Odia Page 774

ਜਨੁ ਕਹੈ ਨਾਨਕੁ ਲਾਵ ਪਹਿਲੀ ਆਰੰਭੁ ਕਾਜੁ ਰਚਾਇਆ ॥੧॥
ନାନକ କହନ୍ତି ଯେ ପ୍ରଥମ କର୍ମ ଦ୍ଵାରା ବିବାହର ଆରମ୍ଭ କାର୍ଯ୍ୟ ରଚିଛନ୍ତି॥1॥    

ਹਰਿ ਦੂਜੜੀ ਲਾਵ ਸਤਿਗੁਰੁ ਪੁਰਖੁ ਮਿਲਾਇਆ ਬਲਿ ਰਾਮ ਜੀਉ ॥
ମୁଁ ରାମଙ୍କ ପ୍ରତି ସମର୍ପିତ ଅଟେ, ଯେତେବେଳେ ହରିଙ୍କ ବିବାହର କାର୍ଯ୍ୟ ହୋଇଛି, ଜୀବ-ସ୍ତ୍ରୀକୁ ସଦଗୁରୁ ମିଳିଛନ୍ତି।        

ਨਿਰਭਉ ਭੈ ਮਨੁ ਹੋਇ ਹਉਮੈ ਮੈਲੁ ਗਵਾਇਆ ਬਲਿ ਰਾਮ ਜੀਉ ॥
ଜୀବ-ସ୍ତ୍ରୀର ମନ ପ୍ରଭୁଙ୍କ ଭୟରୁ ନିର୍ଭୀକ ହୋଇ ଯାଇଛି ଆଉ ତାହାଙ୍କ ଅହଂତ୍ଵ ରୂପୀ ମଇଳା ଦୂର ହୋଇ ଯାଇଥାଏ।     

ਨਿਰਮਲੁ ਭਉ ਪਾਇਆ ਹਰਿ ਗੁਣ ਗਾਇਆ ਹਰਿ ਵੇਖੈ ਰਾਮੁ ਹਦੂਰੇ ॥
ଯେତେବେଳେ ତାହାଙ୍କ ମନରେ ନିର୍ମଳ ପ୍ରଭୁଙ୍କ ଭୟ ଉତ୍ପନ୍ନ ହୋଇଯାଏ, ସେ ହରିଙ୍କ ଗୁଣଗାନ କରିଥାଏ, ବର୍ତ୍ତମାନ ସେ ହରିଙ୍କୁ ପାଖରେ ଦେଖିଥାଏ।

ਹਰਿ ਆਤਮ ਰਾਮੁ ਪਸਾਰਿਆ ਸੁਆਮੀ ਸਰਬ ਰਹਿਆ ਭਰਪੂਰੇ ॥
ଆତ୍ମାରେ ହିଁ ପରମାତ୍ମା ଅଛନ୍ତି, ସ୍ଵାମୀ ପ୍ରଭୁ ସର୍ବବ୍ୟାପକ ଅଟନ୍ତି।    

ਅੰਤਰਿ ਬਾਹਰਿ ਹਰਿ ਪ੍ਰਭੁ ਏਕੋ ਮਿਲਿ ਹਰਿ ਜਨ ਮੰਗਲ ਗਾਏ ॥
ସେହି ଜୀବ-ସ୍ତ୍ରୀକୁ ଏକ ପ୍ରଭୁ ହିଁ ନିଜ ହୃଦୟ ଏବଂ ବାହାର ଦୁନିଆରେ ବାସ କରିବା ଦେଖାଯାନ୍ତି, ହରିଭକ୍ତ ଜୀବ-ସ୍ତ୍ରୀର ବିବାହର ଖୁସିର ଗାନ କରିଥାଏ।

ਜਨ ਨਾਨਕ ਦੂਜੀ ਲਾਵ ਚਲਾਈ ਅਨਹਦ ਸਬਦ ਵਜਾਏ ॥੨॥
ହେ ନାନକ! ଅନ୍ୟର କାର୍ଯ୍ୟ ସମ୍ପର୍ଣ୍ଣ କରାଯାଏ, ଜୀବ-ସ୍ତ୍ରୀର ହୃଦୟରେ ଆନନ୍ଦ ଶବ୍ଦ ଗୁଞ୍ଜନ କରିଥାଏ॥2॥

ਹਰਿ ਤੀਜੜੀ ਲਾਵ ਮਨਿ ਚਾਉ ਭਇਆ ਬੈਰਾਗੀਆ ਬਲਿ ਰਾਮ ਜੀਉ ॥
ହେ ରାମ! ମୁଁ ତୁମ ପ୍ରତି ସମର୍ପିତ ଅଟେ, ଯେତେବେଳ ହରିଙ୍କ ବିବାହର ତୃତୀୟ କର୍ମ କରାଯାଏ, ଜୀବ-ସ୍ତ୍ରୀର ବୈରାଗୀ ମନରେ ଉତ୍ସାହ ଜାତ ହୋଇଥାଏ।

ਸੰਤ ਜਨਾ ਹਰਿ ਮੇਲੁ ਹਰਿ ਪਾਇਆ ਵਡਭਾਗੀਆ ਬਲਿ ਰਾਮ ਜੀਉ ॥
ଯେତେବେଳେ ଭାଗ୍ୟଶାଳୀ ସନ୍ଥଜନ ସହିତ ତାହାର ମେଳ ହୋଇଥାଏ, ସେ ହରିଙ୍କୁ ପାଇଥାଏ।          

ਨਿਰਮਲੁ ਹਰਿ ਪਾਇਆ ਹਰਿ ਗੁਣ ਗਾਇਆ ਮੁਖਿ ਬੋਲੀ ਹਰਿ ਬਾਣੀ ॥
ଯେତେବେଳେ ସେ ନିର୍ମଳ ହରିଙ୍କୁ ପାଇଥାଏ, ସେ ହରିଙ୍କ ଗୁଣଗାନ କରିଥାଏ, ସେ ନିଜ ମୁଖରେ ହରିଙ୍କ ବାଣୀ ଉଚ୍ଚାରିତ କରିଥାଏ।            

ਸੰਤ ਜਨਾ ਵਡਭਾਗੀ ਪਾਇਆ ਹਰਿ ਕਥੀਐ ਅਕਥ ਕਹਾਣੀ ॥
ଭାଗ୍ୟଶାଳୀ ଜୀବ-ସ୍ତ୍ରୀ ସେହି ସନ୍ଥଜନଙ୍କ ସହିତ ମିଳନ କରି ନିଜ ପତି-ପ୍ରଭୁ ପ୍ରାପ୍ତ କରିଛି ଏବଂ ସନ୍ଥଜନ ହରିଙ୍କ ଅକଥନୀୟ କଥା କଥନ କରିଥାଏ।      

ਹਿਰਦੈ ਹਰਿ ਹਰਿ ਹਰਿ ਧੁਨਿ ਉਪਜੀ ਹਰਿ ਜਪੀਐ ਮਸਤਕਿ ਭਾਗੁ ਜੀਉ ॥
ସେହି ଜୀବ-ସ୍ତ୍ରୀର ହୃଦୟରେ ହରିଙ୍କ ନାମର ଧ୍ୱନି ଜାତ ହୋଇଯାଏ, ସେ ହରିଙ୍କ ଜପ କରିଥାଏ, କାରଣ ତାହାର କପାଳରେ ଏପରି ଭାଗ୍ୟ ଲେଖା ହୋଇଥାଏ

ਜਨੁ ਨਾਨਕੁ ਬੋਲੇ ਤੀਜੀ ਲਾਵੈ ਹਰਿ ਉਪਜੈ ਮਨਿ ਬੈਰਾਗੁ ਜੀਉ ॥੩॥
ନାନକ କହନ୍ତି, ହରିଙ୍କ ବିବାହର ତୃତୀୟ କର୍ମ କରାଯାଏ, ଜୀବ-ସ୍ତ୍ରୀର ବୈରାଗୀ ମନରେ ଉତ୍ସାହ ଜାତ ହୋଇଥାଏ॥3॥ 

ਹਰਿ ਚਉਥੜੀ ਲਾਵ ਮਨਿ ਸਹਜੁ ਭਇਆ ਹਰਿ ਪਾਇਆ ਬਲਿ ਰਾਮ ਜੀਉ ॥
ହେ ରାମ! ମୁଁ ତୁମ ପ୍ରତି ସମର୍ପିତ ଅଟେ, ଯେତେବେଳେ ହରିଙ୍କ ବିବାହର ତୃତୀୟ କର୍ମ କରାଯାଏ, ଜୀବ-ସ୍ତ୍ରୀର ମନରେ ସ୍ବାଭାବିକତା ଜାତ ହୋଇଥାଏ ଆଉ ସେ ନିଜ ପରମାତ୍ମାଙ୍କୁ ପ୍ରାପ୍ତ କରିଥାଏ।

ਗੁਰਮੁਖਿ ਮਿਲਿਆ ਸੁਭਾਇ ਹਰਿ ਮਨਿ ਤਨਿ ਮੀਠਾ ਲਾਇਆ ਬਲਿ ਰਾਮ ਜੀਉ ॥
ତାହାକୁ ଗୁରୁ ଦ୍ଵାରା ପ୍ରଭୁ ମିଳିଥାନ୍ତି, ଯିଏ ତାହାର ମନ ଏବଂ ତନରେ ହରି ମିଠା ଲାଗିଥାଏ।      

ਹਰਿ ਮੀਠਾ ਲਾਇਆ ਮੇਰੇ ਪ੍ਰਭ ਭਾਇਆ ਅਨਦਿਨੁ ਹਰਿ ਲਿਵ ਲਾਈ ॥
ଗୁରୁ ଜୀବ-ସ୍ତ୍ରୀକୁ ହରି ମିଠା ଲଗାଇଛନ୍ତି ଏବଂ ଏହି କଥା ମୋର ପ୍ରଭୁଙ୍କୁ ଭଲ ଲାଗିଥାଏ, ଜୀବ-ସ୍ତ୍ରୀ ରାତିଦିନ ହରିଙ୍କ ଠାରେ ଧ୍ୟାନରତ ରହିଥାଏ।      

ਮਨ ਚਿੰਦਿਆ ਫਲੁ ਪਾਇਆ ਸੁਆਮੀ ਹਰਿ ਨਾਮਿ ਵਜੀ ਵਾਧਾਈ ॥
ସେ ମନୋବାଞ୍ଚିତ ସ୍ଵାମୀ ପ୍ରାପ୍ତ କରିଥାଏ ଏବଂ ତାହାକୁ ହରିନାମର ଶୁଭକାମନା ମିଳିଥାଏ।   

ਹਰਿ ਪ੍ਰਭਿ ਠਾਕੁਰਿ ਕਾਜੁ ਰਚਾਇਆ ਧਨ ਹਿਰਦੈ ਨਾਮਿ ਵਿਗਾਸੀ ॥
ସ୍ଵାମୀ ପ୍ରଭୁ ଜୀବ-ସ୍ତ୍ରୀ ସହିତ ନିଜ ବିବାହ କରାଇ ଥାଆନ୍ତି, ଜୀବ-ସ୍ତ୍ରୀ ନାମ ଦ୍ଵାରା ନିଜ ହୃଦୟରେ ବହୁତ ପ୍ରସନ୍ନ ରହିଥାଏ। 

ਜਨੁ ਨਾਨਕੁ ਬੋਲੇ ਚਉਥੀ ਲਾਵੈ ਹਰਿ ਪਾਇਆ ਪ੍ਰਭੁ ਅਵਿਨਾਸੀ ॥੪॥੨॥
ନାନକ କହନ୍ତି, ‘ ଯେତେବେଳେ ବିବାହର ଚତୁର୍ଥ କର୍ମ ସମ୍ପର୍ଣ୍ଣ କରାଯାଇ ଥାଏ, ଜୀବ-ସ୍ତ୍ରୀ ଅବିନାଶୀ ପ୍ରଭୁଙ୍କୁ ପ୍ରାପ୍ତ ହୋଇଥାଏ॥4॥2॥              

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ ହୋଇଥାଏ॥         

ਰਾਗੁ ਸੂਹੀ ਛੰਤ ਮਹਲਾ ੪ ਘਰੁ ੨ ॥
ରାଗ ସୁହୀ ଛନ୍ତ ମହଲା 4 ଘର 2 ॥ 

ਗੁਰਮੁਖਿ ਹਰਿ ਗੁਣ ਗਾਏ ॥
ଗୁରୁଙ୍କ ସାନ୍ନିଧ୍ୟରେ ହରିଙ୍କ ଗୁଣଗାନ କରିଥାଏ ଏବଂ               

ਹਿਰਦੈ ਰਸਨ ਰਸਾਏ ॥
ହୃଦୟ ଏବଂ ଜିହ୍ଵା ଦ୍ଵାରା ସେହି ମହାରସର ଆନନ୍ଦ ନେଇଥାଏ।       

ਹਰਿ ਰਸਨ ਰਸਾਏ ਮੇਰੇ ਪ੍ਰਭ ਭਾਏ ਮਿਲਿਆ ਸਹਜਿ ਸੁਭਾਏ ॥
ଯିଏ ନିଜ ଜିହ୍ଵାରେ ଗୁଣର ଆନନ୍ଦ ନେଇଥାଏ, ସିଏ ମୋର ପ୍ରଭୁଙ୍କୁ ଭଲ ଲାଗିଥାଏ ଏବଂ ସେ ପ୍ରଭୁଙ୍କ ସହିତ ମିଳନ କରିଥାଏ।     

ਅਨਦਿਨੁ ਭੋਗ ਭੋਗੇ ਸੁਖਿ ਸੋਵੈ ਸਬਦਿ ਰਹੈ ਲਿਵ ਲਾਏ ॥
ସେ ପ୍ରତିଦିନ ସ୍ଵାଦିଷ୍ଟ ପଦାର୍ଥ ସେବନ କରିଥାଏ, ସୁଖ ନିଦ୍ରାରେ ଶୟନ କରିଥାଏ ଏବଂ ଶବ୍ଦରେ ସୁରତି ଲଗାଇ ରଖିଥାଏ।          

ਵਡੈ ਭਾਗਿ ਗੁਰੁ ਪੂਰਾ ਪਾਈਐ ਅਨਦਿਨੁ ਨਾਮੁ ਧਿਆਏ ॥
ପୂର୍ଣ୍ଣ ଗୁରୁଙ୍କ ପ୍ରାପ୍ତି ଅହୋଭାଗ୍ୟରୁ ହି ହୋଇଥାଏ ଏବଂ ପୁଣି ଜୀବ ରାତିଦିନ ପରମାତ୍ମାଙ୍କ ନାମର ମନନ କରିଥାଏ।      

ਸਹਜੇ ਸਹਜਿ ਮਿਲਿਆ ਜਗਜੀਵਨੁ ਨਾਨਕ ਸੁੰਨਿ ਸਮਾਏ ॥੧॥
ହେ ନାନକ! ଜଗତର ଜୀବନ ପ୍ରଭୁ ତାହାଙ୍କ ସହିତ ମିଳନ କରିଛନ୍ତି ଆଉ ସେ ଶୂନ୍ୟାବସ୍ଥାରେ ଶବ୍ଦରେ ବିଲୀନ ହୋଇଥାନ୍ତି॥1॥   

ਸੰਗਤਿ ਸੰਤ ਮਿਲਾਏ ॥ ਹਰਿ ਸਰਿ ਨਿਰਮਲਿ ਨਾਏ ॥
ପ୍ରଭୁ ମୋତେ ସନ୍ଥଙ୍କ ସଙ୍ଗତିରେ ମିଳାଇଛନ୍ତି ଏବଂ ହରି-ନାମ ରୂପୀ ସରୋବରରେ ସ୍ନାନ କରିଥାଏ।  

ਨਿਰਮਲਿ ਜਲਿ ਨਾਏ ਮੈਲੁ ਗਵਾਏ ਭਏ ਪਵਿਤੁ ਸਰੀਰਾ ॥
ମୁଁ ନାମ ରୂପୀ ନିର୍ମଳ ଜଳରେ ସ୍ନାନ କରି ନିଜ ପାପର ମଇଳା ଦୂର କରି ଦେଇଛନ୍ତି ଆଉ ମୋର ଶରୀର ପବିତ୍ର ହୋଇ ଯାଇଛି।             

ਦੁਰਮਤਿ ਮੈਲੁ ਗਈ ਭ੍ਰਮੁ ਭਾਗਾ ਹਉਮੈ ਬਿਨਠੀ ਪੀਰਾ ॥
ମୋର ଦୁର୍ମତି ରୂପୀ ମଇଳା ନିବୃତ୍ତ ହୋଇ ଯାଇଛି, ମୋର ଭ୍ରମ ଦୂର ହୋଇ ଯାଇଛି ଆଉ ଅହଂତ୍ଵର ପୀଡା ମଧ୍ୟ ନାଶ ହୋଇ ଯାଇଛି।          

ਨਦਰਿ ਪ੍ਰਭੂ ਸਤਸੰਗਤਿ ਪਾਈ ਨਿਜ ਘਰਿ ਹੋਆ ਵਾਸਾ ॥
ପ୍ରଭୁଙ୍କ କରୁଣା ଦୃଷ୍ଟି ଦ୍ଵାରା ମୋତେ ସତସଙ୍ଗତି ପ୍ରାପ୍ତ ହୋଇ ଯାଇଛି ଆଉ ମୋର ଆତ୍ମସ୍ଵରୂପରେ ନିବାସ ହୋଇ ଯାଇଛି।   

error: Content is protected !!