Odia Page 784

ਖਾਤ ਖਰਚਤ ਬਿਲਛਤ ਸੁਖੁ ਪਾਇਆ ਕਰਤੇ ਕੀ ਦਾਤਿ ਸਵਾਈ ਰਾਮ ॥
ବର୍ତ୍ତମାନ ଖାଇବା-ଖର୍ଚ୍ଚ କରିବା ଏବଂ ଉପଯୋଗ କରି ହିଁ ସୁଖ ଉପଲବ୍ଧ ହୋଇଛି, ଏହିପରି ପରମାତ୍ମାଙ୍କ ଦାନରେ ଦିନକୁ ଦିନ ବୃଦ୍ଧି ପାଉଅଛି।       

ਦਾਤਿ ਸਵਾਈ ਨਿਖੁਟਿ ਨ ਜਾਈ ਅੰਤਰਜਾਮੀ ਪਾਇਆ ॥
ତାହାଙ୍କ ଦାନରେ ବୃଦ୍ଧି ହେଉଛି ଆଉ କେବେ ମଧ୍ୟ ସମାପ୍ତ ହୁଏନାହିଁ, କାରଣ ସେ ଅନ୍ତର୍ଯାମୀ ପ୍ରଭୁଙ୍କୁ ପ୍ରାପ୍ତ କରିଛି। 

ਕੋਟਿ ਬਿਘਨ ਸਗਲੇ ਉਠਿ ਨਾਠੇ ਦੂਖੁ ਨ ਨੇੜੈ ਆਇਆ ॥
ଏହି ପରି କୋଟି କୋଟି ବିଘ୍ନ ଦୂର ହୋଇ ଯାଇଛି ଏବଂ ନିକଟକୁ କୌଣସି ଦୁଃଖ ଆସେ ନାହିଁ।  

ਸਾਂਤਿ ਸਹਜ ਆਨੰਦ ਘਨੇਰੇ ਬਿਨਸੀ ਭੂਖ ਸਬਾਈ ॥
ମୋତେ ଶାନ୍ତି, ସ୍ବାଭାବିକତା ଏବଂ ତାହାଙ୍କ ଆନନ୍ଦ ପ୍ରାପ୍ତ ହୋଇ ଯାଇଛି ଆଉ ସମସ୍ତ କ୍ଷୁଧା ମଧ୍ୟ ସମାପ୍ତ ହୋଇ ଯାଇଛି।            

ਨਾਨਕ ਗੁਣ ਗਾਵਹਿ ਸੁਆਮੀ ਕੇ ਅਚਰਜੁ ਜਿਸੁ ਵਡਿਆਈ ਰਾਮ ॥੨॥
ହେ ନାନକ! ମୁଁ ନିଜ ସ୍ଵାମୀ ପ୍ରଭୁଙ୍କ ହିଁ ଗୁଣଗାନ କରିଥାଏ, ଯାହାଙ୍କ ମହିମା ଅଦ୍ଭୁତ ଅଟେ॥2॥  

ਜਿਸ ਕਾ ਕਾਰਜੁ ਤਿਨ ਹੀ ਕੀਆ ਮਾਣਸੁ ਕਿਆ ਵੇਚਾਰਾ ਰਾਮ ॥
ହେ ଭାଇ! ଏହି କାର୍ଯ୍ୟ ଯାହାଙ୍କ ଅଟେ, ସେ ଏହା ସଂପୂର୍ଣ୍ଣ କରିଛନ୍ତି, ଏଥିରେ ବିଚରା ମନୁଷ୍ୟ କଣ କରି ପାରିବ?           

ਭਗਤ ਸੋਹਨਿ ਹਰਿ ਕੇ ਗੁਣ ਗਾਵਹਿ ਸਦਾ ਕਰਹਿ ਜੈਕਾਰਾ ਰਾਮ ॥
ଭକ୍ତଜନ ହରିଙ୍କ ଗୁଣଗାନ କରି ବଡ ସୁନ୍ଦର ଲାଗିଥାନ୍ତି ଆଉ ସର୍ବଦା ତାହାଙ୍କ ଜୟ-ଜୟକାର କରିଥାନ୍ତି। 

ਗੁਣ ਗਾਇ ਗੋਬਿੰਦ ਅਨਦ ਉਪਜੇ ਸਾਧਸੰਗਤਿ ਸੰਗਿ ਬਨੀ ॥
ଗୋବିନ୍ଦଙ୍କ ସ୍ତୁତିଗାନ କରିବା ଦ୍ଵାରା ତାହାଙ୍କ ମନରେ ବଡ ଆନନ୍ଦ ଉତ୍ପନ୍ନ ହୋଇଥାଏ ତଥା ସାଧୁ-ସଙ୍ଗତି କରିବା ଦ୍ଵାରା ପ୍ରଭୁଙ୍କ ସହିତ ତାହାଙ୍କ ପ୍ରୀତି ବନି ରହିଥାଏ।         

ਜਿਨਿ ਉਦਮੁ ਕੀਆ ਤਾਲ ਕੇਰਾ ਤਿਸ ਕੀ ਉਪਮਾ ਕਿਆ ਗਨੀ ॥
ଯେଉଁ ପରମାତ୍ମା ପବିତ୍ର ସରୋବର ବନାଇବା ପାଇଁ ପ୍ରୟାସ କରିଛନ୍ତି, ତାହାଙ୍କ ଉପମା ବର୍ଣ୍ଣନା କରାଯାଇ ପାରିବ ନାହିଁ।          

ਅਠਸਠਿ ਤੀਰਥ ਪੁੰਨ ਕਿਰਿਆ ਮਹਾ ਨਿਰਮਲ ਚਾਰਾ ॥
ଏହି ସରୋବରରେ ସ୍ନାନ କରିବା ଦ୍ଵାରା ଅଠଷଠି ତୀର୍ଥର ସ୍ନାନ, ଅନେକ ଦାନ-ପୂଣ୍ୟ ଏବଂ ସମସ୍ତ ନିର୍ମଳ କର୍ମର ଫଳ ମିଳିଯାଏ। 

ਪਤਿਤ ਪਾਵਨੁ ਬਿਰਦੁ ਸੁਆਮੀ ਨਾਨਕ ਸਬਦ ਅਧਾਰਾ ॥੩॥
ନାନକ ପ୍ରାର୍ଥନା କରନ୍ତି ଯେ ହେ ସ୍ଵାମୀ! ପତିତକୁ ପବିତ୍ର କରିବା ତୋ’ର ଧର୍ମ ଅଟେ ଆଉ ମୋ’ ପାଇଁ ତୋ’ ଶବ୍ଦର ହିଁ ଆଶ୍ରା ଅଛି॥3॥        

ਗੁਣ ਨਿਧਾਨ ਮੇਰਾ ਪ੍ਰਭੁ ਕਰਤਾ ਉਸਤਤਿ ਕਉਨੁ ਕਰੀਜੈ ਰਾਮ ॥
ସୃଷ୍ଟି ରଚୟିତା ମୋର ପ୍ରଭୁ ଗୁଣର ଭଣ୍ଡାର ଅଟନ୍ତି ଆଉ ତାହାଙ୍କ ସ୍ତୁତି କିଏ କରି ପାରିବ?       

ਸੰਤਾ ਕੀ ਬੇਨੰਤੀ ਸੁਆਮੀ ਨਾਮੁ ਮਹਾ ਰਸੁ ਦੀਜੈ ਰਾਮ ॥
ହେ ସ୍ଵାମୀ! ତୋ’ ପାଖରେ ସନ୍ଥଙ୍କ ଏହି ବିନତି ଯେ ଆମକୁ ନାମ ରୂପୀ ମହାରସ ଦିଅ।          

ਨਾਮੁ ਦੀਜੈ ਦਾਨੁ ਕੀਜੈ ਬਿਸਰੁ ਨਾਹੀ ਇਕ ਖਿਨੋ ॥
ଆମକୁ ନାମ ଦିଅ ଯେପରି ତୁ ଆମ ଠାରେ ଏକ କ୍ଷଣ ପାଇଁ ମଧ୍ୟ ବିସ୍ମୃତ ନ ହେଉ।              

ਗੁਣ ਗੋਪਾਲ ਉਚਰੁ ਰਸਨਾ ਸਦਾ ਗਾਈਐ ਅਨਦਿਨੋ ॥
ଆମକୁ ନିଜ ଜିଭରେ ସର୍ବଦା ତାହାଙ୍କ ଗୁଣଗାନ କରିବା ଉଚିତ।          

ਜਿਸੁ ਪ੍ਰੀਤਿ ਲਾਗੀ ਨਾਮ ਸੇਤੀ ਮਨੁ ਤਨੁ ਅੰਮ੍ਰਿਤ ਭੀਜੈ ॥
ନାମ ସହିତ ଯାହାର ପ୍ରୀତି ଲାଗିଯାଏ, ତାହାର ମନ ଓ ତନ ନାମାମୃତ ଦ୍ଵାରା ଭିଜି ଯାଇଥାଏ।      

ਬਿਨਵੰਤਿ ਨਾਨਕ ਇਛ ਪੁੰਨੀ ਪੇਖਿ ਦਰਸਨੁ ਜੀਜੈ ॥੪॥੭॥੧੦॥
ନାନକ ବିନତି କରନ୍ତି ଯେ ହେ ପ୍ରଭୁ! ମୋର ଇଛା ପୁରା ହୋଇ ଯାଇଛି  ଆଉ ମୁଁ ତୋର ଦର୍ଶନ କରି ହିଁ ଜୀବିତ ଅଛି||4||7||10|| 

ਰਾਗੁ ਸੂਹੀ ਮਹਲਾ ੫ ਛੰਤ
ରାଗ ସୁହୀ ମହଲା 5 ଛନ୍ତ  

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।        

ਮਿਠ ਬੋਲੜਾ ਜੀ ਹਰਿ ਸਜਣੁ ਸੁਆਮੀ ਮੋਰਾ ॥
ମୋର ସ୍ଵାମୀ ସଜ୍ଜନ ହରି ବହୁତ ମିଠା ବୋଲିବା ବାଲା ଅଟନ୍ତି।    

ਹਉ ਸੰਮਲਿ ਥਕੀ ਜੀ ਓਹੁ ਕਦੇ ਨ ਬੋਲੈ ਕਉਰਾ ॥
ମୁଁ ସ୍ମରଣ କରି କରି ଥକି ଯାଇଛି, ସେ କେବେ ମଧ୍ୟ କର୍କଶ କଥା କୁହନ୍ତି ନାହିଁ।          

ਕਉੜਾ ਬੋਲਿ ਨ ਜਾਨੈ ਪੂਰਨ ਭਗਵਾਨੈ ਅਉਗਣੁ ਕੋ ਨ ਚਿਤਾਰੇ ॥
ସେହି ପୂର୍ଣ୍ଣ ଭଗବାନ କଡା କଥା ବୋଲିବା ହିଁ ଜାଣନ୍ତି ନାହିଁ ଆଉ ମୋର କୌଣସି ଅବଗୁଣ ମନେ ରଖନ୍ତି ନାହିଁ।          

ਪਤਿਤ ਪਾਵਨੁ ਹਰਿ ਬਿਰਦੁ ਸਦਾਏ ਇਕੁ ਤਿਲੁ ਨਹੀ ਭੰਨੈ ਘਾਲੇ ॥
ପତିତକୁ ପବିତ୍ର କରିବା ହିଁ ତାହାଙ୍କ ପ୍ରକୃତି କୁହାଯାଏ, ସେ କୌଣସି ସାଧନାକୁ ତିଳେମାତ୍ର ଭୁଲନ୍ତି ନାହିଁ।   

ਘਟ ਘਟ ਵਾਸੀ ਸਰਬ ਨਿਵਾਸੀ ਨੇਰੈ ਹੀ ਤੇ ਨੇਰਾ ॥
ସେ ସବୁ ଜୀବ ଠାରେ ବ୍ୟାପ୍ତ ଅଛନ୍ତି ଆଉ ସଂପୂର୍ଣ୍ଣ ଭାବରେ ଆମର ନିକଟରେ ରହିଥାନ୍ତି।                 

ਨਾਨਕ ਦਾਸੁ ਸਦਾ ਸਰਣਾਗਤਿ ਹਰਿ ਅੰਮ੍ਰਿਤ ਸਜਣੁ ਮੇਰਾ ॥੧॥
ଦାସ ନାନକ ସର୍ବଦା ତାହାଙ୍କ ଶରଣରେ ଅଛନ୍ତି, ମୋର ସଜ୍ଜନ ହରି ଅମୃତ ସମାନ ମିଠା ଅଟନ୍ତି॥1॥                 

ਹਉ ਬਿਸਮੁ ਭਈ ਜੀ ਹਰਿ ਦਰਸਨੁ ਦੇਖਿ ਅਪਾਰਾ ॥
ହେ ଭାଇ! ହରିଙ୍କ ଦର୍ଶନ କରି ମୁଁ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛି।     

ਮੇਰਾ ਸੁੰਦਰੁ ਸੁਆਮੀ ਜੀ ਹਉ ਚਰਨ ਕਮਲ ਪਗ ਛਾਰਾ ॥
ମୋର ସ୍ଵାମୀ ବଡ ସୁନ୍ଦର ଅଟନ୍ତି ଆଉ ମୁଁ ତାହାଙ୍କ ଚରଣର ଧୂଳି ମାତ୍ର ଅଟେ।        

ਪ੍ਰਭ ਪੇਖਤ ਜੀਵਾ ਠੰਢੀ ਥੀਵਾ ਤਿਸੁ ਜੇਵਡੁ ਅਵਰੁ ਨ ਕੋਈ ॥
ମୁଁ ପ୍ରଭୁଙ୍କୁ ଦେଖି ହିଁ ଜୀବିତ ରହିଥାଏ ଓ ବଡ ଶାନ୍ତି ମିଳିଥାଏ ଆଉ  ତାହାଙ୍କ ଭଳି ମହାନ ଆଉ କେହି ନାହାନ୍ତି।             

ਆਦਿ ਅੰਤਿ ਮਧਿ ਪ੍ਰਭੁ ਰਵਿਆ ਜਲਿ ਥਲਿ ਮਹੀਅਲਿ ਸੋਈ ॥
ଜଗତର ଆରମ୍ଭ, ମଧ୍ୟ ଏବଂ ଅନ୍ତରେ ପ୍ରଭୁ ହିଁ ବିଦ୍ୟମାନ ଅଛନ୍ତି, ସେ ଜଳ, ସ୍ଥଳ ଓ ଆକାଶରେ ବ୍ୟାପକ ହୋଇଥାନ୍ତି।    

ਚਰਨ ਕਮਲ ਜਪਿ ਸਾਗਰੁ ਤਰਿਆ ਭਵਜਲ ਉਤਰੇ ਪਾਰਾ
ମୁଁ ତାହାଙ୍କ ଚରଣ-କମଳକୁ ଜପ କରି ସଂସାର ସାଗରରୁ ପାର ହୋଇ ଯାଇଛି ଏବଂ ଭବସାଗରରୁ ପାର ହୋଇ ଯାଇଛି।      

ਨਾਨਕ ਸਰਣਿ ਪੂਰਨ ਪਰਮੇਸੁਰ ਤੇਰਾ ਅੰਤੁ ਨ ਪਾਰਾਵਾਰਾ ॥੨॥
ନାନକ ପ୍ରାର୍ଥନା କରନ୍ତି ଯେ ହେ ପୂର୍ଣ୍ଣ ପରମେଶ୍ଵର! ମୁଁ ତୋର ଶରଣରେ ଆସିଛି, ତୋର କୌଣସି ସୀମା ନାହିଁ॥2॥     

ਹਉ ਨਿਮਖ ਨ ਛੋਡਾ ਜੀ ਹਰਿ ਪ੍ਰੀਤਮ ਪ੍ਰਾਨ ਅਧਾਰੋ ॥
ପ୍ରିୟତମ ହରି ମୋର ପ୍ରାଣର ଆଧାର ଅଟନ୍ତି ଆଉ ମୁଁ ତାହାଙ୍କ ନାମ ଏକ କ୍ଷଣ ପାଇଁ ମଧ୍ୟ ତ୍ୟାଗ କରେ ନାହିଁ।       

ਗੁਰਿ ਸਤਿਗੁਰ ਕਹਿਆ ਜੀ ਸਾਚਾ ਅਗਮ ਬੀਚਾਰੋ ॥
ଗୁରୁ ମୋତେ ଉପଦେଶ ଦେଇଛନ୍ତି ଯେ ସେହି ସଚ୍ଚା ପ୍ରଭୁଙ୍କ୍ମ ହିଁ ଚିନ୍ତନ କର।             

ਮਿਲਿ ਸਾਧੂ ਦੀਨਾ ਤਾ ਨਾਮੁ ਲੀਨਾ ਜਨਮ ਮਰਣ ਦੁਖ ਨਾਠੇ ॥
ମୁଁ ସାଧୁଙ୍କ ସହିତ ମିଶି ନିଜ ତନ-ମନ ସମର୍ପଣ କରି ତାହାଙ୍କ ଠାରୁ ନାମ ନେଇଛି, ବର୍ତ୍ତମାନ ମୋର ଜନ୍ମ-ମରଣର ଦୁଃଖ ଦୂର ହୋଇ ଯାଇଛି। 

ਸਹਜ ਸੂਖ ਆਨੰਦ ਘਨੇਰੇ ਹਉਮੈ ਬਿਨਠੀ ਗਾਠੇ ॥
ମୋର ମନରେ ସ୍ଵାଭାବିକ ସୁଖ ଓ ଅସୁମାରୀ ଆନନ୍ଦ ଜାତ ହୋଇ ଯାଇଛି ଏବଂ ମୋର ଅହଂତ୍ଵ ନାଶ ହୋଇ ଯାଇଛି। 

error: Content is protected !!