Odia Page 894

ਸੁੰਨ ਸਮਾਧਿ ਗੁਫਾ ਤਹ ਆਸਨੁ ॥
ଯେଉଁ ଗୁମ୍ଫାରେ ତାହାଙ୍କ ଆସନ ଅଛି, ସେଠାରେ ସେ ଶୂନ୍ୟ ସମାଧି ଲଗାଇଛନ୍ତି।     

ਕੇਵਲ ਬ੍ਰਹਮ ਪੂਰਨ ਤਹ ਬਾਸਨੁ ॥
ସେଠାରେ କେବଳ ପୂର୍ଣ୍ଣ ବ୍ରହ୍ମାଙ୍କ ହିଁ ନିବାସ ଅଛି।       

ਭਗਤ ਸੰਗਿ ਪ੍ਰਭੁ ਗੋਸਟਿ ਕਰਤ ॥
ପ୍ରଭୁ ସେଠାରେ ନିଜ ଭକ୍ତଙ୍କ ସହିତ ମିଶିଥାନ୍ତି।             

ਤਹ ਹਰਖ ਨ ਸੋਗ ਨ ਜਨਮ ਨ ਮਰਤ ॥੩॥
ସେଠାରେ ନା କିଛି ହର୍ଷ ଅଛି, ନା କିଛି ଶୋକ ଆଉ ନା ଜନ୍ମ-ମରଣର ବନ୍ଧନ ଅଛି॥3॥       

ਕਰਿ ਕਿਰਪਾ ਜਿਸੁ ਆਪਿ ਦਿਵਾਇਆ ॥
ଭଗବାନ କୃପା କରି ଯାହାକୁ ସ୍ଵୟଂ ଦେଇଥାନ୍ତି,     

ਸਾਧਸੰਗਿ ਤਿਨਿ ਹਰਿ ਧਨੁ ਪਾਇਆ ॥
ସେ ହିଁ ସାଧୁଙ୍କ ସଙ୍ଗତିରେ ହରି-ଧନ ପ୍ରାପ୍ତ କରିଥାଏ।   

ਦਇਆਲ ਪੁਰਖ ਨਾਨਕ ਅਰਦਾਸਿ ॥
ହେ ଦୟାଳୁ ପରମପୁରୁଷ! ନାନକଙ୍କ ତୋ’ ଠାରେ ପ୍ରାର୍ଥନା ଯେ   

ਹਰਿ ਮੇਰੀ ਵਰਤਣਿ ਹਰਿ ਮੇਰੀ ਰਾਸਿ ॥੪॥੨੪॥੩੫॥
ହରିନାମ ହିଁ ମୋର ଜୀବନ ଉପଯୋଗ ଏବଂ ଜୀବନ ରାଶି ଅଟେ||4||24||35||

ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥

ਮਹਿਮਾ ਨ ਜਾਨਹਿ ਬੇਦ ॥
ତାହାଙ୍କ ମହିମା ବେଦ ମଧ୍ୟ ଜାଣେ ନାହିଁ,     

ਬ੍ਰਹਮੇ ਨਹੀ ਜਾਨਹਿ ਭੇਦ ॥
ବ୍ରହ୍ମା ମଧ୍ୟ ତାହାଙ୍କ ଭେଦ ଜାଣନ୍ତି ନାହିଁ,                  

ਅਵਤਾਰ ਨ ਜਾਨਹਿ ਅੰਤੁ ॥
ବଡ ବଡ ଅବତାର ମଧ୍ୟ ତାହାଙ୍କ ଅନ୍ତ ଜାଣନ୍ତି ନାହିଁ,        

ਪਰਮੇਸਰੁ ਪਾਰਬ੍ਰਹਮ ਬੇਅੰਤੁ ॥੧॥
କାରଣ ପରଂବ୍ରହ୍ମ-ପରମେଶ୍ଵର ଅନନ୍ତ ଅଟନ୍ତି॥1॥      

ਅਪਨੀ ਗਤਿ ਆਪਿ ਜਾਨੈ ॥
ସେ ନିଜ ଗତି ସ୍ଵୟଂ ହିଁ ଜାଣିଥାନ୍ତି,           

ਸੁਣਿ ਸੁਣਿ ਅਵਰ ਵਖਾਨੈ ॥੧॥ ਰਹਾਉ ॥
ଶୁଣି ଶୁଣି ଅନ୍ୟ ଲୋକ ତାହାଙ୍କ ବର୍ଣ୍ଣନା କରିଥାନ୍ତି॥1॥ରୁହ॥            

ਸੰਕਰਾ ਨਹੀ ਜਾਨਹਿ ਭੇਵ ॥
ଶିବଶଙ୍କର ତାହାଙ୍କ ଭେଦ ଜାଣନ୍ତି      

ਖੋਜਤ ਹਾਰੇ ਦੇਵ ॥
ସନ୍ଧାନ କରି କରି ବଡ ବଡ ଦେବତା ମଧ୍ୟ ହାରି ଯାଇଛନ୍ତି।                     

ਦੇਵੀਆ ਨਹੀ ਜਾਨੈ ਮਰਮ ॥
ଦେବୀମାନେ ମଧ୍ୟ ତାହାଙ୍କ ମର୍ମ ଜାଣନ୍ତି ନାହିଁ           

ਸਭ ਊਪਰਿ ਅਲਖ ਪਾਰਬ੍ਰਹਮ ॥੨॥
କାରଣ ସବୁଙ୍କ ଉପରେ ଅଦୃଷ୍ଟ ପରଂବ୍ରହ୍ମ ଅଛନ୍ତି॥2॥        

ਅਪਨੈ ਰੰਗਿ ਕਰਤਾ ਕੇਲ ॥
ସେ ନିଜ ରଙ୍ଗରେ ସ୍ଵୟଂ ହିଁ ଲୀଳା କରିଥାନ୍ତି,     

ਆਪਿ ਬਿਛੋਰੈ ਆਪੇ ਮੇਲ ॥
ସେ ସ୍ଵୟଂ ହିଁ କାହାକୁ ବିଛେଦ କରିଥାନ୍ତି ଏବଂ କାହାକୁ ମିଳାଇ ଦିଅନ୍ତି।      

ਇਕਿ ਭਰਮੇ ਇਕਿ ਭਗਤੀ ਲਾਏ ॥
ତାହାଙ୍କ ଇଚ୍ଛାରେ କିଛି ଜୀବ ପଥଭ୍ରଷ୍ଟ ରହିଥାନ୍ତି ଆଉ କିଛି ଜୀବଙ୍କୁ ସେ ନିଜ ଭକ୍ତିରେ ଲଗାଇଛନ୍ତି।   

ਅਪਣਾ ਕੀਆ ਆਪਿ ਜਣਾਏ ॥੩॥
ସେ ନିଜ ଜଗତ-ଲୀଳାକୁ ସ୍ଵୟଂ ହିଁ ଜାଣିଥାନ୍ତି॥3॥           

ਸੰਤਨ ਕੀ ਸੁਣਿ ਸਾਚੀ ਸਾਖੀ ॥
ସନ୍ଥଙ୍କ ସଚ୍ଚା ଶିକ୍ଷା ଶୁଣ,   

ਸੋ ਬੋਲਹਿ ਜੋ ਪੇਖਹਿ ਆਖੀ ॥
ସେମାନେ ତାହା ବୋଲିଥାନ୍ତି, ଯାହା ନିଜ ଆଖିରେ ଦେଖିଥାନ୍ତି।       

ਨਹੀ ਲੇਪੁ ਤਿਸੁ ਪੁੰਨਿ ਨ ਪਾਪਿ ॥
ସେମାନଙ୍କୁ ପାପ-ପୁଣ୍ୟର କୌଣସି ପ୍ରଭାବ ପଡେ ନାହିଁ,          

ਨਾਨਕ ਕਾ ਪ੍ਰਭੁ ਆਪੇ ਆਪਿ ॥੪॥੨੫॥੩੬॥
ନାନକଙ୍କ ପ୍ରଭୁ ସ୍ଵୟଂଭୂ ଅଟନ୍ତି||4||25||36||      

ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥

ਕਿਛਹੂ ਕਾਜੁ ਨ ਕੀਓ ਜਾਨਿ ॥
ମୁଁ ବିଚାର କରି କୌଣସି ଶୁଭ କର୍ମ କରିନାହିଁ,               

ਸੁਰਤਿ ਮਤਿ ਨਾਹੀ ਕਿਛੁ ਗਿਆਨਿ ॥
ମୋ’ ପାଖରେ ସୁରତି, ବୁଦ୍ଧି ଏବଂ କୌଣସି ଜ୍ଞାନ ନାହିଁ,       

ਜਾਪ ਤਾਪ ਸੀਲ ਨਹੀ ਧਰਮ ॥
ଆଉ କୌଣସି ଜପ, ତପସ୍ୟା, ଶୀଳତା ଏବଂ ଧର୍ମ ମଧ୍ୟ ନାହିଁ।      

ਕਿਛੂ ਨ ਜਾਨਉ ਕੈਸਾ ਕਰਮ ॥੧॥
ମୁଁ କିଛି ମଧ୍ୟ ଜାଣେ ନାହିଁ ଯେ କିପରି କର୍ମ କରିବା ଉଚିତ॥1॥       

ਠਾਕੁਰ ਪ੍ਰੀਤਮ ਪ੍ਰਭ ਮੇਰੇ ॥
ହେ ଠାକୁର , ମୋର ପ୍ରିୟତମ ପ୍ରଭୁ!    

ਤੁਝ ਬਿਨੁ ਦੂਜਾ ਅਵਰੁ ਨ ਕੋਈ ਭੂਲਹ ਚੂਕਹ ਪ੍ਰਭ ਤੇਰੇ ॥੧॥ ਰਹਾਉ ॥
ତୋ’ ବିନା ମୋର ଅନ୍ୟ କୌଣସି ଆଧାର ନାହିଁ, ଭୁଲ କରିଥାଏ, କିନ୍ତୁ ତୋର ହିଁ ଅଂଶ ଅଟେ॥1॥ରୁହ॥     

ਰਿਧਿ ਨ ਬੁਧਿ ਨ ਸਿਧਿ ਪ੍ਰਗਾਸੁ ॥
ନା ମୋ’ ପାଖରେ ରିଦ୍ଧି-ସିଦ୍ଧି ଅଛି, ନା ଜ୍ଞାନର ପ୍ରକାଶ ଅଛି।       

ਬਿਖੈ ਬਿਆਧਿ ਕੇ ਗਾਵ ਮਹਿ ਬਾਸੁ ॥
ମୋର ନିବାସ ବିକାର ଓ ବ୍ୟାଧିର ଗ୍ରାମ ଅଟେ।       

ਕਰਣਹਾਰ ਮੇਰੇ ਪ੍ਰਭ ਏਕ ॥
ହେ ମୋର ପ୍ରଭୁ! ଏକ ତୁ ହିଁ ସବୁକିଛି କରିବାରେ ସମର୍ଥ ଅଟୁ ଆଉ               

ਨਾਮ ਤੇਰੇ ਕੀ ਮਨ ਮਹਿ ਟੇਕ ॥੨॥
ମୋର ମନରେ ତୋର ନାମର ସାହାରା ଅଛି॥2॥    

ਸੁਣਿ ਸੁਣਿ ਜੀਵਉ ਮਨਿ ਇਹੁ ਬਿਸ੍ਰਾਮੁ ॥
ହେ ପ୍ରଭୁ! ମନରେ ଏହି ସୁଖ ଅଛି ଆଉ ଏହା ଶୁଣି ଶୁଣି ଜୀବିତ ରହିଛି ଯେ       

ਪਾਪ ਖੰਡਨ ਪ੍ਰਭ ਤੇਰੋ ਨਾਮੁ ॥
ତୋର ନାମ ସବୁ ପାପକୁ ନାଶ କରିବା ବାଲା ଅଟେ।           

ਤੂ ਅਗਨਤੁ ਜੀਅ ਕਾ ਦਾਤਾ ॥
ତୁ ଅସଂଖ୍ୟ ଜୀବର ଦାତା ଅଟୁ, 

ਜਿਸਹਿ ਜਣਾਵਹਿ ਤਿਨਿ ਤੂ ਜਾਤਾ ॥੩॥
ତୁ ଯାହାକୁ ଜ୍ଞାନ ଦେଉ, ସେ ତୋର ମହିମାକୁ ବୁଝିଯାଏ ॥3॥      

ਜੋ ਉਪਾਇਓ ਤਿਸੁ ਤੇਰੀ ਆਸ ॥
ଯାହାକୁ ତୁ ଉତ୍ପନ୍ନ କରିଛୁ, ତାହା ପାଖରେ ତୋର ହିଁ ଆଶା ଅଛି।     

ਸਗਲ ਅਰਾਧਹਿ ਪ੍ਰਭ ਗੁਣਤਾਸ ॥
ସବୁ ଜୀବ ଗୁଣର ଭଣ୍ଡାର ପରମାତ୍ମାଙ୍କ ହିଁ ଆରାଧନା କରିଥାନ୍ତି।        

ਨਾਨਕ ਦਾਸ ਤੇਰੈ ਕੁਰਬਾਣੁ ॥ ਬੇਅੰਤ ਸਾਹਿਬੁ ਮੇਰਾ ਮਿਹਰਵਾਣੁ ॥੪॥੨੬॥੩੭॥
ଦାସ ନାନକ ତୋ’ ପ୍ରତି ସମର୍ପିତ ଅଟନ୍ତି, କାରଣ ମୋର ମାଲିକ ଅନନ୍ତ ଏବଂ କୃପାଳୁ ଅଟନ୍ତି||4||26||37||    

ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥

ਰਾਖਨਹਾਰ ਦਇਆਲ ॥
ଦୟାଳୁ ପରମେଶ୍ଵର ସବୁଙ୍କ ରଖୁଆଳ ଅଟନ୍ତି,    

ਕੋਟਿ ਭਵ ਖੰਡੇ ਨਿਮਖ ਖਿਆਲ ॥
ଏକ କ୍ଷଣ ପାଇଁ ତାହାଙ୍କ ଚିନ୍ତନ କରିବା ଦ୍ଵାରା କୋଟି କୋଟି ଜନ୍ମର ବନ୍ଧନ ନାଶ ହୋଇଯାଏ।                

ਸਗਲ ਅਰਾਧਹਿ ਜੰਤ ॥ ਮਿਲੀਐ ਪ੍ਰਭ ਗੁਰ ਮਿਲਿ ਮੰਤ ॥੧॥
ସବୁ ଜୀବ ତାହାଙ୍କ ହିଁ ଆରାଧନା କରିଥାନ୍ତି। ଯାହାକୁ ଗୁରୁ-ମନ୍ତ୍ର ମିଳିଯାଏ, ସେ ପ୍ରଭୁଙ୍କୁ ପାଇନିଏ॥1॥            

ਜੀਅਨ ਕੋ ਦਾਤਾ ਮੇਰਾ ਪ੍ਰਭੁ ॥
ମୋର ପ୍ରଭୁ ସବୁ ଜୀବଙ୍କ ଦାତା ଅଟନ୍ତି,       

ਪੂਰਨ ਪਰਮੇਸੁਰ ਸੁਆਮੀ ਘਟਿ ਘਟਿ ਰਾਤਾ ਮੇਰਾ ਪ੍ਰਭੁ ॥੧॥ ਰਹਾਉ ॥
ସେହି ପୂର୍ଣ୍ଣ ପରମେଶ୍ଵର ସବୁଙ୍କ ସ୍ଵାମୀ ସବୁଙ୍କ ହୃଦୟରେ ବାସ କରିଛନ୍ତି॥1॥ରୁହ॥           

ਤਾ ਕੀ ਗਹੀ ਮਨ ਓਟ ॥
ମୋର ମନ ତାହାଙ୍କ ହିଁ ଆଶ୍ରୟ ନେଇଛି,       

ਬੰਧਨ ਤੇ ਹੋਈ ਛੋਟ ॥
ଯାହା ଦ୍ଵାରା ସବୁ ବନ୍ଧନରୁ ମୁକ୍ତି ମିଳି ଯାଇଛି।        

ਹਿਰਦੈ ਜਪਿ ਪਰਮਾਨੰਦ ॥
ସେହି ପରମାନନ୍ଦଙ୍କୁ ହୃଦୟରେ ଜପିବା ଦ୍ଵାରା                

ਮਨ ਮਾਹਿ ਭਏ ਅਨੰਦ ॥੨॥
ମନରେ ଆନନ୍ଦ ଉତ୍ପନ୍ନ ହୋଇ ଯାଇଛି॥2॥          

ਤਾਰਣ ਤਰਣ ਹਰਿ ਸਰਣ ॥
ଭଗବାନଙ୍କ ଶରଣ ସଂସାର-ସାଗରରୁ ପାର କରାଇବା ବାଲା ଜାହାଜ ଅଟେ।      

ਜੀਵਨ ਰੂਪ ਹਰਿ ਚਰਣ ॥
ତାହାଙ୍କ ଚରଣରେ ଜୀବନ ଦାନ ମିଳିଥାଏ।  

error: Content is protected !!