Odia Page 1067

ਆਪੇ ਸਚਾ ਸਬਦਿ ਮਿਲਾਏ ॥ସେ ସ୍ଵୟଂ ହିଁ ଶବ୍ଦ-ଗୁରୁଙ୍କ ସହିତ ମିଳାଇ ଥାଆନ୍ତି ଏବଂ                                     ਸਬਦੇ ਵਿਚਹੁ ਭਰਮੁ ਚੁਕਾਏ ॥ଶବ୍ଦ-ଗୁରୁ ମନର ଅହଂ ଦୂର କରିଥାନ୍ତି।                      ਨਾਨਕ ਨਾਮਿ ਮਿਲੈ ਵਡਿਆਈ ਨਾਮੇ ਹੀ ਸੁਖੁ ਪਾਇਦਾ ॥੧੬॥੮॥੨੨॥ହେ ନାନକ! ପରମାତ୍ମାଙ୍କ ନାମ ଦ୍ଵାରା ହିଁ ବଡିମା ମିଳିଥାଏ ଏବଂ ନାମ ଦ୍ଵାରା ହିଁ ସୁଖ ହାସଲ ହୋଇଥାଏ||16||8||22||                                ਮਾਰੂ ਮਹਲਾ ੩ ॥ମାରୁ ମହଲା 3॥  ਅਗਮ ਅਗੋਚਰ ਵੇਪਰਵਾਹੇ ॥ମନ-ବାଣୀରୁ ଉର୍ଦ୍ଧ୍ଵରେ

Odia Page 1066

ਮਾਰੂ ਮਹਲਾ ੩ ॥ମାରୁ ମହଲା 3॥  ਨਿਰੰਕਾਰਿ ਆਕਾਰੁ ਉਪਾਇਆ ॥ନିରଙ୍କାର ସଂପୂର୍ଣ୍ଣ ସୃଷ୍ଟିକୁ ଉତ୍ପନ୍ନ କରିଛନ୍ତି ଏବଂ                                    ਮਾਇਆ ਮੋਹੁ ਹੁਕਮਿ ਬਣਾਇਆ ॥ନିଜ ହୁକୁମ ଦ୍ଵାରା ହିଁ ସେ ମାୟା-ମୋହକୁ ଜାତ କରିଛନ୍ତି।          ਆਪੇ ਖੇਲ ਕਰੇ ਸਭਿ ਕਰਤਾ ਸੁਣਿ ਸਾਚਾ ਮੰਨਿ ਵਸਾਇਦਾ ॥੧॥ସୃଷ୍ଟିକର୍ତ୍ତା ସ୍ଵୟଂ ହିଁ ସାରା ଲୀଳା କରିଥାନ୍ତି ଏବଂ ତାହାଙ୍କ ମହିମା ଶୁଣି ସେହି ପରମ-ସତ୍ୟକୁ ମନରେ ସ୍ଥାପିତ କରାଯାଇ ଥାଏ||1||       ਮਾਇਆ ਮਾਈ

Odia Page 1065

ਹਰਿ ਚੇਤਹਿ ਤਿਨ ਬਲਿਹਾਰੈ ਜਾਉ ॥ମୁଁ ତାହାଙ୍କ ପ୍ରତି ସମର୍ପିତ ଯାଇଥାଏ, ଯିଏ ପରମାତ୍ମାଙ୍କୁ ସ୍ମରଣ କରିଥାଏ।                                                     ਗੁਰ ਕੈ ਸਬਦਿ ਤਿਨ ਮੇਲਿ ਮਿਲਾਉ ॥ଶବ୍ଦ-ଗୁରୁ ଦ୍ଵାରା ହିଁ ତାହାଙ୍କ ମିଳନ ହୋଇଥାଏ।                                   ਤਿਨ ਕੀ ਧੂਰਿ ਲਾਈ ਮੁਖਿ ਮਸਤਕਿ ਸਤਸੰਗਤਿ ਬਹਿ ਗੁਣ ਗਾਇਦਾ ॥੨॥ମୁଁ ତାହାଙ୍କ ଚରଣ-ଧୂଳି ନିଜ ମୁଖ ଏବଂ ମଥାରେ ଲଗାଇଛି ଏବଂ ସତସଙ୍ଗତିରେ ବସି ଭଗବାନଙ୍କ ଗୁଣଗାନ କରିଥାଏ||2||                           ਹਰਿ ਕੇ ਗੁਣ ਗਾਵਾ

Odia Page 1064

ਜਿਸੁ ਭਾਣਾ ਭਾਵੈ ਸੋ ਤੁਝਹਿ ਸਮਾਏ ॥ଯାହାକୁ ତୋର ଇଚ୍ଛା ସ୍ଵୀକାର ଅଛି, ସେ ତୋ’ ଠାରେ ହିଁ ବିଲୀନ ହୋଇଯାଏ।                                                              ਭਾਣੇ ਵਿਚਿ ਵਡੀ ਵਡਿਆਈ ਭਾਣਾ ਕਿਸਹਿ ਕਰਾਇਦਾ ॥੩॥ଈଶ୍ବରଙ୍କ ଇଚ୍ଛାରେ ଏକ ବଡପଣ ଅଛି, କିନ୍ତୁ କେହି ବିରଳ ଦ୍ଵାରା ହିଁ ତାହାଙ୍କ ଇଛା କାର୍ଯ୍ୟକାରୀ ହୋଇଥାଏ||3|| ਜਾ ਤਿਸੁ ਭਾਵੈ ਤਾ ਗੁਰੂ ਮਿਲਾਏ ॥ଯେତେବେଳେ ପରମାତ୍ମାଙ୍କୁ ମଞ୍ଜୁର ହୋଇଥାଏ, ସେ ଗୁରୁଙ୍କ ସହିତ ମିଳାଇ ଦିଅନ୍ତି।                                                                   ਗੁਰਮੁਖਿ ਨਾਮੁ

Odia Page 1063

ਸਤਿਗੁਰਿ ਸੇਵਿਐ ਸਹਜ ਅਨੰਦਾ ॥ସଦଗୁରୁଙ୍କ ସେବା କରିବା ଦ୍ଵାରା ସ୍ଵାଭାବିକ ଭାବରେ ଆନନ୍ଦ ମିଳିଥାଏ ଏବଂ                             ਹਿਰਦੈ ਆਇ ਵੁਠਾ ਗੋਵਿੰਦਾ ॥ହୃଦୟରେ ପ୍ରଭୁ ବାସ କରିଥାନ୍ତି।                                                                                   ਸਹਜੇ ਭਗਤਿ ਕਰੇ ਦਿਨੁ ਰਾਤੀ ਆਪੇ ਭਗਤਿ ਕਰਾਇਦਾ ॥੪॥ସେତେବେଳେ ଜୀବ ସ୍ଵାଭାବିକ ଭାବରେ ଦିନ-ରାତି ଭକ୍ତି କରିଥାଏ ଏବଂ ପ୍ରଭୁ ସ୍ଵୟଂ ହିଁ ଭକ୍ତି କରାଇ ଥାଆନ୍ତି||4||                                   ਸਤਿਗੁਰ ਤੇ ਵਿਛੁੜੇ ਤਿਨੀ ਦੁਖੁ ਪਾਇਆ ॥ଯିଏ ସଦଗୁରୁଙ୍କ ଠାରେ ବିଚ୍ଛେଦ ହୋଇଥାଏ,

Odia Page 1062

ਕਰਤਾ ਕਰੇ ਸੁ ਨਿਹਚਉ ਹੋਵੈ ॥ଯାହା ଈଶ୍ଵର କରିଥାନ୍ତି, ତାହା ନିଶ୍ଚୟ ହୋଇଥାଏ।                                                            ਗੁਰ ਕੈ ਸਬਦੇ ਹਉਮੈ ਖੋਵੈ ॥ମନୁଷ୍ୟ ଗୁରୁଙ୍କ ଶବ୍ଦ ଦ୍ଵାରା ଅଭିମାନ ଦୂର କରି ଦେଇଥାଏ।                                                   ਗੁਰ ਪਰਸਾਦੀ ਕਿਸੈ ਦੇ ਵਡਿਆਈ ਨਾਮੋ ਨਾਮੁ ਧਿਆਇਦਾ ॥੫॥ଗୁରୁ-କୃପାରୁ ଯାହାକୁ ବଡିମା ଦେଇଥାନ୍ତି, ସେ ହରିନାମର ହିଁ ଧ୍ୟାନ କରିଥାଏ||5||                                     ਗੁਰ ਸੇਵੇ ਜੇਵਡੁ ਹੋਰੁ ਲਾਹਾ ਨਾਹੀ ॥ଗୁରୁଙ୍କ ସେବା କରିବା ଭଳି ବଡ ମହାନ

Odia Page 1061

ਹੁਕਮੇ ਸਾਜੇ ਹੁਕਮੇ ਢਾਹੇ ਹੁਕਮੇ ਮੇਲਿ ਮਿਲਾਇਦਾ ॥੫॥ତୁ ହୁକୁମ ଦ୍ଵାରା ହିଁ ବନାଇ ଥାଉ ଏବଂ ହୁକୁମ ଦ୍ଵାରା ହିଁ ଧ୍ଵଂସ କରିଥାଉ ଆଉ ହୁକୁମ ଦ୍ଵାରା ହିଁ ମିଳାଇ ନେଉ||5||                                                                                                                              ਹੁਕਮੈ ਬੂਝੈ ਸੁ ਹੁਕਮੁ ਸਲਾਹੇ ॥ ਅਗਮ ਅਗੋਚਰ ਵੇਪਰਵਾਹੇ ॥ଯିଏ ତୋର ହୁକୁମକୁ ବୁଝି ନେଇଥାଏ, ସେ ତୋର ହୁକୁମକୁ ପ୍ରଶଂସା କରିଥାଏ, ତୁ ଅପହଞ୍ଚ, ମନ ବାଣୀରୁ ଉର୍ଦ୍ଧ୍ଵରେ ଆଉ ନିଶ୍ଚିନ୍ତ ଅଟୁ।              ਜੇਹੀ ਮਤਿ

ODIA PAGE 1006

ਅਟਲ ਅਖਇਓ ਦੇਵਾ ਮੋਹਨ ਅਲਖ ਅਪਾਰਾ ॥ହେ ମୋହନ ଦେବ! ତୁ ଅଲକ୍ଷ୍ୟ, ଅପରାମ୍ପର, ଅଟଳ ଏବଂ ଅନଶ୍ଵର ଅଟୁ।                                        ਦਾਨੁ ਪਾਵਉ ਸੰਤਾ ਸੰਗੁ ਨਾਨਕ ਰੇਨੁ ਦਾਸਾਰਾ ॥੪॥੬॥੨੨॥ନାନକ ବନ୍ଦନା କରନ୍ତି ଯେ ତାହାଙ୍କୁ ସନ୍ଥଙ୍କ ସଙ୍ଗତ ଏବଂ ଭକ୍ତଜନଙ୍କ ଚରଣ-ଧୂଳିର ଦାନ ଉପଲବ୍ଧ ହେଉ||4||6||22||                                ਮਾਰੂ ਮਹਲਾ ੫ ॥ମାରୁ ମହଲା 5॥                                                                                        ਤ੍ਰਿਪਤਿ ਆਘਾਏ ਸੰਤਾ ॥ ਗੁਰ ਜਾਨੇ ਜਿਨ ਮੰਤਾ ॥ସେହି ସନ୍ଥଜନ ତୃପ୍ତ

ODIA PAGE 1005

ਹਮ ਤੁਮ ਸੰਗਿ ਝੂਠੇ ਸਭਿ ਬੋਲਾ ॥ଆମ ସାଥିରେ ରହି ତୁମର ସବୁ ବଚନ ମିଥ୍ୟା ଅଟେ।                            ਪਾਇ ਠਗਉਰੀ ਆਪਿ ਭੁਲਾਇਓ ॥ଈଶ୍ଵର ମାୟାକୁ ବ ହରମରେ ରଖି ସ୍ଵୟଂ ହିଁ ଜୀବକୁ କୁମାର୍ଗଗାମୀ କରିଛନ୍ତି।                                                                       ਨਾਨਕ ਕਿਰਤੁ ਨ ਜਾਇ ਮਿਟਾਇਓ ॥੨॥ହେ ନାନକ! ଭାଗ୍ୟକୁ ଟାଳି ହୁଏନାହିଁ||2||                           ਪਸੁ ਪੰਖੀ ਭੂਤ ਅਰੁ ਪ੍ਰੇਤਾ ॥ ਬਹੁ ਬਿਧਿ ਜੋਨੀ ਫਿਰਤ ਅਨੇਤਾ ॥ସେ ପଶୁ-ପକ୍ଷୀ ଏବଂ ଭୁତ-ପ୍ରେତ

ODIA PAGE 1004

ਬਾਝੁ ਗੁਰੂ ਗੁਬਾਰਾ ॥ଗୁରୁଙ୍କ ବିନା ଅଜ୍ଞାନତା ରୂପୀ ଘୋର ଅନ୍ଧକାର ବନି ରହିଥାଏ           ਮਿਲਿ ਸਤਿਗੁਰ ਨਿਸਤਾਰਾ ॥੨॥ପରନ୍ତୁ ଯଦି ସଚ୍ଚା ଗୁରୁ ମିଳିଯାନ୍ତି, ତାହାହେଲେ ମୋକ୍ଷ ପ୍ରାପ୍ତ ହୋଇଯାଏ||2||                                                                                                 ਹਉ ਹਉ ਕਰਮ ਕਮਾਣੇ ॥ଜୀବ ଅଭିମାନ ସହିତ ଯେତେ କର୍ମ କରିଥାଏ,                          ਤੇ ਤੇ ਬੰਧ ਗਲਾਣੇ ॥ସବୁ ତାହାର ଗଳାରେ ବନ୍ଧନ ବନିଯାଏ।                                              ਮੇਰੀ ਮੇਰੀ ਧਾਰੀ ॥ଯିଏ ହୃଦୟରେ ମୋର-ମୋର ରୂପୀ ମମତା ଧାରଣ କରିଥାଏ,

error: Content is protected !!