Odia Page 12

ਤੂ ਆਪੇ ਕਰਤਾ ਤੇਰਾ ਕੀਆ ਸਭੁ ਹੋਇ ॥ (ହେ ପ୍ରଭୁ!) ତୁମେ ସ୍ଵୟଂ ସବୁ କିଛି ସୃଷ୍ଟି କରିଛ, ସବୁ କିଛି ତୁମ ଦ୍ଵାରା ହିଁ ହୁଏ। ਤੁਧੁ ਬਿਨੁ ਦੂਜਾ ਅਵਰੁ ਨ ਕੋਇ ॥ ତୁମ ବିନା ( ତୁମ ଭଳି) ଆଉ କେହି ନାହାନ୍ତି। ਤੂ ਕਰਿ ਕਰਿ ਵੇਖਹਿ ਜਾਣਹਿ ਸੋਇ ॥ ଜୀବଙ୍କୁ ଜନ୍ମ ଦେଇ ତାକୁ ତୁମେ ସ୍ଵୟଂ ହିଁ ସମ୍ଭାଳୁଛ। ଆହୁରି, ସମସ୍ତଙ୍କ ହ୍ରୁଦୟର

Odia Page 475

ਨਾਨਕ ਸਾ ਕਰਮਾਤਿ ਸਾਹਿਬ ਤੁਠੈ ਜੋ ਮਿਲੈ ॥੧॥ ହେ ନାନକ! ଅଦ୍ଭୁତ ଦାନ ତାହା ଅଟେ, ଯିଏ ପ୍ରଭୁଙ୍କ କୃପା ଦୃଷ୍ଟି ହେବା ପରେ ପ୍ରାପ୍ତ ହୋଇଥାଏ॥1॥ ਮਹਲਾ ੨ ॥ ମହଲା 2 ॥ ਏਹ ਕਿਨੇਹੀ ਚਾਕਰੀ ਜਿਤੁ ਭਉ ਖਸਮ ਨ ਜਾਇ ॥ ଏହା କିପରି ସେବା ଅଟେ , ଯାହା ଦ୍ଵାରା ସ୍ଵାମୀଙ୍କ ଭୟ ଦୂର ହୁଏନାହିଁ? ਨਾਨਕ ਸੇਵਕੁ ਕਾਢੀਐ ਜਿ ਸੇਤੀ ਖਸਮ ਸਮਾਇ

Odia Page 474

ਪਉੜੀ ॥ ପଉଡି ॥ ਆਪੇ ਹੀ ਕਰਣਾ ਕੀਓ ਕਲ ਆਪੇ ਹੀ ਤੈ ਧਾਰੀਐ ॥ ହେ ପରମାତ୍ମା! ତୁ ସ୍ଵୟଂ ହିଁ ସୃଷ୍ଟି ରଚୟିତା ଅଟନ୍ତି ଆଉ ସ୍ଵୟଂ ହିଁ ସତ୍ତାକୁ ଧାରଣ କରିଛି। ਦੇਖਹਿ ਕੀਤਾ ਆਪਣਾ ਧਰਿ ਕਚੀ ਪਕੀ ਸਾਰੀਐ ॥ ତୁ ନିଜ ରଚନା ଏବଂ କଚ୍ଚା-ପକ୍କା ଗୋଟି(ଭଲ-ମନ୍ଦ ଜୀବ)ଙ୍କୁ ଧରିତ୍ରୀ ଉପରେ ଦେଖିଥାଉ। ਜੋ ਆਇਆ ਸੋ ਚਲਸੀ ਸਭੁ ਕੋਈ ਆਈ ਵਾਰੀਐ ॥

Odia Page 473

ਪਉੜੀ ॥ ପଉଡି ॥ ਸਤਿਗੁਰੁ ਵਡਾ ਕਰਿ ਸਾਲਾਹੀਐ ਜਿਸੁ ਵਿਚਿ ਵਡੀਆ ਵਡਿਆਈਆ ॥ ଯେଉଁ ସଦଗୁରୁଙ୍କ ଠାରେ ମହାନ ଗୁଣ ମହଜୁଦ ଅଛି, ତାହାକୁ ବଡ ମାନି ତାହାଙ୍କ ସ୍ତୁତି କରିବା ଉଚିତ। ਸਹਿ ਮੇਲੇ ਤਾ ਨਦਰੀ ਆਈਆ ॥ ଯେତେବେଳ ଭଗବାନଙ୍କ କୃପାରୁ ସଦଗୁରୁ ମିଳିଯାନ୍ତି, ସେତେବେଳେ ସେ ସଦଗୁରୁଙ୍କ ବଡିମାକୁ ଦେଖିଥାଏ। ਜਾ ਤਿਸੁ ਭਾਣਾ ਤਾ ਮਨਿ ਵਸਾਈਆ ॥ ଯେବେ ତାହାଙ୍କୁ ଭଲ ଲାଗିଥାଏ, ସେତେବେଳେ

Odia Page 472

ਨੀਲ ਵਸਤ੍ਰ ਪਹਿਰਿ ਹੋਵਹਿ ਪਰਵਾਣੁ ॥ ବ୍ରାହ୍ମଣ ନୀଳ ବସ୍ତ୍ର ପିନ୍ଧି ମୁସଲମାନଙ୍କ ନଜରରେ ସ୍ଵୀକୃତ ହେବାକୁ ଚାହିଁ ଥାଏ, ਮਲੇਛ ਧਾਨੁ ਲੇ ਪੂਜਹਿ ਪੁਰਾਣੁ ॥ ମୁସଲମାନଙ୍କ ଠାରୁ ଧନ ନେଇଥାଏ, ଯାହାକୁ ମ୍ଳେଚ୍ଛ କୁହାଯାଏ ଆଉ ପୁରାଣକୁ ମଧ୍ୟ ପୂଜା କରିଥାଏ। ਅਭਾਖਿਆ ਕਾ ਕੁਠਾ ਬਕਰਾ ਖਾਣਾ ॥ ଏକ ପକ୍ଷରେ ଅଭାଷା ଆରବୀ-ପାର୍ସି ପଢି ହଲାଲ କରି ଛେଳି ମାଂସ ଖାଇଥାଏ, ਚਉਕੇ ਉਪਰਿ ਕਿਸੈ ਨ ਜਾਣਾ

Odia Page 471

ਨੰਗਾ ਦੋਜਕਿ ਚਾਲਿਆ ਤਾ ਦਿਸੈ ਖਰਾ ਡਰਾਵਣਾ ॥ ଯେବେ ସେ ନଗ୍ନ ହୋଇ ନର୍କକୁ ଯାଇଥାଏ, ସେତେବେଳେ ସେ ବାସ୍ତବରେ ବଡ ଭୟାନକ ଲାଗିଥାଏ। ਕਰਿ ਅਉਗਣ ਪਛੋਤਾਵਣਾ ॥੧੪॥ ସେ ନିଜେ କରିଥିବା ଅବଗୁଣ ପାଇଁ ପଶ୍ଚାତାପ କରିଥାଏ ॥14॥ ਸਲੋਕੁ ਮਃ ੧ ॥ ଶ୍ଳୋକ ମହଲା 1 ॥ ਦਇਆ ਕਪਾਹ ਸੰਤੋਖੁ ਸੂਤੁ ਜਤੁ ਗੰਢੀ ਸਤੁ ਵਟੁ ॥ ହେ ପଣ୍ଡିତ! ଦୟାର ତୁଳା ହେଉ, ସନ୍ତୋଷର

Odia Page 470

ਸਲੋਕੁ ਮਃ ੧ ॥ ଶ୍ଳୋକ ମହଲା 1 ॥ ਨਾਨਕ ਮੇਰੁ ਸਰੀਰ ਕਾ ਇਕੁ ਰਥੁ ਇਕੁ ਰਥਵਾਹੁ ॥ ହେ ନାନକ! ଚଉରାଅଶି ଲକ୍ଷ ଯୋନିରେ ସୁମେରୁ ପର୍ବତ ସମାନ ମାନବ-ଶରୀର ସର୍ବୋଚ୍ଚ ଅଟେ, ଏହି ଶରୀରରେ ଏକ ରଥ ଓ ଏକ ସାରଥି ଥାଏ। ਜੁਗੁ ਜੁਗੁ ਫੇਰਿ ਵਟਾਈਅਹਿ ਗਿਆਨੀ ਬੁਝਹਿ ਤਾਹਿ ॥ ଯୁଗ ଯୁଗ ପରେ ଏହା ବଦଳିଥାଏ ଆଉ ଜ୍ଞାନୀ ପୁରୁଷ ହିଁ ଏହି ଭେଦକୁ

Odia Page 469

ਅੰਧੀ ਰਯਤਿ ਗਿਆਨ ਵਿਹੂਣੀ ਭਾਹਿ ਭਰੇ ਮੁਰਦਾਰੁ ॥ ଅନ୍ଧ ପ୍ରଜା ଜ୍ଞାନ ବିହୀନ ଅଟେ ଆଉ ମୃତକ ଭଳି ଚୁପଚାପ ଅନ୍ୟାୟ ସହିଥାଏ। ਗਿਆਨੀ ਨਚਹਿ ਵਾਜੇ ਵਾਵਹਿ ਰੂਪ ਕਰਹਿ ਸੀਗਾਰੁ ॥ ଜ୍ଞାନୀ ନୃତ୍ୟ କରିଥାଏ, ବାଜ ବଜାଇଥାଏ ଆଉ ଅନେକ ପ୍ରକାର ରୂପ ଧାରଣ କରି ଶୃଙ୍ଗାର କରିଥାଏ। ਊਚੇ ਕੂਕਹਿ ਵਾਦਾ ਗਾਵਹਿ ਜੋਧਾ ਕਾ ਵੀਚਾਰੁ ॥ ସେ ଉଚ୍ଚ ସ୍ଵରରେ ଚିତ୍କାର କରିଥାଏ ଏବଂ ଯୁଦ୍ଧ,

Odia Page 468

ਸਤਿਗੁਰੁ ਭੇਟੇ ਸੋ ਸੁਖੁ ਪਾਏ ॥ ଯିଏ ସଦଗୁରୁଙ୍କ ସହିତ ମିଶିଥାଏ, ତାହାକୁ ସୁଖ ପ୍ରାପ୍ତ ହୋଇଥାଏ। ਹਰਿ ਕਾ ਨਾਮੁ ਮੰਨਿ ਵਸਾਏ ॥ ଆଉ ହରିଙ୍କ ନାମ ସେ ନିଜ ମନରେ ସ୍ଥାପନ କରିଥାଏ। ਨਾਨਕ ਨਦਰਿ ਕਰੇ ਸੋ ਪਾਏ ॥ ହେ ନାନକ! ପ୍ରଭୁଙ୍କ କୃପା-ଦୃଷ୍ଟି ଦ୍ଵାରା ସବୁ କିଛି ପ୍ରାପ୍ତ ହୋଇଯାଏ। ਆਸ ਅੰਦੇਸੇ ਤੇ ਨਿਹਕੇਵਲੁ ਹਉਮੈ ਸਬਦਿ ਜਲਾਏ ॥੨॥ ଆଶା, ଚିନ୍ତା ଠାରୁ ସେ

Odia Page 467

ਓਨੑੀ ਮੰਦੈ ਪੈਰੁ ਨ ਰਖਿਓ ਕਰਿ ਸੁਕ੍ਰਿਤੁ ਧਰਮੁ ਕਮਾਇਆ ॥ ସେ କୁମାର୍ଗରେ ନିଜ ପାଦ ରଖେ ନାହି ଆଉ ଶୁଭ କର୍ମ ଏବଂ ଧର୍ମ କରିଥାଏ। ਓਨੑੀ ਦੁਨੀਆ ਤੋੜੇ ਬੰਧਨਾ ਅੰਨੁ ਪਾਣੀ ਥੋੜਾ ਖਾਇਆ ॥ ସେ ଦୁନିଆର ବନ୍ଧନକୁ ଛିନ୍ନ କରିଥାଏ ଆଉ ଅଳ୍ପ ଅନ୍ନ ଖାଇଥାଏ। ਤੂੰ ਬਖਸੀਸੀ ਅਗਲਾ ਨਿਤ ਦੇਵਹਿ ਚੜਹਿ ਸਵਾਇਆ ॥ ହେ ଇଶ୍ଵର! ତୁ ହିଁ ମହାନ ଦାତା ଅଟୁ,

error: Content is protected !!