ਏ ਮਨ ਹਰਿ ਜੀਉ ਚੇਤਿ ਤੂ ਮਨਹੁ ਤਜਿ ਵਿਕਾਰ ॥
ହେ ମନ ! ତୁ ଖରାପ କୁ ତ୍ୟାଗ କରି ପରମାତ୍ମାଙ୍କୁ ସ୍ମରଣ କର;
ਗੁਰ ਕੈ ਸਬਦਿ ਧਿਆਇ ਤੂ ਸਚਿ ਲਗੀ ਪਿਆਰੁ ॥੧॥ ਰਹਾਉ ॥
ସତ୍ୟ ସହ ପ୍ରେମ ଏବଂ ଆସ୍ଥା ରଖି ତୁ ଗୁରୁଙ୍କ ଶବ୍ଦ ଦ୍ଵାରା ଧ୍ୟାନ କର ।। 1 ।।
ਐਥੈ ਨਾਵਹੁ ਭੁਲਿਆ ਫਿਰਿ ਹਥੁ ਕਿਥਾਊ ਨ ਪਾਇ ॥
ଯଦି ମାନବ ଜନ୍ମରେ ହରି ନାମକୁ ଭୁଲି ଯାଏ ତେବେ କୋଉଠି ମଧ୍ୟ ପ୍ରାପ୍ତ ହେବନାହିଁ।
ਜੋਨੀ ਸਭਿ ਭਵਾਈਅਨਿ ਬਿਸਟਾ ਮਾਹਿ ਸਮਾਇ ॥੨॥
ସବୁ ଯୋନିରେ ତୁ ପଥଭ୍ରଷ୍ଟ ରହିବୁ ଏବଂ ଵିଷ୍ଟାରେ ହି ନଷ୍ଟ ହୋଇଯିବ।। 2 ।।
ਵਡਭਾਗੀ ਗੁਰੁ ਪਾਇਆ ਪੂਰਬਿ ਲਿਖਿਆ ਮਾਇ ॥
ହେ ମା ! ଅହୋଭାଗ୍ୟ ଦ୍ଵାରା ଗୁରୁ ପ୍ରାପ୍ତ ହୋଇଛନ୍ତି ପରନ୍ତୁ ପୂର୍ବ ଲେଖା ଭାଗ୍ୟ ରୁ ହିଁ ମିଳିଛନ୍ତି,
ਅਨਦਿਨੁ ਸਚੀ ਭਗਤਿ ਕਰਿ ਸਚਾ ਲਏ ਮਿਲਾਇ ॥੩॥
ରାତି ଦିନ ଭଗବାନଙ୍କ ଭକ୍ତି କରୁଛି, ଯାହାଦ୍ଵାରା କି ପରମ ସତ୍ୟ ନିଜ ସହ ମିଶାଇ ଦେବେ।।3।।
ਆਪੇ ਸ੍ਰਿਸਟਿ ਸਭ ਸਾਜੀਅਨੁ ਆਪੇ ਨਦਰਿ ਕਰੇਇ ॥
ଇଶ୍ଵର ସ୍ୱୟଂ ହିଁ ସୃଷ୍ଟି ରଚନା କରିଛନ୍ତି ଏବଂ ସେ ସ୍ଵୟଂ ହିଁ କୃପା ଦୃଷ୍ଟି କରିଛନ୍ତି।
ਨਾਨਕ ਨਾਮਿ ਵਡਿਆਈਆ ਜੈ ਭਾਵੈ ਤੈ ਦੇਇ ॥੪॥੨॥
ହେ ନାନକ! ନାମରେ ହିଁ ସବୁ ଅଛି,ଯଦି ତାହାଙ୍କୁ ମଞ୍ଜୁର ଅଛି ତ ହିଁ ସିଏ ଦେଇଥାନ୍ତି।।4।।2।।
ਮਾਰੂ ਮਹਲਾ ੩ ॥
ମାରୁ ମହଲା ୩ ।।
ਪਿਛਲੇ ਗੁਨਹ ਬਖਸਾਇ ਜੀਉ ਅਬ ਤੂ ਮਾਰਗਿ ਪਾਇ ॥
ହେ ମାନବ ! ଉର୍ବ ଅପରାଧର ପାପ କ୍ଷମା କରି ଏବେ ତୁ ସନ୍ମାର୍ଗ ରେ ଲଗିଯାଅ!
ਹਰਿ ਕੀ ਚਰਣੀ ਲਾਗਿ ਰਹਾ ਵਿਚਹੁ ਆਪੁ ਗਵਾਇ ॥੧॥
ମନର ଅହମ ଦୂର କରି ହରି ଚରଣ ରେ ରୁହ।। 1 ।।
ਮੇਰੇ ਮਨ ਗੁਰਮੁਖਿ ਨਾਮੁ ਹਰਿ ਧਿਆਇ ॥
ହେ ମୋର ମନ ! ଗୁରୁମୁଖୀ ହୋଇ ପ୍ରଭୁଙ୍କ ଚିନ୍ତନ କର,
ਸਦਾ ਹਰਿ ਚਰਣੀ ਲਾਗਿ ਰਹਾ ਇਕ ਮਨਿ ਏਕੈ ਭਾਇ ॥੧॥ ਰਹਾਉ ॥
ଏକାଗ୍ରଚିତ୍ତ ହୋଇ ସବୁବେଳେ ପ୍ରଭୁଙ୍କ ଚରଣ ରେ ଲୀନ ରୁହ ।। 1 ।।
ਨਾ ਮੈ ਜਾਤਿ ਨ ਪਤਿ ਹੈ ਨਾ ਮੈ ਥੇਹੁ ਨ ਥਾਉ ॥
ମୋର କିଛି ଉଚ୍ଚ ଜାତି ନାହିଁ କି ଶୋଭା ନାହିଁଏବଂ ନା କିଛି ଠିକଣା ଅଛି ପରନ୍ତୁ
ਸਬਦਿ ਭੇਦਿ ਭ੍ਰਮੁ ਕਟਿਆ ਗੁਰਿ ਨਾਮੁ ਦੀਆ ਸਮਝਾਇ ॥੨॥
ଗୁରୁ ମୋତ ନାମପ୍ରଦାନକରି ବୁଝାଇଦେଇଛନ୍ତି ଏବଂ ଶବ୍ଦ ସହ ଭେଦି କରି ସବୁ ଭ୍ରମ କାଟି ଦେଇଛନ୍ତି।। 2 ।।
ਇਹੁ ਮਨੁ ਲਾਲਚ ਕਰਦਾ ਫਿਰੈ ਲਾਲਚਿ ਲਾਗਾ ਜਾਇ ॥
ଏହି ମନ ଲୋଭୀ ଅଟେ ଏବଂ ଲୋଭରେ ହି ଚାରିଆଡ଼େ ଭ୍ରମଣ କରିଥାଏ।
ਧੰਧੈ ਕੂੜਿ ਵਿਆਪਿਆ ਜਮ ਪੁਰਿ ਚੋਟਾ ਖਾਇ ॥੩॥
ଏହା ଦୁନିଆର ମିଛ କାମରେ ଲୀନ ରହିକରି ଯମପୁରରେ ଦଣ୍ଡ ଭୋଗିଥାଏ।। 3 ।।
ਨਾਨਕ ਸਭੁ ਕਿਛੁ ਆਪੇ ਆਪਿ ਹੈ ਦੂਜਾ ਨਾਹੀ ਕੋਇ ॥
ହେ ନାନକ ! ପରମେଶ୍ଵର ସ୍ଵୟଂ ହି ସବୁକିଛି କରନ୍ତି, ତାହାଙ୍କ ବିନା ଅନ୍ୟକେହି ସମର୍ଥ ନାହାନ୍ତି।
ਭਗਤਿ ਖਜਾਨਾ ਬਖਸਿਓਨੁ ਗੁਰਮੁਖਾ ਸੁਖੁ ਹੋਇ ॥੪॥੩॥
ସେ ନିଜ ଭକ୍ତିର ଖଜଣା ଗୁରୁମୁଖୀଙ୍କୁ ପ୍ରଦାନ କରନ୍ତି,ଯାହାଦ୍ଵାରା ସେ ସର୍ବଦା ସୁଖୀ ରହନ୍ତି।4।।3।।
ਮਾਰੂ ਮਹਲਾ ੩ ॥
ମାରୁ ମହଲା3।।
ਸਚਿ ਰਤੇ ਸੇ ਟੋਲਿ ਲਹੁ ਸੇ ਵਿਰਲੇ ਸੰਸਾਰਿ ॥
ନିଃସନ୍ଦେହରେ ଖୋଜି ଦେଖି ନିଅ, ଦୁନିଆରେ ଏହିପରି ବିରଳ ଅଛନ୍ତି,ଯିଏ ସତ୍ୟର ସ୍ମୃତିରେ ଲୀନ ରହିଥାନ୍ତି।
ਤਿਨ ਮਿਲਿਆ ਮੁਖੁ ਉਜਲਾ ਜਪਿ ਨਾਮੁ ਮੁਰਾਰਿ ॥੧॥
ତାଙ୍କୁ ମିଶିକରି ଭଗବାନଙ୍କ ନାମ ଜପକର ମୁଖ ଉଜ୍ଜଳ ହୋଇଯିବ ।। 1 ।।
ਬਾਬਾ ਸਾਚਾ ਸਾਹਿਬੁ ਰਿਦੈ ਸਮਾਲਿ ॥
ହେ ବାବା! ସତ୍ୟ ପରମେଶ୍ଵରଙ୍କୁ ହୃଦୟରେ ସ୍ମରଣ କର;
ਸਤਿਗੁਰੁ ਅਪਨਾ ਪੁਛਿ ਦੇਖੁ ਲੇਹੁ ਵਖਰੁ ਭਾਲਿ ॥੧॥ ਰਹਾਉ ॥
ନିଜ ସତ୍ ଗୁରୁଙ୍କୁ ପଚାରି ଦେଖି ନିଅ ଏବଂ ସତ୍ୟ ନାମ ରୂପୀ ସଉଦା ଖୋଜିନିଅ।। 1 ।।
ਇਕੁ ਸਚਾ ਸਭ ਸੇਵਦੀ ਧੁਰਿ ਭਾਗਿ ਮਿਲਾਵਾ ਹੋਇ ॥
ପୁରା ଦୁନିଆ ଇଶ୍ଵରଙ୍କ ଅର୍ଚ୍ଚନା କରନ୍ତି କିନ୍ତୁ ଭାଗ୍ୟରେ ଥିଲେ ସେ ମିଶିଥାଆନ୍ତି ।
ਗੁਰਮੁਖਿ ਮਿਲੇ ਸੇ ਨ ਵਿਛੁੜਹਿ ਪਾਵਹਿ ਸਚੁ ਸੋਇ ॥੨॥
ଗୁରୁମୂଖ ସତ୍ୟକୁ ପାଇଯାଆନ୍ତିଏବଂ ସେ ପ୍ରଭୁଙ୍କ ସହ ମିଶିକରି କେବେ ବି ଅଲଗା ହୋଇନଥାନ୍ତି।। 2 ।।
ਇਕਿ ਭਗਤੀ ਸਾਰ ਨ ਜਾਣਨੀ ਮਨਮੁਖ ਭਰਮਿ ਭੁਲਾਇ ॥
କିଛି ବ୍ୟକ୍ତି ଭକ୍ତି ର ମହତ୍ତ୍ଵ ଜାଣିନାହାନ୍ତି, ଏହି ସ୍ୱେଚ୍ଛାଚାରୀ ଭ୍ରମରେ ହି ଭଟକି ଥାଆନ୍ତି।
ਓਨਾ ਵਿਚਿ ਆਪਿ ਵਰਤਦਾ ਕਰਣਾ ਕਿਛੂ ਨ ਜਾਇ ॥੩॥
ପରନ୍ତୁ ତାଙ୍କ ଠାରେ ପରମେଶ୍ଵର ହିଁ କ୍ରିୟାଶୀଳ ଏବଂ ସେହି ବିଚାରିମାନଙ୍କ ଠାରେ କିଛି ମଧ୍ୟ କରା ହୋଇପାରିବନାହିଁ।। 3 ।।
ਜਿਸੁ ਨਾਲਿ ਜੋਰੁ ਨ ਚਲਈ ਖਲੇ ਕੀਚੈ ਅਰਦਾਸਿ ॥
ଯାହା ସାମ୍ନାରେ କିଛି ବଳ ଚାଲେନାହିଁ, ତାହା ଆଗରେ ପ୍ରାର୍ଥନା କରିବା ଦରକାର।
ਨਾਨਕ ਗੁਰਮੁਖਿ ਨਾਮੁ ਮਨਿ ਵਸੈ ਤਾ ਸੁਣਿ ਕਰੇ ਸਾਬਾਸਿ ॥੪॥੪॥
ହେ ନାନକ ! ଯାହା ମନରେ ଗୁରୁଙ୍କ ମାଧ୍ୟମରେ ନାମ ର ନିବାସ ହୋଇଯାଏ,ଇଶ୍ଵର ତାଙ୍କ ପ୍ରାର୍ଥନା ଶୁଣିକରି ତାଙ୍କୁ ପ୍ରଶଂସା ଦିଅନ୍ତି।।4।।4।।
ਮਾਰੂ ਮਹਲਾ ੩ ॥
ମାରୁ ମହଲା 3 ।।
ਮਾਰੂ ਤੇ ਸੀਤਲੁ ਕਰੇ ਮਨੂਰਹੁ ਕੰਚਨੁ ਹੋਇ ॥
ଯିଏ ଉଗ୍ର ମନକୁ ଶୀତଳ ଏବଂ ଲୁହାକୁ କାଞ୍ଚନ ବନାଇ ଥାଆନ୍ତି,
ਸੋ ਸਾਚਾ ਸਾਲਾਹੀਐ ਤਿਸੁ ਜੇਵਡੁ ਅਵਰੁ ਨ ਕੋਇ ॥੧॥
ଏହି ସତ୍ୟ ପରମେଶ୍ଵରର ସ୍ତୁତି ଗାନ କର, ତାହାଙ୍କ ଭଳି ଅନ୍ୟ କେହି ସମର୍ଥ ନାହାନ୍ତି।। 1 ।।
ਮੇਰੇ ਮਨ ਅਨਦਿਨੁ ਧਿਆਇ ਹਰਿ ਨਾਉ ॥
ହେ ମୋର ମନ! ନିତ୍ୟ ହରି ନାମକୁ ସ୍ମରଣକର;
ਸਤਿਗੁਰ ਕੈ ਬਚਨਿ ਅਰਾਧਿ ਤੂ ਅਨਦਿਨੁ ਗੁਣ ਗਾਉ ॥੧॥ ਰਹਾਉ ॥
ସତ୍ ଗୁରୁଙ୍କ ବଚନ ଦ୍ଵାରା ତାର ଆରାଧନା କର ଏବଂ ସବୁବେଳେ ତାହାଙ୍କ ହି ଗୁଣ ଗାନ କର।।1।।
ਗੁਰਮੁਖਿ ਏਕੋ ਜਾਣੀਐ ਜਾ ਸਤਿਗੁਰੁ ਦੇਇ ਬੁਝਾਇ ॥
ଯେବେ ସତ୍ ଗୁରୁ ଦିବ୍ୟ ଗୁଣ ପ୍ରାପ୍ତ କରନ୍ତି ତେବେ ଗୁରୁମୁଖୀ ଏକ ପରମାତ୍ମା ଙ୍କୁ ବୁଝି ନିଅନ୍ତି
ਸੋ ਸਤਿਗੁਰੁ ਸਾਲਾਹੀਐ ਜਿਦੂ ਏਹ ਸੋਝੀ ਪਾਇ ॥੨॥
ତେଣୁ ସତଗୁରୁ ଙ୍କ ପ୍ରଶଂସା କର, ଯାହାଦ୍ଵାରା ଏହା ପ୍ରାପ୍ତ ହୁଏ। 2 ।।
ਸਤਿਗੁਰੁ ਛੋਡਿ ਦੂਜੈ ਲਗੇ ਕਿਆ ਕਰਨਿ ਅਗੈ ਜਾਇ ॥
ଯିଏ ସତ୍ ଗୁରୁ ଙ୍କୁ ଛାଡିକରି ଦ୍ଵେତ ଭାବ ରେ ସଂଲଗ୍ନହୋଇ ଯାଇଛନ୍ତି,ସେ ପରଲୋକରେ କଣ କରିବେ?
ਜਮ ਪੁਰਿ ਬਧੇ ਮਾਰੀਅਹਿ ਬਹੁਤੀ ਮਿਲੈ ਸਜਾਇ ॥੩॥
ଯମପୁରେ ବାନ୍ଧି କରି ତାକୁ କଠୋର ଦଣ୍ଡ ମିଳିବ।।।3।।