ODIA PAGE 1015

ਕਿਤੀ ਚਖਉ ਸਾਡੜੇ ਕਿਤੀ ਵੇਸ ਕਰੇਉ ॥ନିଃସଙ୍କୋଚରେ କେତେ ପଦାର୍ଥର ସ୍ଵାଦ ଚାଖିଥାଏ, କେତେ ସୁନ୍ଦର ପୋଷାକ ଧାରଣ କରିଥାଏ,                                                       ਪਿਰ ਬਿਨੁ ਜੋਬਨੁ ਬਾਦਿ ਗਇਅਮੁ ਵਾਢੀ ਝੂਰੇਦੀ ਝੂਰੇਉ ॥੫॥ପରନ୍ତୁ ପ୍ରଭୁଙ୍କ ବିନା ଯୌବନ ବ୍ୟର୍ଥ ଅଟେ, ତାହାଙ୍କ ଠାରୁ ବିଚ୍ଛେଦ ହୋଇ ଚିନ୍ତାଗ୍ରସ୍ତ ରହିଥାଏ||5||                                               ਸਚੇ ਸੰਦਾ ਸਦੜਾ ਸੁਣੀਐ ਗੁਰ ਵੀਚਾਰਿ ॥ଗୁରୁଙ୍କ ଜ୍ଞାନ-ବିଚାର ଦ୍ଵାରା ସଚ୍ଚା ପ୍ରଭୁଙ୍କ ସଚ୍ଚା ଉପଦେଶ ଶୁଣିବା ଉଚିତ।          ਸਚੇ ਸਚਾ

ODIA PAGE 1016

ਕਲਰ ਖੇਤੀ ਤਰਵਰ ਕੰਠੇ ਬਾਗਾ ਪਹਿਰਹਿ ਕਜਲੁ ਝਰੈ ॥ନାମ ବିନା ମନୁଷ୍ୟର ଜୀବନ ବ୍ୟର୍ଥ ଅଟେ, ଯେପରି ବଞ୍ଜର ଭୂମିରେ ବୁଣିଥିବା ଫସଲ ଅଟେ, ଦରିଆର ତଟରେ ଗଛ ଥାଏ ଏବଂ ସେଠାରେ ଧବଳ ବସ୍ତ୍ର ଧାରଣ କରିଥିଲେ ଯେଉଁଠି କାଳିମା ଉଡି ଉଡି ବସ୍ତ୍ର ଉପରେ ପଡିଥାଏ।                                                                              ਏਹੁ ਸੰਸਾਰੁ ਤਿਸੈ ਕੀ ਕੋਠੀ ਜੋ ਪੈਸੈ ਸੋ ਗਰਬਿ ਜਰੈ ॥੬॥ଏହି ସଂସାର ତୃଷ୍ଣାର ଘର ଅଟେ, ଯିଏ ତାହାର

ODIA PAGE 1017

ਮਾਰੂ ਮਹਲਾ ੫ ਘਰੁ ੩ ਅਸਟਪਦੀਆମାରୁ ମହଲା 5 ଘର 3 ଅଷ୍ଟପଦୀ ੴ ਸਤਿਗੁਰ ਪ੍ਰਸਾਦਿ ॥ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।                                                  ਲਖ ਚਉਰਾਸੀਹ ਭ੍ਰਮਤੇ ਭ੍ਰਮਤੇ ਦੁਲਭ ਜਨਮੁ ਅਬ ਪਾਇਓ ॥੧॥ଚଉରାଶି ଲକ୍ଷ ଯୋନିରେ ପଥଭ୍ରଷ୍ଟ ରହି ବର୍ତ୍ତମାନ ଏହି ଦୁର୍ଲଭ ମାନବ ଜନ୍ମ ପ୍ରାପ୍ତ ହୋଇଛି||1||                                              ਰੇ ਮੂੜੇ ਤੂ ਹੋਛੈ ਰਸਿ ਲਪਟਾਇਓ ॥ଆରେ ମୂର୍ଖ! ତୁ ତୁଚ୍ଛ ପଦାର୍ଥର

ODIA PAGE 1018

ਚਰਣ ਤਲੈ ਉਗਾਹਿ ਬੈਸਿਓ ਸ੍ਰਮੁ ਨ ਰਹਿਓ ਸਰੀਰਿ ॥ଯେଉଁ ବ୍ୟକ୍ତି କାଠ ନିର୍ମିତ ନାବରେ ପାଦ ଦବାଇ ସେଥିରେ ବସିଥାଏ, ତାହାର ଶରୀରର କ୍ଳାନ୍ତ ଦୂର ହୋଇଯାଏ।  ਮਹਾ ਸਾਗਰੁ ਨਹ ਵਿਆਪੈ ਖਿਨਹਿ ਉਤਰਿਓ ਤੀਰਿ ॥੨॥ମହାସାଗର ମଧ୍ୟ କୌଣସି ବିଘ୍ନ ଜାତ କରେ ନାହିଁ ଏବଂ ଏକ କ୍ଷଣରେ ହିଁ ସାଗର ତଟରେ ଲାଗିଯାଏ||2|| ਚੰਦਨ ਅਗਰ ਕਪੂਰ ਲੇਪਨ ਤਿਸੁ ਸੰਗੇ ਨਹੀ ਪ੍ਰੀਤਿ ॥ଧରିତ୍ରୀ ଚନ୍ଦନ, ଅଗର, କର୍ପୁରର

ODIA PAGE 1019

ਮਾਰੂ ਮਹਲਾ ੫ ॥ମାରୁ ମହଲା 5॥  ਜੀਵਨਾ ਸਫਲ ਜੀਵਨ ਸੁਨਿ ਹਰਿ ਜਪਿ ਜਪਿ ਸਦ ਜੀਵਨਾ ॥੧॥ ਰਹਾਉ ॥ତାହାର ଜୀବନ ସଫଳ ଅଟେ, ଯିଏ ଈଶ୍ଵରଙ୍କ ବନ୍ଦନା ଏବଂ ମହିମାଗାନ ଶୁଣି ଜୀବନ ବିତାଇ ଥାଏ॥1॥ରୁହ॥  ਪੀਵਨਾ ਜਿਤੁ ਮਨੁ ਆਘਾਵੈ ਨਾਮੁ ਅੰਮ੍ਰਿਤ ਰਸੁ ਪੀਵਨਾ ॥੧॥ତାହା ପାନ କରିବା ଉଚିତ, ଯାହାଦ୍ୱାରା ମନ ତୃପ୍ତ ହୋଇଯାଏ, ଏଥିପାଇଁ ନାମାମୃତ ରସ ପାନ କରିବା ଉଚିତ||1|| ਖਾਵਨਾ ਜਿਤੁ ਭੂਖ

ODIA PAGE 1020

ਦੋਜਕਿ ਪਾਏ ਸਿਰਜਣਹਾਰੈ ਲੇਖਾ ਮੰਗੈ ਬਾਣੀਆ ॥੨॥ସୃଜନହାର ତାହାକୁ ନର୍କରେ ଧକ୍କା ଦେଇଥାନ୍ତି ଏବଂ ଯମରାଜ ତାହାକୁ କର୍ମର ହିସାବ ମାଗିଥାନ୍ତି||2||                                                      ਸੰਗਿ ਨ ਕੋਈ ਭਈਆ ਬੇਬਾ ॥ଶେଷରେ ଭଉଣୀ ମଧ୍ୟ ଭାଇର ସାଥି ଦିଏ ନାହିଁ।  ਮਾਲੁ ਜੋਬਨੁ ਧਨੁ ਛੋਡਿ ਵਞੇਸਾ ॥ସେ ନିଜର ଧନ, ଯୌବନ ସବୁକିଛି

ODIA PAGE 1021

ਆਪੇ ਕਿਸ ਹੀ ਕਸਿ ਬਖਸੇ ਆਪੇ ਦੇ ਲੈ ਭਾਈ ਹੇ ॥੮॥ସେ ସ୍ଵୟଂ ହିଁ କାହାକୁ କର୍ମ ଅନୁସାରେ କ୍ଷମା ପ୍ରଦାନ କରନ୍ତି ଏବଂ କାହାକୁ ଦଣ୍ଡ ଦିଅନ୍ତି ।। 8।।                                                   ਆਪੇ ਧਨਖੁ ਆਪੇ ਸਰਬਾਣਾ ॥ସେ ସ୍ଵୟଂ ହିଁ ଧନୁଷ ଏବଂ ବାଣ ଚଲାନ୍ତି,                                                               ਆਪੇ ਸੁਘੜੁ ਸਰੂਪੁ ਸਿਆਣਾ ॥ସେ ବହୁତ ବୁଦ୍ଧିମାନ, ସୁନ୍ଦର ରୂପ ଏବଂ ଚତୁର ଅଟନ୍ତି।                                                                             ਕਹਤਾ ਬਕਤਾ ਸੁਣਤਾ ਸੋਈ ਆਪੇ ਬਣਤ ਬਣਾਈ

ODIA PAGE 1022

ਗੰਗਾ ਜਮੁਨਾ ਕੇਲ ਕੇਦਾਰਾ ॥ଗଙ୍ଗା,ଯମୁନା,ବୃନ୍ଦାବନ, କେଦାରନାଥ, ਕਾਸੀ ਕਾਂਤੀ ਪੁਰੀ ਦੁਆਰਾ ॥କାଶୀ,ମଥୁରା,ଦ୍ବାରିକା ପୁରୀ,                                                              ਗੰਗਾ ਸਾਗਰੁ ਬੇਣੀ ਸੰਗਮੁ ਅਠਸਠਿ ਅੰਕਿ ਸਮਾਈ ਹੇ ॥੯॥ଗଙ୍ଗାସାଗର ଏବଂ ତ୍ରିବେଣୀ ସଙ୍ଗମ ଇତ୍ୟାଦି ଅଠଷଠି ତୀର୍ଥ ଇଶ୍ଵରଙ୍କ ସ୍ଵରୂପରେ ଲୀନ ହୋଇଥାନ୍ତି। ।।  9  ।।                     ਆਪੇ ਸਿਧ ਸਾਧਿਕੁ ਵੀਚਾਰੀ ॥ସେ ସ୍ଵୟଂ ହିଁ ସିଦ୍ଧ, ସାଧକ ଏବଂ ବିଚାର କରିଥିବା ବିଦ୍ୱାନ ଅଟେ।                                                              ਆਪੇ ਰਾਜਨੁ ਪੰਚਾ ਕਾਰੀ ॥ପଞ୍ଚଙ୍କ ସଭାରେ ସେ

ODIA PAGE 1023

ਸਚੈ ਊਪਰਿ ਅਵਰ ਨ ਦੀਸੈ ਸਾਚੇ ਕੀਮਤਿ ਪਾਈ ਹੇ ॥੮॥ସେହି ପରମ ସତ୍ୟଙ୍କ ଠାରୁ ଉପରେ କେହି ନାହାନ୍ତି, ସେ ସ୍ୱୟଂ ହିଁ ସତ୍ୟର ମହିମାକୁ ଜାଣନ୍ତି ।। 8 ।।       ਐਥੈ ਗੋਇਲੜਾ ਦਿਨ ਚਾਰੇ ॥ଏହିଠାରେ ଜୀବ ଚାରି ଦିନ ପାଇଁ ହିଁ ଆସନ୍ତି, ਖੇਲੁ ਤਮਾਸਾ ਧੁੰਧੂਕਾਰੇ ॥ଏହି ଜଗତ ଖେଳ ଅଟେ, ଏବଂ ଜୀବ ଅଜ୍ଞାନତାର ଘୋର ଅନ୍ଧକାରରେ ରହିଥାଏ।                                           ਬਾਜੀ ਖੇਲਿ ਗਏ ਬਾਜੀਗਰ ਜਿਉ ਨਿਸਿ

ODIA PAGE 1024

ਗੁਰਮੁਖਿ ਵਿਰਲਾ ਚੀਨੈ ਕੋਈ ॥କେହି ବିରଳ ଗୁରୁମୁଖୀ ହିଁ ରହସ୍ୟକୁ ଚିହ୍ନି ପାରିଛନ୍ତି।                        ਦੁਇ ਪਗ ਧਰਮੁ ਧਰੇ ਧਰਣੀਧਰ ਗੁਰਮੁਖਿ ਸਾਚੁ ਤਿਥਾਈ ਹੇ ॥੮॥ପୃଥିବୀକୁ ଧାରଣ କରିଥିବା ଏବେ ଧର୍ମ ରୂପୀ ବୃଷଭ ଦୁଇ ପାଦରେ ଠିଆ ହୋଇଥିଲା ଏବଂ ଗୁରୁଙ୍କ ଠାରୁ ହିଁ ସତ୍ୟର ପ୍ରାପ୍ତି ହୋଇଥିଲା।। 18  ।। ਰਾਜੇ ਧਰਮੁ ਕਰਹਿ ਪਰਥਾਏ ॥ବଡ ବଡ ରାଜା ନିଜର କେଉଁ ମନୋରଥଙ୍କ ପାଇଁ ଧର୍ମ କର୍ମ କରୁଥିଲେ,                                                                       ਆਸਾ

error: Content is protected !!