Odia Page 826

ਨਾਨਕ ਸਰਣਿ ਪਰਿਓ ਦੁਖ ਭੰਜਨ ਅੰਤਰਿ ਬਾਹਰਿ ਪੇਖਿ ਹਜੂਰੇ ॥੨॥੨੨॥੧੦੮॥
ହେ ନାନକ! ମୁଁ ଦୁଃଖ ନାଶକ ପରମାତ୍ମାଙ୍କ ଶରଣରେ ଆସିଛି ଆଉ ଅନ୍ତର୍ମନ ଏବଂ ବାହାରେ ତାହାଙ୍କୁ ହି ଦେଖିଥାଏ||2||22||108||     

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਦਰਸਨੁ ਦੇਖਤ ਦੋਖ ਨਸੇ ॥
ହେ ଇଶ୍ଵର! ତୋର ଦର୍ଶନ କରିବା ଦ୍ଵାରା ସାରା ଦୋଷ ନାଶ ହୋଇଯାଏ।          

ਕਬਹੁ ਨ ਹੋਵਹੁ ਦ੍ਰਿਸਟਿ ਅਗੋਚਰ ਜੀਅ ਕੈ ਸੰਗਿ ਬਸੇ ॥੧॥ ਰਹਾਉ ॥
ଏଥିପାଇଁ ତୁମେ କେବେ ମଧ୍ୟ ନିଜ ନଜରରୁ ଦୂର ହୁଅନାହିଁ ଆଉ ସର୍ବଦା ପ୍ରାଣ ସାଥିରେ ନିବାସ କର॥1॥ରୁହ॥  

ਪ੍ਰੀਤਮ ਪ੍ਰਾਨ ਅਧਾਰ ਸੁਆਮੀ ॥
ହେ ମୋର ପ୍ରିୟତମ! ତୁ ମୋର ପ୍ରାଣର ଆଧାର ଅଟୁ ଏବଂ ତୁ ହିନ ମୋର ସ୍ଵାମୀ ଅଟୁ।                                                                      

ਪੂਰਿ ਰਹੇ ਪ੍ਰਭ ਅੰਤਰਜਾਮੀ ॥੧॥
ସେହି ଅନ୍ତର୍ଯାମୀ ପ୍ରଭୁ ସବୁସ୍ଥାନରେ ବାସ କରିଛନ୍ତି॥1॥            

ਕਿਆ ਗੁਣ ਤੇਰੇ ਸਾਰਿ ਸਮ੍ਹ੍ਹਾਰੀ ॥
ମୁଁ ତୋର କେଉଁ କେଉଁ ଗୁଣର ସ୍ମରଣ କରି ତୋର ଧ୍ୟାନ କରିବି।    

ਸਾਸਿ ਸਾਸਿ ਪ੍ਰਭ ਤੁਝਹਿ ਚਿਤਾਰੀ ॥੨॥
ହେ ପ୍ରଭୁ! ଜୀବନର ପ୍ରତି ଶ୍ଵାସରେ ତୋତେ ହି ସ୍ମରଣ କରିଥାଏ॥2॥ 

ਕਿਰਪਾ ਨਿਧਿ ਪ੍ਰਭ ਦੀਨ ਦਇਆਲਾ ॥
ହେ ପ୍ରଭୁ! ତୁ କୃପାନିଧି ଏବଂ ଦୀନଦୟାଳୁ ଅଟୁ,    

ਜੀਅ ਜੰਤ ਕੀ ਕਰਹੁ ਪ੍ਰਤਿਪਾਲਾ ॥੩॥
ନିଜ ଜୀବଙ୍କ ପାଳନ-ପୋଷଣ କର॥3॥  

ਆਠ ਪਹਰ ਤੇਰਾ ਨਾਮੁ ਜਨੁ ਜਾਪੇ ॥
ଏହି ସେବକ ଆଠ ପ୍ରହର ତୋର ହିଁ ନାମ ଜପ କରିଥାଏ।          

ਨਾਨਕ ਪ੍ਰੀਤਿ ਲਾਈ ਪ੍ਰਭਿ ਆਪੇ ॥੪॥੨੩॥੧੦੯॥
ହେ ନାନକ! ପ୍ରଭୁ ସ୍ଵୟଂ ହିଁ ନିଜର ପ୍ରୀତି ମୋର ମନରେ ଲଗାଇଛନ୍ତି||4||23||109||    

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਤਨੁ ਧਨੁ ਜੋਬਨੁ ਚਲਤ ਗਇਆ ॥
ହେ ଜୀବ! ତୋର ଧନ, ତନ ଏବଂ ଯୌବନ ଚାଲି ଯାଇଛି।       

ਰਾਮ ਨਾਮ ਕਾ ਭਜਨੁ ਨ ਕੀਨੋ ਕਰਤ ਬਿਕਾਰ ਨਿਸਿ ਭੋਰੁ ਭਇਆ ॥੧॥ ਰਹਾਉ ॥
କିନ୍ତୁ ତୁ ରାମନାମର ଭଜନ କରି ନାହୁଁ ଆଉ ଦିନରାତି ବିକାର କଥା ହିଁ କହି ଚାଲିଛୁ॥1॥ରୁହ॥                   

ਅਨਿਕ ਪ੍ਰਕਾਰ ਭੋਜਨ ਨਿਤ ਖਾਤੇ ਮੁਖ ਦੰਤਾ ਘਸਿ ਖੀਨ ਖਇਆ ॥
ନିତ୍ୟ ଅନେକ ପ୍ରକାର ଭୋଜନ ଖାଇ ଖାଇ ଦାନ୍ତ ମଧ୍ୟ ଘର୍ଷଣ ଯୋଗୁଁ କ୍ଷୀଣ ହୋଇ ଯାଇଛି

ਮੇਰੀ ਮੇਰੀ ਕਰਿ ਕਰਿ ਮੂਠਉ ਪਾਪ ਕਰਤ ਨਹ ਪਰੀ ਦਇਆ ॥੧॥
ମୋର-ମୋର କହି ତୁ ଲୁଟି ଯାଇଛୁ ଆଉ ପାପ କରିବା ସମୟରେ ତୋର ମନରେ କେବେ ଦୟା ଭାବ ଆସେ ନାହିଁ॥1॥      

ਮਹਾ ਬਿਕਾਰ ਘੋਰ ਦੁਖ ਸਾਗਰ ਤਿਸੁ ਮਹਿ ਪ੍ਰਾਣੀ ਗਲਤੁ ਪਇਆ ॥
ହେ ପ୍ରାଣୀ! ଏହି ଜଗତ ମହା ବିକାର ଏବଂ ଦୁଃଖର ଘୋର ସାଗର ଅଟେ, ଯେଉଁଥିରେ ତୁ ବୁଡି ରହିଛୁ।      

ਸਰਨਿ ਪਰੇ ਨਾਨਕ ਸੁਆਮੀ ਕੀ ਬਾਹ ਪਕਰਿ ਪ੍ਰਭਿ ਕਾਢਿ ਲਇਆ ॥੨॥੨੪॥੧੧੦॥
ହେ ନାନକ! ଯେଉଁ ଜୀବ ସ୍ଵାମୀଙ୍କ ଶରଣରେ ଅଛି, ପ୍ରଭୁ ତାହାର ବାହୁ ଧରି ଦୁଃଖର ସାଗରରୁ ବାହାର କରି ଦେଇଛନ୍ତି||2||24||110||         

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਆਪਨਾ ਪ੍ਰਭੁ ਆਇਆ ਚੀਤਿ ॥
ହେ ମୋର ସଜ୍ଜନ! ଯେତେବେଳେ ନିଜ ପ୍ରଭୁ ସ୍ମରଣରେ ଆସିଥାନ୍ତି,      

ਦੁਸਮਨ ਦੁਸਟ ਰਹੇ ਝਖ ਮਾਰਤ ਕੁਸਲੁ ਭਇਆ ਮੇਰੇ ਭਾਈ ਮੀਤ ॥੧॥ ਰਹਾਉ ॥
ମୋର କଲ୍ୟାଣ ହୋଇ ଯାଇଛି ତଥା ମୋର ଦୁଷ୍ଟ ଶତ୍ରୁ ବ୍ୟର୍ଥରେ ସମୟ ବରବାଦ କରିଛି॥1॥ରୁହ॥     

ਗਈ ਬਿਆਧਿ ਉਪਾਧਿ ਸਭ ਨਾਸੀ ਅੰਗੀਕਾਰੁ ਕੀਓ ਕਰਤਾਰਿ ॥
ଯେତେବେଳେ କର୍ତ୍ତା ମୋର ପକ୍ଷ ନେଇଛନ୍ତି, ସମସ୍ତ ବ୍ୟାଧି ଓ ବିପଦ ନାଶ ହୋଇ ଯାଇଛି।            

ਸਾਂਤਿ ਸੂਖ ਅਰੁ ਅਨਦ ਘਨੇਰੇ ਪ੍ਰੀਤਮ ਨਾਮੁ ਰਿਦੈ ਉਰ ਹਾਰਿ ॥੧॥
ଯେତେବେଳେ ମୁଁ ପ୍ରିୟତମଙ୍କ ନାମକୁ ନିଜ ହୃଦୟର ହାର ବନାଇଛି, ମନରେ ସୁଖ-ଶାନ୍ତି ଓ ଆନନ୍ଦ ଜାତ ହୋଇ ଯାଇଛି॥1॥        

ਜੀਉ ਪਿੰਡੁ ਧਨੁ ਰਾਸਿ ਪ੍ਰਭ ਤੇਰੀ ਤੂੰ ਸਮਰਥੁ ਸੁਆਮੀ ਮੇਰਾ ॥
ହେ ପ୍ରଭୁ! ମୋର ଜୀବନ, ଧନ, ତନ ସବୁ ତୋ’ ଦ୍ଵାରା ହିଁ ଦିଆ ହୋଇଛି ଆଉ ତୁ ହିଁ ମୋର ସମର୍ଥ ସ୍ଵାମୀ ଅଟୁ।                

ਦਾਸ ਅਪੁਨੇ ਕਉ ਰਾਖਨਹਾਰਾ ਨਾਨਕ ਦਾਸ ਸਦਾ ਹੈ ਚੇਰਾ ॥੨॥੨੫॥੧੧੧॥
ତୁ ହିଁ ନିଜ ଦାସର ରଖୁଆଳ ଅଟୁ ଆଉ ଦାସ ନାନକ ସର୍ବଦା ତୋର ଚେଲା ଅଟେ||2||25||111||          

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਗੋਬਿਦੁ ਸਿਮਰਿ ਹੋਆ ਕਲਿਆਣੁ ॥
ଗୋବିନ୍ଦଙ୍କ ସ୍ମରଣ କରିବା ଦ୍ଵାରା କଲ୍ୟାଣ ହୋଇ ଯାଇଛି।               

ਮਿਟੀ ਉਪਾਧਿ ਭਇਆ ਸੁਖੁ ਸਾਚਾ ਅੰਤਰਜਾਮੀ ਸਿਮਰਿਆ ਜਾਣੁ ॥੧॥ ਰਹਾਉ ॥
ସେହି ଅନ୍ତର୍ଯାମୀଙ୍କ ଭଜନ କରିବା ଦ୍ଵାରା ସବୁ ବିପଦ ଟଳି ଯାଇଛି ଆଉ ସଚ୍ଚା ସୁଖ ପ୍ରାପ୍ତ ହୋଇ ଯାଇଛି॥1॥ରୁହ॥           

ਜਿਸ ਕੇ ਜੀਅ ਤਿਨਿ ਕੀਏ ਸੁਖਾਲੇ ਭਗਤ ਜਨਾ ਕਉ ਸਾਚਾ ਤਾਣੁ ॥
ଯିଏ ଏହି ଜୀବ ଜାତ କରିଛନ୍ତି ସେ ହିଁ ତାହାକୁ ସୁଖୀ କରିଥାନ୍ତି ତଥା ଭକ୍ତ ଠାରେ ତାହାଙ୍କ ସଚ୍ଚା ସାହାରା ଥାଏ।                   

ਦਾਸ ਅਪੁਨੇ ਕੀ ਆਪੇ ਰਾਖੀ ਭੈ ਭੰਜਨ ਊਪਰਿ ਕਰਤੇ ਮਾਣੁ ॥੧॥
ପ୍ରଭୁ ସ୍ଵୟଂ ନିଜ ଭକ୍ତର ସମ୍ମାନ ରକ୍ଷା କରିଥାନ୍ତି ଆଉ ସେ ଭୟ ନାଶକ ପରମାତ୍ମାଙ୍କ ପାଇଁ ଗର୍ବ ଅନୁଭବ କରିଥାନ୍ତି॥1॥ 

ਭਈ ਮਿਤ੍ਰਾਈ ਮਿਟੀ ਬੁਰਾਈ ਦ੍ਰੁਸਟ ਦੂਤ ਹਰਿ ਕਾਢੇ ਛਾਣਿ ॥
ଭଗବାନ ବାଛି ବାଛି ଦୁଷ୍ଟ ଦୂତକୁ ମନରୁ ବାହାର କରି ଦେଇଛନ୍ତି ଆଉ ଏବେ ସମସ୍ତଙ୍କ ସହିତ ମିତ୍ରତା ହୋଇ ଯାଇଛି ତଥା ସାରା ମନ୍ଦ କାର୍ଯ୍ୟଦୂର ହୋଇ ଯାଇଛି। 

ਸੂਖ ਸਹਜ ਆਨੰਦ ਘਨੇਰੇ ਨਾਨਕ ਜੀਵੈ ਹਰਿ ਗੁਣਹ ਵਖਾਣਿ ॥੨॥੨੬॥੧੧੨॥
ହେ ନାନକ! ମୁଁ ଭଗବାନଙ୍କ ଗୁଣର ବର୍ଣ୍ଣନା କରି ହିଁ ଜୀବିତ ଅଛି ଆଉ ମନରେ ସ୍ଵାଭାବିକ ସୁଖ ଓ ଆନନ୍ଦ ଜାତ ହୋଇ ଯାଇଛି||2||26||112||

ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥

ਪਾਰਬ੍ਰਹਮ ਪ੍ਰਭ ਭਏ ਕ੍ਰਿਪਾਲ ॥
ପରମାତ୍ମା ପ୍ରଭୁ କୃପାଳୁ ହୋଇଛନ୍ତି।          

ਕਾਰਜ ਸਗਲ ਸਵਾਰੇ ਸਤਿਗੁਰ ਜਪਿ ਜਪਿ ਸਾਧੂ ਭਏ ਨਿਹਾਲ ॥੧॥ ਰਹਾਉ ॥
ସଦଗୁରୁ ସବୁ କାର୍ଯ୍ୟ ସଫଳ କରିଛନ୍ତି ତଥା ନାମ ଜପ କରି କରି ସାଧୁଜନ ପ୍ରସନ୍ନ ରହିଥାନ୍ତି॥1॥ରୁହ॥       

ਅੰਗੀਕਾਰੁ ਕੀਆ ਪ੍ਰਭਿ ਅਪਨੈ ਦੋਖੀ ਸਗਲੇ ਭਏ ਰਵਾਲ ॥
ପ୍ରଭୁ ନିଜ ସେବକର ପକ୍ଷ ନେଇଥାନ୍ତି, ଯାହାଦ୍ୱାରା ତାହାର ସାରା ଦୋଷ ମାଟିରେ ମିଶିଯାଏ।        

ਕੰਠਿ ਲਾਇ ਰਾਖੇ ਜਨ ਅਪਨੇ ਉਧਰਿ ਲੀਏ ਲਾਇ ਅਪਨੈ ਪਾਲ ॥੧॥
ସେ ସେବକକୁ ଗଳାରେ ଲଗାଇ ରଖିଥାନ୍ତି ଆଉ ନିଜ ଶରଣରେ ରଖି ତାହାର ଉଦ୍ଧାର କରିଥାନ୍ତି॥1॥   

error: Content is protected !!