Odia Page 57

ਤ੍ਰਿਭਵਣਿ ਸੋ ਪ੍ਰਭੁ ਜਾਣੀਐ ਸਾਚੋ ਸਾਚੈ ਨਾਇ ॥੫॥
ସତ୍ୟ ପ୍ରଭୁଙ୍କ ନାମ ଦ୍ଵାରା ସେ ତାହାଙ୍କୁ ଚିହ୍ନି ନିଏ, ଯିଏ ପାତାଳ, ଧରିତ୍ରୀ ଏବଂ ଆକାଶ ତିନି ଲୋକରେ ରହିଥାନ୍ତି ॥5॥

ਸਾ ਧਨ ਖਰੀ ਸੁਹਾਵਣੀ ਜਿਨਿ ਪਿਰੁ ਜਾਤਾ ਸੰਗਿ ॥
ସେହି ଜୀବ-ସ୍ତ୍ରୀ ବହୁତ ସୁନ୍ଦର ଅଟେ ଯିଏ ନିଜର ପ୍ରିୟତମ ପ୍ରଭୁଙ୍କୁ ବୁଝି ନେଇଛି, ଯିଏ ସର୍ବଦା ତାହାଙ୍କ ସାଥିରେ ରହିଥାନ୍ତି।

ਮਹਲੀ ਮਹਲਿ ਬੁਲਾਈਐ ਸੋ ਪਿਰੁ ਰਾਵੇ ਰੰਗਿ ॥
ଦଶମ ଦ୍ଵାର ରୂପୀ ମହଲରେ ରହୁଥିବା ପ୍ରିୟତମ ପ୍ରଭୁ ଜୀବ-ସ୍ତ୍ରୀକୁ ନିଜ ମହଲକୁ ଆମନ୍ତ୍ରିତ କରିନିଅନ୍ତି। ପତି ତାହାଙ୍କୁ ବଡ ପ୍ରୀତି ସହିତ ରଖିଥାନ୍ତି।

ਸਚਿ ਸੁਹਾਗਣਿ ਸਾ ਭਲੀ ਪਿਰਿ ਮੋਹੀ ਗੁਣ ਸੰਗਿ ॥੬॥
ସେହି ନାରୀ ପ୍ରକୃତରେ ପ୍ରସନ୍ନ ତଥା ଗୁଣବାନ ସୁହାଗିନୀ ହୋଇଥାଏ, ଯିଏ ନିଜ ପ୍ରିୟତମ ପତିଙ୍କ ଗୁଣରେ ମୋହିତ ହୋଇଥାଏ ॥6॥

ਭੂਲੀ ਭੂਲੀ ਥਲਿ ਚੜਾ ਥਲਿ ਚੜਿ ਡੂਗਰਿ ਜਾਉ ॥
ଯଦି ମୁଁ ନାମ ଭୁଲିଯାଏ, ଗୁରୁଙ୍କ ବିନା ନାମର ଜ୍ଞାନ ହେବ ନାହିଁ।

ਬਨ ਮਹਿ ਭੂਲੀ ਜੇ ਫਿਰਾ ਬਿਨੁ ਗੁਰ ਬੂਝ ਨ ਪਾਉ ॥
ମୁଁ ଧାରିତ୍ରି ସାରା ବୁଲୁଅଛି, ମୁଁ ପର୍ବତ ଉପରକୁ ଚଢିଲେ ଅଥବା ଜଙ୍ଗଲରେ ବୁଲିଲେ ମଧ୍ୟ ଗୁରୁ ବିନା କିଛି ବୁଝିପାରିବି ନାହିଁ।

ਨਾਵਹੁ ਭੂਲੀ ਜੇ ਫਿਰਾ ਫਿਰਿ ਫਿਰਿ ਆਵਉ ਜਾਉ ॥੭॥
ଯଦି ନାମକୁ ବିସ୍ମୃତ କରି ମୁଁ ବୁଲୁଥିବୀ, ତାହାହେଲେ ମୁଁ ପୁନଃ ପୁନଃ ଜନ୍ମ ମରଣ ଚକ୍ରରେ ରହିବି ॥7॥

ਪੁਛਹੁ ਜਾਇ ਪਧਾਊਆ ਚਲੇ ਚਾਕਰ ਹੋਇ ॥
ହେ ଜୀବ-ସ୍ତ୍ରୀ! ସେହି ପଥିକକୁ ଖୋଜ ଯିଏ ପ୍ରଭୁଙ୍କ ଭକ୍ତ ହୋଇ ତାହାଙ୍କ ମାର୍ଗରେ ଚାଲନ୍ତି।

ਰਾਜਨੁ ਜਾਣਹਿ ਆਪਣਾ ਦਰਿ ਘਰਿ ਠਾਕ ਨ ਹੋਇ ॥
ସେ ଈଶ୍ଵରଙ୍କୁ ନିଜର ସମ୍ରାଟ ମାନନ୍ତି ଆଉ ସେମାନଙ୍କୁ ପ୍ରଭୁଙ୍କ ଦରବାର ଏବଂ ଘରକୁ ଯିବା ସମୟରେ କେହି ମଧ୍ୟ ରୋକିପାରିବ ନାହିଁ।

ਨਾਨਕ ਏਕੋ ਰਵਿ ਰਹਿਆ ਦੂਜਾ ਅਵਰੁ ਨ ਕੋਇ ॥੮॥੬॥
ହେ ନାନକ! ଏକ ପରମେଶ୍ଵର ହିଁ ସର୍ବବ୍ୟାପକ ଅଟନ୍ତି, ତାଙ୍କରି ବ୍ୟତୀତ ଅନ୍ୟ କେହି ମଧ୍ୟ ଅସ୍ତିତ୍ଵରେ ନାହାନ୍ତି ॥8॥

ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥

ਗੁਰ ਤੇ ਨਿਰਮਲੁ ਜਾਣੀਐ ਨਿਰਮਲ ਦੇਹ ਸਰੀਰੁ ॥
ଗୃଙ୍କ ଦ୍ଵାରା ମନୁଷ୍ୟର ଶରୀର ଏବଂ ମନ ନିର୍ମଳ ହୋଇଯାଏ, ତାହାହେଲେ ନିର୍ମଳ ପ୍ରଭୁଙ୍କୁ ଜାଣିହୁଏ।

ਨਿਰਮਲੁ ਸਾਚੋ ਮਨਿ ਵਸੈ ਸੋ ਜਾਣੈ ਅਭ ਪੀਰ ॥
ସତ୍ୟ ନିର୍ମଳ ପ୍ରଭୁ ମନରେ ବାସ କରନ୍ତି, ସେହି ପରମେଶ୍ଵର ଜୀବର ହୃଦୟର ପୀଡାକୁ ଅନୁଭବ କରନ୍ତି।

ਸਹਜੈ ਤੇ ਸੁਖੁ ਅਗਲੋ ਨਾ ਲਾਗੈ ਜਮ ਤੀਰੁ ॥੧|
ଅନ୍ତଃ ସ୍ଵାଭାବିକ ଅବସ୍ଥା ପ୍ରାପ୍ତ ହେବା ପରେ ମନ ବହୁତ ସୁଖୀ ହୋଇଥାଏ ଆଉ କାଳ(ମୃତ୍ୟୁ)ର ବାଣ ତାହାକୁ ଲାଗେ ନାହିଁ। ॥1॥

ਭਾਈ ਰੇ ਮੈਲੁ ਨਾਹੀ ਨਿਰਮਲ ਜਲਿ ਨਾਇ ॥
ହେ ଭାଇ! ହରିନାମର ନିର୍ମଳ ଜଳରେ ସ୍ନାନ କାଲେ ତୋର ସବୁ ମଳିନତା (ଅବଗୁଣ) ଉଭେଇଯିବ।

ਨਿਰਮਲੁ ਸਾਚਾ ਏਕੁ ਤੂ ਹੋਰੁ ਮੈਲੁ ਭਰੀ ਸਭ ਜਾਇ ॥੧॥ ਰਹਾਉ ॥
ହେ ପ୍ରଭୁ! ଏକମାତ୍ର ତୁ ହିଁ ସତ୍ୟ ଆଉ ନିର୍ମଳ ଅଟ, ଅନ୍ୟ ସବୁ ସ୍ଥାନରେ ମଇଳା ଅଛି॥1॥ରୁହ॥

ਹਰਿ ਕਾ ਮੰਦਰੁ ਸੋਹਣਾ ਕੀਆ ਕਰਣੈਹਾਰਿ ॥
ଏହି ଜଗତ ଈଶ୍ଵରଙ୍କ ଅତି ସୁନ୍ଦର ମହଲ ଅଟେ। ରଚୟିତା ପ୍ରଭୁ ସ୍ଵୟଂ ଏହାର ରଚନା କରିଛନ୍ତି।

ਰਵਿ ਸਸਿ ਦੀਪ ਅਨੂਪ ਜੋਤਿ ਤ੍ਰਿਭਵਣਿ ਜੋਤਿ ਅਪਾਰ ॥
ସୂର୍ଯ୍ୟ ଓ ଚନ୍ଦ୍ରର ଜ୍ୟୋତି ଅନୁପ ଅଟେ। ଈଶ୍ଵରଙ୍କ ଅନନ୍ତ ପ୍ରକାଶ ତିନୋଟି ହିଁ ଲୋକରେ ପ୍ରଜ୍ଜ୍ଵଳିତ ହେଉଅଛି।

ਹਾਟ ਪਟਣ ਗੜ ਕੋਠੜੀ ਸਚੁ ਸਉਦਾ ਵਾਪਾਰ ॥੨॥
ଶରୀର ମଧ୍ୟରେ ଦୋକାନ, ନଗର ତଥା ଦୁର୍ଗ ରହିଛି। ଯେଉଁଠି ବେପାର କରିବା ପାଇଁ ସତ୍ୟ ନାମର ସଉଦା ଅଛି।॥2॥

ਗਿਆਨ ਅੰਜਨੁ ਭੈ ਭੰਜਨਾ ਦੇਖੁ ਨਿਰੰਜਨ ਭਾਇ ॥
ଜ୍ଞାନର ସୁରମା ଭୟକୁ ନାଶ କରିଦିଏ ଆଉ ପ୍ରେମ ଦ୍ଵାରା ହିଁ ପବିତ୍ର ପ୍ରଭୁଙ୍କ ଦର୍ଶନ କରାଯାଇଥାଏ।

ਗੁਪਤੁ ਪ੍ਰਗਟੁ ਸਭ ਜਾਣੀਐ ਜੇ ਮਨੁ ਰਾਖੈ ਠਾਇ ॥
ପ୍ରାଣୀ ଅପ୍ରତ୍ୟକ୍ଷ ଏବଂ ପ୍ରତ୍ୟକ୍ଷସମୂହକୁ ଜାଣିନିଏ, ଯଦି ସେ ନିଜ ମନକୁ ଏକ ସ୍ଥାନରେ କେନ୍ଦ୍ରୀଭୂତ କରିବା।

ਐਸਾ ਸਤਿਗੁਰੁ ਜੇ ਮਿਲੈ ਤਾ ਸਹਜੇ ਲਏ ਮਿਲਾਇ ॥੩॥
ଯଦି ମନୁଷ୍ୟକୁ ଏପରି ସଦଗୁରୁ ମିଳିଯାନ୍ତି, ତାହାହେଲେ ସେ ସ୍ଵାଭାବିକ ଭାବରେ ପ୍ରଭୁଙ୍କ ସହିତ ମିଳନ କରାଇ ଦିଅନ୍ତି ॥3॥

ਕਸਿ ਕਸਵਟੀ ਲਾਈਐ ਪਰਖੇ ਹਿਤੁ ਚਿਤੁ ਲਾਇ ॥
ଯେପରି ସୁନକୁ କଷଟିରେ ପରୀକ୍ଷା କରାଯାଏ, ସେପରି ହିଁ ପରଂବ୍ରହ୍ମ ନିଜେ ଉତ୍ପର୍ଣ୍ଣ କରିଥିବା ପ୍ରାଣୀର ଆତ୍ମିକ ଜୀବନକୁ ବଡ ପ୍ରେମ ସହିତ ଧ୍ୟାନ ଲଗାଇ ପରୀକ୍ଷା କରନ୍ତି।

ਖੋਟੇ ਠਉਰ ਨ ਪਾਇਨੀ ਖਰੇ ਖਜਾਨੈ ਪਾਇ ॥
ଗୁଣହୀନ ମନ୍ଦ ଜୀବକୁ ସ୍ଥାନ ମିଳେ ନାହିଁ ଆଉ ଗୁଣବାନ ବାସ୍ତବିକ ଖଜଣାରେ ରହେ।

ਆਸ ਅੰਦੇਸਾ ਦੂਰਿ ਕਰਿ ਇਉ ਮਲੁ ਜਾਇ ਸਮਾਇ ॥੪॥
ନିଜର ଆଶା ଏବଂ ଚିନ୍ତାକୁ ନିବୃତ୍ତ କରି ଦିଅ, ଏହିପରି ତୋର ମଳିନତା ଧୋଇ ହୋଇଯିବ ॥4॥

ਸੁਖ ਕਉ ਮਾਗੈ ਸਭੁ ਕੋ ਦੁਖੁ ਨ ਮਾਗੈ ਕੋਇ ॥
ପ୍ରତ୍ୟେକ ବ୍ୟକ୍ତି ସୁଖର କାମନା କରିଥାଏ, କେହି ମଧ୍ୟ ଦୁଃଖର ଯାଚନା କରେ ନାହିଁ।

ਸੁਖੈ ਕਉ ਦੁਖੁ ਅਗਲਾ ਮਨਮੁਖਿ ਬੂਝ ਨ ਹੋਇ ॥
ରସ-ସ୍ଵାଦ ଅନ୍ତରାଳେ ଅତ୍ୟନ୍ତ କଷ୍ଟ ପ୍ରାପ୍ତ ହୋଇଥାଏ ପରନ୍ତୁ ମନମୁଖୀ ପ୍ରାଣୀ ଏହାକୁ ବୁଝେ ନାହିଁ।

ਸੁਖ ਦੁਖ ਸਮ ਕਰਿ ਜਾਣੀਅਹਿ ਸਬਦਿ ਭੇਦਿ ਸੁਖੁ ਹੋਇ ॥੫॥
ଯିଏ ସୁଖ ଓ ଦୁଃଖରେ ସମାନ ଭାବନା ରଖେ ଆଉ ନିଜ ଆତ୍ମାକୁ ନାମରେ ଲୀନ କରିଥାଏ, ସେ ଈଶ୍ଵରୀୟ ସୁଖ-ସମୃଦ୍ଧି ପ୍ରାପ୍ତ କରିଥାଏ। ॥5॥

ਬੇਦੁ ਪੁਕਾਰੇ ਵਾਚੀਐ ਬਾਣੀ ਬ੍ਰਹਮ ਬਿਆਸੁ ॥
ବ୍ରହ୍ମାଙ୍କ ବେଦ ଓ ବ୍ୟାସଙ୍କ ଶବ୍ଦର ପାଠ କହେ ଯେ

ਮੁਨਿ ਜਨ ਸੇਵਕ ਸਾਧਿਕਾ ਨਾਮਿ ਰਤੇ ਗੁਣਤਾਸੁ ॥
ମୌନଧାରୀ ଋଷି ,ପ୍ରଭୁଙ୍କ ଭକ୍ତ ଏବଂ ସାଧକ ଗୁଣର ଭଣ୍ଡାର ନାମରେ ରଙ୍ଗୀନ ହୋଇଛନ୍ତି।

ਸਚਿ ਰਤੇ ਸੇ ਜਿਣਿ ਗਏ ਹਉ ਸਦ ਬਲਿਹਾਰੈ ਜਾਸੁ ॥੬॥
ଯିଏ ସତ୍ୟନାମଙ୍କ ସାଥିରେ ରଙ୍ଗୀନ ହୋଇଛନ୍ତି ,ସେ ସବୁବେଳେ ବିଜୟ ପ୍ରାପ୍ତ କରୁଛନ୍ତି। ମୁଁ ତାଙ୍କ ଉପରେ ସବୁବେଳେ ହିଁ ସମର୍ପିତ ହୋଇଛି ॥6॥

ਚਹੁ ਜੁਗਿ ਮੈਲੇ ਮਲੁ ਭਰੇ ਜਿਨ ਮੁਖਿ ਨਾਮੁ ਨ ਹੋਇ ॥
ଯାହାର ମୁଖରେ ପ୍ରଭୁଙ୍କ ନାମ ନାହିଁ ସେ ମଇଳାରେ ଭରି ରହିଥାଏ ଆଉ ଚାରି ଯୁଗରେ ମଇଳା ରହିଥାଏ

ਭਗਤੀ ਭਾਇ ਵਿਹੂਣਿਆ ਮੁਹੁ ਕਾਲਾ ਪਤਿ ਖੋਇ ॥
ଯିଏ ଭଗବାନଙ୍କୁ ପ୍ରେମ କରେ ନାହିଁ ଭଗବାବଙ୍କ ଦରବାରରେ ସେ ଭକ୍ତିହୀନର ମୁହଁ କଳା କରାଯାଏ ଆଉ ସେ ନିଜର ମାନ ସମ୍ମାନ ହରାଇ ଦିଏ।

ਜਿਨੀ ਨਾਮੁ ਵਿਸਾਰਿਆ ਅਵਗਣ ਮੁਠੀ ਰੋਇ ॥੭॥
ଯିଏ ଭଗବାନଙ୍କ ନାମକୁ ବିସ୍ମୃତ କରିଦେଇଛି, ତାହାକୁ ତାହାର ଅବଗୁଣ ଠକି ଦେଇଛି, ଏଥିପାଇଁ ସେ ବିଳାପ କରିଥାଏ ॥7॥

ਖੋਜਤ ਖੋਜਤ ਪਾਇਆ ਡਰੁ ਕਰਿ ਮਿਲੈ ਮਿਲਾਇ ॥
ଭଗବାନଙ୍କୁ ଖୋଜିଲେ ମିଳିଯାନ୍ତି। ଯେତେବେଳେ ମନୁଷ୍ୟର ମନରେ ଭଗବାନଙ୍କ ଭୟ ଜାତ ହୋଇଥାଏ, ଗୁରୁଙ୍କ ଦ୍ଵାରା ତାହାକୁ ଭଗବାନ ମିଳିଯାଏ।

ਆਪੁ ਪਛਾਣੈ ਘਰਿ ਵਸੈ ਹਉਮੈ ਤ੍ਰਿਸਨਾ ਜਾਇ ॥
ଜୀବାତ୍ମାଙ୍କ ସ୍ୱରୂପ ଜ୍ୟୋତି ଅଟେ। ଯେତେବେଳେଜୀବାତ୍ମାକୁ ନିଜ ଜ୍ୟୋତି ସ୍ୱରୂପ ଚିହ୍ନା ପଡିଯାଏ, ସେତେବେଳେ ସେ ନିଜ ଦଶମ ଦ୍ଵାର ରୂପୀ ଗୃହକୁ ଯାଇ ବାସ କରେ।

ਨਾਨਕ ਨਿਰਮਲ ਊਜਲੇ ਜੋ ਰਾਤੇ ਹਰਿ ਨਾਇ ॥੮॥੭॥
ତାହାର ଅହଂକାର ଓ ତୃଷ୍ଣା ଦୂର ହୋଇଯାଏ। ହେ ନାନକ! ଯେଉଁ ବ୍ୟକ୍ତି ଭଗବାନଙ୍କ ନାମରେ ମଗ୍ନ ରହିଥାଏ, ସେ ନିର୍ମଳ ହୋଇଯାଏ ଆଉ ତାହାର ମୁଖ ମଧ୍ୟ ଉଜ୍ଜଳ ହୋଇଯାଇଥାଏ ॥8॥7॥

ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥

ਸੁਣਿ ਮਨ ਭੂਲੇ ਬਾਵਰੇ ਗੁਰ ਕੀ ਚਰਣੀ ਲਾਗੁ ॥
ହେ ମୋର ଭୁଲା ବାଉଳା ମନ! ମୋର କଥା ଧ୍ୟାନପୂର୍ବକ ଶୁଣ। ତୁ ଗୁରୁଙ୍କ ଚରଣରେ ଯାଇ ଲାଗ।

ਹਰਿ ਜਪਿ ਨਾਮੁ ਧਿਆਇ ਤੂ ਜਮੁ ਡਰਪੈ ਦੁਖ ਭਾਗੁ ॥
ତୁ ଈଶ୍ଵରଙ୍କ ନାମ ଜପ ଆଉ ଭଗବାନଙ୍କ ଧ୍ୟାନ କର, ନାମରେ ଯମଦୂତ ମଧ୍ୟ ଭୟଭୀତ ହୋଇଥାଏ ଆଉ ସମସ୍ତ ଦୁଖ ନିବୃତ୍ତ ହୋଇଯାଇଥାଏ।

ਦੂਖੁ ਘਣੋ ਦੋਹਾਗਣੀ ਕਿਉ ਥਿਰੁ ਰਹੈ ਸੁਹਾਗੁ ॥੧॥
ଅଭାଗ୍ୟଶାଳୀ ନାରୀ ବହୁତ କଷ୍ଟ ପାଇଥାଏ, ତାହାର ସୁହାଗ କିପରି ସ୍ଥିର ରହିପାରିବ॥

error: Content is protected !!