ਰਾਗੁ ਧਨਾਸਰੀ ਮਹਲਾ ੧ ॥
ରାଗ ଧନାସରି ମହଲା 1॥
ਗਗਨ ਮੈ ਥਾਲੁ ਰਵਿ ਚੰਦੁ ਦੀਪਕ ਬਨੇ ਤਾਰਿਕਾ ਮੰਡਲ ਜਨਕ ਮੋਤੀ ॥
(ଯେପରି) ସାରା ଆକାଶ ଥାଳି ଅଟେ। ସୂର୍ଯ୍ୟ ଆଉ ଚନ୍ଦ୍ର (ସେହି ଥାଳିରେ) ଦୀପ ଅଟେ, ତାରାମାନେ, ଯେପରି ଥାଳିରେ ମୋତି ରଖାଯାଇଛି।
ਧੂਪੁ ਮਲਆਨਲੋ ਪਵਣੁ ਚਵਰੋ ਕਰੇ ਸਗਲ ਬਨਰਾਇ ਫੂਲੰਤ ਜੋਤੀ ॥੧॥
ମଳୟ ପରବତରୁ ଆସୁଥିବା ପବନ , ଯେପରି ଧୂପ ଅଟେ।ପବନ ଘୂରିବୁଲୁଛି । ସବୁ ବନସ୍ପତି ଜ୍ୟୋତି-ରୂପ ( ପ୍ରଭୁଙ୍କ ଆରତୀ) ପାଇଁ ଫୁଲ ଦିଅନ୍ତି।
ਕੈਸੀ ਆਰਤੀ ਹੋਇ ॥ ਭਵ ਖੰਡਨਾ ਤੇਰੀ ਆਰਤੀ ॥
ହେ ଜୀବଙ୍କ ଜନ୍ମ, ମରଣ, ନାଶ କାରକ! (ପ୍ରକୃତିରେ) କିପରି ସୁନ୍ଦର ତୁମର ଆରତୀ ହେଉଛି!
ਅਨਹਤਾ ਸਬਦ ਵਾਜੰਤ ਭੇਰੀ ॥੧॥ ਰਹਾਉ ॥
( ସବୁ ଜୀବରେ ଚାଲୁ ଥିବା) ଏକ ମାତ୍ର ଜୀବନ ତରଂଗ ( ହୃତସ୍ପନ୍ଦନ) , ତୁମ ଆରତୀ ପାଇଁ ବାଜା ବାଜୁଛି।
ਸਹਸ ਤਵ ਨੈਨ ਨਨ ਨੈਨ ਹਹਿ ਤੋਹਿ ਕਉ ਸਹਸ ਮੂਰਤਿ ਨਨਾ ਏਕ ਤੋੁਹੀ ॥
(ସବୁ ଜୀବମାନଙ୍କରେ ବ୍ୟାପକ ହେବାର କାରଣ) ତୁମର ହଜାର ହଜାର ଚକ୍ଷୁ ଅଛି, ( କିନ୍ତୁ ନିରାକାର ହେବା କାରଣରୁ , ହେ ପ୍ରଭୁ!) ତୁମର କିଛି ଚକ୍ଷୁ ନାହିଁ। ତୁମର ହଜାର ହଜାର ସଂକଲ୍ପ ଅଛି , କିନ୍ତୁ ତୁମର କିଛି ସଂକଲ୍ପ ନାହିଁ।
ਸਹਸ ਪਦ ਬਿਮਲ ਨਨ ਏਕ ਪਦ ਗੰਧ ਬਿਨੁ ਸਹਸ ਤਵ ਗੰਧ ਇਵ ਚਲਤ ਮੋਹੀ ॥੨॥
ତୁମର ହଜାର ହଜାର ସୁନ୍ଦର ଗୋଡ ଅଛି , ( କିନ୍ତୁ ନିରାକାର ହେବା କାରଣରୁ) ତୁମର ଗୋଟିଏ ମଧ୍ୟ ଗୋଡ ନାହିଁ। ତୁମର ହଜାର ହଜାର ନାକ ଅଛି, କିନ୍ତୁ ତୁମେ ନାକ ବିନା ଅଛ। ତୁମର ଏହି ଚମତ୍କାରିତା ମୋତେ ଚକିତ କରିଛି।
ਸਭ ਮਹਿ ਜੋਤਿ ਜੋਤਿ ਹੈ ਸੋਇ ॥
ସବୁ ଜୀବମାନଙ୍କରେ ସେହି ଏକ ପରମାତ୍ମାଙ୍କ ଜ୍ୟୋତି ଡୋରୀ ରହିଛି।
ਤਿਸ ਦੈ ਚਾਨਣਿ ਸਭ ਮਹਿ ਚਾਨਣੁ ਹੋਇ ॥
ସେହି ଜ୍ୟୋତିର ପ୍ରକାଶରେ ସାରା ଜୀବଙ୍କ ଠାରେ ପ୍ରକାଶ ଅଛି।
ਗੁਰ ਸਾਖੀ ਜੋਤਿ ਪਰਗਟੁ ਹੋਇ ॥
ଗୁରୁଙ୍କ ଦ୍ଵାରା ହିଁ ଏହା ବୁଝାପଡେ ଯେ ସମସ୍ତଙ୍କ ଭିତରେ ପରମାତ୍ମାଙ୍କ ଜ୍ୟୋତି ଅଛି।
ਜੋ ਤਿਸੁ ਭਾਵੈ ਸੁ ਆਰਤੀ ਹੋਇ ॥੩॥
ପ୍ରଭୁଙ୍କ ପୂଜାରେ ରହି ପ୍ରଭୁଙ୍କ ଆରତୀ କରିବାକୁ ପଡିବ।
ਹਰਿ ਚਰਣ ਕਵਲ ਮਕਰੰਦ ਲੋਭਿਤ ਮਨੋ ਅਨਦਿਨੋੁ ਮੋਹਿ ਆਹੀ ਪਿਆਸਾ ॥
ହେ ହରି! ତୁମର ଚରଣ-ରୂପୀ କମଳ ଫୁଲ ପାଇଁ ମୋ ମନରେ ଲାଳସା ଆସୁଛି , ପ୍ରତିଦିନ ମୋତେ ଏହି ରସର ତୃଷ୍ଣା ଲାଗୁଛି।
ਕ੍ਰਿਪਾ ਜਲੁ ਦੇਹਿ ਨਾਨਕ ਸਾਰਿੰਗ ਕਉ ਹੋਇ ਜਾ ਤੇ ਤੇਰੈ ਨਾਇ ਵਾਸਾ ॥੪॥੩॥
ହେ ହରି! ମୋତେ ନାନକ ପକ୍ଷୀର ନିଜର କୃପାର ଜଳ ଦିଅ, ଯାହାଦ୍ୱାରା ମୁଁ ତୁମ ନାମରେ ଲାଖି ରହିବି।
ਰਾਗੁ ਗਉੜੀ ਪੂਰਬੀ ਮਹਲਾ ੪ ॥
ରାଗ ଗୌରୀପୂରବୀ ମହଲା 4॥
ਕਾਮਿ ਕਰੋਧਿ ਨਗਰੁ ਬਹੁ ਭਰਿਆ ਮਿਲਿ ਸਾਧੂ ਖੰਡਲ ਖੰਡਾ ਹੇ ॥
( ମନୁଷ୍ୟର ଏହି ଶରୀର ରୂପୀ ) ସହର କାମ ଆଉ କ୍ରୋଧରେ ଭରି ରହିଛି । ଗୁରୁଙ୍କ ମିଳନରେ ହିଁ ( କାମ କ୍ରୋଧ ଆଦି ବନ୍ଧନକୁ) ଭାଙ୍ଗି ପାରିବା।
ਪੂਰਬਿ ਲਿਖਤ ਲਿਖੇ ਗੁਰੁ ਪਾਇਆ ਮਨਿ ਹਰਿ ਲਿਵ ਮੰਡਲ ਮੰਡਾ ਹੇ ॥੧॥
ଯେଉଁ ମନୁଷ୍ୟକୁ ପୂର୍ବ କର୍ମ ଫଳରେ ଗୁରୁ ମିଳି ଯାଆନ୍ତି , ତାହାର ମନ ପରମାତ୍ମାଙ୍କ ସାଥିରେ ଯୋଡି ହୋଇଯାଏ (ଏବଂ ତାହାର ଭିତରେ କାମ ଆଦି ବିକାରର ଯୋଡି ଭାଙ୍ଗିଯାଏ)
ਕਰਿ ਸਾਧੂ ਅੰਜੁਲੀ ਪੁਨੁ ਵਡਾ ਹੇ ॥
(ହେ ଭାଇ!) ଗୁରୁଙ୍କ ଆଗରେ ହାତ ଯୋଡ, ଏହା ବହୁତ ଭଲ କାମ ଅଟେ।
ਕਰਿ ਡੰਡਉਤ ਪੁਨੁ ਵਡਾ ਹੇ ॥੧॥ ਰਹਾਉ ॥
ଗୁରୁଙ୍କ ଆଗରେ ନତମସ୍ତକ ହୁଅ , ଏହା ବଡ ମହାନ କାମ ଅଟେ।॥1॥ ରୁହ॥
ਸਾਕਤ ਹਰਿ ਰਸ ਸਾਦੁ ਨ ਜਾਣਿਆ ਤਿਨ ਅੰਤਰਿ ਹਉਮੈ ਕੰਡਾ ਹੇ ॥
ଯେଉଁ ମନୁଷ୍ୟ ପରମାତ୍ମାଙ୍କ ଠାରୁ ଦୂରେଇ ଯାଇଛି, ସେ ତାଙ୍କର ନାମର ରସର ସ୍ଵାଦ ବୁଝିପାରି ନାହିଁ। ତାହାର ମନରେ ଅହଙ୍କାରର କଣ୍ଟା ଭରି ରହିଛି।
ਜਿਉ ਜਿਉ ਚਲਹਿ ਚੁਭੈ ਦੁਖੁ ਪਾਵਹਿ ਜਮਕਾਲੁ ਸਹਹਿ ਸਿਰਿ ਡੰਡਾ ਹੇ ॥੨॥
ଯେଉଁ ଜାଗାକୁ ସେ ଯାଆନ୍ତି, ( ଯିଏ ଅହଂର ସ୍ଵଭାବରେ ଜିତିଛି, ଅହଙ୍କାରର କଣ୍ଟା) ଫୋଡି ହେଇଛି, ସେ ଦୁଃଖ ପାଇଛି , ଏବଂ ନିଜଶିର ଉପରେ ତାକୁ ଆତ୍ମିକ ମୃତ୍ୟୁ ରୂପୀ ଦଣ୍ଡ ବରଦାସ୍ତ କରିବାକୁ ପଡିଛି ।( ଭାବ- ଆତ୍ମିକ ମୃତ୍ୟୁ ତାହାର ଶିର ଉପରେ ସବାର ହୋଇରହେ)।
ਹਰਿ ਜਨ ਹਰਿ ਹਰਿ ਨਾਮਿ ਸਮਾਣੇ ਦੁਖੁ ਜਨਮ ਮਰਣ ਭਵ ਖੰਡਾ ਹੇ ॥
( ଅନ୍ୟ ପକ୍ଷରେ), ପରମାତ୍ମାଙ୍କ ପ୍ରେମରେ ମନୁଷ୍ୟ ପରମାତ୍ମାଙ୍କ ନାମରେ ଯୋଡି ରହିଥାଏ। ତାହାର ସଂସାରର ଜନ୍ମ-ମରଣର ଦୁଃଖ କଟିଯାଏ।
ਅਬਿਨਾਸੀ ਪੁਰਖੁ ਪਾਇਆ ਪਰਮੇਸਰੁ ਬਹੁ ਸੋਭ ਖੰਡ ਬ੍ਰਹਮੰਡਾ ਹੇ ॥੩॥
ତାଙ୍କୁକେବେ ନାଶ ନ ହେବାର ପରମେଶ୍ଵର ମିଳିଯାଏ। ତାହାର ଶୋଭା ସାରା ଖଣ୍ଡ- ବ୍ରହ୍ମାଣ୍ଡରେ ବ୍ୟାପୀ ଯାଏ।॥3॥
ਹਮ ਗਰੀਬ ਮਸਕੀਨ ਪ੍ਰਭ ਤੇਰੇ ਹਰਿ ਰਾਖੁ ਰਾਖੁ ਵਡ ਵਡਾ ਹੇ ॥
ହେ ପ୍ରଭୁ! ଆମେ ଜୀବ ତୁମ ଦ୍ବାରର ଗରିବ ଭିକାରି ଅଟୁ। ତୁମେ ସବୁଠାରୁ ବଡ ସାହାଯ୍ୟକାରୀ ଅଟ। ଆମକୁ ( ଏହି କାମ ଆଦି ବିକାର ଠାରୁ) ବଞ୍ଚାଅ।
ਜਨ ਨਾਨਕ ਨਾਮੁ ਅਧਾਰੁ ਟੇਕ ਹੈ ਹਰਿ ਨਾਮੇ ਹੀ ਸੁਖੁ ਮੰਡਾ ਹੇ ॥੪॥੪॥
ହେ ପ୍ରଭୁ ତୁମ ଦାସ ନାନକକୁ ତୁମେ ହିଁ ଆଶ୍ରା ଅଛ, ତୁମ ନାମ ହିଁ ସାହାରା ଅଟେ, ତୁମ ନାମରେ ଯୋଡି ରହିବାରେ ହିଁ ସୁଖ ମିଳେ।
ਰਾਗੁ ਗਉੜੀ ਪੂਰਬੀ ਮਹਲਾ ੫ ॥
ରାଗ ଗଉଡି ପୂରବୀ ମହଲା 5 ॥
ਕਰਉ ਬੇਨੰਤੀ ਸੁਣਹੁ ਮੇਰੇ ਮੀਤਾ ਸੰਤ ਟਹਲ ਕੀ ਬੇਲਾ ॥
ହେ ମୋର ମିତ୍ର! ମୁଁ ବିନତି କରେ କି – ( ଏବେ) ଗୁରୁମୁଖଙ୍କ ସେବା କରିବା ସମୟ ଅଛି ।
ਈਹਾ ਖਾਟਿ ਚਲਹੁ ਹਰਿ ਲਾਹਾ ਆਗੈ ਬਸਨੁ ਸੁਹੇਲਾ ॥੧॥
( ଯଦି ସେବା କରିବ , ତାହାହେଲେ) ଏହି ଜନ୍ମରେ ଈଶ୍ବରଙ୍କ ନାମର ଅର୍ଜ୍ଜନ କରିଯିବ, ଆଉ ପରଲୋକରେ ରହିବା ସୁଖମୟ ହେବ।
ਅਉਧ ਘਟੈ ਦਿਨਸੁ ਰੈਣਾਰੇ ॥ ਮਨ ਗੁਰ ਮਿਲਿ ਕਾਜ ਸਵਾਰੇ ॥੧॥ ਰਹਾਉ ॥
ହେ ମନ! ଦିନ ରାତି , ଆୟୁଷ କମି କମି ଯାଉଛି। ହେ ( ମୋର) ମନ! ଗୁରୁଙ୍କୁ ମିଳନ କରି ( ମାନବ ଜୀବନର) ଉଦ୍ଦେଶ୍ୟକୁ ସଫଳ କର। ॥1॥ରୁହ॥
ਇਹੁ ਸੰਸਾਰੁ ਬਿਕਾਰੁ ਸੰਸੇ ਮਹਿ ਤਰਿਓ ਬ੍ਰਹਮ ਗਿਆਨੀ ॥
ଏହି ଜଗତ ବିକାରରେ ଭରପୁର ଅଟେ।( ଜଗତର ଜୀବ) ଆଶଙ୍କାରେ ( ଡୁବି ରହୁଛି , ଏହା ମଧ୍ୟରୁ) ସେହି ମନୁଷ୍ୟ ବାହାରୁଛି ଯିଏ ପରମାତ୍ମାଙ୍କ ସହିତ ଜଣାଶୁଣା ଅଛି।
ਜਿਸਹਿ ਜਗਾਇ ਪੀਆਵੈ ਇਹੁ ਰਸੁ ਅਕਥ ਕਥਾ ਤਿਨਿ ਜਾਨੀ ॥੨॥
( ବିକାରରେଶୋଇଥିବା) ଯେଉଁ ମନୁଷ୍ୟକୁ ପ୍ରଭୁ ସ୍ଵୟଂ ନିଜେ ଉଠାଇକି ନାମ ଅମୃତ ପିଆଉଛନ୍ତି , ସେହି ମନୁଷ୍ୟ ପ୍ରଭୁଙ୍କ କଥା ( ମହିମା) କରିବା ଶୈଳୀ ଶିଖିଯାଇଛି। ॥2॥
ਜਾ ਕਉ ਆਏ ਸੋਈ ਬਿਹਾਝਹੁ ਹਰਿ ਗੁਰ ਤੇ ਮਨਹਿ ਬਸੇਰਾ ॥
(ହେ ଭାଇ!) ଯେଉଁ କାମ ପାଇଁ ( ଏଠାକୁ) ଆସିଛ, ତାହାର ବ୍ୟାପାର କର।ସେହି ହରି ନାମ ଗୁରୁଙ୍କ ଦ୍ଵାରା ହିଁ ମନରେ ବାସ କରିପାରେ।
ਨਿਜ ਘਰਿ ਮਹਲੁ ਪਾਵਹੁ ਸੁਖ ਸਹਜੇ ਬਹੁਰਿ ਨ ਹੋਇਗੋ ਫੇਰਾ ॥੩॥
( ଯଦି ଗୁରୁଙ୍କ ସରନ ପଡିବ, ତାହାହେଲେ) ଆତ୍ମିକ ଆନନ୍ଦ ଆଉ ଧ୍ୟାନରେ ମଗ୍ନ ରହି ନିଜ ଭିତରେ ପରମାତ୍ମାଙ୍କ ଠିକଣା ପାଇଜୀବ। ପୁଣି, ଦ୍ଵିତୀୟ ଥର ଜନ୍ମ-ମରଣ ଚକ୍ରରେ ରହିବ ନାହିଁ।॥3॥
ਅੰਤਰਜਾਮੀ ਪੁਰਖ ਬਿਧਾਤੇ ਸਰਧਾ ਮਨ ਕੀ ਪੂਰੇ ॥
ହେ ସବୁ ହୃଦୟକୁ ଜାଣିବାବାଲା ସର୍ବ ବ୍ୟାପକ ନିର୍ମାତା! ମୋର ମନର ଇଚ୍ଛା ପୂରଣ କର।
ਨਾਨਕ ਦਾਸੁ ਇਹੈ ਸੁਖੁ ਮਾਗੈ ਮੋ ਕਉ ਕਰਿ ਸੰਤਨ ਕੀ ਧੂਰੇ ॥੪॥੫॥
ଦାସ ନାନକ ତୁମକୁ ଏହି ସୁଖ ମାଗେ ଯେ ମୋତେ ସନ୍ଥଙ୍କ ଚରଣରେ ଧୁଳି କରିଦିଅ।॥4॥5॥