Odia Page 1097

ਮਃ ੫ ॥ମହଲା 5॥  ਦੁਖੀਆ ਦਰਦ ਘਣੇ ਵੇਦਨ ਜਾਣੇ ਤੂ ਧਣੀ ॥ହେ ମାଲିକ! ତୁ ମୋର ବେଦନାକୁ ଜାଣୁ ଯେ ମୋ’ ଭଳି ଦୁଃଖୀକୁ କେତେ ଯନ୍ତ୍ରଣା ହୋଇଥାଏ।                                                              ਜਾਣਾ ਲਖ ਭਵੇ ਪਿਰੀ ਡਿਖੰਦੋ ਤਾ ਜੀਵਸਾ ॥੨॥ହେ ପ୍ରିୟ! ହୁଏତ ମୁଁ ଲକ୍ଷେ ଉପଚାର ଜାଣିଥାଇ ପାରେ, ତଥାପି ତୋର ଦର୍ଶନ ପାଇ ଜୀବିତ ରହି ପାରିବି||2||  ਮਃ ੫ ॥ମହଲା 5॥  ਢਹਦੀ ਜਾਇ ਕਰਾਰਿ ਵਹਣਿ ਵਹੰਦੇ

Odia Page 1096

ਪਉੜੀ ॥ପଉଡୀ॥  ਤੁਧੁ ਰੂਪੁ ਨ ਰੇਖਿਆ ਜਾਤਿ ਤੂ ਵਰਨਾ ਬਾਹਰਾ ॥ହେ ଈଶ୍ଵର! ନା ତୋର କୌଣସି ରୂପ-ଆକାର ଅଛି, ନା ତୋର କୌଣସି ଜାତି ଅଛି, ତୁ ଜାତି ରହିତ ଅଟୁ।                                                          ਏ ਮਾਣਸ ਜਾਣਹਿ ਦੂਰਿ ਤੂ ਵਰਤਹਿ ਜਾਹਰਾ ॥ଏହି ମାନବ ତୋତେ ଦୂର ହି  ଭାବିଥାଏ, କିନ୍ତୁ ତୁ ପ୍ରତ୍ୟକ୍ଷ ରୂପରେ ବ୍ୟାପ୍ତ ଅଟୁ।                        ਤੂ ਸਭਿ ਘਟ ਭੋਗਹਿ ਆਪਿ ਤੁਧੁ ਲੇਪੁ ਨ ਲਾਹਰਾ

Odia Page 1095

ਤੁਧੁ ਥਾਪੇ ਚਾਰੇ ਜੁਗ ਤੂ ਕਰਤਾ ਸਗਲ ਧਰਣ ॥ତୁ ହିଁ ସତ୍ୟ, ତ୍ରେତୟା, ଦ୍ଵାପର ଓ କଳିଯୁଗର ସ୍ଥାପନ କରିଛୁ, ତୁ ହିଁ ସଂପୂର୍ଣ୍ଣ ଧରିତ୍ରିର ରଚୟିତା ଅଟୁ।                                      ਤੁਧੁ ਆਵਣ ਜਾਣਾ ਕੀਆ ਤੁਧੁ ਲੇਪੁ ਨ ਲਗੈ ਤ੍ਰਿਣ ॥ଜୀବର ଜନ୍ମ-ମରଣ ତୁ ହିଁ ବନାଇଛୁ, କିନ୍ତୁ ତୋ’ ଉପରେ ଏହା ତିଳେମାତ୍ର ପ୍ରଭାବ ବିସ୍ତାର କରିପାରେ ନାହିଁ।                                  ਜਿਸੁ ਹੋਵਹਿ ਆਪਿ ਦਇਆਲੁ ਤਿਸੁ ਲਾਵਹਿ ਸਤਿਗੁਰ

Odia Page 1094

ਆਇਆ ਓਹੁ ਪਰਵਾਣੁ ਹੈ ਜਿ ਕੁਲ ਕਾ ਕਰੇ ਉਧਾਰੁ ॥ତାହାର ହିଁ ଜନ୍ମ ସଫଳ ଅଟେ, ଯିଏ ନିଜ କୁଳର ଉଦ୍ଧାର କରିଥାଏ।  ਅਗੈ ਜਾਤਿ ਨ ਪੁਛੀਐ ਕਰਣੀ ਸਬਦੁ ਹੈ ਸਾਰੁ ॥ପରଲୋକରେ କାହାର ଜାତି ପଚରା ଯାଏ ନାହିଁ, ଏଣୁ ଶୁଭ କର୍ମ ଓ ଶବ୍ଦର ଚିନ୍ତନ ହିଁ ଶ୍ରେଷ୍ଠ ବିବେଚିତ ହୋଇଥାଏ।  ਹੋਰੁ ਕੂੜੁ ਪੜਣਾ ਕੂੜੁ ਕਮਾਵਣਾ ਬਿਖਿਆ ਨਾਲਿ ਪਿਆਰੁ ॥ଅନ୍ୟ କିଛି ପଢିବା, ଆଚରଣ

Odia Page 1093

ਬੂਝਹੁ ਗਿਆਨੀ ਬੂਝਣਾ ਏਹ ਅਕਥ ਕਥਾ ਮਨ ਮਾਹਿ ॥ହେ ଜ୍ଞାନବାନ ପୁରୁଷ! ଯଦି ବୁଝିବାକୁ ଅଛି, ଏହି ଅକଥନୀୟ କଥାକୁ ମନରେ ହିଁ ବୁଝିନିଅ। ਬਿਨੁ ਗੁਰ ਤਤੁ ਨ ਪਾਈਐ ਅਲਖੁ ਵਸੈ ਸਭ ਮਾਹਿ ॥ଗୁରୁଙ୍କ ବିନା ପରମ ତତ୍ତ୍ଵ ପ୍ରାପ୍ତ କରାଯାଇ ପାରିବ ନାହିଁ, ସେ ଅଦୃଷ୍ଟ ରୂପରେ ସବୁଙ୍କ ଠାରେ ବାସ କରିଥାନ୍ତି।  ਸਤਿਗੁਰੁ ਮਿਲੈ ਤ ਜਾਣੀਐ ਜਾਂ ਸਬਦੁ ਵਸੈ ਮਨ ਮਾਹਿ ॥ଯଦି ସଦଗୁରୁ

Odia Page 1092

ਬਿਨੁ ਕਰਮਾ ਕਿਛੂ ਨ ਪਾਈਐ ਜੇ ਬਹੁਤੁ ਲੋਚਾਹੀ ॥ଯଦି ବହୁତ କାମନା ମଧ୍ୟ କରାଯାଏ, ତାହାହେଲେ ମଧ୍ୟ ଭାଗ୍ୟ ବିନା କିଛି ମଧ୍ୟ ପ୍ରାପ୍ତ କରାଯାଇ ପାରେ ନାହିଁ। ਆਵੈ ਜਾਇ ਜੰਮੈ ਮਰੈ ਗੁਰ ਸਬਦਿ ਛੁਟਾਹੀ ॥ମନୁଷ୍ୟ ଜନ୍ମ-ମରଣ ଚକ୍ରରେ ରହିଥାଏ, କିନ୍ତୁ ତାହାର ମୁକ୍ତି ଶବ୍ଦ-ଗୁରୁଙ୍କ ଦ୍ଵାରା ହିଁ ହୋଇଥାଏ। ਆਪਿ ਕਰੈ ਕਿਸੁ ਆਖੀਐ ਦੂਜਾ ਕੋ ਨਾਹੀ ॥੧੬॥ପରମାତ୍ମା ସ୍ଵୟଂ ହିଁ କରିବା ବାଲା ଅଟନ୍ତି, ଆଉ

Odia Page 1091

ਭੋਲਤਣਿ ਭੈ ਮਨਿ ਵਸੈ ਹੇਕੈ ਪਾਧਰ ਹੀਡੁ ॥ଯଦି ଭୋଳାପଣ ଏବଂ ପ୍ରଭୁ-ଭୟ ମନରେ ବାସ କରିଥାଏ, ତାହାହେଲେ ହୃଦୟରୁ ହିଁ ପ୍ରଭୁ-ମିଳନର ଏକ ରାସ୍ତା ଥାଏ। ਅਤਿ ਡਾਹਪਣਿ ਦੁਖੁ ਘਣੋ ਤੀਨੇ ਥਾਵ ਭਰੀਡੁ ॥੧॥ଅଧିକ ଇର୍ଷା-ଦ୍ଵେଷ କରିବା ଦ୍ଵାରା ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ ଏବଂ ଏହା ଦ୍ଵାରା ମନ, ତନ ଏବଂ ବାଣୀ ଭ୍ରଷ୍ଟ ହୋଇଯାଏ||1|| ਮਃ ੧ ॥ମହଲା 1॥  ਮਾਂਦਲੁ ਬੇਦਿ ਸਿ ਬਾਜਣੋ ਘਣੋ

Odia Page 1090

ਪਉੜੀ ॥ପଉଡୀ॥  ਦੋਵੈ ਤਰਫਾ ਉਪਾਈਓਨੁ ਵਿਚਿ ਸਕਤਿ ਸਿਵ ਵਾਸਾ ॥ଲୋକ-ପରଲୋକ ଦୁଇଟି ମାର୍ଗ ଉତ୍ପନ୍ନ କରି ଜୀବ ରୂପୀ ଶିବଙ୍କୁ ଶକ୍ତି ରୂପୀ ମାୟାରେ ନିବାସ କରାଇ ଦେଇଛନ୍ତି। ਸਕਤੀ ਕਿਨੈ ਨ ਪਾਇਓ ਫਿਰਿ ਜਨਮਿ ਬਿਨਾਸਾ ॥ମାୟା ରୂପୀ ଶକ୍ତି ଦ୍ଵାରା କେହି ମଧ୍ୟ ସତ୍ୟ ପ୍ରାପ୍ତ କରି ନାହାନ୍ତି ଏବଂ ପୁନଃ ଜନ୍ମ-ମୃତ୍ୟୁ ଚକ୍ରରେ ଫସି ଥାଆନ୍ତି। ਗੁਰਿ ਸੇਵਿਐ ਸਾਤਿ ਪਾਈਐ ਜਪਿ ਸਾਸ ਗਿਰਾਸਾ ॥ପ୍ରତି ଶ୍ଵାସ-ଗ୍ରାସରେ

Odia Page 1089

ਆਪੇ ਸ੍ਰਿਸਟਿ ਸਭ ਸਾਜੀਅਨੁ ਆਪੇ ਵਰਤੀਜੈ ॥ସେ ସ୍ଵୟଂ ହିଁ ସଂପୂର୍ଣ୍ଣ ସୃଷ୍ଟିର ନିର୍ମାଣ କରିଛନ୍ତି ଏବଂ ସ୍ଵୟଂ ହିଁ ସେଥିରେ ସକ୍ରିୟ ରହିଥାନ୍ତି। ਗੁਰਮੁਖਿ ਸਦਾ ਸਲਾਹੀਐ ਸਚੁ ਕੀਮਤਿ ਕੀਜੈ ॥ଗୁରୁଙ୍କ ସାନ୍ନିଧ୍ୟରେ ସଦା ତାହାଙ୍କ ସ୍ତୁତିଗାନ କରସେହି ପରମ ସତ୍ୟଙ୍କ ମୂଲ୍ୟାଙ୍କନ ଏହିପରି କରାଯାଇ ପାରିବ। ਗੁਰ ਸਬਦੀ ਕਮਲੁ ਬਿਗਾਸਿਆ ਇਵ ਹਰਿ ਰਸੁ ਪੀਜੈ ॥ଶବ୍ଦ-ଗୁରୁ ଦ୍ଵାରା ହୃଦୟ-ପଦ୍ମ ପ୍ରସନ୍ନ ହୋଇଛି, ଏହିଭଳି ହରିନାମର ପାନ କରାଯାଏ।  ਆਵਣ

Odia Page 1088

ਆਪਿ ਕਰਾਏ ਕਰੇ ਆਪਿ ਆਪੇ ਹਰਿ ਰਖਾ ॥੩॥ଈଶ୍ଵର ସ୍ଵୟଂ ହିଁ ସବୁ କରିଥାନ୍ତି-କରାଇ ଥାନ୍ତି ଏବଂ ସ୍ଵୟଂ ସବୁଙ୍କ ରକ୍ଷକ ଅଟନ୍ତି||3|| ਸਲੋਕੁ ਮਃ ੩ ॥ଶ୍ଳୋକ ମହଲା 3॥  ਜਿਨਾ ਗੁਰੁ ਨਹੀ ਭੇਟਿਆ ਭੈ ਕੀ ਨਾਹੀ ਬਿੰਦ ॥ଯାହାକୁ ଗୁରୁ ମିଳନ୍ତି ନାହିଁ, ତିଳେମାତ୍ର ପ୍ରଭୁଙ୍କ ଭୟ ଧାରଣ କରନ୍ତି ନାହିଁ।  ਆਵਣੁ ਜਾਵਣੁ ਦੁਖੁ ਘਣਾ ਕਦੇ ਨ ਚੂਕੈ ਚਿੰਦ ॥ସେ ଜନ୍ମ-ମରଣର ବହୁତ ଦୁଃଖ ସହନ

error: Content is protected !!