇਦੇ ਤੇ ਜਨ ਪਰਵਾਨਾ ॥
ଯେଉଁ ବ୍ୟକ୍ତି ହରିନାମର ଧ୍ୟାନ କରିଥାଏ, ସେ ପ୍ରଭୁଙ୍କ ଦ୍ଵାରା ସ୍ଵୀକୃତ ହୋଇଥାଏ।  

ਤਿਨ ਵਿਟਹੁ ਨਾਨਕੁ ਵਾਰਿਆ ਸਦਾ ਸਦਾ ਕੁਰਬਾਨਾ ॥੫॥
ନାନକ ତାହା ପ୍ରତି ସଦା ସମର୍ପିତ ଅଟନ୍ତି॥5॥          

ਸਾ ਹਰਿ ਤੇਰੀ ਉਸਤਤਿ ਹੈ ਜੋ ਹਰਿ ਪ੍ਰਭ ਭਾਵੈ ॥
ହେ ହରି! ତାହା ହି ତୁମ ବାସ୍ତବତା, ଯାହା ତୁମକୁ ଭଲ ଲାଗିଥାଏ।   

ਜੋ ਗੁਰਮੁਖਿ ਪਿਆਰਾ ਸੇਵਦੇ ਤਿਨ ਹਰਿ ਫਲੁ ਪਾਵੈ ॥੬॥
ଯେଉଁ ଗୁରୁମୁଖୀ ପ୍ରିୟ ପ୍ରଭୁଙ୍କ ସେବା କରିଥାଏ, ସେ ଫଳ ପାଇଥାଏ॥6॥                  

ਜਿਨਾ ਹਰਿ ਸੇਤੀ ਪਿਰਹੜੀ ਤਿਨਾ ਜੀਅ ਪ੍ਰਭ ਨਾਲੇ ॥
ହରିଙ୍କ ସହିତ ଯେଉଁ ବ୍ୟକ୍ତିର ପ୍ରେମ ହୋଇଯାଏ, ତାହାର ହୃଦୟ ପ୍ରଭୁଙ୍କ ସହିତ ମିଶି ରହିଥାଏ।              

ਓਇ ਜਪਿ ਜਪਿ ਪਿਆਰਾ ਜੀਵਦੇ ਹਰਿ ਨਾਮੁ ਸਮਾਲੇ ॥੭॥
ସେ ନିଜ ପ୍ରିୟ ପ୍ରଭୁଙ୍କୁ ଜପ କରି ହିଁ ଜୀବିତ ରହିଥାଏ ଆଉ ହରିଙ୍କ ନାମ ହିଁ ସ୍ମରଣ କରିଥାଏ॥7॥          

ਜਿਨ ਗੁਰਮੁਖਿ ਪਿਆਰਾ ਸੇਵਿਆ ਤਿਨ ਕਉ ਘੁਮਿ ਜਾਇਆ ॥
ଯେଉଁ ଗୁରୁମୁଖୀ ପ୍ରିୟ ପ୍ରଭୁଙ୍କ ସ୍ମରଣ କରିଛି, ମୁଁ ତାହା ପ୍ରତି ବାରମ୍ବାର ସମର୍ପିତ ଅଟେ।     

ਓਇ ਆਪਿ ਛੁਟੇ ਪਰਵਾਰ ਸਿਉ ਸਭੁ ਜਗਤੁ ਛਡਾਇਆ ॥੮॥
ସେ ନିଜ ପରିବାର ସହିତ ସ୍ଵୟଂ ରକ୍ଷା ପାଇଛନ୍ତି ଏବଂ ସେ ସାରା ଜଗତକୁ ମଧ୍ୟ ପାର କରାଇଛି॥7॥         

ਗੁਰਿ ਪਿਆਰੈ ਹਰਿ ਸੇਵਿਆ ਗੁਰੁ ਧੰਨੁ ਗੁਰੁ ਧੰਨੋ ॥
ମୋର ପ୍ରିୟ ଗୁରୁ ହରିଙ୍କ ସ୍ମରଣ କରିଛି, ଏଥିପାଇଁ ମୋର ଗୁରୁ ଧନ୍ୟ ଧନ୍ୟ ଅଟନ୍ତି।          

ਗੁਰਿ ਹਰਿ ਮਾਰਗੁ ਦਸਿਆ ਗੁਰ ਪੁੰਨੁ ਵਡ ਪੁੰਨੋ ॥੯॥
ଗୁରୁ ମୋତେ ହରିଙ୍କ ମାର୍ଗ ବତାଇଛନ୍ତି, ଗୁରୁ ମୋ’ ଉପରେ ବଡ ଉପକାର କରିଛନ୍ତି॥9॥       

error: Content is protected !!