ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟେ, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ହେବ।
ਰਾਗੁ ਸਿਰੀਰਾਗੁ ਮਹਲਾ ਪਹਿਲਾ ੧ ਘਰੁ ੧ ॥
ସିରିରାଗ ମହଲା ପ୍ରଥମ 1 ଘରୁ 1॥
ਮੋਤੀ ਤ ਮੰਦਰ ਊਸਰਹਿ ਰਤਨੀ ਤ ਹੋਹਿ ਜੜਾਉ ॥
ଯଦି ମୋ’ ପାଇଁ ମୋତି ଓ ରତ୍ନ ଖଚିତ ଭବନ ନିର୍ମିତ ହୋଇଯାଏ।
ਕਸਤੂਰਿ ਕੁੰਗੂ ਅਗਰਿ ਚੰਦਨਿ ਲੀਪਿ ਆਵੈ ਚਾਉ ॥
ସେହି ଭବନ ଉପରେ କସ୍ତୁରୀ, କେଶର, ସୁଗନ୍ଧିତ କାଷ୍ଠ ଓ ଚନ୍ଦନର କାଠ ଆଦି ଲେପନ କରି ମନରେ ଉତ୍ସାହ ଜାତ ହୋଇଯାଏ।
ਮਤੁ ਦੇਖਿ ਭੂਲਾ ਵੀਸਰੈ ਤੇਰਾ ਚਿਤਿ ਨ ਆਵੈ ਨਾਉ ॥੧॥
କାହିଁ ଏପରି ହେବନି ତ ତାହାକୁ ଦେଖି ମୁଁ ନିରଙ୍କାରଙ୍କ ନାମ ହୃଦୟରୁ ଭୁଲି ଯିବି।(ଏଥିପାଇଁ ମୁଁ ଏପରି ଭ୍ରମିତ କରିବାବାଲା ପଦାର୍ଥ ଆଡକୁ ଦେଖେ ନାହିଁ)।॥1॥
ਹਰਿ ਬਿਨੁ ਜੀਉ ਜਲਿ ਬਲਿ ਜਾਉ ॥
ପରମାତ୍ମା ତଥା ତାଙ୍କରି ନାମ ସ୍ମରଣ ବିନା ଜୀବ ତୃଷ୍ଣାଗ୍ନିରେ ଜାଲିଯାଏ।
ਮੈ ਆਪਣਾ ਗੁਰੁ ਪੂਛਿ ਦੇਖਿਆ ਅਵਰੁ ਨਾਹੀ ਥਾਉ ॥੧॥ ਰਹਾਉ ॥
ମୁଁ ନିଜ ଆରାଧ୍ୟ ଇଷ୍ଟକୁ ପଚାରି ଦେଖିଛି ଯେ ନିରଙ୍କାରଙ୍କ ଅତିରିକ୍ତ ଅନ୍ୟ କୌଣସି ପଦାର୍ଥ ଓ ସ୍ଥାନ ଜୀବର ମୁକ୍ତି ପାଇଁ ଯୋଗ୍ୟ ନାହିଁ।॥1॥ରୁହ॥
ਧਰਤੀ ਤ ਹੀਰੇ ਲਾਲ ਜੜਤੀ ਪਲਘਿ ਲਾਲ ਜੜਾਉ ॥
ଧରିତ୍ରିରେ ହୀରା ଅଛି, ମୋର ଘରେ ପଡିଥିବା ପାଳଙ୍କରେ ଲାଲ-ରତ୍ନ ସୁଶୋଭିତ ହୋଇଛି।
ਮੋਹਣੀ ਮੁਖਿ ਮਣੀ ਸੋਹੈ ਕਰੇ ਰੰਗਿ ਪਸਾਉ ॥
ଘରେ ମନ ମଃ କଲା ଭଳି ସୁନ୍ଦର ସ୍ତ୍ରୀର ମୁଖ ମଣିର ଶାନ୍ତି ପ୍ରକାଶମାନ ହେଉଛି ଆଉ ସେ ପ୍ରେମ-ଭାବର ଆନନ୍ଦ ପ୍ରକଟ କରିଥାଏ।
ਮਤੁ ਦੇਖਿ ਭੂਲਾ ਵੀਸਰੈ ਤੇਰਾ ਚਿਤਿ ਨ ਆਵੈ ਨਾਉ ॥੨॥
କାହିଁ ଏପରି ହେବନି ତ ତାହାକୁ ଦେଖି ମୁଁ ନିରଙ୍କାରଙ୍କ ନାମ ହୃଦୟରୁ ଭୁଲି ଯିବି।(ଏଥିପାଇଁ ମୁଁ ଏପରି ଭ୍ରମିତ କରିବାବାଲା ପଦାର୍ଥ ଆଡକୁ ଦେଖେ ନାହିଁ)।॥2॥
ਸਿਧੁ ਹੋਵਾ ਸਿਧਿ ਲਾਈ ਰਿਧਿ ਆਖਾ ਆਉ ॥
ସିଦ୍ଧ ହୋଇ ସିଦ୍ଧି ମଧ୍ୟ ଲଗାଇବି ଆଉ ରିଦ୍ଧି ମଧ୍ୟ କହିବା ମାତ୍ରେ ମୋ’ ପାଖକୁ ଆସିବ।
ਗੁਪਤੁ ਪਰਗਟੁ ਹੋਇ ਬੈਸਾ ਲੋਕੁ ਰਾਖੈ ਭਾਉ ॥
ସ୍ଵେଛାରେ ଅଲୋକ ଓ ଆଲୋକ ହୋଇଯାଏଁ, ଯାହା ଦ୍ଵାରା ଲୋକଙ୍କ ମନ ମୋ’ ପ୍ରତି ଶ୍ରଦ୍ଧା ଜାତ ହେବ।
ਮਤੁ ਦੇਖਿ ਭੂਲਾ ਵੀਸਰੈ ਤੇਰਾ ਚਿਤਿ ਨ ਆਵੈ ਨਾਉ ॥੩॥
କାହିଁ ଏପରି ହେବନି ତ ତାହାକୁ ଦେଖି ମୁଁ ନିରଙ୍କାରଙ୍କ ନାମ ହୃଦୟରୁ ଭୁଲି ଯିବି।(ଏଥିପାଇଁ ମୁଁ ଏପରି ଭ୍ରମିତ କରିବାବାଲା ପଦାର୍ଥ ଆଡକୁ ଦେଖେ ନାହିଁ)।॥3॥
ਸੁਲਤਾਨੁ ਹੋਵਾ ਮੇਲਿ ਲਸਕਰ ਤਖਤਿ ਰਾਖਾ ਪਾਉ ॥
ବାଦଶାହ ହୋଇ ସେନା ଏକତ୍ର କରିବି ଆଉ ସିଂହାସନରେ ବିରାଜମାନ ହେବି
ਹੁਕਮੁ ਹਾਸਲੁ ਕਰੀ ਬੈਠਾ ਨਾਨਕਾ ਸਭ ਵਾਉ ॥
ଏଠାରେ ବସି ଯାହା ଚାହେଁ ଆଦେଶ କରି ତାହା ପ୍ରାପ୍ତ କରେ, ସଦଗୁରୁଜୀ କହନ୍ତି ଯେ ଏହି ସବୁ କିଛି ବ୍ୟର୍ଥ ଅଟେ।
ਮਤੁ ਦੇਖਿ ਭੂਲਾ ਵੀਸਰੈ ਤੇਰਾ ਚਿਤਿ ਨ ਆਵੈ ਨਾਉ ॥੪॥੧॥
କାହିଁ ଏପରି ହେବନି ତ ତାହାକୁ ଦେଖି ମୁଁ ନିରଙ୍କାରଙ୍କ ନାମ ହୃଦୟରୁ ଭୁଲି ଯିବି।(ଏଥିପାଇଁ ମୁଁ ଏପରି ଭ୍ରମିତ କରିବାବାଲା ପଦାର୍ଥ ଆଡକୁ ଦେଖେ ନାହିଁ)।॥4॥1॥
ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1॥
ਕੋਟਿ ਕੋਟੀ ਮੇਰੀ ਆਰਜਾ ਪਵਣੁ ਪੀਅਣੁ ਅਪਿਆਉ ॥
ହେ ନିରଙ୍କାର! ହୁଏତ ମୋର ଆୟୁଷ କୋଟି କୋଟି ଯୁଗ ପର୍ଯ୍ୟନ୍ତ ହୋଇଯାଉ (ସବୁ ପଦାର୍ଥକୁ ଛାଡି) ପବନ ମୋର ଖାଦ୍ୟ ହେଉ।
ਚੰਦੁ ਸੂਰਜੁ ਦੁਇ ਗੁਫੈ ਨ ਦੇਖਾ ਸੁਪਨੈ ਸਉਣ ਨ ਥਾਉ ॥
ଯେଉଁଠି ଚନ୍ଦ୍ର ଓ ସୂର୍ଯ୍ୟଙ୍କର ପ୍ରବେଶ ନ ହେଉ, ଏପରି ଗୁମ୍ଫାରେ ବସି ମୁଁ ତୁମର ଚିନ୍ତନ କରୁ ଆଉ ସ୍ଵପ୍ନରେ ମଧ୍ୟ ନିଦ୍ରାର ସ୍ଥାନ ନ ହେଉ।
ਭੀ ਤੇਰੀ ਕੀਮਤਿ ਨਾ ਪਵੈ ਹਉ ਕੇਵਡੁ ਆਖਾ ਨਾਉ ॥
(ଏପରି କଠିନ ତପସ୍ୟା କରିଲେ ମଧ୍ୟ) ମୁଁ ତୋର ମୂଲ୍ୟାଙ୍କନ କରିପାରିବି ନା ହିଁ, ତୋର ନାମକୁ ମୁଁ କେତେ ମହାନ କହୁଁ। ଅର୍ଥତ୍ତୋର ନାମର ମହିମା ବ୍ୟାଖ୍ୟା କରିବା କଠିନ ଅଟେ।।1॥
ਸਾਚਾ ਨਿਰੰਕਾਰੁ ਨਿਜ ਥਾਇ ॥
ସତ୍ୟସ୍ଵରୂପ ନିରଙ୍କାର ସଦା ନିଜ ମହିମାରେ ସ୍ଥିତ ଅଟନ୍ତି।
ਸੁਣਿ ਸੁਣਿ ਆਖਣੁ ਆਖਣਾ ਜੇ ਭਾਵੈ ਕਰੇ ਤਮਾਇ ॥੧॥ ਰਹਾਉ ॥
ଶାସ୍ତ୍ର ଅଧ୍ୟୟନ କରି ହିଁ କେହି ତାଙ୍କରି ଗୁଣର କଥନ କରେ, କିନ୍ତୁ ଯାହା ଉପରେ ନିରଙ୍କାରଙ୍କ କୃପା ହୋଇଥାଏ ତାହା ପାଖରେ ଜିଜ୍ଞାସା ଉତ୍ପର୍ଣ୍ଣ ହୋଇଥାଏ॥1॥ରୁହ॥
ਕੁਸਾ ਕਟੀਆ ਵਾਰ ਵਾਰ ਪੀਸਣਿ ਪੀਸਾ ਪਾਇ ॥
ଯଦି ମୁଁ ପୁନଃ ପୁନଃ କଷ୍ଟ ଦେଇ କାଟି ହୋଇଯାଏ ତଥା ଚକିରେ ପେଷି ହୋଇଯାଏ,
ਅਗੀ ਸੇਤੀ ਜਾਲੀਆ ਭਸਮ ਸੇਤੀ ਰਲਿ ਜਾਉ ॥
ଅଗ୍ନିରେ ମୋର ଶରୀରକୁ ଜଳାଇ ଦିଆଯାଏ ଅଥବା ଶରୀରକୁ ଭସ୍ମ ଲଗାଇ ରଖୁ
ਭੀ ਤੇਰੀ ਕੀਮਤਿ ਨਾ ਪਵੈ ਹਉ ਕੇਵਡੁ ਆਖਾ ਨਾਉ ॥੨॥
ତାହାହେଲେ ମଧ୍ୟ ତୋର ମୂଲ୍ୟାଙ୍କନ କରିପାରିବି ନାହିଁ, ତୋର ନାମକୁ ମୁଁ କେତେ ମହାନ କଥନ କରୁ, ଅର୍ଥାତ ତୋର ନାମର ମହିମା ବ୍ୟାଖ୍ୟା କରିବା କଠିନ ଅଟେ।॥2॥
ਪੰਖੀ ਹੋਇ ਕੈ ਜੇ ਭਵਾ ਸੈ ਅਸਮਾਨੀ ਜਾਉ ॥
(ସିଦ୍ଧିର ବଳ ହେତୁ) ମୁଁ ପକ୍ଷୀ ହୋଇ ଆକାଶରେ ଭ୍ରମଣ କରୁ ଆଉ ଏତେ ଉଚ୍ଚ ଚାଲିଯାଏଁ ଯେ ଶହ ଶହ ସ୍ଵର୍ଗ ଛୁଇଁ ପାରୁ।
ਨਦਰੀ ਕਿਸੈ ਨ ਆਵਊ ਨਾ ਕਿਛੁ ਪੀਆ ਨ ਖਾਉ ॥
ଏପରି ସୂକ୍ଷ୍ମ ହୋଇଯିବି ଯେ କାହାର ଦୃଷ୍ଟିରେ ଆସିବି ନାହିଁ ଏବଂ ନା କିଛି ପିଇବି କିମ୍ବା ଖାଇବି।
ਭੀ ਤੇਰੀ ਕੀਮਤਿ ਨਾ ਪਵੈ ਹਉ ਕੇਵਡੁ ਆਖਾ ਨਾਉ ॥੩॥
ତାହାହେଲେ ମଧ୍ୟ ତୋର ମୂଲ୍ୟାଙ୍କନ କରିପାରିବି ନାହିଁ, ତୋର ନାମକୁ ମୁଁ କେତେ ମହାନ କଥନ କରୁ, ଅର୍ଥାତ ତୋର ନାମର ମହିମା ବ୍ୟାଖ୍ୟା କରିବା କଠିନ ଅଟେ।॥3॥