ਪਿਰ ਕੀ ਸਾਰ ਨ ਜਾਣਈ ਦੂਜੈ ਭਾਇ ਪਿਆਰੁ ॥
ସେ ନିଜ ପ୍ରଭୁଙ୍କ ମହତ୍ତ୍ଵକୁ ଜାଣେ ନାହିଁ ଆଉ ଦୈତ୍ୟଭାବର ପ୍ରେମରେ ଲାଗି ରହିଥାଏ।
ਸਾ ਕੁਸੁਧ ਸਾ ਕੁਲਖਣੀ ਨਾਨਕ ਨਾਰੀ ਵਿਚਿ ਕੁਨਾਰਿ ॥੨॥
ହେ ନାନକ! ସେ ଅପବିତ୍ର ଓ କୁଲକ୍ଷଣୀ ଅଟେ॥2॥
ਪਉੜੀ ॥
ପଉଡି॥
ਹਰਿ ਹਰਿ ਅਪਣੀ ਦਇਆ ਕਰਿ ਹਰਿ ਬੋਲੀ ਬੈਣੀ ॥
ହେ ହରି! ମୋ’ ଉପରେ ନିଜ କୃପା କର, ଯାହା ଫଳରେ ମୁଁ ତୋର ପବିତ୍ର ବାଣୀ ବର୍ଣ୍ଣନା କରି ପାରିବି।
ਹਰਿ ਨਾਮੁ ਧਿਆਈ ਹਰਿ ਉਚਰਾ ਹਰਿ ਲਾਹਾ ਲੈਣੀ ॥
ମୁଁ ହରିନାମର ହିଁ ଧ୍ୟାନ କରିଥାଏ, ହରିଙ୍କ ନାମର ହିଁ ଉଚ୍ଚାରଣ କରିଥାଏ ଆଉ ହରିନାମକୁ ହିଁ ଲାଭ ରୂପରେ ପ୍ରାପ୍ତ କରିଥାଏ।
ਜੋ ਜਪਦੇ ਹਰਿ ਹਰਿ ਦਿਨਸੁ ਰਾਤਿ ਤਿਨ ਹਉ ਕੁਰਬੈਣੀ ॥
ଯେଉଁ ବ୍ୟକ୍ତି ଦିନ ରାତି ପରମେଶ୍ଵରଙ୍କ ହିଁ ଭଜନ କରିଥାଏ, ମୁଁ ତାହାଙ୍କ ପ୍ରତି ତନ-ମନରେ ସମର୍ପିତ ଅଟେ।
ਜਿਨਾ ਸਤਿਗੁਰੁ ਮੇਰਾ ਪਿਆਰਾ ਅਰਾਧਿਆ ਤਿਨ ਜਨ ਦੇਖਾ ਨੈਣੀ ॥
ଯିଏ ମୋର ପ୍ରିୟ ସଦଗୁରୁଙ୍କୁ ଆରାଧନା କରିଛି, ମୁଁ ସେହି ମହାପୁରୁଷଙ୍କୁ ସ୍ଵ-ନେତ୍ରରେ ଦର୍ଶନ କାମନା କରୁଛି।
ਹਉ ਵਾਰਿਆ ਅਪਣੇ ਗੁਰੂ ਕਉ ਜਿਨਿ ਮੇਰਾ ਹਰਿ ਸਜਣੁ ਮੇਲਿਆ ਸੈਣੀ ॥੨੪॥
ମୁଁ ନିଜ ଗୁରୁଙ୍କ ପ୍ରତି ତନ-ମନରେ ସମତପିତ ଅଟେ, ଯିଏ ମୋତେ ସଜ୍ଜନ ଓ ସମ୍ବନ୍ଧୀୟ ଓ ପ୍ରଭୁଙ୍କ ସହିତ ମିଳନ କରାଇଛନ୍ତି॥24॥
ਸਲੋਕੁ ਮਃ ੪ ॥
ଶ୍ଳୋକ ମହଲା 4 ॥
ਹਰਿ ਦਾਸਨ ਸਿਉ ਪ੍ਰੀਤਿ ਹੈ ਹਰਿ ਦਾਸਨ ਕੋ ਮਿਤੁ ॥
ପରମାତାଙ୍କ ନିଜ ଦାସ ସହିତ ବଡ ପ୍ରୀତି ଥାଏ, ସେ ନିଜ ଦାସର ଘନିଷ୍ଠ ମିତ୍ର ଅଟନ୍ତି।
ਹਰਿ ਦਾਸਨ ਕੈ ਵਸਿ ਹੈ ਜਿਉ ਜੰਤੀ ਕੈ ਵਸਿ ਜੰਤੁ ॥
ସେ ନିଜ ଦାସ ପାଖରେ ଏପରି ବଶୀଭୂତ ହୋଇଥାନ୍ତି, ଯେପରି କୌଣସି ସଙ୍ଗୀତ ଯନ୍ତ୍ର କୌଣସି ସଙ୍ଗୀତକାରର ବଶୀଭୂତ ହୋଇଥାଏ,
ਹਰਿ ਕੇ ਦਾਸ ਹਰਿ ਧਿਆਇਦੇ ਕਰਿ ਪ੍ਰੀਤਮ ਸਿਉ ਨੇਹੁ ॥
ନିଜ ପ୍ରିୟତମଙ୍କ ସହିତ ପ୍ରେମ କରି ହରିଙ୍କ ଦାସ ହରିଙ୍କ ଧ୍ୟାନ କରିଥାଏ।
ਕਿਰਪਾ ਕਰਿ ਕੈ ਸੁਨਹੁ ਪ੍ਰਭ ਸਭ ਜਗ ਮਹਿ ਵਰਸੈ ਮੇਹੁ ॥
ହେ ପ୍ରଭୁ! କୃପା କରି ଶୁଣ ଆଉ ସଂପୂର୍ଣ୍ଣ ଜଗତ ଉପରେ ନିଜ ନାମର ମୁଷଳଧାରରେ ବର୍ଷା କରାଅ।
ਜੋ ਹਰਿ ਦਾਸਨ ਕੀ ਉਸਤਤਿ ਹੈ ਸਾ ਹਰਿ ਕੀ ਵਡਿਆਈ ॥
ଯାହା ପରମାତ୍ମାଙ୍କ ଦାସର ସ୍ତୁତି ଅଟେ, ତାହା ପରମାତ୍ମାଙ୍କ ମହିମା ଅଟେ।
ਹਰਿ ਆਪਣੀ ਵਡਿਆਈ ਭਾਵਦੀ ਜਨ ਕਾ ਜੈਕਾਰੁ ਕਰਾਈ ॥
ପରମାତ୍ମାଙ୍କୁ ନିଜ ମହିମା ବଡ ପ୍ରିୟ ଲାଗିଥାଏ, ଯେଉ କାରଣରୁ ସେ ନିଜ ସେବକର ଜୟ-ଜୟକାର କରାଇଥାନ୍ତି।
ਸੋ ਹਰਿ ਜਨੁ ਨਾਮੁ ਧਿਆਇਦਾ ਹਰਿ ਹਰਿ ਜਨੁ ਇਕ ਸਮਾਨਿ ॥
ଯିଏ ନାମର ଧ୍ୟାନ କରିଥାଏ, ସେ ଭକ୍ତ ଅଟେ ଆଉ ପରମାତ୍ମା ଓ ଭକ୍ତ ଏକ ରୂପ ହୋଇଯାନ୍ତି।
ਜਨੁ ਨਾਨਕੁ ਹਰਿ ਕਾ ਦਾਸੁ ਹੈ ਹਰਿ ਪੈਜ ਰਖਹੁ ਭਗਵਾਨ ॥੧॥
ନାନକ ସେହି ହରି-ପରମେଶ୍ଵରଙ୍କ ଦାସ ଅଟନ୍ତି, ହେ ଭଗବାନ! ତାହାଙ୍କ ସମ୍ମାନ ରଖ॥1॥
ਮਃ ੪ ॥
ମହଲା 4 ।
ਨਾਨਕ ਪ੍ਰੀਤਿ ਲਾਈ ਤਿਨਿ ਸਾਚੈ ਤਿਸੁ ਬਿਨੁ ਰਹਣੁ ਨ ਜਾਈ ॥
ହେ ନାନକ! ସେହି ପରମାତ୍ମା ମନରେ ଏପରି ପ୍ରେମ ଜାତ କରିଛନ୍ତି ଯେ ଏବେ ତାହାଙ୍କ ବିନା ଏକ କ୍ଷଣ ମଧ୍ୟ ବଞ୍ଚିବା ଅସମ୍ଭବ ଅଟେ।
ਸਤਿਗੁਰੁ ਮਿਲੈ ਤ ਪੂਰਾ ਪਾਈਐ ਹਰਿ ਰਸਿ ਰਸਨ ਰਸਾਈ ॥੨॥
ଯେବେ ସଦଗୁରୁଙ୍କ ସାକ୍ଷାତକାର ହୋଇଥାଏ, ସେତେବେଳେ ପୂର୍ଣ୍ଣ ପରମେଶ୍ଵରଙ୍କ ପ୍ରାପ୍ତି ହୋଇଥାଏ ଆଉ ଜିଭ ହରିରସର ଆନନ୍ଦ ନେଇଥାଏ॥2॥
ਪਉੜੀ ॥
ପଉଡି॥
ਰੈਣਿ ਦਿਨਸੁ ਪਰਭਾਤਿ ਤੂਹੈ ਹੀ ਗਾਵਣਾ ॥
ହେ ଇଶ୍ଵର! ସର୍ବଦା ତୋର ହିଁ ଯଶୋଗାନ କରିବାକୁ ହେବ।
ਜੀਅ ਜੰਤ ਸਰਬਤ ਨਾਉ ਤੇਰਾ ਧਿਆਵਣਾ ॥
ସବୁ ଜୀବ ତୋର ନାମର ହିଁ ଧ୍ୟାନ କରନ୍ତି।
ਤੂ ਦਾਤਾ ਦਾਤਾਰੁ ਤੇਰਾ ਦਿਤਾ ਖਾਵਣਾ ॥
ହେ ଦାତା ପ୍ରଭୁ! ତୁ ହିଁ ଆମ ସବୁଙ୍କ ଦାତା ଅଟୁ ଆଉ ଆମେ ତୁ ଦେଇଥିବା ଖାଦ୍ୟ ଖାଉ।
ਭਗਤ ਜਨਾ ਕੈ ਸੰਗਿ ਪਾਪ ਗਵਾਵਣਾ ॥
ଭକ୍ତଙ୍କ ସଙ୍ଗତିରେ ହିଁ ସବୁ ପାପ ନଷ୍ଟ ହୋଇଯାଏ।
ਜਨ ਨਾਨਕ ਸਦ ਬਲਿਹਾਰੈ ਬਲਿ ਬਲਿ ਜਾਵਣਾ ॥੨੫॥
ନାନକ ସର୍ବଦା ତୋ’ ଉପରେ ସମର୍ପିତ ଅଟନ୍ତି। ॥25॥
ਸਲੋਕੁ ਮਃ ੪ ॥
ଶ୍ଳୋକ ମହଲା 4 ॥
ਅੰਤਰਿ ਅਗਿਆਨੁ ਭਈ ਮਤਿ ਮਧਿਮ ਸਤਿਗੁਰ ਕੀ ਪਰਤੀਤਿ ਨਾਹੀ ॥
ଯେଉଁ ଜୀବ ମନରେ ଜ୍ଞାନ ନଥାଏ, ତାହାର ବୁଦ୍ଧି ଭ୍ରଷ୍ଟ ହୋଇଯାଏ, ସଦଗୁରୁଙ୍କ ପ୍ରତି ତାହାର କୌଣସି ଆସ୍ଥା ରହେ ନାହିଁ।
ਅੰਦਰਿ ਕਪਟੁ ਸਭੁ ਕਪਟੋ ਕਰਿ ਜਾਣੈ ਕਪਟੇ ਖਪਹਿ ਖਪਾਹੀ ॥
ହାର ମନରେ ଛଳ-କପଟ ଥାଏ, ସେ ସବୁଙ୍କ କପଟୀ ହିଁ ଭାବିଥାଏ ଆଉ ଏହି ଛଳ-କପଟ କାରଣରୁ ସେ ଧ୍ଵଂସ ହୋଇଯାଏ।
ਸਤਿਗੁਰ ਕਾ ਭਾਣਾ ਚਿਤਿ ਨ ਆਵੈ ਆਪਣੈ ਸੁਆਇ ਫਿਰਾਹੀ ॥
ତାହାର ମନରେ ଗୁରୁଙ୍କ ଇଚ୍ଛା ପ୍ରବେଶ କରେ ନାହିଁ ଆଉ ସେ ନିଜ ସ୍ଵାର୍ଥ ପାଇଁ ପଥଭ୍ରଷ୍ଟ ରହିଥାଏ।
ਕਿਰਪਾ ਕਰੇ ਜੇ ਆਪਣੀ ਤਾ ਨਾਨਕ ਸਬਦਿ ਸਮਾਹੀ ॥੧॥
ହେ ନାନକ! ଯଦି ଇଶ୍ଵର ନିଜ କୃପା କରନ୍ତି, ତାହାହେଲେ ସେ ଶବ୍ଦରେ ରହିଥାଏ॥1॥
ਮਃ ੪ ॥
ମହଲା 4 ॥
ਮਨਮੁਖ ਮਾਇਆ ਮੋਹਿ ਵਿਆਪੇ ਦੂਜੈ ਭਾਇ ਮਨੂਆ ਥਿਰੁ ਨਾਹਿ ॥
ମନମୁଖୀ ଜୀବ ମାୟାର ମୋହରେ ଫସି ରହିଥାଏ ଆଉ ଦୈତ୍ୟଭାବ କାରଣରୁ ତାହାର ମନ ସ୍ଥିର ହୁଏନାହିଁ।
ਅਨਦਿਨੁ ਜਲਤ ਰਹਹਿ ਦਿਨੁ ਰਾਤੀ ਹਉਮੈ ਖਪਹਿ ਖਪਾਹਿ ॥
ସେ ରାତି ଦିନ ତୃଷ୍ଣାଗ୍ନିରେ ଜଳିଥାଏ ଆଉ ଅହଂକାରରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଏ ଓ ଅନ୍ୟକୁ ମଧ୍ୟ ନଷ୍ଟ କରିଥାଏ।
ਅੰਤਰਿ ਲੋਭੁ ਮਹਾ ਗੁਬਾਰਾ ਤਿਨ ਕੈ ਨਿਕਟਿ ਨ ਕੋਈ ਜਾਹਿ ॥
ତାହାର ମନରେ ଲୋଭର ଘୋର ଅନ୍ଧକାର ଥାଏ ଆଉ କେହି ମଧ୍ୟ ତାହାର ନିକଟକୁ ଆସେ ନାହିଁ।
ਓਇ ਆਪਿ ਦੁਖੀ ਸੁਖੁ ਕਬਹੂ ਨ ਪਾਵਹਿ ਜਨਮਿ ਮਰਹਿ ਮਰਿ ਜਾਹਿ ॥
ସେ ନିଜେ ଦୁଃଖୀ ରହିଥାଏ ଆଉ କେବେ ମଧ୍ୟ ତାହାକୁ ସୁଖ ପ୍ରାପ୍ତି ହୁଏନାହିଁ, ସେ ଜନ୍ମ ମରଣରେ ହିଁ ରହିଥାଏ।
ਨਾਨਕ ਬਖਸਿ ਲਏ ਪ੍ਰਭੁ ਸਾਚਾ ਜਿ ਗੁਰ ਚਰਨੀ ਚਿਤੁ ਲਾਹਿ ॥੨॥
ହେ ନାନକ! ଯିଏ ନିଜ ଚିତ୍ତ ଗୁରୁଙ୍କ ଚରଣରେ ଲଗାଇ ଥାଏ, ସଚ୍ଚା ପ୍ରଭୁ ତାହାଙ୍କୁ କ୍ଷମା କରି ଦିଅନ୍ତି॥2॥
ਪਉੜੀ ॥
ପଉଡି॥
ਸੰਤ ਭਗਤ ਪਰਵਾਣੁ ਜੋ ਪ੍ਰਭਿ ਭਾਇਆ ॥
ଯାହା ପ୍ରଭୁଙ୍କୁ ଭଲ ଲାଗିଥାଏ, ତାହା ସନ୍ଥ ଏବଂ ଭକ୍ତଙ୍କୁ ଭଲ ଲାଗିଥାଏ।
ਸੇਈ ਬਿਚਖਣ ਜੰਤ ਜਿਨੀ ਹਰਿ ਧਿਆਇਆ ॥
ଯିଏ ଭଗବାନଙ୍କୁ ଧ୍ୟାନ କରିଛି, ସିଏ ଚତୁର ଅଟେ।
ਅੰਮ੍ਰਿਤੁ ਨਾਮੁ ਨਿਧਾਨੁ ਭੋਜਨੁ ਖਾਇਆ ॥
ସେ ଅମୃତ ନାମର ଭୋଜନ ଗ୍ରହଣ କରିଥାଏ, ଯିଏ ସର୍ବ ଗୁଣର ଭଣ୍ଡାର ଅଟେ।
ਸੰਤ ਜਨਾ ਕੀ ਧੂਰਿ ਮਸਤਕਿ ਲਾਇਆ ॥
ସେ ସନ୍ଥଙ୍କ ଚରଣ ଧୂଳି ହିଁ ନିଜ କପାଳରେ ଲଗାଇ ଥାଏ।