ਏਕੁ ਨਾਮੁ ਵਸਿਆ ਘਟ ਅੰਤਰਿ ਪੂਰੇ ਕੀ ਵਡਿਆਈ ॥੧॥ ਰਹਾਉ ॥
ପ୍ରଭୁଙ୍କ ନାମ ହୃଦୟରେ ବାସ କରି ନେଇଛି, ଏହା ପୂର୍ଣ୍ଣ ଗୁରୁଙ୍କ ବଡପଣ ଅଟେ॥1॥ରୁହ॥
ਆਪੇ ਕਰਤਾ ਆਪੇ ਭੁਗਤਾ ਦੇਦਾ ਰਿਜਕੁ ਸਬਾਈ ॥੨॥
ପରମେଶ୍ଵର ସ୍ଵୟଂ ହିଁ କର୍ତ୍ତା, ସ୍ଵୟଂ ହିଁ ଭୋଗିବା ବାଲା ଆଉ ସେ ସ୍ଵୟଂ ହିଁ ସବୁ ଜୀବଙ୍କୁ ଭୋଜନ ଦେଇଥାନ୍ତି||2||
ਜੋ ਕਿਛੁ ਕਰਣਾ ਸੋ ਕਰਿ ਰਹਿਆ ਅਵਰੁ ਨ ਕਰਣਾ ਜਾਈ ॥੩॥
ଯାହା କିଛି ସେ କରିବାକୁ ଚାହିଁ ଥାଆନ୍ତି, ସେ ତାହା କରିଥାନ୍ତି, ତାହାଙ୍କ ବିନା ଅନ୍ୟ କେହି କିଛି କରି ପାରନ୍ତି ନାହିଁ||3||
ਆਪੇ ਸਾਜੇ ਸ੍ਰਿਸਟਿ ਉਪਾਏ ਸਿਰਿ ਸਿਰਿ ਧੰਧੈ ਲਾਈ ॥੪॥
ସେ ସ୍ଵୟଂ ହିଁ ସୃଷ୍ଟିର ଉତ୍ପନ୍ନ କରିଥାନ୍ତି ଆଉ ସ୍ଵୟଂ ହିଁ ଜୀବକୁ ଜଗତର କାର୍ଯ୍ୟରେ ଲଗାଇ ଥାଆନ୍ତି||4||
ਤਿਸਹਿ ਸਰੇਵਹੁ ਤਾ ਸੁਖੁ ਪਾਵਹੁ ਸਤਿਗੁਰਿ ਮੇਲਿ ਮਿਲਾਈ ॥੫॥
ତାହାଙ୍କ ଉପାସନା କରିବା ଦ୍ଵାରା ସୁଖ ହାସଲ ହୋଇଥାଏ। ସଦଗୁରୁ ଜୀବକୁ ଈଶ୍ଵରଙ୍କ ସହିତ ମିଳାଇ ଦିଅନ୍ତି||5||
ਆਪਣਾ ਆਪੁ ਆਪਿ ਉਪਾਏ ਅਲਖੁ ਨ ਲਖਣਾ ਜਾਈ ॥੬॥
ଈଶ୍ଵର ସ୍ଵୟଂଭୂ ଅଟନ୍ତି ଆଉ ସେହି ଅଦୃଷ୍ଟଙ୍କୁ ଦେଖାଯାଇ ପାରିବ ନାହିଁ||6||
ਆਪੇ ਮਾਰਿ ਜੀਵਾਲੇ ਆਪੇ ਤਿਸ ਨੋ ਤਿਲੁ ਨ ਤਮਾਈ ॥੭॥
ସେ ସ୍ଵୟଂ ହିଁ ମୃତ୍ୟୁ ଦାତା, ସ୍ଵୟଂ ହିଁ ଜୀବନ ଦାତା ଆଉ ତାହାଙ୍କ ତିଳେମାତ୍ର ଲାଳସା ନାହିଁ। ||7||
ਇਕਿ ਦਾਤੇ ਇਕਿ ਮੰਗਤੇ ਕੀਤੇ ਆਪੇ ਭਗਤਿ ਕਰਾਈ ॥੮॥
ଏହି ସବୁ ତାହାଙ୍କ ଲୀଳା ଅଟେ ଯେ କେହି ଦାନୀ ବନିଥାଏ, କେହି ଭିକାରି ଅଟେ ଆଉ ସେ ସ୍ଵୟଂ ହିଁ ଭକ୍ତି କରାଇ ଥାଆନ୍ତି||8||
ਸੇ ਵਡਭਾਗੀ ਜਿਨੀ ਏਕੋ ਜਾਤਾ ਸਚੇ ਰਹੇ ਸਮਾਈ ॥੯॥
ଯିଏ ଏକ ପରମାତ୍ମାଙ୍କୁ ଜାଣି ନେଇଛି, ସେ ଭାଗ୍ୟଶାଳୀ ଅଟେ ଆଉ ସେ ସତ୍ୟରେ ହିଁ ବିଲୀନ ରହିଥାଏ||9||
ਆਪਿ ਸਰੂਪੁ ਸਿਆਣਾ ਆਪੇ ਕੀਮਤਿ ਕਹਣੁ ਨ ਜਾਈ ॥੧੦॥
ସେ ସ୍ଵୟଂ ହିଁ ସୁନ୍ଦର ରୂପ ବାଲା ଏବଂ ବଡ ବୁଦ୍ଧିମାନ ଅଟନ୍ତି ଆଉ ତାହାଙ୍କ ମହିମାର ଉଚିତ ମୂଲ୍ୟ ଜଣାପଡେ ନାହିଁ||10||
ਆਪੇ ਦੁਖੁ ਸੁਖੁ ਪਾਏ ਅੰਤਰਿ ਆਪੇ ਭਰਮਿ ਭੁਲਾਈ ॥੧੧॥
ସେ ସ୍ଵୟଂ ହିଁ ଜୀବକୁ ଦୁଃଖ-ସୁଖ ପ୍ରଦାନ କରିଥାନ୍ତି ଆଉ ସ୍ଵୟଂ ହିଁ ତାହାକୁ ଭ୍ରମରେ ରଖିଥାନ୍ତି||11||
ਵਡਾ ਦਾਤਾ ਗੁਰਮੁਖਿ ਜਾਤਾ ਨਿਗੁਰੀ ਅੰਧ ਫਿਰੈ ਲੋਕਾਈ ॥੧੨॥
ସେ ବଡ ଦାତା ଅଟନ୍ତି, ଯାହାକୁ ଗୁରୁମୁଖୀ ଚିହ୍ନି ଥାଏ, କିନ୍ତୁ ଜ୍ଞାନହୀନ ଦୁନିଆରେ ପଥଭ୍ରଷ୍ଟ ରହିଥାଏ||12||
ਜਿਨੀ ਚਾਖਿਆ ਤਿਨਾ ਸਾਦੁ ਆਇਆ ਸਤਿਗੁਰਿ ਬੂਝ ਬੁਝਾਈ ॥੧੩॥
ଯିଏ ନାମାମୃତ ଆସ୍ଵାଦନ କରିଛି, ସେ ତାହାର ସ୍ଵାଦ ଜାଣିଛି ଆଉ ସଦଗୁରୁ ଏହି ଜ୍ଞାନ ଦେଇଛନ୍ତି||13||
ਇਕਨਾ ਨਾਵਹੁ ਆਪਿ ਭੁਲਾਏ ਇਕਨਾ ਗੁਰਮੁਖਿ ਦੇਇ ਬੁਝਾਈ ॥੧੪॥
କାହାକୁ ପରମାତ୍ମା ସ୍ଵୟଂ ହିଁ ନାମରୁ ବିମୁଖ କରିଛନ୍ତି ଆଉ କାହାକୁ ଗୁରୁଙ୍କ ମାଧ୍ୟମରୁ ନାମ ଜ୍ଞାନ ପ୍ରଦାନ କରିଛନ୍ତି||14||
ਸਦਾ ਸਦਾ ਸਾਲਾਹਿਹੁ ਸੰਤਹੁ ਤਿਸ ਦੀ ਵਡੀ ਵਡਿਆਈ ॥੧੫॥
ହେ ସଜ୍ଜନ! ସର୍ବଦା ପରମାତ୍ମାଙ୍କ ସ୍ତୁତିଗାନ କର; ତାହାଙ୍କ କୀର୍ତ୍ତି ବହୁତ ବଡ ଅଟେ||15||
ਤਿਸੁ ਬਿਨੁ ਅਵਰੁ ਨ ਕੋਈ ਰਾਜਾ ਕਰਿ ਤਪਾਵਸੁ ਬਣਤ ਬਣਾਈ ॥੧੬॥
ତାହାଙ୍କ ଅତିରିକ୍ତ ଅନ୍ୟ କେହି ସଂସାରର ରାଜା ନାହାନ୍ତି, ସେ ସ୍ଵୟଂ ସବୁଙ୍କ ସାଥିରେ ନିୟମ ବନାଇଛନ୍ତି||16||
ਨਿਆਉ ਤਿਸੈ ਕਾ ਹੈ ਸਦ ਸਾਚਾ ਵਿਰਲੇ ਹੁਕਮੁ ਮਨਾਈ ॥੧੭॥
ତାହାଙ୍କ ନ୍ୟାୟ ସର୍ବଦା ସଚ୍ଚା ଅଟେ, ସେ କେହି ବିରଳ ଜୀବ ଦ୍ଵାରା ହିଁ ନିଜର ହୁକୁମ କାର୍ଯ୍ୟକାରୀ କରାଇ ଥାଆନ୍ତି||17||
ਤਿਸ ਨੋ ਪ੍ਰਾਣੀ ਸਦਾ ਧਿਆਵਹੁ ਜਿਨਿ ਗੁਰਮੁਖਿ ਬਣਤ ਬਣਾਈ ॥੧੮॥
ହେ ପ୍ରାଣୀ! ସର୍ବଦା ତାହାଙ୍କ ଧ୍ୟାନ କର; ଯିଏ ଗୁରୁଙ୍କ ଦ୍ଵାରା ହୁକୁମ ପାଳନର ନିୟମ ବନାଇଛନ୍ତି||18||
ਸਤਿਗੁਰ ਭੇਟੈ ਸੋ ਜਨੁ ਸੀਝੈ ਜਿਸੁ ਹਿਰਦੈ ਨਾਮੁ ਵਸਾਈ ॥੧੯॥
ସେହି ଜୀବ ସଫଳ ହୋଇଥାଏ, ଯିଏ ସଦଗୁରୁଙ୍କ ସହିତ ସାକ୍ଷାତ କରିଥାଏ ଆଉ ||19||
ਸਚਾ ਆਪਿ ਸਦਾ ਹੈ ਸਾਚਾ ਬਾਣੀ ਸਬਦਿ ਸੁਣਾਈ ॥੨੦॥
ସେ ସର୍ବଦା ସତ୍ୟ ଏବଂ ଶାଶ୍ଵତ ଅଟନ୍ତି, ତାହାଙ୍କ ବାଣୀ ସତ୍ୟ ଅଟେ ଆଉ ତାହାଙ୍କ ହିନ ଶବ୍ଦ ଶୁଣାଇ ଦେଇଥାଏ||20||
ਨਾਨਕ ਸੁਣਿ ਵੇਖਿ ਰਹਿਆ ਵਿਸਮਾਦੁ ਮੇਰਾ ਪ੍ਰਭੁ ਰਵਿਆ ਸ੍ਰਬ ਥਾਈ ॥੨੧॥੫॥੧੪॥
ହେ ନାନକ! ସେ ଏହା ଶୁଣି ଆଶ୍ଚର୍ଯ୍ୟ ହେଉଛି ଯେ ମୋର ପ୍ରଭୁ ସବୁସ୍ଥାନରେ ଅଛନ୍ତି||21||5||14||
ਰਾਮਕਲੀ ਮਹਲਾ ੫ ਅਸਟਪਦੀਆ
ରାମକଲୀ ମହଲା 5 ଅଷ୍ଟପଦୀ
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਕਿਨਹੀ ਕੀਆ ਪਰਵਿਰਤਿ ਪਸਾਰਾ ॥
କେହି ଗୃହସ୍ଥ ଜୀବନର ପ୍ରସାର କରିଛି,
ਕਿਨਹੀ ਕੀਆ ਪੂਜਾ ਬਿਸਥਾਰਾ ॥
କେହି ପୂଜା-ଅର୍ଚ୍ଚନାର ପ୍ରସାର କରିଛି,
ਕਿਨਹੀ ਨਿਵਲ ਭੁਇਅੰਗਮ ਸਾਧੇ ॥
କେହି ଅନ୍ତଃକରଣ କର୍ମର ଅଭ୍ୟାସ ଏବଂ କୁଣ୍ଡଳିନୀର ସାଧନା କରିଛି,
ਮੋਹਿ ਦੀਨ ਹਰਿ ਹਰਿ ਆਰਾਧੇ ॥੧॥
ପରନ୍ତୁ ମୋ’ ଭଳି ଦୀନ ପରମେଶ୍ଵରଙ୍କ ହିନ ଆରାଧନା କରିଛି||1||
ਤੇਰਾ ਭਰੋਸਾ ਪਿਆਰੇ ॥
ହେ ପ୍ରିୟ ପ୍ରଭୁ! ମୋ’ ପାଇଁ ତୋର ହିଁ ଭରସା ଅଛି ଆଉ
ਆਨ ਨ ਜਾਨਾ ਵੇਸਾ ॥੧॥ ਰਹਾਉ ॥
କୌଣସି ଆଡମ୍ବର ଜାଣେ ନାହିଁ॥1॥ରୁହ॥
ਕਿਨਹੀ ਗ੍ਰਿਹੁ ਤਜਿ ਵਣ ਖੰਡਿ ਪਾਇਆ ॥
କେହି ନିଜ ଘର-ପରିବାର ତ୍ୟାଗ କରି ଜଙ୍ଗଲରେ ନିବାସ କରି ନେଇଛି,
ਕਿਨਹੀ ਮੋਨਿ ਅਉਧੂਤੁ ਸਦਾਇਆ ॥
କେହି ନିଜକୁ ମୌନ ଏବଂ ଅବଧୂତ କହିଥାଏ,
ਕੋਈ ਕਹਤਉ ਅਨੰਨਿ ਭਗਉਤੀ ॥
କେହି କହିଥାଏ ଯେ ସେ ଭଗବତୀ ଦେବୀଙ୍କ ଅନନ୍ୟ ଉପାସକ ଅଟେ,
ਮੋਹਿ ਦੀਨ ਹਰਿ ਹਰਿ ਓਟ ਲੀਤੀ ॥੨॥
ପରନ୍ତୁ ମୋ’ ଭଳି ଦୀନ ପରମାତ୍ମାଙ୍କ ହିଁ ସାହାରା ନେଇଛି||2||
ਕਿਨਹੀ ਕਹਿਆ ਹਉ ਤੀਰਥ ਵਾਸੀ ॥
କେହି କହିଥାଏ ଯେ ସେ ତୀର୍ଥବାସୀ ଅଟେ,
ਕੋਈ ਅੰਨੁ ਤਜਿ ਭਇਆ ਉਦਾਸੀ ॥
କେହି ଅନ୍ନ ତ୍ୟାଗ କରି ଉଦାସୀ ସାଧୁ ବନି ଯାଇଥାଏ,
ਕਿਨਹੀ ਭਵਨੁ ਸਭ ਧਰਤੀ ਕਰਿਆ ॥
କେହି ସାରା ଧରିତ୍ରୀ ଭ୍ରମଣ କରିଥାଏ,
ਮੋਹਿ ਦੀਨ ਹਰਿ ਹਰਿ ਦਰਿ ਪਰਿਆ ॥੩॥
ପରନ୍ତୁ ମୋ’ ଭଳି ଗରିବ ଭଗବାନଙ୍କ ଦ୍ଵାରରେ ପଡି ରହିଥାଏ||3||
ਕਿਨਹੀ ਕਹਿਆ ਮੈ ਕੁਲਹਿ ਵਡਿਆਈ ॥
କେହି କହିଥାଏ ଯେ ଉଚ୍ଚ କୁଳ କାରଣରୁ ତାହାର ବଡ ଶୋଭା ଅଛି,