Odia Page 757

ਹਉ ਤਿਨ ਕੈ ਬਲਿਹਾਰਣੈ ਮਨਿ ਹਰਿ ਗੁਣ ਸਦਾ ਰਵੰਨਿ ॥੧॥ ਰਹਾਉ ॥
ମୁଁ ତାହାଙ୍କ ପ୍ରତି ସମର୍ପିତ ଅଟେ, ଯିଏ ସର୍ବଦା ନିଜ ମନରେ ପ୍ରଭୁଙ୍କ ଗୁଣଗାନ କରିଥାଏ

ਗੁਰੁ ਸਰਵਰੁ ਮਾਨ ਸਰੋਵਰੁ ਹੈ ਵਡਭਾਗੀ ਪੁਰਖ ਲਹੰਨੑਿ ॥
ଗୁରୁ ମାନସରୋବର ରୂପୀ ପବିତ୍ର ସରୋବର ଅଟନ୍ତି ଆଉ ଭାଗ୍ୟବାନ ବ୍ୟକ୍ତି ତାହାକୁ ପ୍ରାପ୍ତ କରିଥାଏ।        

ਸੇਵਕ ਗੁਰਮੁਖਿ ਖੋਜਿਆ ਸੇ ਹੰਸੁਲੇ ਨਾਮੁ ਲਹੰਨਿ ॥੨॥
ଯେଉଁ ସେବକ ଗୁରୁମୁଖୀ ବନି ନାମର ସନ୍ଧାନ କରିଥାଏ, ସେହି ସନ୍ଥ ନାମ ହାସଲ କରିଥାଏ॥2॥            

ਨਾਮੁ ਧਿਆਇਨੑਿ ਰੰਗ ਸਿਉ ਗੁਰਮੁਖਿ ਨਾਮਿ ਲਗੰਨੑਿ ॥
ଗୁରୁମୁଖୀ ପରମାତ୍ମାଙ୍କ ନାମ-ଧ୍ୟାନରେ ହିନ ଲୀନ ରହିଥାଏ ଆଉ ପ୍ରେମ ସହିତ ନାମ ସ୍ମରଣ କରିଥାଏ।             

ਧੁਰਿ ਪੂਰਬਿ ਹੋਵੈ ਲਿਖਿਆ ਗੁਰ ਭਾਣਾ ਮੰਨਿ ਲਏਨੑਿ ॥੩॥
ଯଦି ପ୍ରାରମ୍ଭରୁ ହିନ ଏପରି ଭାଗ୍ୟ ଲେଖା ହୋଇଥାଏ, ଗୁରୁଙ୍କ ଇଛାକୁ ମାନି ନିଏ॥3॥      

ਵਡਭਾਗੀ ਘਰੁ ਖੋਜਿਆ ਪਾਇਆ ਨਾਮੁ ਨਿਧਾਨੁ ॥
ସେହି ଭାଗ୍ୟବାନ ବ୍ୟକ୍ତି ନିଜ ହୃଦୟ-ଘରେ ସନ୍ଧାନ କରିଥାଏ ଆଉ ନାମ ରୂପୀ ଖଜଣା ହି ପାଇଥାଏ।                     

ਗੁਰਿ ਪੂਰੈ ਵੇਖਾਲਿਆ ਪ੍ਰਭੁ ਆਤਮ ਰਾਮੁ ਪਛਾਨੁ ॥੪॥
ପୂର୍ଣ୍ଣ ଗୁରୁତହକୁ ପରମାତ୍ମାଙ୍କ ଦର୍ଶନ କରାଇ ଦେଇଛନ୍ତି ଆଉ ସେ ଆତ୍ମାରେ ଈଶ୍ଵରଙ୍କୁ ଜାଣି ଦେଇଛି॥4॥                  

ਸਭਨਾ ਕਾ ਪ੍ਰਭੁ ਏਕੁ ਹੈ ਦੂਜਾ ਅਵਰੁ ਨ ਕੋਇ ॥
ସବୁ ଜୀବଙ୍କ ପ୍ରଭୁ ଏକ ଅଟନ୍ତି ଆଉ କେହି ନାହାନ୍ତି।       

ਗੁਰ ਪਰਸਾਦੀ ਮਨਿ ਵਸੈ ਤਿਤੁ ਘਟਿ ਪਰਗਟੁ ਹੋਇ ॥੫॥
ସେ ସେହି ବ୍ୟକ୍ତିର ହୃଦୟରେ ପ୍ରକଟ ହୋଇଥାନ୍ତି, ଯାହାର ମନରେ ଗୁରୁଙ୍କ କୃପାରି ସ୍ଥାପିତ ହୋଇଥାନ୍ତି॥5॥                 

ਸਭੁ ਅੰਤਰਜਾਮੀ ਬ੍ਰਹਮੁ ਹੈ ਬ੍ਰਹਮੁ ਵਸੈ ਸਭ ਥਾਇ ॥
ସଂପୂର୍ଣ୍ଣ ବିଶ୍ଵ ଅନ୍ତର୍ଯାମୀ ବ୍ରହ୍ମଙ୍କ ରୂପ ଅଟେ ଆଉ ପ୍ରତି ସ୍ଥାନରେ ବ୍ରହ୍ମାଙ୍କ ନିବାସ ଥାଏ।               

ਮੰਦਾ ਕਿਸ ਨੋ ਆਖੀਐ ਸਬਦਿ ਵੇਖਹੁ ਲਿਵ ਲਾਇ ॥੬॥
ମନ୍ଦ କାହାକୁ କୁହାଯାଏ? ଶବ୍ଦରେ ଧ୍ୟାନ ଲଗାଇ ଦେଖ॥6॥     

ਬੁਰਾ ਭਲਾ ਤਿਚਰੁ ਆਖਦਾ ਜਿਚਰੁ ਹੈ ਦੁਹੁ ਮਾਹਿ ॥
ଯେ ପର୍ଯ୍ୟନ୍ତ ମନୁଷ୍ୟ ‘ତୋର-ମୋର’ ଦ୍ଵିଧାରେ ପଡି ରହିଥାଏ, ସେ ସେପରଜ୍ଯନ୍ତ କାହାକୁ ଭଲ ଓ କାହାକୁ ମନ୍ଦ କହିଥାଏ।             

ਗੁਰਮੁਖਿ ਏਕੋ ਬੁਝਿਆ ਏਕਸੁ ਮਾਹਿ ਸਮਾਇ ॥੭॥
ଗୁରୁମୁଖୀ ଏକ ପରମାତ୍ମାଙ୍କୁ ହିନ ବୁଝିଥାଏ ଆଉ ସେ ଏକ ପ୍ରଭୁଙ୍କ ଠାରେ ହିନ ଲୀନ ରହିଥାଏ॥7॥                       

ਸੇਵਾ ਸਾ ਪ੍ਰਭ ਭਾਵਸੀ ਜੋ ਪ੍ਰਭੁ ਪਾਏ ਥਾਇ ॥
ସେହି ସେବା କରିବା ଉଚିତ ଯାହା ପ୍ରଭୁଙ୍କୁ ଉପଯୁକ୍ତ ଲାଗିଥାଏ ଆଉ ଯାହାକୁ ସ୍ଵୀକାର କରାଯାଇ ଥାଏ। 

ਜਨ ਨਾਨਕ ਹਰਿ ਆਰਾਧਿਆ ਗੁਰ ਚਰਣੀ ਚਿਤੁ ਲਾਇ ॥੮॥੨॥੪॥੯॥
ହେ ନାନକ! ଗୁରୁଙ୍କ ଚରଣରେ ଚିତ୍ତ ଲଗାଇ ସେ ପ୍ରଭୁଙ୍କ ହି ଆରାଧନା କରିଛନ୍ତି||8||2||4||9||                

ਰਾਗੁ ਸੂਹੀ ਅਸਟਪਦੀਆ ਮਹਲਾ ੪ ਘਰੁ ੨
ରାଗ ସୁହୀ ଅଷ୍ଟପଦୀ ମହଲା 4 ଘର 2       

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।

ਕੋਈ ਆਣਿ ਮਿਲਾਵੈ ਮੇਰਾ ਪ੍ਰੀਤਮੁ ਪਿਆਰਾ ਹਉ ਤਿਸੁ ਪਹਿ ਆਪੁ ਵੇਚਾਈ ॥੧॥
ଯଦି କେହି ମୋତେ ପ୍ରିୟତମଙ୍କ ସହିତ ମିଳାଇ ଦିଏ, ମୁଁ ତାହା ପାଖରେ ନିଜକୁ ବିକ୍ରି କରିଦେବି॥1॥                 

ਦਰਸਨੁ ਹਰਿ ਦੇਖਣ ਕੈ ਤਾਈ ॥
ମୁଁ ହରିଙ୍କ ଦର୍ଶନ କରିବା ପାଇଁ ଏହିପରି କରିବି। 

ਕ੍ਰਿਪਾ ਕਰਹਿ ਤਾ ਸਤਿਗੁਰੁ ਮੇਲਹਿ ਹਰਿ ਹਰਿ ਨਾਮੁ ਧਿਆਈ ॥੧॥ ਰਹਾਉ ॥
ହେ ପରମେଶ୍ଵର! ଯଦି ତୁ କୃପା କରୁ, ସଦଗୁରୁଙ୍କ ସହିତ ମିଳନ ହୋଇଯାଏ ଆଉ ମୁଁ ତୋର ନାମର ଧ୍ୟାନ କରିଥାଏ॥1॥ରୁହ॥      

ਜੇ ਸੁਖੁ ਦੇਹਿ ਤ ਤੁਝਹਿ ਅਰਾਧੀ ਦੁਖਿ ਭੀ ਤੁਝੈ ਧਿਆਈ ॥੨॥
ହେ ଇଶ୍ଵର! ଯଦି ତୁ ମୋତେ ସୁଖ ଦେଉ, ମୁଁ ତୋର ହିଁ ଆରାଧନା କରିଥାଏ ଆଉ ଦୁଃଖ-କ୍ଲେଶରେ ମଧ୍ୟ ତୋର ହିଁ ଚିନ୍ତନ କରିଥାଏ॥2॥           

ਜੇ ਭੁਖ ਦੇਹਿ ਤ ਇਤ ਹੀ ਰਾਜਾ ਦੁਖ ਵਿਚਿ ਸੂਖ ਮਨਾਈ ॥੩॥
ତୁ ମୋତେ ଭୋକିଲା ରଖୁ, ମୁଁ ଏହାଦ୍ବାରା ମଧ୍ୟ ତୃପ୍ତ ହୋଇଯାଏ ଆଉ ଦୁଃଖରେ ମଧ୍ୟ ସୁଖର ଅନୁଭୂତି କରିଥାଏ॥3॥                  

ਤਨੁ ਮਨੁ ਕਾਟਿ ਕਾਟਿ ਸਭੁ ਅਰਪੀ ਵਿਚਿ ਅਗਨੀ ਆਪੁ ਜਲਾਈ ॥੪॥
ମୁଁ ନିଜ ତନ-ମନ କାଟି ସବୁକିଛି ତୋତେ ଅର୍ପଣ କରିଦେବି ଆଉ ଅଗ୍ନିରେ ନିଜକୁ ଜଳାଇ ଦେବି॥4॥      

ਪਖਾ ਫੇਰੀ ਪਾਣੀ ਢੋਵਾ ਜੋ ਦੇਵਹਿ ਸੋ ਖਾਈ ॥੫॥
ମୁଁ ସନ୍ଥଙ୍କ ପଙ୍ଖା କରିଥାଏ, ତାହାଙ୍କ ପାଇଁ ପାଣି ଦେଇଥାଏ ଆଉ ତାହା ଖାଇଥାଏ ଯାହା ସେ ମୋତେ ଦିଅନ୍ତି॥5॥            

ਨਾਨਕੁ ਗਰੀਬੁ ਢਹਿ ਪਇਆ ਦੁਆਰੈ ਹਰਿ ਮੇਲਿ ਲੈਹੁ ਵਡਿਆਈ ॥੬॥
ହେ ହରି! ଗରିବ ନାନକ ତୋର ଦ୍ଵାରରେ ନତମସ୍ତକ ହୋଇଛନ୍ତି, ମୋତେ ନିଜ ସାଥିରେ ମିଳନ କରାଇ ଦିଅ, ମୋତେ ଏହି ବଡିମା ଦିଅ॥6॥            

ਅਖੀ ਕਾਢਿ ਧਰੀ ਚਰਣਾ ਤਲਿ ਸਭ ਧਰਤੀ ਫਿਰਿ ਮਤ ਪਾਈ ॥੭॥
ମୁଁ ସାରା ଜଗତ ବୁଲି ଦେଖିଛି, ମୋର ଗୁରୁ ମୋତେ ମିଳି ଯାଆନ୍ତୁ, ମୁଁ ନିଜ ଆଖି ବାହାର କରି ତାହାଙ୍କ ଚରଣରେ ରଖିଦେବି॥7॥           

ਜੇ ਪਾਸਿ ਬਹਾਲਹਿ ਤਾ ਤੁਝਹਿ ਅਰਾਧੀ ਜੇ ਮਾਰਿ ਕਢਹਿ ਭੀ ਧਿਆਈ ॥੮॥
ଯଦି ଗୁରୁ ମୋତେ ନିଜ ପାଖରେ ବସାନ୍ତି, ମୁଁ ତୋର ହିଁ ଆରାଧନା କରିବି, ଯଦି ସେ ମୋତେ ଧକ୍କା ମାରି ବାହାର କରି ଦିଅନ୍ତି, ତାହାହେଲେ ମଧ୍ୟ ତୋର ହିଁ ଆରାଧନା କରିବି॥8॥          

ਜੇ ਲੋਕੁ ਸਲਾਹੇ ਤਾ ਤੇਰੀ ਉਪਮਾ ਜੇ ਨਿੰਦੈ ਤ ਛੋਡਿ ਨ ਜਾਈ ॥੯॥
ଯଦି ଲୋକମାନେ ମୋର ପ୍ରଶଂସା କରନ୍ତି, ତାହାହେଲେ ତାହା ତୋର ହିଁ ଉପମା ଅଟେ, ଯଦି ନିନ୍ଦା କରନ୍ତି, ତାହାହେଲେ ମଧ୍ୟ ତୋତେ ଛାଡି ଚାଲି ଯିବି ନାହିଁ॥9॥               

ਜੇ ਤੁਧੁ ਵਲਿ ਰਹੈ ਤਾ ਕੋਈ ਕਿਹੁ ਆਖਉ ਤੁਧੁ ਵਿਸਰਿਐ ਮਰਿ ਜਾਈ ॥੧੦॥
ଯଦି ତୁ ମୋର ସାଥିରେ ରହୁ, ମୋତେ କିଏ କଣ କହି ପାରିବ? ତୋତେ ଭୁଲିଗଲେ ମୁଁ ମରିଯାଇଥାଏ॥10॥               

ਵਾਰਿ ਵਾਰਿ ਜਾਈ ਗੁਰ ਊਪਰਿ ਪੈ ਪੈਰੀ ਸੰਤ ਮਨਾਈ ॥੧੧॥
ମୁଁ ନିଜ ଗୁରୁଙ୍କ ପ୍ରତି ଶତ ସମର୍ପିତ ଅଟେ ଆଉ ପାଦ ତଳେ ପଡି ସନ୍ଥଙ୍କୁ ଖୁସି କରାଇ ଥାଏ॥11॥               

ਨਾਨਕੁ ਵਿਚਾਰਾ ਭਇਆ ਦਿਵਾਨਾ ਹਰਿ ਤਉ ਦਰਸਨ ਕੈ ਤਾਈ ॥੧੨॥
ହେ ହରି! ତୋର ଦର୍ଶନ କରିବା ପାଇଁ ବିଚରା ନାନକ ପାଗଳ ହୋଇ ଯାଇଛନ୍ତି॥12॥                     

ਝਖੜੁ ਝਾਗੀ ਮੀਹੁ ਵਰਸੈ ਭੀ ਗੁਰੁ ਦੇਖਣ ਜਾਈ ॥੧੩॥
ବଡ ତୋଫାନ ଆସୁ, ମୁଷଳଧାରାରେ ବର୍ଷା ହେଉ, ତଥାପି ଗୁରୁଙ୍କ ଦର୍ଶନ କରିବା ପାଇଁ ଜୀବିତ ଅଛି॥13॥            

ਸਮੁੰਦੁ ਸਾਗਰੁ ਹੋਵੈ ਬਹੁ ਖਾਰਾ ਗੁਰਸਿਖੁ ਲੰਘਿ ਗੁਰ ਪਹਿ ਜਾਈ ॥੧੪॥
ଯଦିଓ ସମୁଦ୍ରରେ ବହୁତ କ୍ଷାରୀ ପାଣି ଥାଏ, ଶିଷ୍ୟ ଏହାକୁ ପାର କରି ଗୁରୁଙ୍କ ପାଖକୁ ଯାଇଥାଏ॥14॥          

ਜਿਉ ਪ੍ਰਾਣੀ ਜਲ ਬਿਨੁ ਹੈ ਮਰਤਾ ਤਿਉ ਸਿਖੁ ਗੁਰ ਬਿਨੁ ਮਰਿ ਜਾਈ ॥੧੫॥
ଯେପରି ପ୍ରାଣୀ ଜଳ ବିନା ମରିଯାଏ, ସେପରି ହିଁ ଗୁରୁଙ୍କ ବିନା ଶିଷ୍ୟ ମୃତ୍ୟୁ ପ୍ରାପ୍ତ କରିଥାଏ॥15॥                       

error: Content is protected !!