ਨਾਨਕ ਸਾਧ ਕੈ ਸੰਗਿ ਸਫਲ ਜਨੰਮ ॥੫॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟର ଜନ୍ମ ସଫଳ ହୋଇଯାଏ ॥5॥
ਸਾਧ ਕੈ ਸੰਗਿ ਨਹੀ ਕਛੁ ਘਾਲ ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟକୁ ପରିଶ୍ରମ କରିବାକୁ ପଡେ ନାହିଁ।
ਦਰਸਨੁ ਭੇਟਤ ਹੋਤ ਨਿਹਾਲ ॥
ସାଧୁଙ୍କ ଦର୍ଶନ ମାତ୍ରେ ଏବଂ ସାକ୍ଷାତରେ ମନୁଷ୍ୟ କୃତାର୍ଥ ହୋଇଯାଏ।
ਸਾਧ ਕੈ ਸੰਗਿ ਕਲੂਖਤ ਹਰੈ ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟର ସବୁ ପାପ ନାଶ ହୋଇଯାଏ।
ਸਾਧ ਕੈ ਸੰਗਿ ਨਰਕ ਪਰਹਰੈ ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ନର୍କ ଠାରୁ ବଞ୍ଚିଯାଏ।
ਸਾਧ ਕੈ ਸੰਗਿ ਈਹਾ ਊਹਾ ਸੁਹੇਲਾ ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ପ୍ରାଣୀ ଲୋକ-ପରଲୋକରେ ସୁଖୀ ହୋଇଥାଏ।
ਸਾਧਸੰਗਿ ਬਿਛੁਰਤ ਹਰਿ ਮੇਲਾ ॥
ଯିଏ ଈଶ୍ବରଙ୍କ ଠାରୁ ବିଚ୍ଛେଦ ହୋଇଛି, ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସେ ତାହାଙ୍କ ସହିତ ମିଶିଯାଏ।
ਜੋ ਇਛੈ ਸੋਈ ਫਲੁ ਪਾਵੈ ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ଯେଉଁ ଫଳ ଇଚ୍ଛା କରିଥାଏ, ତାହାକୁ ମିଳିଯାଏ।
ਸਾਧ ਕੈ ਸੰਗਿ ਨ ਬਿਰਥਾ ਜਾਵੈ ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସେ ଖାଲି ହାତରେ ଯାଏ ନାହିଁ।
ਪਾਰਬ੍ਰਹਮੁ ਸਾਧ ਰਿਦ ਬਸੈ ॥
ପରଂବ୍ରହ୍ମ-ପ୍ରଭୁ ସାଧୁଙ୍କ ହୃଦୟରେ ନିବାସ କରିଥାନ୍ତି।
ਨਾਨਕ ਉਧਰੈ ਸਾਧ ਸੁਨਿ ਰਸੈ ॥੬॥
ହେ ନାନକ! ସାଧୁଙ୍କ ଜିହ୍ଵାରେ ଈଶ୍ବରଙ୍କ ନାମ ଶୁଣି ଜୀବ ପାର ହୋଇଯାଏ ॥6॥
ਸਾਧ ਕੈ ਸੰਗਿ ਸੁਨਉ ਹਰਿ ਨਾਉ ॥
ସାଧୁଙ୍କ ସଙ୍ଗତି କରି ଭଗବାନଙ୍କ ନାମ ଶୁଣ।
ਸਾਧਸੰਗਿ ਹਰਿ ਕੇ ਗੁਨ ਗਾਉ ॥
ସାଧୁଙ୍କ ସଙ୍ଗତି କରି ଈଶ୍ବରଙ୍କ ଗୁଣାନୁବାଦ କର।
ਸਾਧ ਕੈ ਸੰਗਿ ਨ ਮਨ ਤੇ ਬਿਸਰੈ ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ପ୍ରଭୁଙ୍କୁ ନିଜ ହୃଦୟରୁ ଭୁଲେ ନାହିଁ।
ਸਾਧਸੰਗਿ ਸਰਪਰ ਨਿਸਤਰੈ ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ନିଶ୍ଚିତ ଭାବରେ ତାହାର ଭବସାଗରରୁ ଉଦ୍ଧାର ହୋଇଯାଏ।
ਸਾਧ ਕੈ ਸੰਗਿ ਲਗੈ ਪ੍ਰਭੁ ਮੀਠਾ ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟକୁ ପ୍ରଭୁ ମିଠା ଲାଗିଥାନ୍ତି।
ਸਾਧੂ ਕੈ ਸੰਗਿ ਘਟਿ ਘਟਿ ਡੀਠਾ ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ଇଶ୍ଵର ସମସ୍ତଙ୍କ ହୃଦୟରେ ଦେଖାଯାନ୍ତି।
ਸਾਧਸੰਗਿ ਭਏ ਆਗਿਆਕਾਰੀ ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ଈଶ୍ବରଙ୍କ ଆଜ୍ଞାକାରୀ ହୋଇଯାଏ।
ਸਾਧਸੰਗਿ ਗਤਿ ਭਈ ਹਮਾਰੀ ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ଆମର ଗତି ହୋଇଯାଇଛି।
ਸਾਧ ਕੈ ਸੰਗਿ ਮਿਟੇ ਸਭਿ ਰੋਗ ॥
ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସବୁ ରୋଗ ଦୂର ହୋଇଯାଏ।
ਨਾਨਕ ਸਾਧ ਭੇਟੇ ਸੰਜੋਗ ॥੭॥
ହେ ନାନକ! ସଂଯୋଗରୁ ହିଁ ସାଧୁ ମିଳିଥାନ୍ତି ॥7॥
ਸਾਧ ਕੀ ਮਹਿਮਾ ਬੇਦ ਨ ਜਾਨਹਿ ॥
ସାଧୁଙ୍କ ମହିମା ବେଦ ମଧ୍ୟ ଜାଣେ ନାହିଁ।
ਜੇਤਾ ਸੁਨਹਿ ਤੇਤਾ ਬਖਿਆਨਹਿ ॥
ସେ ତାହାଙ୍କ ବିଷୟରେ ଯେତେ ଶୁଣିଥାଏ, ସେତିକି ହିଁ ବର୍ଣ୍ଣନା କରିଥାଏ।
ਸਾਧ ਕੀ ਉਪਮਾ ਤਿਹੁ ਗੁਣ ਤੇ ਦੂਰਿ ॥
ସାଧୁଙ୍କ ଉପମା ମାୟାର ତିନି ଗୁଣରୁ ଦୂରରେ ଥାଏ।
ਸਾਧ ਕੀ ਉਪਮਾ ਰਹੀ ਭਰਪੂਰਿ ॥
ସାଧୁନ ଉପମା ସର୍ବବ୍ୟାପକ ଅଟେ।
ਸਾਧ ਕੀ ਸੋਭਾ ਕਾ ਨਾਹੀ ਅੰਤ ॥
ସାଧୁଙ୍କ ଶୋଭାର ଅନ୍ତ ନଥାଏ।
ਸਾਧ ਕੀ ਸੋਭਾ ਸਦਾ ਬੇਅੰਤ ॥
ସାଧୁଙ୍କ ଶୋଭା ସର୍ବଦା ଅନନ୍ତ ଅଟେ।
ਸਾਧ ਕੀ ਸੋਭਾ ਊਚ ਤੇ ਊਚੀ ॥
ସାଧୁଙ୍କ ଶୋଭା ସର୍ବୋଚ୍ଚ ଅଟେ।
ਸਾਧ ਕੀ ਸੋਭਾ ਮੂਚ ਤੇ ਮੂਚੀ ॥
ସାଧୁଙ୍କ ଶୋଭା ମହାନ ଠାରୁ ମହାନ ଅଟେ।
ਸਾਧ ਕੀ ਸੋਭਾ ਸਾਧ ਬਨਿ ਆਈ ॥
ସାଧୁଙ୍କ ଶୋଭା କେବଳ ସାଧୁଙ୍କୁ ହିଁ ଉପଯୁକ୍ତ ଲାଗିଥାଏ।
ਨਾਨਕ ਸਾਧ ਪ੍ਰਭ ਭੇਦੁ ਨ ਭਾਈ ॥੮॥੭॥
ନାନକ କହନ୍ତି ଯେ ହେ ମୋର ଭାଇ! ସାଧୁ ଏବଂ ପ୍ରଭୁଙ୍କ ଠାରେ କୌଣସି ଭେଦ ନାହିଁ ॥8॥7॥
ਸਲੋਕੁ ॥
ଶ୍ଳୋକ॥
ਮਨਿ ਸਾਚਾ ਮੁਖਿ ਸਾਚਾ ਸੋਇ ॥
ଯାହାର ମନରେ ସତ୍ୟ ଥାଏ ଆଉ ମୁହଁରେ ମଧ୍ୟ ସତ୍ୟ ଥାଏ
ਅਵਰੁ ਨ ਪੇਖੈ ਏਕਸੁ ਬਿਨੁ ਕੋਇ ॥
ଆଉ ଯିଏ ଏକ ପରମାତ୍ମାଙ୍କ ବିନା ଅନ୍ୟ କାହାକୁ ଦେଖେ ନାହିଁ,
ਨਾਨਕ ਇਹ ਲਛਣ ਬ੍ਰਹਮ ਗਿਆਨੀ ਹੋਇ ॥੧॥
ହେ ନାନକ! ଏହି ଗୁଣ ବ୍ରହ୍ମଜ୍ଞାନୀଙ୍କ ହୋଇଥାଏ ॥1॥
ਅਸਟਪਦੀ ॥
ଅଷ୍ଟପଦୀ॥
ਬ੍ਰਹਮ ਗਿਆਨੀ ਸਦਾ ਨਿਰਲੇਪ ॥
ବ୍ରହ୍ମଜ୍ଞାନୀ ସର୍ବଦା ନିର୍ଲିପ୍ତ ରହିଥାଏ,
ਜੈਸੇ ਜਲ ਮਹਿ ਕਮਲ ਅਲੇਪ ॥
ଯେପରି ଜଳରେ କମଳ ଫୁଲ ସ୍ବଚ୍ଛ ହୋଇଥାଏ।
ਬ੍ਰਹਮ ਗਿਆਨੀ ਸਦਾ ਨਿਰਦੋਖ ॥
ବ୍ରହ୍ମଜ୍ଞାନୀ ସଦା ନିର୍ଦ୍ଦୋଷ ଅଟେ,
ਜੈਸੇ ਸੂਰੁ ਸਰਬ ਕਉ ਸੋਖ ॥
ଯେପରି ସୂର୍ଯ୍ୟ ସମସ୍ତ ରସର ସୁଖ ଦେଇଥାଏ।
ਬ੍ਰਹਮ ਗਿਆਨੀ ਕੈ ਦ੍ਰਿਸਟਿ ਸਮਾਨਿ ॥
ବ୍ରହ୍ମଜ୍ଞାନୀ ସମସ୍ତଙ୍କୁ ଏକ ଆଖିରେ ଦେଖିଥାଏ,
ਜੈਸੇ ਰਾਜ ਰੰਕ ਕਉ ਲਾਗੈ ਤੁਲਿ ਪਵਾਨ ॥
ଯେପରି ବାୟୁ ରାଜା ଆଉ କାଙ୍ଗାଳକୁ ସମାନ ଦେଖିଥାଏ।
ਬ੍ਰਹਮ ਗਿਆਨੀ ਕੈ ਧੀਰਜੁ ਏਕ ॥
ବ୍ରହ୍ମଜ୍ଞାନୀର ସହନଶୀଳତା ସମାନ ଥାଏ,
ਜਿਉ ਬਸੁਧਾ ਕੋਊ ਖੋਦੈ ਕੋਊ ਚੰਦਨ ਲੇਪ ॥
ଯେପରି କେହି ଧରିତ୍ରିକୁ ଖୋଳିଥାଏ ଆଉ କେହି ଚନ୍ଦନର ଲେପ କରିଥାଏ।
ਬ੍ਰਹਮ ਗਿਆਨੀ ਕਾ ਇਹੈ ਗੁਨਾਉ ॥
ବ୍ରହ୍ମଜ୍ଞାନୀର ଏହି ଗୁଣ ଅଟେ।
ਨਾਨਕ ਜਿਉ ਪਾਵਕ ਕਾ ਸਹਜ ਸੁਭਾਉ ॥੧॥
ହେ ନାନକ! ଯେପରି ଅଗନିର ସହଜାତ ସ୍ଵଭାବ ଥାଏ ॥1॥
ਬ੍ਰਹਮ ਗਿਆਨੀ ਨਿਰਮਲ ਤੇ ਨਿਰਮਲਾ ॥
ବ୍ରହ୍ମଜ୍ଞାନୀ ନିର୍ମଳ ଠାରୁ ମଧ୍ୟ ପରମ ନିର୍ମଳ ହୋଇଥାଏ,
ਜੈਸੇ ਮੈਲੁ ਨ ਲਾਗੈ ਜਲਾ ॥
ଯେପରି ଜଳରେ ମଇଳା ଲାଗେ ନାହିଁ।
ਬ੍ਰਹਮ ਗਿਆਨੀ ਕੈ ਮਨਿ ਹੋਇ ਪ੍ਰਗਾਸੁ ॥
ବ୍ରହ୍ମଜ୍ଞାନୀଙ୍କ ମନରେ ଏହିପରି ପ୍ରକାଶ ଥାଏ ଯେପରି
ਜੈਸੇ ਧਰ ਊਪਰਿ ਆਕਾਸੁ ॥
ପୃଥିବୀ ଉପରେ ଆକାଶ।
ਬ੍ਰਹਮ ਗਿਆਨੀ ਕੈ ਮਿਤ੍ਰ ਸਤ੍ਰੁ ਸਮਾਨਿ ॥
ବ୍ରହ୍ମଜ୍ଞାନୀ ପାଇଁ ମିତ୍ର ଏବଂ ଶତ୍ରୁ ସମାନ ହୋଇଥାନ୍ତି।
ਬ੍ਰਹਮ ਗਿਆਨੀ ਕੈ ਨਾਹੀ ਅਭਿਮਾਨ ॥
ਬ੍ਰਹਮ ਗਿਆਨੀ ਊਚ ਤੇ ਊਚਾ ॥
ਮਨਿ ਅਪਨੈ ਹੈ ਸਭ ਤੇ ਨੀਚਾ ॥
ਬ੍ਰਹਮ ਗਿਆਨੀ ਸੇ ਜਨ ਭਏ ॥
ਨਾਨਕ ਜਿਨ ਪ੍ਰਭੁ ਆਪਿ ਕਰੇਇ ॥੨॥
ਬ੍ਰਹਮ ਗਿਆਨੀ ਸਗਲ ਕੀ ਰੀਨਾ ॥
ਆਤਮ ਰਸੁ ਬ੍ਰਹਮ ਗਿਆਨੀ ਚੀਨਾ ॥
ਬ੍ਰਹਮ ਗਿਆਨੀ ਕੀ ਸਭ ਊਪਰਿ ਮਇਆ ॥
ਬ੍ਰਹਮ ਗਿਆਨੀ ਤੇ ਕਛੁ ਬੁਰਾ ਨ ਭਇਆ ॥
ਬ੍ਰਹਮ ਗਿਆਨੀ ਸਦਾ ਸਮਦਰਸੀ ॥