ਗੋਂਡ ਮਹਲਾ ੫ ॥
ଗୋଣ୍ଡ ମହଲା 5॥
ਰਾਮ ਰਾਮ ਸੰਗਿ ਕਰਿ ਬਿਉਹਾਰ ॥
ହେ ଜୀବ! ରାମନାମର ହିଁ ବ୍ୟବହାର କର,
ਰਾਮ ਰਾਮ ਰਾਮ ਪ੍ਰਾਨ ਅਧਾਰ ॥
କାରଣ ରାମନାମ ହିଁ ପ୍ରାଣର ଏକମାତ୍ର ଆଧାର ଅଟେ।
ਰਾਮ ਰਾਮ ਰਾਮ ਕੀਰਤਨੁ ਗਾਇ ॥
ରାମଙ୍କ ହିଁ କୀର୍ତ୍ତିଗାନ କରିବା ଉଚିତ,
ਰਮਤ ਰਾਮੁ ਸਭ ਰਹਿਓ ਸਮਾਇ ॥੧॥
କାରଣ ପ୍ରିୟ ରାମ ସବୁଙ୍କ ଠାରେ ରହିଛନ୍ତି॥1॥
ਸੰਤ ਜਨਾ ਮਿਲਿ ਬੋਲਹੁ ਰਾਮ ॥
ସନ୍ଥଜନଙ୍କ ସାଥିରେ ମିଶି ରାମନାମ ହିଁ ବୋଲ,
ਸਭ ਤੇ ਨਿਰਮਲ ਪੂਰਨ ਕਾਮ ॥੧॥ ਰਹਾਉ ॥
ସେ ହିଁ ସବୁଠାରୁ ପବିତ୍ର ଅଟନ୍ତି ଆଉ ମନୋକାମନା ପୂର୍ଣ୍ଣ କରିବା ବାଲା ଅଟନ୍ତି॥1॥ରୁହ॥
ਰਾਮ ਰਾਮ ਧਨੁ ਸੰਚਿ ਭੰਡਾਰ ॥
ରାମନାମର ଧନ ସଞ୍ଚୟ କରି ଭଣ୍ଡାର ଭରି ନିଅ।
ਰਾਮ ਰਾਮ ਰਾਮ ਕਰਿ ਆਹਾਰ ॥
ରାମନାମକୁ ନିଜର ଭୋଜନ ବନାଅ।
ਰਾਮ ਰਾਮ ਵੀਸਰਿ ਨਹੀ ਜਾਇ ॥
ରାମନାମ କେବେ ଭୁଲିବା ଉଚିତ ନୁହେଁ,
ਕਰਿ ਕਿਰਪਾ ਗੁਰਿ ਦੀਆ ਬਤਾਇ ॥੨॥
ଗୁରୁ କୃପା କରି ଏହା ବତାଇଛନ୍ତି॥2॥
ਰਾਮ ਰਾਮ ਰਾਮ ਸਦਾ ਸਹਾਇ ॥
ରାମ ସଦା ହିଁ ମୋର ସହାୟତା କରିଥାନ୍ତି,
ਰਾਮ ਰਾਮ ਰਾਮ ਲਿਵ ਲਾਇ ॥
ଏଥିପାଇଁ ରାମନାମରେ ହିଁ ଲଗ୍ନ ଲଗାଅ।
ਰਾਮ ਰਾਮ ਜਪਿ ਨਿਰਮਲ ਭਏ ॥
ରାମନାମ ଜପ କରି ନିର୍ମଳ ହୋଇ ଯାଇଛି ଏବଂ
ਜਨਮ ਜਨਮ ਕੇ ਕਿਲਬਿਖ ਗਏ ॥੩॥
ଏହା ଦ୍ଵାରା ଜନ୍ମ-ଜନ୍ମାନ୍ତରର ପାପ ଦୂର ହୋଇ ଯାଇଛି॥3॥
ਰਮਤ ਰਾਮ ਜਨਮ ਮਰਣੁ ਨਿਵਾਰੈ ॥
ରାମନାମର ସ୍ମରଣ ଜନ୍ମ-ମରଣ ଚକ୍ର ଦୂର କରି ଦେଇଥାଏ।
ਉਚਰਤ ਰਾਮ ਭੈ ਪਾਰਿ ਉਤਾਰੈ ॥
ରାମନାମର ଉଚ୍ଚାରଣ ଭବସାଗରରୁ ପାର କରାଇ ଥାଏ।
ਸਭ ਤੇ ਊਚ ਰਾਮ ਪਰਗਾਸ ॥
ରାମନାମର ପ୍ରକାଶ ସର୍ବୋତ୍ତମ ଅଟେ।
ਨਿਸਿ ਬਾਸੁਰ ਜਪਿ ਨਾਨਕ ਦਾਸ ॥੪॥੮॥੧੦॥
ହେ ଦାସ ନାନକ! ଦିନରାତି ରାମଙ୍କ ଜପ କର ||4||8||10||
ਗੋਂਡ ਮਹਲਾ ੫ ॥
ଗୋଣ୍ଡ ମହଲା 5॥
ਉਨ ਕਉ ਖਸਮਿ ਕੀਨੀ ਠਾਕਹਾਰੇ ॥
ମୋର ମାଲିକ କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାର ବନ୍ଦ କରି ଦେଇଛନ୍ତି।
ਦਾਸ ਸੰਗ ਤੇ ਮਾਰਿ ਬਿਦਾਰੇ ॥
ପ୍ରଭୁ ସେମାନଙ୍କୁ ମାରି ନିଜ ଦାସ ଠାରୁ ଅଲଗା କରିଛନ୍ତି।
ਗੋਬਿੰਦ ਭਗਤ ਕਾ ਮਹਲੁ ਨ ਪਾਇਆ ॥
ଏହି ବିକାର ଗୋବିନ୍ଦଙ୍କ ଭକ୍ତର ଠିକଣା ପାଏ ନାହିଁ।
ਰਾਮ ਜਨਾ ਮਿਲਿ ਮੰਗਲੁ ਗਾਇਆ ॥੧॥
ରାମଙ୍କ ଭକ୍ତଜନ ତାହାଙ୍କ୍ମ ହିଁ ମଙ୍ଗଳ ଗାନ କରିଛନ୍ତି॥1॥
ਸਗਲ ਸ੍ਰਿਸਟਿ ਕੇ ਪੰਚ ਸਿਕਦਾਰ ॥
ଏହି ପାଞ୍ଚ ହୁଏତ ସାରା ସୃଷ୍ଟିର ସର୍ଦ୍ଦାର ହୋଇ ପାରନ୍ତି,
ਰਾਮ ਭਗਤ ਕੇ ਪਾਨੀਹਾਰ ॥੧॥ ਰਹਾਉ ॥
କିନ୍ତୁ ରାମ-ଭକ୍ତର ପାଣି ଭରିବା ବାଲା ସେବକ ହୋଇଥାନ୍ତି॥1॥ରୁହ॥
ਜਗਤ ਪਾਸ ਤੇ ਲੇਤੇ ਦਾਨੁ ॥
ସେମାନେ ଜଗତରୁ କର ନେଇଥାନ୍ତି, କିନ୍ତୁ
ਗੋਬਿੰਦ ਭਗਤ ਕਉ ਕਰਹਿ ਸਲਾਮੁ ॥
ଗୋବିନ୍ଦଙ୍କ ଭକ୍ତକୁ ସଦା ସଲାମ କରିଥାନ୍ତି।
ਲੂਟਿ ਲੇਹਿ ਸਾਕਤ ਪਤਿ ਖੋਵਹਿ ॥
ସେମାନେ ଜୀବର ଉତ୍ତମ ଗୁଣ ଲୁଟି ନେଇଥାନ୍ତି ଆଉ ତାହାର ଇଜ୍ଜତ ହରାଇ ଦେଇଥାନ୍ତି, ପରନ୍ତୁ
ਸਾਧ ਜਨਾ ਪਗ ਮਲਿ ਮਲਿ ਧੋਵਹਿ ॥੨॥
ସାଧୁଜନଙ୍କ ପାଦ ଧୋଇଥାନ୍ତି॥2॥
ਪੰਚ ਪੂਤ ਜਣੇ ਇਕ ਮਾਇ ॥
ଏକ ମାୟା ହିଁ ଏହି ପାଞ୍ଚ ପୁତ୍ରକୁ ଜନ୍ମ ଦେଇଛି ଏବଂ
ਉਤਭੁਜ ਖੇਲੁ ਕਰਿ ਜਗਤ ਵਿਆਇ ॥
ସେ ଉଦ୍ଭିଦଜ, ଅଣ୍ଡଜ, ଜରାଜ ଆଉ ସ୍ଵେଦଜ ଜୀବର ଖେଳ ରଚନା କରି ଜଗତ ଉତ୍ପନ୍ନ କରିଛନ୍ତି।
ਤੀਨਿ ਗੁਣਾ ਕੈ ਸੰਗਿ ਰਚਿ ਰਸੇ ॥
ରଜ, ତମ, ଓ ସତ ଗୁଣୀ ଜୀବ ସାଥିରେ ମିଶି ଆନନ୍ଦ ଉପଭୋଗ କରିଥାଏ।
ਇਨ ਕਉ ਛੋਡਿ ਊਪਰਿ ਜਨ ਬਸੇ ॥੩॥
ଏହି ବିକାରକୁ ତ୍ୟାଗ କରି ଭକ୍ତଜନ ଏହାର ଉର୍ଦ୍ଧ୍ଵରେ ବାସ କରିଥାନ୍ତି॥3॥
ਕਰਿ ਕਿਰਪਾ ਜਨ ਲੀਏ ਛਡਾਇ ॥
ଇଶ୍ଵର କୃପା କରି ଭକ୍ତକୁ ମୁକ୍ତ କରିଛନ୍ତି,
ਜਿਸ ਕੇ ਸੇ ਤਿਨਿ ਰਖੇ ਹਟਾਇ ॥
ଯିଏ ତାହାକୁ ଜାତ କରିଛନ୍ତି ,ସେ ହିଁ ତାହାକୁ ବିକାର ଠାରୁ ଦୂରରେ ରଖିଛନ୍ତି।
ਕਹੁ ਨਾਨਕ ਭਗਤਿ ਪ੍ਰਭ ਸਾਰੁ ॥
ହେ ନାନକ! ପ୍ରଭୁଙ୍କ ଭକ୍ତି ଉତ୍ତମ ଅଟେ
ਬਿਨੁ ਭਗਤੀ ਸਭ ਹੋਇ ਖੁਆਰੁ ॥੪॥੯॥੧੧॥
ଭକ୍ତି ବିନା ସବୁ ଧ୍ଵଂସ ହୋଇଥାଏ||4||9||11||
ਗੋਂਡ ਮਹਲਾ ੫ ॥
ଗୋଣ୍ଡ ମହଲା 5॥
ਕਲਿ ਕਲੇਸ ਮਿਟੇ ਹਰਿ ਨਾਇ ॥
ହରିଙ୍କ ନାମ ଜପିବା ଦ୍ଵାରା ସବୁ କଳହ-କ୍ଲେଶ ଦୂର ହୋଇଯାଏ।
ਦੁਖ ਬਿਨਸੇ ਸੁਖ ਕੀਨੋ ਠਾਉ ॥
ଏହା ଦ୍ଵାରା ଦୁଃଖ ନାଶ ହୋଇଯାଏ ଆଉ ସୁଖ ହିଁ ସୁଖ ବନି ରହିଥାଏ।
ਜਪਿ ਜਪਿ ਅੰਮ੍ਰਿਤ ਨਾਮੁ ਅਘਾਏ ॥
ପ୍ରଭୁଙ୍କ ଅମୃତ ନାମ ଜପ କରି ଜୀବ ତୃପ୍ତ ହୋଇଯାଏ ଆଉ
ਸੰਤ ਪ੍ਰਸਾਦਿ ਸਗਲ ਫਲ ਪਾਏ ॥੧॥
ସନ୍ଥଙ୍କ କୃପାରୁ ସବୁ ଫଳ ପ୍ରାପ୍ତ ହୋଇଯାଏ॥1॥
ਰਾਮ ਜਪਤ ਜਨ ਪਾਰਿ ਪਰੇ ॥
ରାମନାମ ଜପ କରି ଭକ୍ତଜନ ଭବସାଗରରୁ ପାର ହୋଇଯାନ୍ତି ଏବଂ
ਜਨਮ ਜਨਮ ਕੇ ਪਾਪ ਹਰੇ ॥੧॥ ਰਹਾਉ ॥
ତାହାର ଜନ୍ମ-ଜନ୍ମାନ୍ତରର ପାପ ନାଶ ହୋଇଯାଏ॥1॥ରୁହ॥
ਗੁਰ ਕੇ ਚਰਨ ਰਿਦੈ ਉਰਿ ਧਾਰੇ ॥
ଗୁରୁଙ୍କ ଚରଣ ହୃଦୟରେ ଧାରଣ କର
ਅਗਨਿ ਸਾਗਰ ਤੇ ਉਤਰੇ ਪਾਰੇ ॥
ଏହା ଦ୍ଵାରା ସଂସାର ରୂପୀ ଅଗ୍ନିର ସାଗରରୁ ପାର ହୋଇ ପାରିବା ଏବଂ
ਜਨਮ ਮਰਣ ਸਭ ਮਿਟੀ ਉਪਾਧਿ ॥
ଜନ୍ମ-ମରଣର ସାରା ପୀଡା ଦୂର ହୋଇଯାଏ ଆଉ
ਪ੍ਰਭ ਸਿਉ ਲਾਗੀ ਸਹਜਿ ਸਮਾਧਿ ॥੨॥
ସ୍ଵାଭାବିକ ଭାବରେ ପ୍ରଭୁଙ୍କ ଠାରେ ଲାଗିଯାଏ॥2॥
ਥਾਨ ਥਨੰਤਰਿ ਏਕੋ ਸੁਆਮੀ ॥
ଏକ ସ୍ଵାମୀ ହିଁ ସବୁଙ୍କ ଠାରେ ବାସ କରିଛନ୍ତି।
ਸਗਲ ਘਟਾ ਕਾ ਅੰਤਰਜਾਮੀ ॥
ଏବଂ ସେ ସବୁଙ୍କ ହୃଦୟର କଥା ଜାଣିଥାଏ।
ਕਰਿ ਕਿਰਪਾ ਜਾ ਕਉ ਮਤਿ ਦੇਇ ॥
ନିଜ କୃପା କରି ସେ ଯାହାକୁ ଉପଦେଶ ଦେଇଥାନ୍ତି,
ਆਠ ਪਹਰ ਪ੍ਰਭ ਕਾ ਨਾਉ ਲੇਇ ॥੩॥
ସେ ଆଠ ପ୍ରହର ପ୍ରଭୁଙ୍କ ନାମ ହିଁ ନେଇଥାଏ॥3॥
ਜਾ ਕੈ ਅੰਤਰਿ ਵਸੈ ਪ੍ਰਭੁ ਆਪਿ ॥
ଯାହାର ଅନ୍ତର୍ମନରେ ପ୍ରଭୁ ସ୍ଵୟଂ ବାସ କରିଥାନ୍ତି,
ਤਾ ਕੈ ਹਿਰਦੈ ਹੋਇ ਪ੍ਰਗਾਸੁ ॥
ତାହାର ହୃଦୟରେ ପ୍ରକାଶ ହୋଇଯାଏ।
ਭਗਤਿ ਭਾਇ ਹਰਿ ਕੀਰਤਨੁ ਕਰੀਐ ॥
ଭକ୍ତି ଭାବ ଦ୍ଵାରା ହରିଙ୍କ କୀର୍ତ୍ତନ କରିବା ଉଚିତ।
ਜਪਿ ਪਾਰਬ੍ਰਹਮੁ ਨਾਨਕ ਨਿਸਤਰੀਐ ॥੪॥੧੦॥੧੨॥
ହେ ନାନକ! ପରଂବ୍ରହ୍ମଙ୍କୁ ଜପ କରି ମୁକ୍ତି ପ୍ରାପ୍ତ ହୋଇଯାଏ||4||10||12||
ਗੋਂਡ ਮਹਲਾ ੫ ॥
ଗୋଣ୍ଡ ମହଲା 5॥