Odia Page 906

ਤੀਰਥਿ ਭਰਮਸਿ ਬਿਆਧਿ ਨ ਜਾਵੈ ॥ତୀର୍ଥଯାତ୍ରା କରିବା ଦ୍ଵାରା ମଧ୍ୟ ରୋଗ ଦୂର ହୁଏନାହିଁ।          ਨਾਮ ਬਿਨਾ ਕੈਸੇ ਸੁਖੁ ਪਾਵੈ ॥੪॥ପ୍ରଭୁନାମ ବିନା କିପରି ସୁଖ ପ୍ରାପ୍ତ ହୋଇପାରିବ?||4||  ਜਤਨ ਕਰੈ ਬਿੰਦੁ ਕਿਵੈ ਨ ਰਹਾਈ ॥ମନୁଷ୍ୟ କେତେ ବି ପ୍ରାୟାସ କରୁ, କିନ୍ତୁ ସେ ନିଜ ବୀର୍ଯ୍ୟକୁ ନିୟନ୍ତ୍ରଣ କରିପାରେ ନାହିଁ।       ਮਨੂਆ ਡੋਲੈ ਨਰਕੇ ਪਾਈ ॥ତାହାର ମନ ଆନ୍ଦୋଳିତ ରହିଥାଏ ଏବଂ ସେ ନର୍କରେ ହିଁ

Odia Page 907

ਜਾ ਆਏ ਤਾ ਤਿਨਹਿ ਪਠਾਏ ਚਾਲੇ ਤਿਨੈ ਬੁਲਾਇ ਲਇਆ ॥ଜୀବକୁ ପରମେଶ୍ଵର ହିଁ ଜଗତକୁ ପଠାଇ ଅଛନ୍ତି ଆଉ ତାହାଙ୍କ ଆହ୍ଵାନ କ୍ରମେ ହିଁ ସେ ଜଗତରୁ ଚାଲି ଯାଉଛି।         ਜੋ ਕਿਛੁ ਕਰਣਾ ਸੋ ਕਰਿ ਰਹਿਆ ਬਖਸਣਹਾਰੈ ਬਖਸਿ ਲਇਆ ॥੧੦॥ସେ ଯାହା କରିବା କଥା, ତାହା ହିଁ କରୁଛନ୍ତି। ସେହି କ୍ଷମାବାନ ସ୍ଵୟଂ ହିଁ କ୍ଷମା କରି ଦେଇଛନ୍ତି||10||    ਜਿਨਿ ਏਹੁ ਚਾਖਿਆ ਰਾਮ ਰਸਾਇਣੁ ਤਿਨ ਕੀ

Odia Page 908

ਬ੍ਰਹਮਾ ਬਿਸਨੁ ਮਹੇਸ ਇਕ ਮੂਰਤਿ ਆਪੇ ਕਰਤਾ ਕਾਰੀ ॥੧੨॥ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ଵର ଏକ ପରମେଶ୍ଵରଙ୍କ ହିଁ ରୂପ ଅଟନ୍ତି ଆଉ ସେ ସ୍ଵୟଂ ହିଁ ସବୁକିଛି କରିବା ବାଲା ଅଟନ୍ତି||12||  ਕਾਇਆ ਸੋਧਿ ਤਰੈ ਭਵ ਸਾਗਰੁ ਆਤਮ ਤਤੁ ਵੀਚਾਰੀ ॥੧੩॥ଯିଏ ଆତ୍ମ-ତତ୍ତ୍ଵର ଚିନ୍ତନ କରିଥାଏ, ସେ ନିଜ ଶରୀରକୁ ଶୁଦ୍ଧ କରି ଭବସାଗରରୁ ପାର କରାଇ ନିଏ||13||   ਗੁਰ ਸੇਵਾ ਤੇ ਸਦਾ ਸੁਖੁ ਪਾਇਆ ਅੰਤਰਿ ਸਬਦੁ ਰਵਿਆ

ODIA PAGE 220

ਬੇਦ ਪੁਰਾਨ ਸਾਧ ਮਗ ਸੁਨਿ ਕਰਿ ਨਿਮਖ ਨ ਹਰਿ ਗੁਨ ਗਾਵੈ ॥੧॥ ਰਹਾਉ ॥ମନୁଷ୍ୟ ବେଦ-ପୂରଣ ଏବଂ ସନ୍ଥଜନଙ୍କ ଉପଦେଶ ଶୁଣିଥାଏ, ପରନ୍ତୁ, ପୁଣି ସେ ଏକ କ୍ଷଣ ପାଇଁ ମଧ୍ୟ ପ୍ରଭୁଙ୍କ ଗୁଣାନୁବାଦ କରିନଥାଏ ॥1॥ରୁହ॥ ਦੁਰਲਭ ਦੇਹ ਪਾਇ ਮਾਨਸ ਕੀ ਬਿਰਥਾ ਜਨਮੁ ਸਿਰਾਵੈ ॥ଦୁର୍ଲଭ ମାନବ ଜୀବନ ପ୍ରାପ୍ତ କରି ଜୀବନକୁ ବ୍ୟର୍ଥରେ ହରାଇ ଦିଏ । ਮਾਇਆ ਮੋਹ ਮਹਾ ਸੰਕਟ ਬਨ ਤਾ ਸਿਉ

ODIA PAGE 219

ੴ ਸਤਿਗੁਰ ਪ੍ਰਸਾਦਿ ॥ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇହୁଏ। ਰਾਗੁ ਗਉੜੀ ਮਹਲਾ ੯ ॥ରାଗ ଗଉଡି ମହଲା 9 ॥ ਸਾਧੋ ਮਨ ਕਾ ਮਾਨੁ ਤਿਆਗਉ ॥ହେ ସନ୍ଥଜନ! ନିଜ ମନର ଅଭିମାନ ତ୍ୟାଗ କର। ਕਾਮੁ ਕ੍ਰੋਧੁ ਸੰਗਤਿ ਦੁਰਜਨ ਕੀ ਤਾ ਤੇ ਅਹਿਨਿਸਿ ਭਾਗਉ ॥੧॥ ਰਹਾਉ ॥କାମ ,କ୍ରୋଧ ଏବଂ ଦୁର୍ଜନ ଲୋକଙ୍କ ସଙ୍ଗତିରୁ ସବୁବେଳେ ଦୂରରେ ରୁହ ॥1॥ରୁହ॥ ਸੁਖੁ ਦੁਖੁ ਦੋਨੋ

ODIA PAGE 218

ਕੋਈ ਜਿ ਮੂਰਖੁ ਲੋਭੀਆ ਮੂਲਿ ਨ ਸੁਣੀ ਕਹਿਆ ॥੨॥ପରନ୍ତୁ, ମୂର୍ଖ ଏବଂ ଲୋଭୀ ମନୁଷ୍ୟ ଏହି କଥାକୁ ଆଦୌ ଶୁଣେ ନାହିଁ ॥2॥ ਇਕਸੁ ਦੁਹੁ ਚਹੁ ਕਿਆ ਗਣੀ ਸਭ ਇਕਤੁ ਸਾਦਿ ਮੁਠੀ ॥ହେ ଭାଇ! ଅଳ୍ପ କେତେଜଣଙ୍କ କଥା କଣ କହିବି? ସାରା ଦୁନିଆ ହିଁ ସାଂସାରିକ ସ୍ଵାଦରେ ଠକି ହୋଇଯାଇଛି। ਇਕੁ ਅਧੁ ਨਾਇ ਰਸੀਅੜਾ ਕਾ ਵਿਰਲੀ ਜਾਇ ਵੁਠੀ ॥੩॥କେହି ବିରଳ ବ୍ୟକ୍ତି ହିଁ ପ୍ରଭୁଙ୍କ

ODIA PAGE 217

ਭ੍ਰਮੁ ਭਉ ਕਾਟਿ ਕੀਏ ਨਿਰਵੈਰੇ ਜੀਉ ॥ଗୁରୁ ମୋର ଦ୍ଵିଧା ଏବଂ ଭୟ ନିବୃତ୍ତ କରି ମୋତେ ଶତ୍ରୁହୀନ କରିଦେଇଛନ୍ତି। ਗੁਰ ਮਨ ਕੀ ਆਸ ਪੂਰਾਈ ਜੀਉ ॥੪॥ଗୁରୁ ମୋର ମନର ଆଶା ପୂର୍ଣ୍ଣ କରିଦେଇଛନ୍ତି ॥4॥ ਜਿਨਿ ਨਾਉ ਪਾਇਆ ਸੋ ਧਨਵੰਤਾ ਜੀਉ ॥ଯିଏ ନାମ-ଧନ ପ୍ରାପ୍ତ କରିଛି, ସେ ଧନବାନ ବନିଯାଇଛି। ਜਿਨਿ ਪ੍ਰਭੁ ਧਿਆਇਆ ਸੁ ਸੋਭਾਵੰਤਾ ਜੀਉ ॥ଯିଏ ନିଜ ପ୍ରଭୁଙ୍କୁ ଧ୍ୟାନ କରିଛି, ସେ ସୌଭାଗ୍ୟବାନ

ODIA PAGE 216

ਭਰਮ ਮੋਹ ਕਛੁ ਸੂਝਸਿ ਨਾਹੀ ਇਹ ਪੈਖਰ ਪਏ ਪੈਰਾ ॥੨॥ଭ୍ରମ ଏବଂ ମୋହ ବଶତଃ ତାହାକୁ କିଛି ମଧ୍ୟ ଦେଖାଯାଏ ନାହିଁ, ମୋହ-ମାୟାର ଜଞ୍ଜିର ତାହାର ପାଦରେ ଲାଗିଅଛି ॥2॥ ਤਬ ਇਹੁ ਕਹਾ ਕਮਾਵਨ ਪਰਿਆ ਜਬ ਇਹੁ ਕਛੂ ਨ ਹੋਤਾ ॥ତେବେ ଏହି ମନୁଷ୍ୟ କେଉଁ କର୍ମ କରିଥାଏ, ଯେତେବେଳେ ତାହାର ଅସ୍ତିତ୍ଵ ହିଁ ନଥାଏ? ਜਬ ਏਕ ਨਿਰੰਜਨ ਨਿਰੰਕਾਰ ਪ੍ਰਭ ਸਭੁ ਕਿਛੁ ਆਪਹਿ ਕਰਤਾ ॥੩॥ଯେତେବେଳେ

ODIA PAGE 215

ਮਾਨੁ ਅਭਿਮਾਨੁ ਦੋਊ ਸਮਾਨੇ ਮਸਤਕੁ ਡਾਰਿ ਗੁਰ ਪਾਗਿਓ ॥ମୋ’ ପାଇଁ ମାନ-ଅଭିମାନ ଦୁଇଟି ଏକା ଭଳି ଅଟେ, ନିଜ ମସ୍ତକକୁ ମୁଁ ଗୁରୁଙ୍କ ଚରଣରେ ଅର୍ପିତ କରିଦେଇଛି। ਸੰਪਤ ਹਰਖੁ ਨ ਆਪਤ ਦੂਖਾ ਰੰਗੁ ਠਾਕੁਰੈ ਲਾਗਿਓ ॥੧॥ମୋତେ ଧନ-ଦୌଲତ, ହର୍ଷ ଏବଂ ବିପଦ ଦୁଃଖୀ କରେ ନାହିଁ କାରଣ ମୋର ପ୍ରେମ ଠାକୁରଙ୍କ ସହିତ ହୋଇଯାଇଛି ॥1॥ ਬਾਸ ਬਾਸਰੀ ਏਕੈ ਸੁਆਮੀ ਉਦਿਆਨ ਦ੍ਰਿਸਟਾਗਿਓ ॥ଏକ ଇଶ୍ଵର ହୃଦୟ ଗୃହରେ

ODIA PAGE 214

ਹੈ ਨਾਨਕ ਨੇਰ ਨੇਰੀ ॥੩॥੩॥੧੫੬॥ହେ ନାନକ! ଇଶ୍ଵର (ପ୍ରତ୍ୟେକ ଜୀବ-ଜନ୍ତୁଙ୍କ) ଅତି ନିକଟରେ ବାସ କରିଥାନ୍ତି ॥3॥3॥156॥ ਗਉੜੀ ਮਹਲਾ ੫ ॥ଗଉଡି ମହଲା 5 ॥ ਮਾਤੋ ਹਰਿ ਰੰਗਿ ਮਾਤੋ ॥੧॥ ਰਹਾਉ ॥(ହେ ଯୋଗୀ!) ମୁଁ ମଧ୍ୟ ନିଶାସକ୍ତ ଅଟେ, କିନ୍ତୁ, ଈଶ୍ବରଙ୍କ ପ୍ରେମ-ଭକ୍ତିର ମଦିରାରେ ନିଶାସକ୍ତ ଅଟେ ॥1॥ରୁହ॥ ਓ‍ੁਹੀ ਪੀਓ ਓ‍ੁਹੀ ਖੀਓ ਗੁਰਹਿ ਦੀਓ ਦਾਨੁ ਕੀਓ ॥ମୁଁ ସେହି ପ୍ରେମର ମଦିରା ପାନ କରିଥାଏ, ଏଥିରେ

error: Content is protected !!