Odia Page 921

ਆਪਣੀ ਲਿਵ ਆਪੇ ਲਾਏ ਗੁਰਮੁਖਿ ਸਦਾ ਸਮਾਲੀਐ ॥ ସତ୍ୟ ଏହା ଯେ ସେ ସ୍ଵୟଂ ହିଁ ନିଜ ଲଗ୍ନରେ ଲଗାଇ ଥାଆନ୍ତି ଆଉ ଗୁରୁମୁଖୀ ବନି ସଦା ତାହାଙ୍କ ସ୍ମରଣ କରିବା ଉଚିତ। ਕਹੈ ਨਾਨਕੁ ਏਵਡੁ ਦਾਤਾ ਸੋ ਕਿਉ ਮਨਹੁ ਵਿਸਾਰੀਐ ॥੨੮॥ ନାନକ କହନ୍ତି ଯିଏ ଏତେ ବଡ ଦାତା ଅଟନ୍ତି, ତାହାଙ୍କୁ ମନରୁ କାହିଁକି ଭୁଲିବା? ਜੈਸੀ ਅਗਨਿ ਉਦਰ ਮਹਿ ਤੈਸੀ ਬਾਹਰਿ ਮਾਇਆ ॥ ଯେପରି

Odia Page 920

ਕਹੈ ਨਾਨਕੁ ਸੁਣਹੁ ਸੰਤਹੁ ਸੋ ਸਿਖੁ ਸਨਮੁਖੁ ਹੋਏ ॥੨੧॥ ନାନକ କହନ୍ତି ଯେ ହେ ସନ୍ଥ! ଧ୍ୟାନପୂର୍ବକ ଶୁଣ; ସେହି ଶିଷ୍ୟ ଗୁରୁଙ୍କ ବିଶ୍ଵସ୍ତ ହୋଇଥାଏ||21|| ਜੇ ਕੋ ਗੁਰ ਤੇ ਵੇਮੁਖੁ ਹੋਵੈ ਬਿਨੁ ਸਤਿਗੁਰ ਮੁਕਤਿ ਨ ਪਾਵੈ ॥ ଯଦି ସେହି ଶିଷ୍ୟ ଗୁରୁଙ୍କ ଠାରୁ ବିମୁଖ ହୋଇଥାଏ, ସଦଗୁରୁଙ୍କ ବିନା ତାହାକୁ ମୁକ୍ତି ମିଳେନାହିଁ। ਪਾਵੈ ਮੁਕਤਿ ਨ ਹੋਰ ਥੈ ਕੋਈ ਪੁਛਹੁ ਬਿਬੇਕੀਆ ਜਾਏ ॥

Odia Page 919

ਗੁਰ ਪਰਸਾਦੀ ਜਿਨੀ ਆਪੁ ਤਜਿਆ ਹਰਿ ਵਾਸਨਾ ਸਮਾਣੀ ॥ ଗୁରୁଙ୍କ କୃପାରୁ ଯିଏ ଅହଂଭାବ ତ୍ୟାଗ କରିଛି, ତାହାର ଆକାଂକ୍ଷା ପରମାତ୍ମାଙ୍କ ଠାରେ ରହିଛି। ਕਹੈ ਨਾਨਕੁ ਚਾਲ ਭਗਤਾ ਜੁਗਹੁ ਜੁਗੁ ਨਿਰਾਲੀ ॥੧੪॥ ନାନକ କହନ୍ତି ଯେ ଭକ୍ତର ଜୀବନ-ଆଚରଣ ଯୁଗ-ଯୁଗାନ୍ତରରୁ ଦୁନିଆର ଲୋକଙ୍କ ଠାରୁ ନିରାଳ ଅଟେ||14|| ਜਿਉ ਤੂ ਚਲਾਇਹਿ ਤਿਵ ਚਲਹ ਸੁਆਮੀ ਹੋਰੁ ਕਿਆ ਜਾਣਾ ਗੁਣ ਤੇਰੇ ॥ ହେ ସ୍ଵାମୀ! ତୁ ଯେପରି

Odia Page 918

ਬਾਬਾ ਜਿਸੁ ਤੂ ਦੇਹਿ ਸੋਈ ਜਨੁ ਪਾਵੈ ॥ ହେ ବାବା! ଯାହାକୁ ତୁ ଦେଉ, ସେ ହିଁ ପ୍ରାପ୍ତ କରିଥାଏ। ਪਾਵੈ ਤ ਸੋ ਜਨੁ ਦੇਹਿ ਜਿਸ ਨੋ ਹੋਰਿ ਕਿਆ ਕਰਹਿ ਵੇਚਾਰਿਆ ॥ ହେ ବାବା! ଯାହାକୁ ତୁ ଦେଉ, ସେ ହିଁ ପ୍ରାପ୍ତ କରିଥାଏ, ଆଉ କିଏ କଣ କରି ପାରିବ? ਇਕਿ ਭਰਮਿ ਭੂਲੇ ਫਿਰਹਿ ਦਹ ਦਿਸਿ ਇਕਿ ਨਾਮਿ ਲਾਗਿ ਸਵਾਰਿਆ ॥ କେହି

Odia Page 917

ਰਾਮਕਲੀ ਮਹਲਾ ੩ ਅਨੰਦੁ ରାମକଲୀ ମହଲା 3 ଆନନ୍ଦ ੴ ਸਤਿਗੁਰ ਪ੍ਰਸਾਦਿ ॥ ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ। ਅਨੰਦੁ ਭਇਆ ਮੇਰੀ ਮਾਏ ਸਤਿਗੁਰੂ ਮੈ ਪਾਇਆ ॥ ହେ ମୋର ମା’! ମନରେ ଆନନ୍ଦ ହିଁ ଆନନ୍ଦ ହୋଇ ଯାଇଛି, କାରଣ ମୁଁ ସଦଗୁରୁଙ୍କୁ ପ୍ରାପ୍ତ କରିଛି। ਸਤਿਗੁਰੁ ਤ ਪਾਇਆ ਸਹਜ ਸੇਤੀ ਮਨਿ ਵਜੀਆ ਵਾਧਾਈਆ ॥ ସଦଗୁରୁଙ୍କ ଠାରୁ ସ୍ଵାଭାବିକ

Odia Page 8

ਸਰਮ ਖੰਡ ਕੀ ਬਾਣੀ ਰੂਪੁ ॥ਤਿਥੈ ਘਾੜਤਿ ਘੜੀਐ ਬਹੁਤੁ ਅਨੂਪੁ ॥ ଶ୍ରମ ଅବସ୍ଥାର ରଚନାସୁନ୍ଦର ଅଟେ ( ଭାବ- ଏହି ଅବସ୍ଥାକୁ ଆସି ମନ ଦିନକୁ ଦିନ ସୁନ୍ଦର ହେବା ଆରମ୍ଭ ହୁଏ)। ଏହି ଅବସ୍ଥାରେ ନୂଆ ଗଧାନ ଯୋଗୁଁ ମନ ବହୁତ ସୁନ୍ଦର ଗଢା ହୁଏ। ਤਾ ਕੀਆ ਗਲਾ ਕਥੀਆ ਨਾ ਜਾਹਿ ॥ ਜੇ ਕੋ ਕਹੈ ਪਿਛੈ ਪਛੁਤਾਇ ॥ ଏହି ଅବସ୍ଥାର କଥା ବର୍ଣ୍ଣନା କରାଯାଇପାରିବ

Odia Page 7

ਆਦੇਸੁ ਤਿਸੈ ਆਦੇਸੁ ॥ਆਦਿ ਅਨੀਲੁ ਅਨਾਦਿ ਅਨਾਹਤਿ ਜੁਗੁ ਜੁਗੁ ਏਕੋ ਵੇਸੁ ॥੨੯॥ (ଶହେ ମିଥ୍ୟାର କାନ୍ଥ ଦୂର କରିବା ପାଇଁ) କେବଳ ତାଙ୍କୁ ( ପ୍ରଭୁଙ୍କୁ) ପ୍ରଣାମ କର, ଯିଏ ଆରମ୍ଭ ଅଟନ୍ତି, ଯିଏ ଶୁଦ୍ଧ ସ୍ୱରୂପ ଅଟନ୍ତି, ଯାହାର କିଛି ଅନ୍ତ ନାହିଁ, ଯିଏ ନାଶ ରହିତ ଅଟନ୍ତି ଏବଂ ଯିଏ ସର୍ବଦା ସ୍ଥିର ଅଟନ୍ତି। ॥29॥ ਏਕਾ ਮਾਈ ਜੁਗਤਿ ਵਿਆਈ ਤਿਨਿ ਚੇਲੇ ਪਰਵਾਣੁ ॥ਇਕੁ ਸੰਸਾਰੀ ਇਕੁ

Odia Page 6

ਆਖਹਿ ਈਸਰ ਆਖਹਿ ਸਿਧ ॥ਆਖਹਿ ਕੇਤੇ ਕੀਤੇ ਬੁਧ ॥ କେତେ ଶିବ ଏବଂ ସିଦ୍ଧ, ପ୍ରଭୁଙ୍କ ସୃଷ୍ଟି କେତେ ବୁଦ୍ଧ ਆਖਹਿ ਦਾਨਵ ਆਖਹਿ ਦੇਵ ॥ਆਖਹਿ ਸੁਰਿ ਨਰ ਮੁਨਿ ਜਨ ਸੇਵ ॥ ରାକ୍ଷସ ଏବଂ ଦେବତା , ଦେବ ସ୍ଵଭାବ ମନୁଷ୍ୟ, ମୁନୀ ତଥା ସେବକ ପ୍ରଭୁଙ୍କୁ ଅନୁମାନ କରନ୍ତି। ਕੇਤੇ ਆਖਹਿ ਆਖਣਿ ਪਾਹਿ ॥ਕੇਤੇ ਕਹਿ ਕਹਿ ਉਠਿ ਉਠਿ ਜਾਹਿ ॥ ଅସଂଖ୍ୟ ଜୀବ ପ୍ରଭୁଙ୍କୁ

Odia Page 5

ਨਾਨਕ ਆਖਣਿ ਸਭੁ ਕੋ ਆਖੈ ਇਕ ਦੂ ਇਕੁ ਸਿਆਣਾ ॥ ହେ ନାନକ! ପ୍ରତ୍ୟେକ ଜୀବ ସ୍ଵୟଂକୁ ଅନ୍ୟଠାରୁ ଅଧିକ ବୁଝିବା ଲୋକ ଭାବି ପ୍ରଭୁଙ୍କ ବଡିମା ପ୍ରକାଶ କରିବା ପାଇଁ ପ୍ରଯତ୍ନ କରେ। ਵਡਾ ਸਾਹਿਬੁ ਵਡੀ ਨਾਈ ਕੀਤਾ ਜਾ ਕਾ ਹੋਵੈ ॥ ପ୍ରଭୁ ସମସ୍ତଙ୍କ ଠାରୁ ବଡ ଅଟନ୍ତି, ତାଙ୍କର ବଡିମା ଅଧିକ ଉଚ୍ଚ ଅଟେ। ଯାହା କିଛି ଜଗତରେ ହେଉଛି , ତାଙ୍କରି କ୍ରିୟା ହିଁ ହେଉଛି।

Odia Page 4

ਅਸੰਖ ਭਗਤ ਗੁਣ ਗਿਆਨ ਵੀਚਾਰ ॥ਅਸੰਖ ਸਤੀ ਅਸੰਖ ਦਾਤਾਰ ॥ ପ୍ରଭୁଙ୍କ ପ୍ରକୃତିରେ ଅସଂଖ୍ୟ ଭକ୍ତ ଅଛନ୍ତି,ଯେଉଁମାନେ ପ୍ରଭୁଙ୍କ ଗୁଣ ଓ ଜ୍ଞାନର ବିଚାର କରନ୍ତି , ଅନେକ ଦାନୀ ଓ ଦାତା ଅଟନ୍ତି। ਅਸੰਖ ਸੂਰ ਮੁਹ ਭਖ ਸਾਰ ॥ਅਸੰਖ ਮੋਨਿ ਲਿਵ ਲਾਇ ਤਾਰ ॥ (ପ୍ରଭୁଙ୍କ ରଚନାରେ) ଅସଂଖ୍ୟ ଯୋଦ୍ଧା ଅଛନ୍ତି ଯେଉଁମାନେ ନିଜର ମୁଖରେ ଶାସ୍ତ୍ରର ଭାର ସହନ କରନ୍ତି ।ଅନେକ ମୌନ ଅଛନ୍ତି ଯେଉଁମାନେ ନିରନ୍ତର

error: Content is protected !!