Odia Page 17

ਹੁਕਮੁ ਸੋਈ ਤੁਧੁ ਭਾਵਸੀ ਹੋਰੁ ਆਖਣੁ ਬਹੁਤੁ ਅਪਾਰੁ ॥ହେ ଅନନ୍ତ ପରମେଶ୍ଵର! ତୁମର ଇଚ୍ଛାରେ ସାଂସାରିକ କ୍ରିୟା ପାଇଁ ଆଦେଶ ହୋଇଥାଏ, ଅନ୍ୟ ନିରର୍ଥକ କଥା କହିବା ନିଷ୍ଫଳ ଅଟେ। ਨਾਨਕ ਸਚਾ ਪਾਤਿਸਾਹੁ ਪੂਛਿ ਨ ਕਰੇ ਬੀਚਾਰੁ ॥੪॥ସଦଗୁରୁଙ୍କ ପରାମର୍ଶ ଯେ ଏହି ସତ୍ୟସ୍ଵରୂପ ଅକାଳ-ପୁରୁଷ ଅନ୍ୟ କାହାକୁ ପଚାରି ବିଚାର କର ନାହିନ ଅର୍ଥାତ ସେ ସ୍ଵତନ୍ତ୍ର ଶକ୍ତି ଅଟେ॥4॥ ਬਾਬਾ ਹੋਰੁ ਸਉਣਾ ਖੁਸੀ ਖੁਆਰੁ ॥ହେ ପିତାଜୀ!

Odia Page 16

ਸੁਣਹਿ ਵਖਾਣਹਿ ਜੇਤੜੇ ਹਉ ਤਿਨ ਬਲਿਹਾਰੈ ਜਾਉ ॥ଯେତେ ପୁରୁଷ ନାମର ଶ୍ରୋତା ଓ ବାଚକ ଅଛନ୍ତି, ତାଙ୍କ ପାଖରେ ମୁ ସମର୍ପିତ ଅଟେ। ਤਾ ਮਨੁ ਖੀਵਾ ਜਾਣੀਐ ਜਾ ਮਹਲੀ ਪਾਏ ਥਾਉ ॥੨॥ଏହି ନାମ ସ୍ମରଣ ରୂପୀ ମଦିରା ଦ୍ଵାରା ମନ ମସ୍ତ ହେଲେ ଜଣାଯିବ, ଯେବେ ଜିଜ୍ଞାସୁ ନିରଙ୍କାରଙ୍କ ସ୍ଵରୂପକୁ ପ୍ରାପ୍ତ କରେ।  ਨਾਉ ਨੀਰੁ ਚੰਗਿਆਈਆ ਸਤੁ ਪਰਮਲੁ ਤਨਿ ਵਾਸੁ ॥ଯିଏ ନାମ-ଜପ ଓ ସଦକର୍ମ ରୂପୀ

Odia Page 15

ਨਾਨਕ ਕਾਗਦ ਲਖ ਮਣਾ ਪੜਿ ਪੜਿ ਕੀਚੈ ਭਾਉ ॥ସଦଗୁରୁଜୀ କଥନ କରନ୍ତି ଯେ ଲକ୍ଷେ ମନ କାଗଜ ପଢି ପଢି, ଅର୍ଥାତ ଅନେକ ଅନେକ ଶାସ୍ତ୍ର ଓ ଧର୍ମ ଗ୍ରନ୍ଥର ଅଧ୍ୟୟନ କରି ଈଶ୍ବରଙ୍କ ସହିତ ପ୍ରେମ କରାଯାଏ। ਮਸੂ ਤੋਟਿ ਨ ਆਵਈ ਲੇਖਣਿ ਪਉਣੁ ਚਲਾਉ ॥ତାଙ୍କରି ସ୍ତୁତି ଲେଖିବା ପାଇଁ ଶିରାର ମଧ୍ୟ ଅଭାବ ନ ହେଉ ଆଉ କଲମ ପବନ ବେଗରେ ଚାଲୁଥାଏ। ਭੀ ਤੇਰੀ ਕੀਮਤਿ ਨਾ

Odia Page 14

ੴ ਸਤਿਗੁਰ ਪ੍ਰਸਾਦਿ ॥ଇଶ୍ଵର ଏକ ଅଟେ, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ହେବ। ਰਾਗੁ ਸਿਰੀਰਾਗੁ ਮਹਲਾ ਪਹਿਲਾ ੧ ਘਰੁ ੧ ॥ସିରିରାଗ ମହଲା ପ୍ରଥମ 1 ଘରୁ 1॥ ਮੋਤੀ ਤ ਮੰਦਰ ਊਸਰਹਿ ਰਤਨੀ ਤ ਹੋਹਿ ਜੜਾਉ ॥ଯଦି ମୋ’ ପାଇଁ ମୋତି ଓ ରତ୍ନ ଖଚିତ ଭବନ ନିର୍ମିତ ହୋଇଯାଏ।  ਕਸਤੂਰਿ ਕੁੰਗੂ ਅਗਰਿ ਚੰਦਨਿ ਲੀਪਿ ਆਵੈ ਚਾਉ ॥ସେହି ଭବନ ଉପରେ କସ୍ତୁରୀ, କେଶର, ସୁଗନ୍ଧିତ

Odia Page 13

ਨਾਨਕ ਕਰਤੇ ਕੇ ਕੇਤੇ ਵੇਸ ॥੨॥੨॥  नानक करते के केते वेस ॥२॥२॥  ସେପରି ହିଁ ହେ ନାନକ! ଉପରି ଉକ୍ତ ସବୁ ସ୍ୱରୂପ କର୍ତ୍ତା-ପୁରୁଷଙ୍କ ଠାରେ ଦେଖାଯାଏ॥2॥2॥ O Nanak, in just the same way, the many forms originate from the Creator. ||2||2|| ਰਾਗੁ ਧਨਾਸਰੀ ਮਹਲਾ ੧ ॥ रागु धनासरी महला १ ॥ रागु धनासरी महला १ ॥ ରାଗ ଧନାସରି

Odia Page 11

ਤੂੰ ਘਟ ਘਟ ਅੰਤਰਿ ਸਰਬ ਨਿਰੰਤਰਿ ਜੀ ਹਰਿ ਏਕੋ ਪੁਰਖੁ ਸਮਾਣਾ ॥ସର୍ବବ୍ୟାପକ ନିରଙ୍କାର ସମସ୍ତ ପ୍ରାଣୀଙ୍କ ହୃଦୟରେ ଭେଦହୀନ ଭାବରେ ବାସ କରନ୍ତି। ਇਕਿ ਦਾਤੇ ਇਕਿ ਭੇਖਾਰੀ ਜੀ ਸਭਿ ਤੇਰੇ ਚੋਜ ਵਿਡਾਣਾ ॥ସଂସାରରେ କିଏ ଦାତା ବନିଛି, କିଏ ଭିକ୍ଷୁର ରୂପ ନେଇଛି, ହେ ପରମାତ୍ମା! ଏହାସବୁ ତୁମର ହିଁ ଆଶ୍ଚର୍ଯ୍ୟ ଗଣକ କୌତୁକ ଅଟେ। ਤੂੰ ਆਪੇ ਦਾਤਾ ਆਪੇ ਭੁਗਤਾ ਜੀ ਹਉ ਤੁਧੁ ਬਿਨੁ

Odia Page 10

ਜਿਨਿ ਦਿਨੁ ਕਰਿ ਕੈ ਕੀਤੀ ਰਾਤਿ ॥ଯିଏ ଦିନ ସୃଷ୍ଟି କରି ପୁଣି ରାତି ସୃଷ୍ଟି କରିଛନ୍ତି। ਖਸਮੁ ਵਿਸਾਰਹਿ ਤੇ ਕਮਜਾਤਿ ॥ଏପରି ପରମେଶ୍ଵରଙ୍କୁ ଯିଏ ବିସ୍ମୃତ କରି ଦିଏ ସିଏ ନୀଚ ଅଟେ।  ਨਾਨਕ ਨਾਵੈ ਬਾਝੁ ਸਨਾਤਿ ॥੪॥੩॥ଗୁରୁ ନାନକ ଜୀ କହନ୍ତି ଯେ ପରମାତ୍ମାଙ୍କ ନାମ ସ୍ମରଣ ବିନା ମନୁଷ୍ୟ ସଂକୀର୍ଣ୍ଣ ଜାତିର ହୋଇଥାଏ ॥4॥3॥ ਰਾਗੁ ਗੂਜਰੀ ਮਹਲਾ ੪ ॥ରାଗ ଗୁଜରି ମହଲା 4॥ ਹਰਿ ਕੇ

Odia Page 9

ਗਾਵਨਿ ਤੁਧਨੋ ਜਤੀ ਸਤੀ ਸੰਤੋਖੀ ਗਾਵਨਿ ਤੁਧਨੋ ਵੀਰ ਕਰਾਰੇ ॥ତୁମର ଗୁଣ ଗାନ ଯତୀ, ସତ୍ୟବାଦୀ ଓ ସନ୍ତୋଷ ବ୍ୟକ୍ତି ମଧ୍ୟ କରୁଛନ୍ତି ଆଉ ଶୂରବୀର ମଧ୍ୟ ତୁମର ଗୁଣର ପ୍ରଶଂସା କରୁଛନ୍ତି।    ਗਾਵਨਿ ਤੁਧਨੋ ਪੰਡਿਤ ਪੜਨਿ ਰਖੀਸੁਰ ਜੁਗੁ ਜੁਗੁ ਵੇਦਾ ਨਾਲੇ ॥ଯୁଗ ଯୁଗ ପର୍ଯ୍ୟନ୍ତ ବେଦ ଅଧ୍ୟୟନ ଦ୍ଵାରା ବିଦ୍ଵାନ ଓ ଋଷି-ମୁନି ଆଦି ତୁମର କୀର୍ତି କହନ୍ତି। ਗਾਵਨਿ ਤੁਧਨੋ ਮੋਹਣੀਆ ਮਨੁ ਮੋਹਨਿ ਸੁਰਗੁ ਮਛੁ

Odia Page 1

ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰ ਪ੍ਰਸਾਦਿ ॥ ੴ सतिनामु करता पुरखु निरभउ निरवैरु अकाल मूरति अजूनी सैभं गुरप्रसादि ॥ ଅକାଳ ପୁରୁଷ ଏକ ଅଟେ, ଯାହାଙ୍କର ନାମ ‘ ଅସ୍ତିତ୍ଵବାଲା’, ଯିଏ ସୃଷ୍ଟିର ରଚକ, ଯିଏ ସବୁଠାରେ ବ୍ୟାପକ, ଭୟ ରହିତ(ନିର୍ଭୟ), ଶତ୍ରୁ ରହିତ( ଶତ୍ରୁହୀନ), ଯାହାର ସ୍ୱରୂପ କାଳରୁ ଉର୍ଦ୍ଧ୍ଵରେ ଅଟେ, (ଭାବ- ଯାହାର ଶରୀର ନାଶ ରହିତ

Odia Page 13

ਰਾਗੁ ਧਨਾਸਰੀ ਮਹਲਾ ੧ ॥ ରାଗ ଧନାସରି ମହଲା 1॥ ਗਗਨ ਮੈ ਥਾਲੁ ਰਵਿ ਚੰਦੁ ਦੀਪਕ ਬਨੇ ਤਾਰਿਕਾ ਮੰਡਲ ਜਨਕ ਮੋਤੀ ॥ (ଯେପରି) ସାରା ଆକାଶ ଥାଳି ଅଟେ। ସୂର୍ଯ୍ୟ ଆଉ ଚନ୍ଦ୍ର (ସେହି ଥାଳିରେ) ଦୀପ ଅଟେ, ତାରାମାନେ, ଯେପରି ଥାଳିରେ ମୋତି ରଖାଯାଇଛି। ਧੂਪੁ ਮਲਆਨਲੋ ਪਵਣੁ ਚਵਰੋ ਕਰੇ ਸਗਲ ਬਨਰਾਇ ਫੂਲੰਤ ਜੋਤੀ ॥੧॥ ମଳୟ ପରବତରୁ ଆସୁଥିବା ପବନ , ଯେପରି ଧୂପ

error: Content is protected !!