ਪਉੜੀ ॥
ପଉଡୀ॥
ਹੁਕਮੀ ਸ੍ਰਿਸਟਿ ਸਾਜੀਅਨੁ ਬਹੁ ਭਿਤਿ ਸੰਸਾਰਾ ॥
ଇଶ୍ଵର ନିଜ ହୁକୁମ ଦ୍ଵାରା ହିଁ ସୃଷ୍ଟି ରଚନା କରିଛନ୍ତି ଆଉ ଅନେକ ପ୍ରକାରର ସଂସାର ବନାଇଛନ୍ତି।
ਤੇਰਾ ਹੁਕਮੁ ਨ ਜਾਪੀ ਕੇਤੜਾ ਸਚੇ ਅਲਖ ਅਪਾਰਾ ॥
ହେ ସତ୍ୟସ୍ଵରୂପ, ଅଲକ୍ଷ୍ୟ ଏବଂ ଅପାର! ତୋର ହୁକୁମ କେତେ ବଡ ଜାଣି ହୁଏନାହିଁ।
ਇਕਨਾ ਨੋ ਤੂ ਮੇਲਿ ਲੈਹਿ ਗੁਰ ਸਬਦਿ ਬੀਚਾਰਾ ॥
ତୁ କିଛି ଜୀବକୁ ଗୁରୁ ଶବ୍ଦର ଚିନ୍ତନ ଦ୍ଵାରା ନିଜ ସାଥିରେ ମିଳାଇଛୁ।
ਸਚਿ ਰਤੇ ਸੇ ਨਿਰਮਲੇ ਹਉਮੈ ਤਜਿ ਵਿਕਾਰਾ ॥
ଯିଏ ନିଜର ଅହଂତ୍ଵ ଏବଂ କାମ, କ୍ରୋଧ, ଲୋଭ ରୂପୀ ବିକାର ତ୍ୟାଗ କରିଥାଏ, ସେ ସତ୍ୟରେ ହିଁ ଲୀନ ରହିଥାଏ ଆଉ ବାସ୍ତବରେ ସେ ନିର୍ମଳ ଅଟେ।
ਜਿਸੁ ਤੂ ਮੇਲਹਿ ਸੋ ਤੁਧੁ ਮਿਲੈ ਸੋਈ ਸਚਿਆਰਾ ॥੨॥
ଯାହାକୁ ତୁ ନିଜ ସାଥିରେ ମିଳାଇଛୁ, ସେ ହିଁ ତୋ’ ସାଥିରେ ମିଶିଥାଏ ଆଉ ସେ ହିଁ ସତ୍ୟବାଦୀ ଅଟେ॥2॥
ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥
ਸੂਹਵੀਏ ਸੂਹਾ ਸਭੁ ਸੰਸਾਰੁ ਹੈ ਜਿਨ ਦੁਰਮਤਿ ਦੂਜਾ ਭਾਉ ॥
ହେ ସଧବା ବାଲୀ ଜୀବ-ସ୍ତ୍ରୀ! ଦୁର୍ମତି କାରଣରୁ ମାୟାରେ ଯାହାର ଉତ୍ସାହ ଥାଏ, ତାହା ପାଇଁ ସଂପୂର୍ଣ୍ଣ ସଂସାର ଲାଲ ଅଟେ।
ਖਿਨ ਮਹਿ ਝੂਠੁ ਸਭੁ ਬਿਨਸਿ ਜਾਇ ਜਿਉ ਟਿਕੈ ਨ ਬਿਰਖ ਕੀ ਛਾਉ ॥
ସାରା ମିଥ୍ୟା ଏକ କ୍ଷଣରେ ନାଶ ହୋଇଯାଏ, ଯେପରି ଗଛର ଛାୟା ସ୍ଥିର ରହେ ନାହିଁ।
ਗੁਰਮੁਖਿ ਲਾਲੋ ਲਾਲੁ ਹੈ ਜਿਉ ਰੰਗਿ ਮਜੀਠ ਸਚੜਾਉ ॥
ଗୁରୁମୁଖୀ ବହୁତ ଲାଲ ଅଟେ, ଯେପରି ସେ ମଜିଠ ରଙ୍ଗରେ ରଙ୍ଗୀନ ହୋଇଥାଏ।
ਉਲਟੀ ਸਕਤਿ ਸਿਵੈ ਘਰਿ ਆਈ ਮਨਿ ਵਸਿਆ ਹਰਿ ਅੰਮ੍ਰਿਤ ਨਾਉ ॥
ଯାହାର ମନରେ ହରିଙ୍କ ଅମୃତ ନାମ ସ୍ଥିତ ହୋଇଛି ଆଉ ତାହାର ଅଭିଲାଷ ମାୟାଠାରୁ ପୁନଃ ପ୍ରଭୁଙ୍କ ଘରକୁ ଆସିଛି।
ਨਾਨਕ ਬਲਿਹਾਰੀ ਗੁਰ ਆਪਣੇ ਜਿਤੁ ਮਿਲਿਐ ਹਰਿ ਗੁਣ ਗਾਉ ॥੧॥
ହେ ନାନକ! ମୁଁ ନିଜ ଗୁରୁଙ୍କ ପ୍ରତି ସମର୍ପିତ ଅଟେ, ଯାହାଙ୍କ ସହିତ ମିଶି ପରମାତ୍ମାଙ୍କ ଗୁଣଗାନ କରାଯାଇ ଥାଏ॥1॥
ਮਃ ੩ ॥
ମହଲା 3 ॥
ਸੂਹਾ ਰੰਗੁ ਵਿਕਾਰੁ ਹੈ ਕੰਤੁ ਨ ਪਾਇਆ ਜਾਇ ॥
ସୋହାଗର ଲାଲ ରଙ୍ଗ ମଧ୍ୟ ବିକାରର ହିଁ ଅଟେ, ଯାହାଦ୍ୱାରା ପରମାତ୍ମାଙ୍କୁ ପ୍ରାପ୍ତ କରାଯାଇ ପାରେ ନାହିଁ।
ਇਸੁ ਲਹਦੇ ਬਿਲਮ ਨ ਹੋਵਈ ਰੰਡ ਬੈਠੀ ਦੂਜੈ ਭਾਇ ॥
ଏହି ରଙ୍ଗକୁ ଛଡାଇବାରେ କୌଣସି ବିଳମ୍ବ ହୁଏନାହିଁ ଆଉ ଦୈତ୍ୟଭାବରେ ଫସି ଜୀବ-ସ୍ତ୍ରୀ ବିଧବା ହୋଇଥାଏ।
ਮੁੰਧ ਇਆਣੀ ਦੁੰਮਣੀ ਸੂਹੈ ਵੇਸਿ ਲੋੁਭਾਇ ॥
ଦୈତ୍ୟଭାବରେ ଫସିଥିବା ମୂର୍ଖ ଓ ବିଚରା ଜୀବ-ସ୍ତ୍ରୀ ଲାଲ ବେଶରେ ଲୋଭିଲା ରହିଥାଏ।
ਸਬਦਿ ਸਚੈ ਰੰਗੁ ਲਾਲੁ ਕਰਿ ਭੈ ਭਾਇ ਸੀਗਾਰੁ ਬਣਾਇ ॥
ଯଦି ସଚ୍ଚା ଶବ୍ଦ ଦ୍ଵାରା ଲାଲ ରଙ୍ଗ ବନାଇପ୍ରଭୁ ଭୟ ଓ ପ୍ରେମକୁ ନିଜର ଶୃଙ୍ଗାର ବନାଯାଇଥାଏ, ତାହାହେଲେ
ਨਾਨਕ ਸਦਾ ਸੋਹਾਗਣੀ ਜਿ ਚਲਨਿ ਸਤਿਗੁਰ ਭਾਇ ॥੨॥
ହେ ନାନକ! ସେ ସଦା ସୁହାଗିନୀ ବନି ରହିଥାଏ, ଯିଏ ସଦଗୁରୁଙ୍କ ଇଛାରେ ଚାଲିଥାଏ॥2॥
ਪਉੜੀ ॥
ପଉଡୀ॥
ਆਪੇ ਆਪਿ ਉਪਾਇਅਨੁ ਆਪਿ ਕੀਮਤਿ ਪਾਈ ॥
ସ୍ଵୟଂଭୂ ଇଶ୍ଵର ନିଜ ଗୁଣର ମୂଲ୍ୟ ସ୍ଵୟଂ ହିଁ ପ୍ରାପ୍ତ କରିଥାନ୍ତି।
ਤਿਸ ਦਾ ਅੰਤੁ ਨ ਜਾਪਈ ਗੁਰ ਸਬਦਿ ਬੁਝਾਈ ॥
ତାହାଙ୍କ ରହସ୍ୟ ଜାଣି ହୁଏନାହିଁ, ପରନ୍ତୁ ଗୁରୁ-ଶବ୍ଦ ଦ୍ଵାରା ହିଁ ତାହାଙ୍କ ଜ୍ଞାନ ହୋଇଥାଏ।
ਮਾਇਆ ਮੋਹੁ ਗੁਬਾਰੁ ਹੈ ਦੂਜੈ ਭਰਮਾਈ ॥
ମାୟାର ମୋହ ଘୋର ଅନ୍ଧକାର ଅଟେ, ଯାହା ଦୈତ୍ୟଭାବରେ ପଥଭ୍ରଷ୍ଟ ରହିଥାଏ।
ਮਨਮੁਖ ਠਉਰ ਨ ਪਾਇਨੑੀ ਫਿਰਿ ਆਵੈ ਜਾਈ ॥
ସ୍ଵେଚ୍ଛାଚାରୀକୁ କେଉଁଠି ମଧ୍ୟ ସ୍ଥାନ ମିଳେନାହିଁ ଆଉ ସେ ବାରମ୍ବାର ଜନ୍ମ ହୋଇ ମରିଥାଏ।
ਜੋ ਤਿਸੁ ਭਾਵੈ ਸੋ ਥੀਐ ਸਭ ਚਲੈ ਰਜਾਈ ॥੩॥
ଯାହା ପରମାତ୍ମାଙ୍କୁ ଉପଯୁକ୍ତ ଲାଗିଥାଏ, ତାହା ହିଁ ହୋଇଥାଏ, ସବୁ ଜୀବ ତାହାଙ୍କ ଇଛା ଅନୁସାରେ ଚାଲିଥାନ୍ତି॥3॥
ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥
ਸੂਹੈ ਵੇਸਿ ਕਾਮਣਿ ਕੁਲਖਣੀ ਜੋ ਪ੍ਰਭ ਛੋਡਿ ਪਰ ਪੁਰਖ ਧਰੇ ਪਿਆਰੁ ॥
ଲାଲ ବେଶ ବାଲୀ ଜୀବ ରୂପୀ କାମିନୀ କୁଲକ୍ଷଣୀ ଅଟେ, ଯିଏ ପ୍ରଭୁଙ୍କୁ ଛାଡି ପର ପୁରୁଷ ସହିତ ପ୍ରେମ କରିଥାଏ।
ਓਸੁ ਸੀਲੁ ਨ ਸੰਜਮੁ ਸਦਾ ਝੂਠੁ ਬੋਲੈ ਮਨਮੁਖਿ ਕਰਮ ਖੁਆਰੁ ॥
ତାହାକୁ କିଛି ଲଜ୍ଜା ନଥାଏ, ସେ ସର୍ବଦା ମିଥ୍ୟା ବୋଲିଥାଏ, ସେ କର୍ମ କରି ଧ୍ଵଂସ ହୋଇଯାଏ।
ਜਿਸੁ ਪੂਰਬਿ ਹੋਵੈ ਲਿਖਿਆ ਤਿਸੁ ਸਤਿਗੁਰੁ ਮਿਲੈ ਭਤਾਰੁ ॥
ଯାହାର ଭାଗ୍ୟରେ ପୂର୍ବରୁ ଶୁଭ ଭାଗ୍ୟ ଲେଖା ହୋଇଥାଏ, ତାହାକୁ ପତି-ପରମେଶ୍ଵର ମିଳିଯାନ୍ତି।
ਸੂਹਾ ਵੇਸੁ ਸਭੁ ਉਤਾਰਿ ਧਰੇ ਗਲਿ ਪਹਿਰੈ ਖਿਮਾ ਸੀਗਾਰੁ ॥
ସେ ନିଜର ଲାଲ ବେଶ ବାହାର କରି ଗଳାରେ କ୍ଷମା ରୂପୀ ଶୃଙ୍ଗାର ପିନ୍ଧିନିଏ।
ਪੇਈਐ ਸਾਹੁਰੈ ਬਹੁ ਸੋਭਾ ਪਾਏ ਤਿਸੁ ਪੂਜ ਕਰੇ ਸਭੁ ਸੈਸਾਰੁ ॥
ପୁଣି ସେ ଲୋକ-ପରଲୋକରେ ବହୁତ ଶୋଭା ପ୍ରାପ୍ତ କରିଥାଏ ଆଉ ସାରା ସଂସାର ତାହାଙ୍କ ପୂଜା କରିଥାଏ।
ਓਹ ਰਲਾਈ ਕਿਸੈ ਦੀ ਨਾ ਰਲੈ ਜਿਸੁ ਰਾਵੇ ਸਿਰਜਨਹਾਰੁ ॥
ଯେଉଁ ଜୀବ-ସ୍ତ୍ରୀ ସହୁତ ରଚୟିତା ପ୍ରଭୁ ରମଣ କରିଥାନ୍ତି, କାହା ସାଥିରେ ତାହାକୁ ମିଳନ କରାଇଲେ ମଧ୍ୟ ସେ ମିଳନ କରେ ନାହିଁ।
ਨਾਨਕ ਗੁਰਮੁਖਿ ਸਦਾ ਸੁਹਾਗਣੀ ਜਿਸੁ ਅਵਿਨਾਸੀ ਪੁਰਖੁ ਭਰਤਾਰੁ ॥੧॥
ହେ ନାନକ! ସେହି ଗୁରୁମୁଖୀ ଜୀବ-ସ୍ତ୍ରୀ ସଦା ସୁହାଗିନୀ ଅଟେ, ଯାହାର ପତି ଅନଶ୍ଵର ପ୍ରଭୁ ଅଟନ୍ତି॥1॥
ਮਃ ੧ ॥
ମହଲା 1॥
ਸੂਹਾ ਰੰਗੁ ਸੁਪਨੈ ਨਿਸੀ ਬਿਨੁ ਤਾਗੇ ਗਲਿ ਹਾਰੁ ॥
ମାୟାର ଲାଲ ରଙ୍ଗ ରାତିର ସ୍ଵପ୍ନ ଭଳି ଅଟେ ଆଉ ସୂତା ବିନା ଗଳାରେ ପିନ୍ଧିବା ହାର ସମାନ ଅଟେ।
ਸਚਾ ਰੰਗੁ ਮਜੀਠ ਕਾ ਗੁਰਮੁਖਿ ਬ੍ਰਹਮ ਬੀਚਾਰੁ ॥
ଗୁରୁଙ୍କ ଠାରୁ ପ୍ରାପ୍ତ କରାଯାଇ ଥିବା ବ୍ରହ୍ମ-ଚିନ୍ତନ ଯେପରି ଅଟେ, ସେପରି ହିଁ ମଜିଠର ସଚ୍ଚା ରଙ୍ଗ ହୋଇଥାଏ।
ਨਾਨਕ ਪ੍ਰੇਮ ਮਹਾ ਰਸੀ ਸਭਿ ਬੁਰਿਆਈਆ ਛਾਰੁ ॥੨॥
ହେ ନାନକ! ଯେଉଁ ଜୀବ-ସ୍ତ୍ରୀ ପରମାତ୍ମାଙ୍କ ପ୍ରେମ ରୂପୀ ମହାରସରେ ଭିଜି ରହିଥାଏ, ତାହାର ସବୁ ମନ୍ଦ ଗୁଣ ନାଶ ହୋଇଯାଏ॥2॥
ਪਉੜੀ ॥
ପଉଡୀ॥
ਇਹੁ ਜਗੁ ਆਪਿ ਉਪਾਇਓਨੁ ਕਰਿ ਚੋਜ ਵਿਡਾਨੁ ॥
ଅଦ୍ଭୁତ ଲୀଳା କରି ପରମେଶ୍ଵର ସ୍ଵୟଂ ଏହି ଜଗତ ଉତ୍ପନ୍ନ କରିଛନ୍ତି।
ਪੰਚ ਧਾਤੁ ਵਿਚਿ ਪਾਈਅਨੁ ਮੋਹੁ ਝੂਠੁ ਗੁਮਾਨੁ ॥
ସେ ଏଥିରେ ପାଞ୍ଚ ତତ୍ତ୍ଵ- ବାୟୁ, ଆକାଶ, ଅଗ୍ନି, ଜଳ ଏବଂ ପୃଥିବୀ ରଖିଛନ୍ତି ଆଉ ମୋହ, ମିଥ୍ୟା ଓ ଅହଂକାର ମଧ୍ୟ ଢାଳିଛନ୍ତି।
ਆਵੈ ਜਾਇ ਭਵਾਈਐ ਮਨਮੁਖੁ ਅਗਿਆਨੁ ॥
ଜ୍ଞାନହୀନ ମନମୁଖୀ ଜୀବ ଜନ୍ମ-ମରଣ ଚକ୍ରରେ ପଥଭ୍ରଷ୍ଟ ରହିଥାଏ।
ਇਕਨਾ ਆਪਿ ਬੁਝਾਇਓਨੁ ਗੁਰਮੁਖਿ ਹਰਿ ਗਿਆਨੁ ॥
କିଛି ଜୀବଙ୍କୁ ଭଗବାନ ସ୍ଵୟଂ ହିଁ ଗୁରୁଙ୍କ ମାଧ୍ୟମରୁ ବ୍ରହ୍ମ-ଜ୍ଞାନ ପ୍ରଦାନ କରିଥାନ୍ତି।
ਭਗਤਿ ਖਜਾਨਾ ਬਖਸਿਓਨੁ ਹਰਿ ਨਾਮੁ ਨਿਧਾਨੁ ॥੪॥
ଯିଏ ହରିନାମ ରୂପୀ ଧନ ପ୍ରାପ୍ତ କରିଛି, ତାହାକୁ ହିଁ ସେ ଭକ୍ତିର ଖଜଣା ପ୍ରଦାନ କରିଥାନ୍ତି॥4॥
ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3॥
ਸੂਹਵੀਏ ਸੂਹਾ ਵੇਸੁ ਛਡਿ ਤੂ ਤਾ ਪਿਰ ਲਗੀ ਪਿਆਰੁ ॥
ହେ ସୁହାଗିନୀ! ତୁ ନିଜ ଲାଲ ବେଶ ତ୍ୟାଗ କର, ତାହାହେଲେ ହିଁ ତୋର ପ୍ରିୟ ନିଜ ପତି-ପ୍ରଭୁଙ୍କ ସହିତ ମିଳନ କରି ପାରିବୁ।