ODIA PAGE 213

ਪਹਿਰੈ ਬਾਗਾ ਕਰਿ ਇਸਨਾਨਾ ਚੋਆ ਚੰਦਨ ਲਾਏ ॥ହେ ମାନବ! ତୁମେ ଗାଧୋଇ ଧଳା ବସ୍ତ୍ର ପିନ୍ଧୁଛ ଆଉ ନିଜକୁ ନିଜେ ଚନ୍ଦନର ଅତରରେ ସୁଗନ୍ଧିତ କରୁଅଛ। ਨਿਰਭਉ ਨਿਰੰਕਾਰ ਨਹੀ ਚੀਨਿਆ ਜਿਉ ਹਸਤੀ ਨਾਵਾਏ ॥੩॥ତୁମେ ନିର୍ଭୀକ, ନିରଙ୍କାର ଈଶ୍ବରଙ୍କ ଚିନ୍ତନ କରୁ ନାହଁ, ତୋହର ସ୍ନାନ ହାତୀ ଗାଧୋଇବା ଭଳି ଅଟେ ॥3॥ ਜਉ ਹੋਇ ਕ੍ਰਿਪਾਲ ਤ ਸਤਿਗੁਰੁ ਮੇਲੈ ਸਭਿ ਸੁਖ ਹਰਿ ਕੇ ਨਾਏ ॥ଯେବେ ଇଶ୍ଵର

Odia Page 909

ਏਹੁ ਜੋਗੁ ਨ ਹੋਵੈ ਜੋਗੀ ਜਿ ਕੁਟੰਬੁ ਛੋਡਿ ਪਰਭਵਣੁ ਕਰਹਿ ॥ହେ ଯୋଗୀ! ଏହା ଯୋଗ ନାହିଁ, ନିଜ ପରିବାରକୁ ଛାଡି ଦେଶ-ଦେଶାନ୍ତର ବୁଲୁଥିବା।  ਗ੍ਰਿਹ ਸਰੀਰ ਮਹਿ ਹਰਿ ਹਰਿ ਨਾਮੁ ਗੁਰ ਪਰਸਾਦੀ ਅਪਣਾ ਹਰਿ ਪ੍ਰਭੁ ਲਹਹਿ ॥੮॥ଶରୀର ରୂପୀ ଘରେ ହିଁ ପରମାତ୍ମାଙ୍କ ନାମ ବାସ କରୁଅଛି ଏବଂ ଗୁରୁଙ୍କ କୃପାରୁ ପ୍ରଭୁ ତୋତେ ମିଳି ପାରିବେ||8||    ਇਹੁ ਜਗਤੁ ਮਿਟੀ ਕਾ ਪੁਤਲਾ ਜੋਗੀ ਇਸੁ ਮਹਿ

ODIA PAGE 212

ਗਉੜੀ ਮਹਲਾ ੫ ॥ଗଉଡି ମହଲା 5 ॥ ਜਾ ਕਉ ਬਿਸਰੈ ਰਾਮ ਨਾਮ ਤਾਹੂ ਕਉ ਪੀਰ ॥ଯେଉଁ ବ୍ୟକ୍ତି ରାମ ନାମକୁ ଭୁଲିଯାଏ, ଏପରି ବ୍ୟକ୍ତିକୁ ହିଁ ଦୁଃଖ-କ୍ଲେଶର ପୀଡା ଥାଏ। ਸਾਧਸੰਗਤਿ ਮਿਲਿ ਹਰਿ ਰਵਹਿ ਸੇ ਗੁਣੀ ਗਹੀਰ ॥੧॥ ਰਹਾਉ ॥ଯେଉଁ ବ୍ୟକ୍ତି ସନ୍ଥଙ୍କ ସଙ୍ଗତିରେ ମିଶି ପ୍ରଭୁଙ୍କ ଚିନ୍ତନ କରିଥାଏ, ସେ ହିଁ ଗୁଣବାନ ଓ ଉଦାରଚିତ୍ତ ଅଟେ ॥1॥ରୁହ॥ ਜਾ ਕਉ ਗੁਰਮੁਖਿ ਰਿਦੈ ਬੁਧਿ

Odia Page 910

ਕਾਇਆ ਨਗਰੀ ਸਬਦੇ ਖੋਜੇ ਨਾਮੁ ਨਵੰ ਨਿਧਿ ਪਾਈ ॥੨੨॥ଯିଏ କାୟା ରୂପୀ ନଗରୀରେ ଶବ୍ଦର ସନ୍ଧାନ କରିଥାଏ, ତାହାକୁ ନାମ ରୂପୀ ଖଜଣା ପ୍ରାପ୍ତ ହୋଇଯାଏ||22||           ਮਨਸਾ ਮਾਰਿ ਮਨੁ ਸਹਜਿ ਸਮਾਣਾ ਬਿਨੁ ਰਸਨਾ ਉਸਤਤਿ ਕਰਾਈ ॥੨੩॥ଯେତେବେଳେ ମନ ଅଭିଳାଷ ତ୍ୟାଗ କରି ସ୍ଵାଭାବିକ ଅବସ୍ଥାରେ ଲୀନ ରହିଥାଏ , ବିନା ଜିହ୍ଵାରେ ହିଁ ପରମାତ୍ମାଙ୍କ ସ୍ତୁତି କରିବାକୁ ଲାଗିଥାଏ||23||        ਲੋਇਣ ਦੇਖਿ ਰਹੇ ਬਿਸਮਾਦੀ ਚਿਤੁ ਅਦਿਸਟਿ ਲਗਾਈ ॥੨੪॥ନେତ୍ର

Odia Page 911

ਪਾਰਸ ਪਰਸੇ ਫਿਰਿ ਪਾਰਸੁ ਹੋਏ ਹਰਿ ਜੀਉ ਅਪਣੀ ਕਿਰਪਾ ਧਾਰੀ ॥੨॥ପରମେଶ୍ଵର ନିଜ କୃପା କରିଛନ୍ତି, ଗୁରୁ ରୂପୀ ପାରସକୁ ଛୁଇଁ ଗୁଣବାନ ପାରସ ବନି ଯାଇଛି||2||            ਇਕਿ ਭੇਖ ਕਰਹਿ ਫਿਰਹਿ ਅਭਿਮਾਨੀ ਤਿਨ ਜੂਐ ਬਾਜੀ ਹਾਰੀ ॥੩॥କିଛି ଲୋକ ବେଶ ଧାରଣ କରିଥାନ୍ତି ଆଉ ଜୀବନ ଜୁଆରେ ହାରି ଯାଇଥାନ୍ତି||3||             ਇਕਿ ਅਨਦਿਨੁ ਭਗਤਿ ਕਰਹਿ ਦਿਨੁ ਰਾਤੀ ਰਾਮ ਨਾਮੁ ਉਰਿ ਧਾਰੀ ॥੪॥କେହି ରାମ-ନାମ ହୃଦୟରେ ସ୍ଥାପନ

Odia Page 912

ਏਕੁ ਨਾਮੁ ਵਸਿਆ ਘਟ ਅੰਤਰਿ ਪੂਰੇ ਕੀ ਵਡਿਆਈ ॥੧॥ ਰਹਾਉ ॥ପ୍ରଭୁଙ୍କ ନାମ ହୃଦୟରେ ବାସ କରି ନେଇଛି, ଏହା ପୂର୍ଣ୍ଣ ଗୁରୁଙ୍କ ବଡପଣ ଅଟେ॥1॥ରୁହ॥          ਆਪੇ ਕਰਤਾ ਆਪੇ ਭੁਗਤਾ ਦੇਦਾ ਰਿਜਕੁ ਸਬਾਈ ॥੨॥ପରମେଶ୍ଵର ସ୍ଵୟଂ ହିଁ କର୍ତ୍ତା, ସ୍ଵୟଂ ହିଁ ଭୋଗିବା ବାଲା ଆଉ ସେ ସ୍ଵୟଂ ହିଁ ସବୁ ଜୀବଙ୍କୁ ଭୋଜନ ଦେଇଥାନ୍ତି||2||    ਜੋ ਕਿਛੁ ਕਰਣਾ ਸੋ ਕਰਿ ਰਹਿਆ ਅਵਰੁ ਨ ਕਰਣਾ ਜਾਈ

Odia Page 913

ਕਿਨਹੀ ਕਹਿਆ ਬਾਹ ਬਹੁ ਭਾਈ ॥କେହି କହିଥାଏ ଯେ ନିଜ ଭାଇ ଯୋଗୁଁ ମୁଁ ବଡ ବାହୁବଳୀ ହୋଇଛି,       ਕੋਈ ਕਹੈ ਮੈ ਧਨਹਿ ਪਸਾਰਾ ॥କେହି କହିଥାଏ ଯେ ଧନ-ଦୌଲତ କାରଣରୁ ଧନବାନ ହୋଇଛି,         ਮੋਹਿ ਦੀਨ ਹਰਿ ਹਰਿ ਆਧਾਰਾ ॥੪॥ପରନ୍ତୁ ହରି ହିଁ ମୋ’ ଭଳି ଦୀନର ଆଧାର ଅଟନ୍ତି||4||          ਕਿਨਹੀ ਘੂਘਰ ਨਿਰਤਿ ਕਰਾਈ ॥କେହି ପାଦରେ ଘୁଙ୍ଗୁର ବାନ୍ଧି ନାଚିଥାଏ,          ਕਿਨਹੂ ਵਰਤ ਨੇਮ

ODIA PAGE 211

ਪ੍ਰਭ ਕੇ ਚਾਕਰ ਸੇ ਭਲੇ ॥ହେ ନାନକ! ଯିଏ ଈଶ୍ବରଙ୍କ ସେବକ ଅଟେ, ସ ଭଲ ଅଟେ, ਨਾਨਕ ਤਿਨ ਮੁਖ ਊਜਲੇ ॥੪॥੩॥੧੪੧॥ପ୍ରଭୁଙ୍କ ଦରବାରରେ ତାହାର ଚେହେରା ଉଜ୍ଜଳ ଯୋଇଯାଏ ॥4॥3॥141॥ ਗਉੜੀ ਮਹਲਾ ੫ ॥ଗଉଡି ମହଲା 5 ॥ ਜੀਅਰੇ ਓਲ੍ਹ੍ਹਾ ਨਾਮ ਕਾ ॥ହେ ମୋର ପ୍ରାଣୀ! ଈଶ୍ବରଙ୍କ ନାମ ହିନ ତୋର ଏକମାତ୍ର ସାହାରା ଅଟେ ਅਵਰੁ ਜਿ ਕਰਨ ਕਰਾਵਨੋ ਤਿਨ ਮਹਿ ਭਉ ਹੈ ਜਾਮ

Odia Page 914

ਕਾਹੂ ਬਿਹਾਵੈ ਮਾਇ ਬਾਪ ਪੂਤ ॥କେହି ମାତା-ପିତା ଓ ପୁତ୍ର ସାଥିରେ ଜୀବନ ବିତାଇ ଥାଏ,          ਕਾਹੂ ਬਿਹਾਵੈ ਰਾਜ ਮਿਲਖ ਵਾਪਾਰਾ ॥କେହି ରାଜ୍ୟ,ଧାନ-ସମ୍ପତ୍ତି ଏବଂ ବ୍ୟାପାରରେ ଜୀବନ ବିତାଇ ଥାଏ,   ਸੰਤ ਬਿਹਾਵੈ ਹਰਿ ਨਾਮ ਅਧਾਰਾ ॥੧॥କିନ୍ତୁ ସନ୍ଥଙ୍କ ଜୀବନ ହରିନାମ ଆଧାରରେ ହିଁ ଅତିବାହିତ ହୋଇଥାଏ||1||       ਰਚਨਾ ਸਾਚੁ ਬਨੀ ॥ଏହି ଜଗତର ରଚନା ପରମ-ସତ୍ୟ ବନାଇଛନ୍ତି,         ਸਭ ਕਾ ਏਕੁ ਧਨੀ ॥੧॥ ਰਹਾਉ

Odia Page 915

ਤੁਮਰੀ ਕ੍ਰਿਪਾ ਤੇ ਲਾਗੀ ਪ੍ਰੀਤਿ ॥ତୋର କୃପାରୁ ହିଁ ତୋ’ ସହିତ ମୋର ପ୍ରୀତି ଲାଗି ରହିଛି।    ਦਇਆਲ ਭਏ ਤਾ ਆਏ ਚੀਤਿ ॥ଯେତେବେଳେ ତୁ ଦୟାଳୁ ହୋଇଛୁ, ମୋର ସ୍ମରଣରେ ଆସିଛୁ।   ਦਇਆ ਧਾਰੀ ਤਿਨਿ ਧਾਰਣਹਾਰ ॥ଦୟାଳୁ ପ୍ରଭୁ ଯେବେ କୃପା କରିଛନ୍ତି,         ਬੰਧਨ ਤੇ ਹੋਈ ਛੁਟਕਾਰ ॥੭॥ମୋର ବନ୍ଧନରୁ ମୁକ୍ତି ହୋଇ ଯାଇଛି||7||   ਸਭਿ ਥਾਨ ਦੇਖੇ ਨੈਣ ਅਲੋਇ ॥ମୁଁ ଆଖି ଖୋଲି

error: Content is protected !!