ODIA PAGE 1291

ਸਲੋਕ ਮਃ ੧ ॥ଶ୍ଳୋକ ମହଲା 1॥  ਘਰ ਮਹਿ ਘਰੁ ਦੇਖਾਇ ਦੇਇ ਸੋ ਸਤਿਗੁਰੁ ਪੁਰਖੁ ਸੁਜਾਣੁ ॥ସେହି ମେଧାବୀ ସଦଗୁରୁ ହିଁ ଅଟନ୍ତି, ଯିଏ ହୃଦୟ ଘରେ ପରମାତ୍ମାଙ୍କ ଘର ଦେଖାଇ ଦେଇଥାନ୍ତି।   ਪੰਚ ਸਬਦ ਧੁਨਿਕਾਰ ਧੁਨਿ ਤਹ ਬਾਜੈ ਸਬਦੁ ਨੀਸਾਣੁ ॥ପାଞ୍ଚ ଶବ୍ଦର ମଧୁର ଧ୍ୱନି ଏବଂ ଶବ୍ଦ ହିଁ ଗୁଞ୍ଜନ କରିଥାଏ।                                       ਦੀਪ ਲੋਅ ਪਾਤਾਲ ਤਹ ਖੰਡ ਮੰਡਲ ਹੈਰਾਨੁ ॥ଦ୍ଵୀପ, ଲୋକ, ପାତାଳ

ODIA PAGE 1290

ਇਸਤ੍ਰੀ ਪੁਰਖੈ ਜਾਂ ਨਿਸਿ ਮੇਲਾ ਓਥੈ ਮੰਧੁ ਕਮਾਹੀ ॥ଯେତେବେଳେ ରାତିରେ ସ୍ତ୍ରୀ ପୁରୁଷର ସଂଭୋଗ ହୋଇଥାଏ, ମୈଥୁନ କ୍ରିୟା ମାଂସ ସହିତ ହିଁ କରିଥାଏ।                              ਮਾਸਹੁ ਨਿੰਮੇ ਮਾਸਹੁ ਜੰਮੇ ਹਮ ਮਾਸੈ ਕੇ ਭਾਂਡੇ ॥ଆମେ ମାଂସରୁ ବନି ଥାଉ, ମାଂସରୁ ଜନ୍ମ ନେଉ ଏବଂ ଆମ ଶରୀର ମାଂସର ହିଁ ଅଟେ।                                 ਗਿਆਨੁ ਧਿਆਨੁ ਕਛੁ ਸੂਝੈ ਨਾਹੀ ਚਤੁਰੁ ਕਹਾਵੈ ਪਾਂਡੇ ॥ହେ ପଣ୍ଡିତ! ତୁମେ ନିଜକୁ

ODIA PAGE 1289

ਸਲੋਕ ਮਃ ੧ ॥ଶ୍ଳୋକ ମହଲା 1॥  ਪਉਣੈ ਪਾਣੀ ਅਗਨੀ ਜੀਉ ਤਿਨ ਕਿਆ ਖੁਸੀਆ ਕਿਆ ਪੀੜ ॥ବାୟୁ, ପାଣି, ଅଗ୍ନି ଇତ୍ୟାଦି ପାଞ୍ଚ ତତ୍ତ୍ଵ ତଥା ପ୍ରାଣର ସଂଚାର କରି ପ୍ରାଣୀକୁ ବନାଇ ଅଛନ୍ତି, ତାହାକୁ ଅନେକ ଖୁସି ଏବଂ ଦୁଃଖ-ଯନ୍ତ୍ରଣା ମଧ୍ୟ ମିଳିଥାଏ।            ਧਰਤੀ ਪਾਤਾਲੀ ਆਕਾਸੀ ਇਕਿ ਦਰਿ ਰਹਨਿ ਵਜੀਰ ॥କେହି ଧରିତ୍ରୀ, ଆକାଶ, ପାତାଳ ଉପରେ ରହିଥାଏ, କେହି କାହାର ଦ୍ଵାରରେ ୱଜିର ରହି ଖୁସି

ODIA PAGE 1288

ਲਿਖਿਆ ਪਲੈ ਪਾਇ ਸੋ ਸਚੁ ਜਾਣੀਐ ॥ବାସ୍ତବରେ ଏହି ସଚ୍ଛାକୁ ମାନିବା ଉଚିତ ଯେ ପୂର୍ବ କର୍ମ ଅନୁସାରେ ଫଳ ଭୋଗିବାକୁ ପଡିଥାଏ।   ਹੁਕਮੀ ਹੋਇ ਨਿਬੇੜੁ ਗਇਆ ਜਾਣੀਐ ॥ତାହାଙ୍କ ହୁକୁମ ଅନ୍ତର୍ଗତ ହିଁ କର୍ମର ବିଚାର ହୋଇଥାଏ।                      ਭਉਜਲ ਤਾਰਣਹਾਰੁ ਸਬਦਿ ਪਛਾਣੀਐ ॥ଏହା ମଧ୍ୟ ଜାଣ ଯେ ଭୟାନକ ସଂସାର-ସାଗରରୁ ଶବ୍ଦ-ଗୁରୁ ହିଁ ପାର କରାଇବା ବାଲା ଅଟନ୍ତି।                                                                           ਚੋਰ ਜਾਰ ਜੂਆਰ ਪੀੜੇ ਘਾਣੀਐ ॥ଚୋର,

ODIA PAGE 1287

ਸਲੋਕ ਮਃ ੧ ॥ଶ୍ଳୋକ ମହଲା 1॥  ਰਾਤੀ ਕਾਲੁ ਘਟੈ ਦਿਨਿ ਕਾਲੁ ॥ରାତି ଓ ଦିନରେ ସମୟ ଅତିବାହିତ ହୋଇଯାଏ ଏବଂ                                                                                                            ਛਿਜੈ ਕਾਇਆ ਹੋਇ ਪਰਾਲੁ ॥ଶରୀର ସମାପ୍ତ ହୋଇଯାଏ।                                                          ਵਰਤਣਿ ਵਰਤਿਆ ਸਰਬ ਜੰਜਾਲੁ ॥ବ୍ୟକ୍ତିର ଜୀବନ ସାଂସରର ଧନ୍ଦାରେ ଲୀନ ରହିଥାଏ ଏବଂ                                               ਭੁਲਿਆ ਚੁਕਿ ਗਇਆ ਤਪ ਤਾਲੁ ॥ସେ ପରମାତ୍ମାଙ୍କ ଭକ୍ତି ଏବଂ ସ୍ମରଣ ଭୁଲି ଯାଇଥାଏ।                      ਅੰਧਾ ਝਖਿ ਝਖਿ

ODIA PAGE 1286

ਗੁਰਮੁਖਿ ਸਬਦੁ ਸਮ੍ਹ੍ਹਾਲੀਐ ਸਚੇ ਕੇ ਗੁਣ ਗਾਉ ॥ଗୁରୁଙ୍କ ଦ୍ଵାରା ଶବ୍ଦର ଅନୁସରଣ କରି ଈଶ୍ଵରଙ୍କ ଗୁଣଗାନ କର।                                                                                  ਨਾਨਕ ਨਾਮਿ ਰਤੇ ਜਨ ਨਿਰਮਲੇ ਸਹਜੇ ਸਚਿ ਸਮਾਉ ॥੨॥ହେ ନାନକ! ସେହି ଲୋକ ନିର୍ମଳ ଅଟେ, ଯିଏ ପ୍ରଭୁ-ନାମରେ ଲୀନ ରହିଥାଏ||2||                                                   ਪਉੜੀ ॥ପଉଡୀ॥  ਪੂਰਾ ਸਤਿਗੁਰੁ ਸੇਵਿ ਪੂਰਾ ਪਾਇਆ ॥ପୂର୍ଣ୍ଣ ଗୁରୁଙ୍କ ସେବା ଦ୍ଵାରା ହିଁ ପୂର୍ଣ୍ଣ ପରମେଶ୍ଵରଙ୍କୁ ପ୍ରାପ୍ତ କରାଯାଇ ଥାଏ। ਪੂਰੈ ਕਰਮਿ ਧਿਆਇ ਪੂਰਾ

ODIA PAGE 1285

ਇਕਿ ਨਗਨ ਫਿਰਹਿ ਦਿਨੁ ਰਾਤਿ ਨੀਂਦ ਨ ਸੋਵਹੀ ॥କିଛି ଲୋକ ନଗ୍ନ ଭ୍ରମଣ କରିଥାନ୍ତି, ନିଦ୍ରା ଯାଆନ୍ତି ନାହିଁ।                                                                                                              ਇਕਿ ਅਗਨਿ ਜਲਾਵਹਿ ਅੰਗੁ ਆਪੁ ਵਿਗੋਵਹੀ ॥କିଛି ଲୋକ ଅଗ୍ନି ଜଳାଇ ନିଜ ଅଙ୍ଗକୁ ବିଗାଡି ଦେଇଥାନ୍ତି।                   ਵਿਣੁ ਨਾਵੈ ਤਨੁ ਛਾਰੁ ਕਿਆ ਕਹਿ ਰੋਵਹੀ ॥ପ୍ରଭୁଙ୍କ ନାମ ବିନା ଶରୀର ଧ୍ଵଂସ ହୋଇଥାନ୍ତି, କାହାର ମୃତ୍ୟୁ ସମୟରେ ରୋଦନ କରିବାରେ କଣ ଲାଭ ଅଟେ।      ਸੋਹਨਿ ਖਸਮ ਦੁਆਰਿ

ODIA PAGE 1284

ਮਃ ੩ ॥ମହଲା 3॥  ਬਾਬੀਹਾ ਬੇਨਤੀ ਕਰੇ ਕਰਿ ਕਿਰਪਾ ਦੇਹੁ ਜੀਅ ਦਾਨ ॥ଜିଜ୍ଞାସୁ ପ୍ରାର୍ଥନା କରିଥାଏ ଯେ କୃପା କରି ତାହାକୁ ଜୀବନ ଦାନ ଦିଅ।                                                           ਜਲ ਬਿਨੁ ਪਿਆਸ ਨ ਊਤਰੈ ਛੁਟਕਿ ਜਾਂਹਿ ਮੇਰੇ ਪ੍ਰਾਨ ॥ପ୍ରଭୁ-ନାମ ରୂପୀ ଜଳ ବିନା ତୃଷ୍ଣା ଦୂର ହୁଏନାହିଁ, ପ୍ରାଣ ହିଁ ଚାଲି ଯାଇଥାଏ।                                                                   ਤੂ ਸੁਖਦਾਤਾ ਬੇਅੰਤੁ ਹੈ ਗੁਣਦਾਤਾ ਨੇਧਾਨੁ ॥ହେ ପରମେଶ୍ଵର! ତୁ ସର୍ବ ସୁଖ ଦେବା

ODIA PAGE 1283

ਗੁਰਮੁਖਿ ਆਪੁ ਵੀਚਾਰੀਐ ਲਗੈ ਸਚਿ ਪਿਆਰੁ ॥ସେ ହି ସଚ୍ଚା ପ୍ରଭୁଙ୍କ ସହିତ ପ୍ରେମ କରିଥାଏ, ଯିଏ ଗୁରୁଙ୍କ ଦ୍ଵାରା ଆତ୍ମ-ଚିନ୍ତନ କରିଥାଏ। ਨਾਨਕ ਕਿਸ ਨੋ ਆਖੀਐ ਆਪੇ ਦੇਵਣਹਾਰੁ ॥੧੦॥ହେ ନାନକ! ଯେତେବେଳେ ପରମାତ୍ମା ହିଁ ସବୁ ଦେବା ବାଲା ଅଟନ୍ତି, ଆଉ କାହାକୁ ଦାତା କୁହାଯାଇ ପାରିବ||10||   ਸਲੋਕ ਮਃ ੩ ॥ଶ୍ଳୋକ ମହଲା 3॥  ਬਾਬੀਹਾ ਏਹੁ ਜਗਤੁ ਹੈ ਮਤ ਕੋ ਭਰਮਿ ਭੁਲਾਇ ॥ହେ ଚାତକ! ଏହା

ODIA PAGE 1282

ਪਉੜੀ ॥ପଉଡୀ॥  ਅਤੁਲੁ ਕਿਉ ਤੋਲੀਐ ਵਿਣੁ ਤੋਲੇ ਪਾਇਆ ਨ ਜਾਇ ॥ଈଶ୍ଵର ଅତୁଳନୀୟ ଅଟନ୍ତି, ତାହାଙ୍କୁ କିପରି ତଉଲା ଯାଇ ପାରିବ, ତାହାଙ୍କ ଗୁଣକୁ ବିନା ମୂଲ୍ୟାଙ୍କନରେ ପ୍ରାପ୍ତ କରାଯାଇ ପାରିବ ନାହିଁ।   ਗੁਰ ਕੈ ਸਬਦਿ ਵੀਚਾਰੀਐ ਗੁਣ ਮਹਿ ਰਹੈ ਸਮਾਇ ॥ଗୁରୁଙ୍କ ଉପଦେଶ ଦ୍ଵାରା ଚିନ୍ତନ କରି ତାହାଙ୍କ ଗୁଣରେ ଲୀନ ରହିବା ଉଚିତ। ਅਪਣਾ ਆਪੁ ਆਪਿ ਤੋਲਸੀ ਆਪੇ ਮਿਲੈ ਮਿਲਾਇ ॥ସେ ସ୍ଵୟଂ ହିଁ

error: Content is protected !!