ਦੂਜੈ ਭਾਇ ਦੈਤ ਸੰਘਾਰੇ ॥
ଇଶ୍ଵର ଦୈତ୍ୟ ଭାବ କାରଣରୁ ମୋହ-ମାୟାରେ ଛନ୍ଦି ହୋଇଥିବା ରାକ୍ଷାସକୁ ବିନାଶ କରିଦେଇଛନ୍ତି।
ਗੁਰਮੁਖਿ ਸਾਚਿ ਭਗਤਿ ਨਿਸਤਾਰੇ ॥੮॥
ତାହାଙ୍କ ସଚ୍ଚା ସେବା ଭକ୍ତି କାରଣରୁ ପ୍ରଭୁ ଗୁରୁଙ୍କ ସମ୍ମୁଖକୁ ଆସିଥିବା ପବିତ୍ର ଆତ୍ମାର କଲ୍ୟାଣ କରିଛନ୍ତି ॥8॥
ਬੂਡਾ ਦੁਰਜੋਧਨੁ ਪਤਿ ਖੋਈ ॥
ଅହଂକାରରେ ବୁଡି ଦୁର୍ଜ୍ୟୋଧନ ନିଜ ପ୍ରତିଷ୍ଠା ହରାଇଛି।
ਰਾਮੁ ਨ ਜਾਨਿਆ ਕਰਤਾ ਸੋਈ ॥
ଅହଙ୍କାରବଶତଃ ସେ ସର୍ବବ୍ୟାପକ ପ୍ରଭୁ କର୍ତ୍ତାଙ୍କୁ ସ୍ମରଣ କରିଛି।
ਜਨ ਕਉ ਦੂਖਿ ਪਚੈ ਦੁਖੁ ਹੋਈ ॥੯॥
ଯିଏ ଈଶ୍ବରଙ୍କ ସେବକକୁ ଦୁଃଖ ଦେଇଥାଏ, ସେ ସ୍ଵୟଂ ପୀଡାରେ ଦୁଃଖୀ ହୋଇଥାଏ ॥6॥
ਜਨਮੇਜੈ ਗੁਰ ਸਬਦੁ ਨ ਜਾਨਿਆ ॥
ରାଜା ଜନ୍ମେଞ୍ଜୟ ନିଜ ଗୁରୁଙ୍କ ଶବ୍ଦକୁ ବୁଝି ପାରିଲେ ନାହିଁ,
ਕਿਉ ਸੁਖੁ ਪਾਵੈ ਭਰਮਿ ਭੁਲਾਨਿਆ ॥
ଭ୍ରମରେ କୁମାର୍ଗଗାମୀ ହୋଇ ସେ କଣ ସୁଖ ପାଇ ପାରିଲେ?
ਇਕੁ ਤਿਲੁ ਭੂਲੇ ਬਹੁਰਿ ਪਛੁਤਾਨਿਆ ॥੧੦॥
ଈଶ୍ଵରଙ୍କୁ କିଛି ସମୟ ଭୁଲି ମନୁଷ୍ୟ ପରେ ପଶ୍ଚାତାପ କରିଥାଏ ॥10॥
ਕੰਸੁ ਕੇਸੁ ਚਾਂਡੂਰੁ ਨ ਕੋਈ ॥
ମଥୁରାର ରାଜା କଂସ, କେଶି ଓ ଚାନ୍ଦୁର ସମାନ କେହି ନଥିଲେ,
ਰਾਮੁ ਨ ਚੀਨਿਆ ਅਪਨੀ ਪਤਿ ਖੋਈ ॥
ପରନ୍ତୁ, ଅହଙ୍କାରବଶତଃ, ଈଶ୍ଵରଙ୍କୁ ବୁଝିନପାରି ସେମାନେ ନିଜ ପ୍ରତିଷ୍ଠା ହରାଇଦେଇଛନ୍ତି।
ਬਿਨੁ ਜਗਦੀਸ ਨ ਰਾਖੈ ਕੋਈ ॥੧੧॥
ସୃଷ୍ଟିକର୍ତ୍ତା ଜଗଦୀଶ ବ୍ୟତୀତ କେହି ମଧ୍ୟ ପ୍ରାଣୀକୁ ବଞ୍ଚାଇ ପାରିବ ନାହିଁ ॥1॥
ਬਿਨੁ ਗੁਰ ਗਰਬੁ ਨ ਮੇਟਿਆ ਜਾਇ ॥
ଗୁରୁଙ୍କ ବିନା ଅହଂତ୍ଵ ଦୂର ହୋଇପାରେ ନାହିଁ,
ਗੁਰਮਤਿ ਧਰਮੁ ਧੀਰਜੁ ਹਰਿ ਨਾਇ ॥
ଗୁରୁଙ୍କ ଶିକ୍ଷା ଦ୍ଵାରା ଧର୍ମ, ଧୈର୍ଯ୍ୟ ଏବଂ ପରମେଶ୍ଵରଙ୍କ ନାମ ପ୍ରାପ୍ତ ହୋଇଥାଏ।
ਨਾਨਕ ਨਾਮੁ ਮਿਲੈ ਗੁਣ ਗਾਇ ॥੧੨॥੯॥
ହେ ନାନକ! ଈଶ୍ବରଙ୍କ ମହିମା ଗାନ କରିବା ଦ୍ଵାରା ହିଁ ନାମ ପ୍ରାପ୍ତ ହୋଇଥାଏ ॥12॥9॥
ਗਉੜੀ ਮਹਲਾ ੧ ॥
ଗଉଡି ମହଲା 1॥
ਚੋਆ ਚੰਦਨੁ ਅੰਕਿ ਚੜਾਵਉ ॥
ଯଦ୍ୟପି ମୁଁ ଚନ୍ଦନର ଅତର ନିଜ ଦେହରେ ଲଗାଏ,
ਪਾਟ ਪਟੰਬਰ ਪਹਿਰਿ ਹਢਾਵਉ ॥
ନିଜ ଦେହରେ ରେଶମ ଏବଂ ରେଶମୀ ବସ୍ତ୍ର ପିନ୍ଧେ ତାହାହେଲେ ମଧ୍ୟ
ਬਿਨੁ ਹਰਿ ਨਾਮ ਕਹਾ ਸੁਖੁ ਪਾਵਉ ॥੧॥
ଈଶ୍ବରଙ୍କ ନାମ ବିନା କେଉଁଠି ସୁଖ ପ୍ରାପ୍ତ କରିପାରିବି? ॥1॥
ਕਿਆ ਪਹਿਰਉ ਕਿਆ ਓਢਿ ਦਿਖਾਵਉ ॥
ମୁଁ କଣ ପିନ୍ଧିବି ଆଉ କେଉଁ ପରିଧାନରେ ନିଜକୁ ପ୍ରକଟ କରିବି?
ਬਿਨੁ ਜਗਦੀਸ ਕਹਾ ਸੁਖੁ ਪਾਵਉ ॥੧॥ ਰਹਾਉ ॥
ସୃଷ୍ଟିର ସ୍ଵାମୀ ଜଗଦୀଶଙ୍କ ବିନା ମୁଁ କିପରି ସୁଖ ପ୍ରାପ୍ତ କରିପାରିବି? ॥1॥ରୁହ॥
ਕਾਨੀ ਕੁੰਡਲ ਗਲਿ ਮੋਤੀਅਨ ਕੀ ਮਾਲਾ ॥
ଯଦି ମୁଁ କାନରେ କୁଣ୍ଡଳ ପିନ୍ଧିବି ଆଉ ଗଳାରେ ମୋତିର ମାଳା ଥିବ,
ਲਾਲ ਨਿਹਾਲੀ ਫੂਲ ਗੁਲਾਲਾ ॥
ମୋ’ ଶେଯରେ ଲାଲ କମ୍ବଳ ଏବଂ ଗୋଲାପ ପାଖୁଡା ବିଛାଡି ହୋଇଥିବ,
ਬਿਨੁ ਜਗਦੀਸ ਕਹਾ ਸੁਖੁ ਭਾਲਾ ॥੨॥
ତଥାପି ଜଗତର ରଚୟିତା ଜଗଦୀଶଙ୍କ ବିନା ମୋତେ କେଉଁଠି ହେଲେ ସୁଖ ପ୍ରାପ୍ତ ହୋଇନପାରେ ॥2॥
ਨੈਨ ਸਲੋਨੀ ਸੁੰਦਰ ਨਾਰੀ ॥
ମୋ’ ପାଖରେ ସୁନ୍ଦର ନୟନ ବାଲୀ ନାରୀ ଥାଉ,
ਖੋੜ ਸੀਗਾਰ ਕਰੈ ਅਤਿ ਪਿਆਰੀ ॥
ହେ ଷୋହଳ ପ୍ରକାର ହାର ଶୃଙ୍ଗାର ଲଗାଇ ଥାଉ ଆଉ ନିଜକୁ ନିଜେ ପରମ ମନମୋହିନୀ କହୁ।
ਬਿਨੁ ਜਗਦੀਸ ਭਜੇ ਨਿਤ ਖੁਆਰੀ ॥੩॥
ତଥାପି ପରମାତ୍ମାଙ୍କ ଭଜନ ବିନା ନିତ୍ୟ ଦୁଃଖ ହିଁ ମିଳିଥାଏ ॥3॥
ਦਰ ਘਰ ਮਹਲਾ ਸੇਜ ਸੁਖਾਲੀ ॥
ନିଜର ଘର ଦ୍ବାରର ମନ୍ଦିରରେ ମନୁଷ୍ୟର ପାଖରେ ସୁଖଦାୟକ ପଲଙ୍କ ଥାଉ,
ਅਹਿਨਿਸਿ ਫੂਲ ਬਿਛਾਵੈ ਮਾਲੀ ॥
ତାହା ଉପରେ ମାଳୀ ଦିନ ରାତି ଫୁଲ ବିଛାଉ, କିନ୍ତୁ,
ਬਿਨੁ ਹਰਿ ਨਾਮ ਸੁ ਦੇਹ ਦੁਖਾਲੀ ॥੪॥
ତଥାପି, ପ୍ରଭୁଙ୍କ ନାମ ସ୍ମରଣ ବିନା ତାହାର ଶରୀର ଦୁଃଖୀ ହୋଇଥାଏ ॥4॥
ਹੈਵਰ ਗੈਵਰ ਨੇਜੇ ਵਾਜੇ ॥
ଯଦି ମୋର ପାଖରେ ଘୋଡା, ବଢିଆ ହାତୀ ଓ ବାଜା,
ਲਸਕਰ ਨੇਬ ਖਵਾਸੀ ਪਾਜੇ ॥
ସେନା, ଦ୍ଵାରପାଳ, ସରକାରୀ କର୍ମଚାରୀ ରହିଥାନ୍ତୁ, ଏହି ସାରା ଆଡମ୍ବର ଥାଉ,
ਬਿਨੁ ਜਗਦੀਸ ਝੂਠੇ ਦਿਵਾਜੇ ॥੫॥
ତଥାପି ଜଗତର ସ୍ବାମୀ ଜଗଦୀଶଙ୍କ ଭଜନ ବିନା ଏହି ସବୁ ଆଡମ୍ବର ବ୍ୟର୍ଥ ଅଟେ ॥5॥
ਸਿਧੁ ਕਹਾਵਉ ਰਿਧਿ ਸਿਧਿ ਬੁਲਾਵਉ ॥
ଯଦି ମୁଁ ନିଜକୁ ନିଜେ କରାମତି ସିଦ୍ଧ କହୁଥାଏ ଏବଂ ରିଦ୍ଧି-ସିଦ୍ଧିକୁ ନିଜ ପାଖକୁ ବୋଲାଏ,
ਤਾਜ ਕੁਲਹ ਸਿਰਿ ਛਤ੍ਰੁ ਬਨਾਵਉ ॥
ନିଜ ମସ୍ତକରେ ରାଜାଙ୍କ ମୁକୁଟ ଏବଂ ଶାହାଙ୍କ ଛତ୍ର ଝୁଲାଉ,
ਬਿਨੁ ਜਗਦੀਸ ਕਹਾ ਸਚੁ ਪਾਵਉ ॥੬॥
ତଥାପି, ଜଗଦୀଶଙ୍କ ଭଜନ ବିନା ମୁଁ କେଉଁଠି ସତ୍ୟ ପ୍ରାପ୍ତ କରିପାରିବି ॥6॥
ਖਾਨੁ ਮਲੂਕੁ ਕਹਾਵਉ ਰਾਜਾ ॥
ଯଦି ମୁଁ ନିଜକୁ ନିଜେ ସର୍ଦ୍ଦାର, ସାହାନଶାହ ଏବଂ ରାଜା ବନାଇ କହୁ,
ਅਬੇ ਤਬੇ ਕੂੜੇ ਹੈ ਪਾਜਾ ॥
ଅହଂକାରରେ ସରକାରୀ କର୍ମୀକୁ ଦାନ୍ତ ଭିଡି କଥା କହୁ, ପରନ୍ତୁ, ଏହା ସବୁ ବୃଥା ଆଡମ୍ବର ଅଟେ।
ਬਿਨੁ ਗੁਰ ਸਬਦ ਨ ਸਵਰਸਿ ਕਾਜਾ ॥੭॥
ଗୁରୁଙ୍କ ଶବ୍ଦ ବିନା କୌଣସି କାର୍ଯ୍ୟ ସଫଳ ହୁଏନାହିଁ ॥7॥
ਹਉਮੈ ਮਮਤਾ ਗੁਰ ਸਬਦਿ ਵਿਸਾਰੀ ॥
ଅହଂକାର ଏବଂ ଅହଂତ୍ଵକୁ ମୁଁ ଗୁରୁଙ୍କ ଶବ୍ଦ ଦ୍ଵାରା ଭୁଲିଯାଇଛି।
ਗੁਰਮਤਿ ਜਾਨਿਆ ਰਿਦੈ ਮੁਰਾਰੀ ॥
ଗୁରୁଙ୍କ ଶିକ୍ଷା ଦ୍ଵାରା ମୁରାରି ପ୍ରଭୁଙ୍କୁ ନିଜ ହୃଦୟରେ ଜାଣିଛି।
ਪ੍ਰਣਵਤਿ ਨਾਨਕ ਸਰਣਿ ਤੁਮਾਰੀ ॥੮॥੧੦॥
ନାନକ ବନ୍ଦନା କରନ୍ତି, ହେ ପ୍ରଭୁ! ମୁଁ ତୁମର ହି ଶରଣରେ ଅଛି ॥8॥10॥
ਗਉੜੀ ਮਹਲਾ ੧ ॥
ଗଉଡି ମହଲା 1 ॥
ਸੇਵਾ ਏਕ ਨ ਜਾਨਸਿ ਅਵਰੇ ॥
ହେ ଭାଇ! ଯେଉଁ ବ୍ୟକ୍ତି ଏକ ଈଶ୍ବରଙ୍କ ସେବା ଭକ୍ତି କରିଥାଏ, ସେ ସେହି ଈଶ୍ବରଙ୍କ ବିନା ଅନ୍ୟ କାହାକୁ ଜାଣେ ନାହିଁ।
ਪਰਪੰਚ ਬਿਆਧਿ ਤਿਆਗੈ ਕਵਰੇ ॥
ਭਾਇ ਮਿਲੈ ਸਚੁ ਸਾਚੈ ਸਚੁ ਰੇ ॥੧॥
ਐਸਾ ਰਾਮ ਭਗਤੁ ਜਨੁ ਹੋਈ ॥
ਹਰਿ ਗੁਣ ਗਾਇ ਮਿਲੈ ਮਲੁ ਧੋਈ ॥੧॥ ਰਹਾਉ ॥
ਊਂਧੋ ਕਵਲੁ ਸਗਲ ਸੰਸਾਰੈ ॥
ਦੁਰਮਤਿ ਅਗਨਿ ਜਗਤ ਪਰਜਾਰੈ ॥
ਸੋ ਉਬਰੈ ਗੁਰ ਸਬਦੁ ਬੀਚਾਰੈ ॥੨॥
ਭ੍ਰਿੰਗ ਪਤੰਗੁ ਕੁੰਚਰੁ ਅਰੁ ਮੀਨਾ ॥
ਮਿਰਗੁ ਮਰੈ ਸਹਿ ਅਪੁਨਾ ਕੀਨਾ ॥
ਤ੍ਰਿਸਨਾ ਰਾਚਿ ਤਤੁ ਨਹੀ ਬੀਨਾ ॥੩॥
ਕਾਮੁ ਚਿਤੈ ਕਾਮਣਿ ਹਿਤਕਾਰੀ ॥
ਕ੍ਰੋਧੁ ਬਿਨਾਸੈ ਸਗਲ ਵਿਕਾਰੀ ॥
ਪਤਿ ਮਤਿ ਖੋਵਹਿ ਨਾਮੁ ਵਿਸਾਰੀ ॥੪॥