ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥
ਕੀਨੀ ਦਇਆ ਗੋਪਾਲ ਗੁਸਾਈ ॥
ସୃଷ୍ଟିର ପାଳନକର୍ତ୍ତା ଗୋପାଳ ମୋ’ ଉପରେ କୃପା ଦୃଷ୍ଟି କରିଛନ୍ତି ଆଉ
ਗੁਰ ਕੇ ਚਰਣ ਵਸੇ ਮਨ ਮਾਹੀ ॥
ଗୁରୁଙ୍କ ଚରଣ ମୋ’ ମନରେ ସ୍ଥାପନ ହୋଇଯାଇଛି।
ਅੰਗੀਕਾਰੁ ਕੀਆ ਤਿਨਿ ਕਰਤੈ ਦੁਖ ਕਾ ਡੇਰਾ ਢਾਹਿਆ ਜੀਉ ॥੧॥
ବର୍ତ୍ତମାନ ସେହି ସୃଜନକର୍ତ୍ତା ପ୍ରଭୁ ମୋତେ ନିଜର ସେବକ ରୂପେ ସ୍ଵୀକାର କରି ସବୁ ବିପଦ ଦୁଃଖ ଦୂର କରିଦେଇଛନ୍ତି। ॥1॥
ਮਨਿ ਤਨਿ ਵਸਿਆ ਸਚਾ ਸੋਈ ॥
ମୋର ତନ ଏବଂ ମନରେ ସତ୍ୟସ୍ଵରୂପ ପରମେଶ୍ଵର ବାସ କରୁଛନ୍ତି ଆଉ
ਬਿਖੜਾ ਥਾਨੁ ਨ ਦਿਸੈ ਕੋਈ ॥
ଏବେ ମୋତେ କୌଣସି ସ୍ଥାନ ଦୁଃଖ ଭରା ଲାଗୁନାହିଁ।
ਦੂਤ ਦੁਸਮਣ ਸਭਿ ਸਜਣ ਹੋਏ ਏਕੋ ਸੁਆਮੀ ਆਹਿਆ ਜੀਉ ॥੨॥
କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଂକାର ରୂପୀ ଦୂତ ଯିଏ ଶତ୍ରୁ ଥିଲା, ଏବେ ସେ ସବୁ ମୋର ମିଟର ବନିଯାଇଛନ୍ତି, କାରଣ ମୋତେ ଜଗତର ସ୍ଵାମୀ ହିଁ ପ୍ରିୟ ଅଟନ୍ତି। ॥2॥
ਜੋ ਕਿਛੁ ਕਰੇ ਸੁ ਆਪੇ ਆਪੈ ॥
ଭଗବାନ ଯାହା କିଛି କରନ୍ତି, ସେ ସ୍ଵୟଂ ହିଁ କରନ୍ତି।
ਬੁਧਿ ਸਿਆਣਪ ਕਿਛੂ ਨ ਜਾਪੈ ॥
ତାହାର କାର୍ଯ୍ୟରେ ଅନ୍ୟ କାହାର ବୁଦ୍ଧି ଓ ଚତୁରତା କାମ କରେନାହିଁ।
ਆਪਣਿਆ ਸੰਤਾ ਨੋ ਆਪਿ ਸਹਾਈ ਪ੍ਰਭਿ ਭਰਮ ਭੁਲਾਵਾ ਲਾਹਿਆ ਜੀਉ ॥੩॥
ଇଶ୍ଵର ସ୍ଵାମ ହିଁ ନିଜ ସନ୍ଥଙ୍କ ସହାୟକ ହୋଇଥାନ୍ତି। ସେ ମୋର ଭ୍ରମ ଓ ସଂଶୟ ଦୂର କରିଦେଇଛନ୍ତି ॥3॥
ਚਰਣ ਕਮਲ ਜਨ ਕਾ ਆਧਾਰੋ ॥
ପ୍ରଭୁଙ୍କ ଚରଣ ପଦ୍ମ ତାଙ୍କରି ଭକ୍ତର ସାହାରା।
ਆਠ ਪਹਰ ਰਾਮ ਨਾਮੁ ਵਾਪਾਰੋ ॥
ସେ ଦିନ ରାତି ଆଠ ପହର ରାମ ନାମର ବ୍ୟାପାର କରିଥାଏ।
ਸਹਜ ਅਨੰਦ ਗਾਵਹਿ ਗੁਣ ਗੋਵਿੰਦ ਪ੍ਰਭ ਨਾਨਕ ਸਰਬ ਸਮਾਹਿਆ ਜੀਉ ॥੪॥੩੬॥੪੩॥
ସେ ସ୍ଵାଭାବିକ ଅବସ୍ଥାରେ ଆନନ୍ଦପୂର୍ବକ ଗୋବିନ୍ଦଙ୍କ ମହିମା ଗାନ କରିଥାଏ। ହେ ନାନକ! ପ୍ରଭୁ ସମସ୍ତ ଜୀବଙ୍କ ଠାରେ ରହିଛନ୍ତି ॥4॥36॥43॥
ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥
ਸੋ ਸਚੁ ਮੰਦਰੁ ਜਿਤੁ ਸਚੁ ਧਿਆਈਐ ॥
ସତ୍ୟର ମନ୍ଦିର ତାହା ହିଁ ଅଟେ, ଯେଉଁଠି ପ୍ରଭୁଙ୍କ ସ୍ମରଣ କରାଯାଏ।
ਸੋ ਰਿਦਾ ਸੁਹੇਲਾ ਜਿਤੁ ਹਰਿ ਗੁਣ ਗਾਈਐ ॥
ସେହି ହୃଦୟ ସୁଖୀ ଅଟେ, ଯାହା ଦ୍ଵାରା ଭଗବାନଙ୍କ ମହିମା ଗାନ କରାଯାଏ।
ਸਾ ਧਰਤਿ ਸੁਹਾਵੀ ਜਿਤੁ ਵਸਹਿ ਹਰਿ ਜਨ ਸਚੇ ਨਾਮ ਵਿਟਹੁ ਕੁਰਬਾਣੋ ਜੀਉ ॥੧॥
ସେହି ଧରିତ୍ରୀ ବଡ ସୁନ୍ଦର ଅଟେ, ଯେଉଁଠି ପ୍ରଭୁଙ୍କ ଭକ୍ତ ରହିଥାଏ। ସେ ତୋର ସତ୍ୟ ନାମ ପ୍ରତି ସମର୍ପିତ ଅଟେ ॥1॥
ਸਚੁ ਵਡਾਈ ਕੀਮ ਨ ਪਾਈ ॥
ସତ୍ୟ ସ୍ୱରୂପ ପରମାତ୍ମାଙ୍କ ମହିମାର ମୂଲ୍ୟାଙ୍କନ କରାଯାଇପାରିବ ନାହିଁ।
ਕੁਦਰਤਿ ਕਰਮੁ ਨ ਕਹਣਾ ਜਾਈ ॥
ପରମେଶ୍ଵରଙ୍କ ପ୍ରକୃତି ଏବଂ କର୍ମର ବର୍ଣ୍ଣନା କରାଯାଇପାରିବ ନାହିଁ।
ਧਿਆਇ ਧਿਆਇ ਜੀਵਹਿ ਜਨ ਤੇਰੇ ਸਚੁ ਸਬਦੁ ਮਨਿ ਮਾਣੋ ਜੀਉ ॥੨॥
ହେ ପ୍ରଭୁ! ତୋର ଭକ୍ତ ସର୍ବଦା ତୋର ହିଁ ସ୍ମରଣ କରି ବଞ୍ଚିଥାଏ
ਸਚੁ ਸਾਲਾਹਣੁ ਵਡਭਾਗੀ ਪਾਈਐ ॥
ସଦପୁରୁଷ ପରମାତ୍ମାଙ୍କ ମହିମା କରିବା ସୌଭାଗ୍ୟରୁ ହିଁ ପ୍ରାପ୍ତ ହୋଇଥାଏ।
ਗੁਰ ਪਰਸਾਦੀ ਹਰਿ ਗੁਣ ਗਾਈਐ ॥
ଗୁରୁଙ୍କ ଦୟାରୁ ପରମାତ୍ମାଙ୍କ ଗୁଣ ଗାନ କରାଯାଇଥାଏ।
ਰੰਗਿ ਰਤੇ ਤੇਰੈ ਤੁਧੁ ਭਾਵਹਿ ਸਚੁ ਨਾਮੁ ਨੀਸਾਣੋ ਜੀਉ ॥੩॥
ଯିଏ ତୋର ପ୍ରୀତିରେ ମଗ୍ନ ରହିଥାଏ, ସେ ତୋତେ ଭଲ ଲାଗିଥାଏ। ହେ ପ୍ରଭୁ! ତୋର ଦରବାରକୁ ଯିବା ପାକିନ ସତ୍ୟ ନାମ ତାହାର ପରିଚୟ ଚିହ୍ନ ଥାଏ ॥3॥
ਸਚੇ ਅੰਤੁ ਨ ਜਾਣੈ ਕੋਈ ॥
ସତ୍ୟସ୍ଵରୂପ ପରମାତ୍ମାଙ୍କ ଅନ୍ତ କେହି ବି ଜାଣେନାହିଁ।
ਥਾਨਿ ਥਨੰਤਰਿ ਸਚਾ ਸੋਈ ॥
ସଚ୍ଚା ପ୍ରଭୁ ସର୍ବବ୍ୟାପକ ଅଟନ୍ତି।
ਨਾਨਕ ਸਚੁ ਧਿਆਈਐ ਸਦ ਹੀ ਅੰਤਰਜਾਮੀ ਜਾਣੋ ਜੀਉ ॥੪॥੩੭॥੪੪॥
ହେ ନାନକ! ସେହି ସତ୍ୟ ପ୍ରଭୁଙ୍କୁ ହିଁ ସର୍ବଦା ସ୍ମରଣ କରିବା ଉଚିତ, ସେ ଅନ୍ତର୍ଯାମୀ ସମସ୍ତ ଜୀବଙ୍କ ଭାବନାକୁ ଜାଣିଥାନ୍ତି॥4॥37॥44॥
ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥
ਰੈਣਿ ਸੁਹਾਵੜੀ ਦਿਨਸੁ ਸੁਹੇਲਾ ॥
ସେହି ରାତ୍ରି ସୁନ୍ଦର ଅଟେ ଆଉ ସେହି ଦିନ ମଦଧୀ ବଡ ସୁଖଦାୟକ ଅଟେ।
ਜਪਿ ਅੰਮ੍ਰਿਤ ਨਾਮੁ ਸੰਤਸੰਗਿ ਮੇਲਾ ॥
ଯେବେ ସନ୍ଥଙ୍କ ସଭାରେ ମିଶି ଅମୃତ ନାମର ଜପ କରାଯାଏ,
ਘੜੀ ਮੂਰਤ ਸਿਮਰਤ ਪਲ ਵੰਞਹਿ ਜੀਵਣੁ ਸਫਲੁ ਤਿਥਾਈ ਜੀਉ ॥੧॥
ଯେଉଁଠି ଜୀବନ-ସମୟର ସବୁ କ୍ଷଣ ନାମ ସ୍ମରଣରେ ଅତିବାହିତ ହୋଇଥାଏ, ସେଇଠି ଜୀବନ ସଫଳ ହୋଇଯାଏ ॥1॥
ਸਿਮਰਤ ਨਾਮੁ ਦੋਖ ਸਭਿ ਲਾਥੇ ॥
ନାମର ସ୍ତୁତି କରିବା ଦ୍ଵାରା ମୋର ସମସ୍ତ ଦୋଷ ନଷ୍ଟ ହୋଇଯାଇଛି ଆଉ
ਅੰਤਰਿ ਬਾਹਰਿ ਹਰਿ ਪ੍ਰਭੁ ਸਾਥੇ ॥
ଭିତରେ ବାହାରେ ହରି-ପ୍ରଭୁ ମୋର ସାଥିରେ ରହିଥାନ୍ତି।
ਭੈ ਭਉ ਭਰਮੁ ਖੋਇਆ ਗੁਰਿ ਪੂਰੈ ਦੇਖਾ ਸਭਨੀ ਜਾਈ ਜੀਉ ॥੨॥
ପୂର୍ଣ୍ଣ ଗୁରୁ ମୋର ଭିତରୁ ସବୁ ଭୟ ଓ ଭ୍ରମ ଦୂର କରିଦେଇଛନ୍ତି ଆଉ ଏବେ ମୁଁ ପରମେଶ୍ଵରଙ୍କୁ ସର୍ବତ୍ର ଦେଖୁଅଛି ॥2॥
ਪ੍ਰਭੁ ਸਮਰਥੁ ਵਡ ਊਚ ਅਪਾਰਾ ॥
ପରମାତ୍ମା ସର୍ବଶକ୍ତିମାନ, ମହାନ,ସର୍ବଶ୍ରେଷ୍ଠ ଏବଂ ଅନନ୍ତ ଅଟନ୍ତି।
ਨਉ ਨਿਧਿ ਨਾਮੁ ਭਰੇ ਭੰਡਾਰਾ ॥
ନବନିଧି ପ୍ରାଦାନ କରିବା ବାଲା ନାମ ଦ୍ଵାରା ତାହାର ଭଣ୍ଡାର ଭରି ହୋଇଛି।
ਆਦਿ ਅੰਤਿ ਮਧਿ ਪ੍ਰਭੁ ਸੋਈ ਦੂਜਾ ਲਵੈ ਨ ਲਾਈ ਜੀਉ ॥੩॥
ପରମାତ୍ମା ଜଗତର ଆଦି, ଅନ୍ତ ଏବଂ ମଧ୍ୟ ପର୍ଯ୍ୟନ୍ତ ବିଦ୍ୟମାନ ଅଛନ୍ତି। ଆଉ କାହାକୁ ମୁଁ ନିକଟକୁ ଆସିବାକୁ ଦିଏ ନାହିଁ ॥3॥
ਕਰਿ ਕਿਰਪਾ ਮੇਰੇ ਦੀਨ ਦਇਆਲਾ ॥
ହେ ଦୀନଦୟାଳୁ! ମୋତେ ଦୟା କରନ୍ତୁ।
ਜਾਚਿਕੁ ਜਾਚੈ ਸਾਧ ਰਵਾਲਾ ॥
ମୁଁ ତୋର ଦ୍ଵାରର ଭିକାରୀ ଅଟେ ଆଉ ସନ୍ଥଙ୍କ ଚରଣ ଧୁଳି ମାଗୁଅଛି।
ਦੇਹਿ ਦਾਨੁ ਨਾਨਕੁ ਜਨੁ ਮਾਗੈ ਸਦਾ ਸਦਾ ਹਰਿ ਧਿਆਈ ਜੀਉ ॥੪॥੩੮॥੪੫॥
ହେ ପ୍ରଭୁ! ଦାସ ନାନକତୋତେ ଏହା ମାଗନ୍ତି ଯେ ତାହାଙ୍କୁ ଏହି ଦାନ ଦିଅ ଯେ ମୁଁ ସର୍ବଦା ହିଁ ତୋର ସ୍ମରଣ କରୁଥିବି ॥4॥38॥45॥
ਮਾਝ ਮਹਲਾ ੫ ॥
ମାଝ ମହଲା 5 ॥
ਐਥੈ ਤੂੰਹੈ ਆਗੈ ਆਪੇ ॥
ହେ ପ୍ରଭୁ! ଏହି ମୃତ୍ୟୁ ଲୋକରେ ତୁ ହିଁ (ମୋର ଆଧାର) ଅଟୁ ଆଉ ପରେ ପରଲୋକରେ ତୁ ହିଁ (ମୋର ଆଧାର) ଅଟୁ।
ਜੀਅ ਜੰਤ੍ਰ ਸਭਿ ਤੇਰੇ ਥਾਪੇ ॥
ସମସ୍ତ ଜୀବ-ଜନ୍ତୁ ତୋର ହିଁ ରଚନା ଅଟେ।
ਤੁਧੁ ਬਿਨੁ ਅਵਰੁ ਨ ਕੋਈ ਕਰਤੇ ਮੈ ਧਰ ਓਟ ਤੁਮਾਰੀ ਜੀਉ ॥੧॥
ହେ ରଚୟିତା ପ୍ରଭୁ! ତୋର ବ୍ୟତୀତ ମୋର ଅନ୍ୟ କେହି ନାହିଁ। ତୁମେ ହିଁ ମୋର ସାହାରା ଆଉ ଆଧାର ଅଟ ॥1॥
ਰਸਨਾ ਜਪਿ ਜਪਿ ਜੀਵੈ ਸੁਆਮੀ ॥
ହେ ଜଗତର ସ୍ଵାମୀ! ମୁଁ ତୋର ନାମ ନିଜ ପ୍ରେମରେ ଜପ କରି କରି ବଞ୍ଚିଅଛି।
ਪਾਰਬ੍ਰਹਮ ਪ੍ਰਭ ਅੰਤਰਜਾਮੀ ॥
ପରଂବ୍ରହ୍ମ ପ୍ରଭୁ ବଡ ଅନ୍ତର୍ଯାମୀ ଅଟନ୍ତି।
ਜਿਨਿ ਸੇਵਿਆ ਤਿਨ ਹੀ ਸੁਖੁ ਪਾਇਆ ਸੋ ਜਨਮੁ ਨ ਜੂਐ ਹਾਰੀ ਜੀਉ ॥੨॥
ଯେଉଁ ପ୍ରାଣୀ ପ୍ରଭୁଙ୍କୁ ଭକ୍ତି କରିଥାଏ, ସେ ସୁଖ ପ୍ରାପ୍ତ କରିଥାଏ। ସେ ମନୁଷ୍ୟ ଜୀବନ ଜୁଆ ଖେଳରେ ହାରେ ନାହିଁ॥2॥
ਨਾਮੁ ਅਵਖਧੁ ਜਿਨਿ ਜਨ ਤੇਰੈ ਪਾਇਆ ॥
ହେ ପ୍ରଭୁ1 ଯେଉଁ ଭକ୍ତ ନାମ ରୂପୀ ଔଷଧ ପାଇଛି,