Odia Page 863

ਲਾਲ ਨਾਮ ਜਾ ਕੈ ਭਰੇ ਭੰਡਾਰ ॥
ତାହାଙ୍କ ନାମ ରୂପୀ ରତ୍ନର ଭଣ୍ଡାର ଭରି ରହିଛି।      

ਸਗਲ ਘਟਾ ਦੇਵੈ ਆਧਾਰ ॥੩॥
ସେ ସବୁ ଜୀବଙ୍କୁ ଆଧାର ଦେଇଥାନ୍ତି॥3॥                         

ਸਤਿ ਪੁਰਖੁ ਜਾ ਕੋ ਹੈ ਨਾਉ ॥
ଯାହାଙ୍କ ନାମ ସତ୍ୟ ପୁରୁଷ ଅଟେ,        

ਮਿਟਹਿ ਕੋਟਿ ਅਘ ਨਿਮਖ ਜਸੁ ਗਾਉ ॥
ଏକ କ୍ଷଣ ମାତ୍ର ତାହାଙ୍କ ଯଶୋଗାନ କରିବା ଦ୍ଵାରା କୋଟି କୋଟି ପାପ ନାଶ ହୋଇଯାଏ।    

ਬਾਲ ਸਖਾਈ ਭਗਤਨ ਕੋ ਮੀਤ ॥
ସେ ଭକ୍ତଙ୍କ ଘନିଷ୍ଠ ମିତ୍ର ଅଟନ୍ତି।      

ਪ੍ਰਾਨ ਅਧਾਰ ਨਾਨਕ ਹਿਤ ਚੀਤ ॥੪॥੧॥੩॥
ଏକମାତ୍ର ସେ ହିଁ ନାନକଙ୍କ ପ୍ରାଣଧାର ଏବଂ ଶୁଭଚିନ୍ତକ ଅଟନ୍ତି||4||1||3||

ਗੋਂਡ ਮਹਲਾ ੫ ॥
ଗୋଣ୍ଡ ମହଲା 5॥                 

ਨਾਮ ਸੰਗਿ ਕੀਨੋ ਬਿਉਹਾਰੁ ॥
ମୁଁ ନାମ ସହିତ ବ୍ୟାପାର କରିଛି ଏବଂ    

ਨਾਮੋੁ ਹੀ ਇਸੁ ਮਨ ਕਾ ਅਧਾਰੁ ॥
ନାମ ହିଁ ଏହି ମନର ଆଧାର ଅଟେ।   

ਨਾਮੋ ਹੀ ਚਿਤਿ ਕੀਨੀ ਓਟ ॥
ନାମକୁ ନିଜ ଚିତ୍ତର ସାହାରା ବନାଇଛି।       

ਨਾਮੁ ਜਪਤ ਮਿਟਹਿ ਪਾਪ ਕੋਟਿ ॥੧॥
ନାମ ଜପିବା ଦ୍ଵାରା କୋଟି କୋଟି ପାପ ନାଶ ହୋଇଯାଏ॥1॥                                                                                                               

ਰਾਸਿ ਦੀਈ ਹਰਿ ਏਕੋ ਨਾਮੁ ॥
ଇଶ୍ଵର ମୋତେ କେବଳ ନାମର ରାଶି ହିଁ ଦେଇଛନ୍ତି।          

ਮਨ ਕਾ ਇਸਟੁ ਗੁਰ ਸੰਗਿ ਧਿਆਨੁ ॥੧॥ ਰਹਾਉ ॥
ମନର ଇଷ୍ଟ ଏହା ଯେ ଗୁରୁଙ୍କ ସାଥିରେ ମିଶି ନାମର ଧ୍ୟାନ କରାଯାଉ॥1॥ରୁହ॥                     

ਨਾਮੁ ਹਮਾਰੇ ਜੀਅ ਕੀ ਰਾਸਿ ॥
ପରମାତ୍ମାଙ୍କ ନାମ ହିଁ ଆମର ଜୀବନର ରାଶି ଅଟେ।             

ਨਾਮੋ ਸੰਗੀ ਜਤ ਕਤ ਜਾਤ ॥
ନାମ ମୋର ସାଥି ଅଟେ ଆଉ ଯେଉଁ ଆଡେ ମୁଁ ଗଲେ ମଧ୍ୟ ମୋ’ ସାଥିରେ ଯାଇଥାଏ।    

ਨਾਮੋ ਹੀ ਮਨਿ ਲਾਗਾ ਮੀਠਾ ॥
ପରମାତ୍ମାଙ୍କ ନାମ ମୋର ମନରେ ମିଠା ଲଗାଇ ଦେଇଛି ଏବଂ         

ਜਲਿ ਥਲਿ ਸਭ ਮਹਿ ਨਾਮੋ ਡੀਠਾ ॥੨॥
ଜଳ ଓ ସ୍ଥଳ ସବୁଠାରେ ମୁଁ ନାମ ହିଁ ଦେଖିଛି॥2॥            

ਨਾਮੇ ਦਰਗਹ ਮੁਖ ਉਜਲੇ ॥
ନାମ ଦ୍ଵାରା ହିଁ ପ୍ରଭୁଙ୍କ ଦରବାରରେ ଶୋଭା ପ୍ରାପ୍ତ ହୋଇଥାଏ ଏବଂ       

ਨਾਮੇ ਸਗਲੇ ਕੁਲ ਉਧਰੇ ॥
ନାମ ଦ୍ଵାରା ସାରା କୁଳର ଉଦ୍ଧାର ହୋଇଯାଏ।       

ਨਾਮਿ ਹਮਾਰੇ ਕਾਰਜ ਸੀਧ ॥
ନାମ ହିଁ ଆମର ସବୁ କାର୍ଯ୍ୟ ସଫଳ କରିଥାଏ ଏବଂ     

ਨਾਮ ਸੰਗਿ ਇਹੁ ਮਨੂਆ ਗੀਧ ॥੩॥
ବର୍ତ୍ତମାନ ମୋର ମନ ପରମାତ୍ମାଙ୍କ ଠାରେ ଲାଗି ରହିଛି॥3॥           

ਨਾਮੇ ਹੀ ਹਮ ਨਿਰਭਉ ਭਏ ॥
ନାମ ଦ୍ଵାରା ହିଁ ଆମେ ନିର୍ଭୀକ ହୋଇ ଯାଇଛୁ ଏବଂ          

ਨਾਮੇ ਆਵਨ ਜਾਵਨ ਰਹੇ ॥
ନାମ ଦ୍ଵାରା ଆମର ଜନ୍ମ ମରଣ ସମାପ୍ତ ହୋଇଛି।       

ਗੁਰਿ ਪੂਰੈ ਮੇਲੇ ਗੁਣਤਾਸ ॥
ପୂର୍ଣ ଗୁରୁ ଗୁଣର ଭଣ୍ଡାର ସହିତ ମିଳନ କରାଇ ଦେଇଛନ୍ତି।    

ਕਹੁ ਨਾਨਕ ਸੁਖਿ ਸਹਜਿ ਨਿਵਾਸੁ ॥੪॥੨॥੪॥
ହେ ନାନକ! ବର୍ତ୍ତମାନ ସ୍ଵାଭାବିକ ସୁଖରେ ନିବାସ ହୋଇ ଯାଇଛି||4||2||4||            

ਗੋਂਡ ਮਹਲਾ ੫ ॥
ଗୋଣ୍ଡ ମହଲା 5॥ 

ਨਿਮਾਨੇ ਕਉ ਜੋ ਦੇਤੋ ਮਾਨੁ ॥
ଯିଏ ଦୀନକୁ ମଧ୍ୟ ସମ୍ମାନ ଦେଇଥାଏ,      

ਸਗਲ ਭੂਖੇ ਕਉ ਕਰਤਾ ਦਾਨੁ ॥
ସବୁ କ୍ଷୁଧାର୍ତ୍ତକୁ ମଧ୍ୟ ଭୋଜନ ଦେଇଥାଏ,                

ਗਰਭ ਘੋਰ ਮਹਿ ਰਾਖਨਹਾਰੁ ॥
ଭୟାନକ ଗର୍ଭରେ ମଧ୍ୟ ଜୀବର ରକ୍ଷା କରିଥାଏ,      

ਤਿਸੁ ਠਾਕੁਰ ਕਉ ਸਦਾ ਨਮਸਕਾਰੁ ॥੧॥
ସେହି ଈଶ୍ଵରଙ୍କୁ ଆମର ସଦା ଶତ ଶତ ନମନ ଅଟେ॥1॥                    

ਐਸੋ ਪ੍ਰਭੁ ਮਨ ਮਾਹਿ ਧਿਆਇ ॥
ଏପରି ପ୍ରଭୁଙ୍କୁ ମନରେ ଧ୍ୟାନ କର,        

ਘਟਿ ਅਵਘਟਿ ਜਤ ਕਤਹਿ ਸਹਾਇ ॥੧॥ ਰਹਾਉ ॥
ଯିଏ ସୁଖ-ଦୁଃଖ ସବୁଜାଗାରେ ସହାୟତା କରିଥାଏ॥5॥ରୁହ॥            

ਰੰਕੁ ਰਾਉ ਜਾ ਕੈ ਏਕ ਸਮਾਨਿ ॥
ଯାହାଙ୍କ ଦୃଷ୍ଟିରେ ଭିକାରି ଓ ରାଜା ଏକା ଭଳି ଅଟେ,       

ਕੀਟ ਹਸਤਿ ਸਗਲ ਪੂਰਾਨ ॥
ସେ ପିମ୍ପୁଡି ଓ ହାତୀ ସବୁଠାରେ ଭରପୁର ଅଛନ୍ତି।  

ਬੀਓ ਪੂਛਿ ਨ ਮਸਲਤਿ ਧਰੈ ॥
ସେ କାହାକୁ ପଚାରି କିଛି ପରାମର୍ଶ ନିଅନ୍ତି ନାହିଁ।     

ਜੋ ਕਿਛੁ ਕਰੈ ਸੁ ਆਪਹਿ ਕਰੈ ॥੨॥
ସେ ଯାହା କରିଥାନ୍ତି, ନିଜ ଇଚ୍ଛାରେ ହିଁ କରିଥାନ୍ତି॥2॥     

ਜਾ ਕਾ ਅੰਤੁ ਨ ਜਾਨਸਿ ਕੋਇ ॥
ଯେଉଁ ଭଗବାନଙ୍କ ରହସ୍ୟ କେହି ଜାଣନ୍ତି ନାହିଁ,             

ਆਪੇ ਆਪਿ ਨਿਰੰਜਨੁ ਸੋਇ ॥
ସେହି ନିରଞ୍ଜନ ସ୍ଵୟଂ ହିଁ ସବୁକିଛି ଅଟନ୍ତି।         

ਆਪਿ ਅਕਾਰੁ ਆਪਿ ਨਿਰੰਕਾਰੁ ॥
ସେ ସ୍ଵୟଂ ହିଁ ସାକାର ଆଉ ସ୍ଵୟଂ ହିଁ ନିରାକାର ଅଟନ୍ତି।               

ਘਟ ਘਟ ਘਟਿ ਸਭ ਘਟ ਆਧਾਰੁ ॥੩॥
ସେ ସର୍ବ ବ୍ୟାପକ ଅଟନ୍ତି ଏବଂ ସବୁଙ୍କ ଜୀବନର ଆଧାର ଅଟନ୍ତି॥3॥    

ਨਾਮ ਰੰਗਿ ਭਗਤ ਭਏ ਲਾਲ ॥
ନାମରେ ରଙ୍ଗରେ ଭକ୍ତ ଲାଲ ହୋଇ ଯାଇଛି ଏବଂ                  

ਜਸੁ ਕਰਤੇ ਸੰਤ ਸਦਾ ਨਿਹਾਲ ॥
ସନ୍ଥଜନ ତାହାଙ୍କ ଯଶୋଗାନ କରି ପ୍ରସନ୍ନ ରହିଥାନ୍ତି।       

ਨਾਮ ਰੰਗਿ ਜਨ ਰਹੇ ਅਘਾਇ ॥
ନାମର ରଙ୍ଗରେ ସନ୍ଥଜନ ତୃପ୍ତ ରହିଥାନ୍ତି ଏବଂ                                                                                                                            

ਨਾਨਕ ਤਿਨ ਜਨ ਲਾਗੈ ਪਾਇ ॥੪॥੩॥੫॥
ନାନକ ସେହି ସନ୍ଥଜନଙ୍କ ଚରଣରେ ହିଁ ଲାଗିଥାନ୍ତି||4||3||5||         

ਗੋਂਡ ਮਹਲਾ ੫ ॥
ଗୋଣ୍ଡ ମହଲା 5॥ 

ਜਾ ਕੈ ਸੰਗਿ ਇਹੁ ਮਨੁ ਨਿਰਮਲੁ ॥
ଯାହାର ସାଥିରେ ରହିଲେ ଏହି ମନ ନିର୍ମଳ ହୋଇଯାଏ,             

ਜਾ ਕੈ ਸੰਗਿ ਹਰਿ ਹਰਿ ਸਿਮਰਨੁ ॥
ଯାହାଙ୍କ ସଙ୍ଗତରେ ପ୍ରଭୁଙ୍କ ସ୍ମରଣ ହୋଇଥାଏ,   

ਜਾ ਕੈ ਸੰਗਿ ਕਿਲਬਿਖ ਹੋਹਿ ਨਾਸ ॥
ଯାହାଙ୍କ ସୁସଙ୍ଗତିରେ ସବୁ ପାପ ନାଶ ହୋଇଯାଏ,            

ਜਾ ਕੈ ਸੰਗਿ ਰਿਦੈ ਪਰਗਾਸ ॥੧॥
ଯାହାଙ୍କ ସଙ୍ଗତରେ ହୃଦୟରେ ପ୍ରକାଶ ହୋଇଯାଏ॥1॥       

ਸੇ ਸੰਤਨ ਹਰਿ ਕੇ ਮੇਰੇ ਮੀਤ ॥
ସେହି ହରିଙ୍କ ସନ୍ଥଜନ ହିଁ ମୋର ପରମ ମିତ୍ର ଅଟନ୍ତି,          

ਕੇਵਲ ਨਾਮੁ ਗਾਈਐ ਜਾ ਕੈ ਨੀਤ ॥੧॥ ਰਹਾਉ ॥
ଯାହାଙ୍କ ସାଥିରେ କେବଳ ନାମର ହିଁ ଗୁଣଗାନ କରାଯାଇ ଥାଏ॥1॥ରୁହ॥       

ਜਾ ਕੈ ਮੰਤ੍ਰਿ ਹਰਿ ਹਰਿ ਮਨਿ ਵਸੈ ॥
ଯାହାଙ୍କ ମନ୍ତ୍ର ଦ୍ଵାରା ପରମେଶ୍ଵର ମନରେ ବାସ କରିଥାନ୍ତି,      

ਜਾ ਕੈ ਉਪਦੇਸਿ ਭਰਮੁ ਭਉ ਨਸੈ ॥
ଯାହାଙ୍କ ଉପଦେଶ ଦ୍ଵାରା ସାରା ଭ୍ରମ ଓ ଭୟ ନାଶ ହୋଇଯାଏ,      

ਜਾ ਕੈ ਕੀਰਤਿ ਨਿਰਮਲ ਸਾਰ ॥
ଯାହାଙ୍କ ହୃଦୟରେ ପ୍ରଭୁଙ୍କ ନିର୍ମଳ କୀର୍ତ୍ତି ଥାଏ,             

ਜਾ ਕੀ ਰੇਨੁ ਬਾਂਛੈ ਸੰਸਾਰ ॥੨॥
ତାହାଙ୍କ ଚରଣ-ଧୂଳିର ଅଭିଳାଷ ସାରା ସଂସାରର ଅଛି॥2॥     

ਕੋਟਿ ਪਤਿਤ ਜਾ ਕੈ ਸੰਗਿ ਉਧਾਰ ॥
ଯାହାଙ୍କ ସୁସଙ୍ଗତି ଦ୍ଵାରା କୋଟି କୋଟି ପାପୀ ଉଦ୍ଧାର ହୋଇଯାନ୍ତି,    

ਏਕੁ ਨਿਰੰਕਾਰੁ ਜਾ ਕੈ ਨਾਮ ਅਧਾਰ ॥
ଏକ ପରମାତ୍ମା ହିଁ ତାହାର ହୃଦୟରେ ବାସ କରନ୍ତି, ଯାହାର ଆଶ୍ରା ନାମ ଅଟେ।        

ਸਰਬ ਜੀਆਂ ਕਾ ਜਾਨੈ ਭੇਉ ॥
ସେ ସବୁ ଜୀବଙ୍କ ଭେଦ ଜାଣିଥାନ୍ତି ଆଉ

ਕ੍ਰਿਪਾ ਨਿਧਾਨ ਨਿਰੰਜਨ ਦੇਉ ॥੩॥
ନିରଞ୍ଜନ ପରମାତ୍ମା କୃପାର ଭଣ୍ଡାର ଅଟନ୍ତି॥3॥      

ਪਾਰਬ੍ਰਹਮ ਜਬ ਭਏ ਕ੍ਰਿਪਾਲ ॥
ଯେତେବେଳେ ପରଂବ୍ରହ୍ମ କୃପାଳୁ ହୋଇଛନ୍ତି   

ਤਬ ਭੇਟੇ ਗੁਰ ਸਾਧ ਦਇਆਲ ॥
ଦୟାଳୁ ଗୁରୁ-ସାଧୁଙ୍କ ସହିତ ସାକ୍ଷାତ ହୋଇଛି।  

error: Content is protected !!