Odia Page 1048
ਘਟਿ ਘਟਿ ਵਸਿ ਰਹਿਆ ਜਗਜੀਵਨੁ ਦਾਤਾ ॥ଜୀବନ ଦେବା ବାଲା ପ୍ରତି ଘଟରେ ବାସ କରିଥାନ୍ତି। ਇਕ
ਮਾਇਆ ਮੋਹਿ ਸੁਧਿ ਨ ਕਾਈ ॥ମୋହ-ମାୟାରେ ମସ୍ତ ଜୀବକୁ କିଛି ପ୍ରାପ୍ତ ହୁଏନାହିଁ। ਮਨਮੁਖ ਅੰਧੇ ਕਿਛੂ ਨ ਸੂਝੈ ਗੁਰਮਤਿ ਨਾਮੁ ਪ੍ਰਗਾਸੀ ਹੇ ॥੧੪॥ନ୍ଧ ମନମୁଖୀକୁ କୌଣସି ଜ୍ଞାନ ହୁଏନାହିଁ, ପରନ୍ତୁ ଗୁରୁଙ୍କ ଉପଦେଶ ଦ୍ଵାରା ହିଁ ହୃଦୟରେ ନାମର ଆଲୋକ ହୋଇଥାଏ||14|| ਮਨਮੁਖ ਹਉਮੈ ਮਾਇਆ ਸੂਤੇ ॥ମନମୁଖୀ ଜୀବ ଅହଂକାର ଏବଂ ମୋହ-ମାୟାରେ ହିଁ ଶୟନ କରିଥାଏ। ਅਪਣਾ ਘਰੁ ਨ ਸਮਾਲਹਿ ਅੰਤਿ ਵਿਗੂਤੇ ॥ସେ କାମୁକ ଦୂତ
ਗੁਰਮੁਖਿ ਗਿਆਨੁ ਏਕੋ ਹੈ ਜਾਤਾ ਅਨਦਿਨੁ ਨਾਮੁ ਰਵੀਜੈ ਹੇ ॥੧੩॥ଗୁରୁଙ୍କ ଜ୍ଞାନ ଏକମାତ୍ର ପରମେଶ୍ଵରଙ୍କୁ ହିଁ ଜଣାଥାଏ ଏବଂ ସେ ରାତି ଦିନ ନାମରେ ହିଁ ଲୀନ ରହିଥାଏ||13|| ਬੇਦ ਪੜਹਿ ਹਰਿ ਨਾਮੁ ਨ ਬੂਝਹਿ ॥ଜୀବ ବେଦ ପାଠ କରିଥାଏ, ପରନ୍ତୁ ହରିନାମର ରହସ୍ୟକୁ ବୁଝେ ନାହିଁ। ਮਾਇਆ ਕਾਰਣਿ ਪੜਿ ਪੜਿ ਲੂਝਹਿ ॥ପାଠ-ପଠନ କରି ସେ ମାୟାର କାରଣରୁ ଖୁସି ରହିଥାଏ। ਅੰਤਰਿ ਮੈਲੁ ਅਗਿਆਨੀ ਅੰਧਾ ਕਿਉ
ਮੂੜੇ ਤੈ ਮਨ ਤੇ ਰਾਮੁ ਬਿਸਾਰਿਓ ॥ଆରେ ମୂର୍ଖ! ତୁ ମନରୁ ରାମଙ୍କୁ ଭୁଲି ଦେଇଛୁ। ਲੂਣੁ ਖਾਇ ਕਰਹਿ ਹਰਾਮਖੋਰੀ ਪੇਖਤ ਨੈਨ ਬਿਦਾਰਿਓ ॥੧॥ ਰਹਾਉ ॥ତୁ ମାଲିକଙ୍କ ଲୁଣ ଖାଇ ବିଶ୍ବାସ ଘାତକ କରିଛୁ, ଲୋକଙ୍କ ଆଖି ତୋତେ ଜଳାଇ ନାଶ କରି ଦେବ॥1॥ରୁହ॥ ਅਸਾਧ ਰੋਗੁ ਉਪਜਿਓ ਤਨ ਭੀਤਰਿ ਟਰਤ ਨ ਕਾਹੂ ਟਾਰਿਓ ॥ତନରେ ଅସାଧ୍ୟ ରୋଗ ଜାତ ହୋଇ ଯାଇଛି, ଯାହାର କୌଣସି
ਮਾਰੂ ਮਹਲਾ ੫ ॥ମାରୁ ମହଲା 5॥ ਮਾਨ ਮੋਹ ਅਰੁ ਲੋਭ ਵਿਕਾਰਾ ਬੀਓ ਚੀਤਿ ਨ ਘਾਲਿਓ ॥ମାନ-ମୋହ ଆଉ ଲୋଭ-ବିକାରକୁ ନିଜ ଚିତ୍ତରେ ଆସିବାକୁ ଦେଇନାହିଁ। ਨਾਮ ਰਤਨੁ ਗੁਣਾ ਹਰਿ ਬਣਜੇ ਲਾਦਿ ਵਖਰੁ ਲੈ ਚਾਲਿਓ ॥੧॥ନାମ-ରତ୍ନ ଓ ହରି-ଗୁଣର ବ୍ୟାପାର କରି ସେହି ସାମଗ୍ରୀ ଲଦି ଜଗତରୁ ଯାଇଛି||1|| ਸੇਵਕ ਕੀ ਓੜਕਿ ਨਿਬਹੀ ਪ੍ਰੀਤਿ ॥ପ୍ରଭୁଙ୍କ ସହିତ ସେବକର ପ୍ରୀତି ଅନ୍ତ ପର୍ଯ୍ୟନ୍ତ ରହି ଯାଇଛି।
ਰਾਜਸੁ ਸਾਤਕੁ ਤਾਮਸੁ ਡਰਪਹਿ ਕੇਤੇ ਰੂਪ ਉਪਾਇਆ ॥ରଜ ଗୁଣୀ (ମନୁଷ୍ୟ) ସତଗୁଣୀ(ଦେବତା) ଏବଂ ତମ ଗୁଣୀ (ଦୈତ୍ୟ) ତଥା ଅନେକ ରୂପ ବାଲା ଜୀବ ପରମାତ୍ମାଙ୍କ ଭୟରେ ବିଚରଣ କରିଥାନ୍ତି। ਛਲ ਬਪੁਰੀ ਇਹ ਕਉਲਾ ਡਰਪੈ ਅਤਿ ਡਰਪੈ ਧਰਮ ਰਾਇਆ ॥੩॥ଜିବଙ୍କ ସହ ଛଳନା କରିଥିବା ସେହି ମାୟା ମଧ୍ୟ ଇଶ୍ଵରଙ୍କୁ ଭୟ କରେ ଏବଂ ଧର୍ମରାଜ ମଧ୍ୟ ଭୟରେ ବିଚରଣ କରନ୍ତି।୩।। ਸਗਲ ਸਮਗ੍ਰੀ ਡਰਹਿ ਬਿਆਪੀ ਬਿਨੁ ਡਰ
ਗੁਰਮੁਖਾ ਮਨਿ ਪਰਤੀਤਿ ਹੈ ਗੁਰਿ ਪੂਰੈ ਨਾਮਿ ਸਮਾਣੀ ॥੧॥ଗୁରୁମୁଖୀଙ୍କ ମନରେ ପୁର୍ଣ୍ଣ ନିଷ୍ଠା ଅଛି, ପୂର୍ଣ୍ଣ ଗୁରୁ ଦ୍ଵାରା ସେ ନାମ ସ୍ମରଣରେ ହି ବିଲୀନ ରହନ୍ତି।।1।। ਮਨ ਮੇਰੇ ਮੈ ਹਰਿ ਹਰਿ ਕਥਾ ਮਨਿ ਭਾਣੀ ॥ହେ ମୋର ମନ ! ମତେ ହରିଙ୍କ କଥା ହି ପ୍ରିୟ ଲାଗେ। ਹਰਿ ਹਰਿ ਕਥਾ ਨਿਤ ਸਦਾ ਕਰਿ ਗੁਰਮੁਖਿ ਅਕਥ ਕਹਾਣੀ ॥੧॥ ਰਹਾਉ ॥ମୁଁ ନିତ୍ୟ ହରି କଥା
ਮਾਰੂ ਮਹਲਾ ੪ ਘਰੁ ੩ମାରୁ ମହଲା ୪ଘରୁ୩ ੴ ਸਤਿਗੁਰ ਪ੍ਰਸਾਦਿ ॥ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ। ਹਰਿ ਹਰਿ ਨਾਮੁ ਨਿਧਾਨੁ ਲੈ ਗੁਰਮਤਿ ਹਰਿ ਪਤਿ ਪਾਇ ॥ଗୁରୁଙ୍କ ଉପଦେଶ ଅନୁସାରେ ଯିଏ ହରି ନାମ ରୂପୀ ନିଧି ପ୍ରାପ୍ତ କରିଛି, ସେ ହିଁ ଯଶ ହାସିଲ କରିଛି। ਹਲਤਿ ਪਲਤਿ ਨਾਲਿ ਚਲਦਾ ਹਰਿ ਅੰਤੇ ਲਏ ਛਡਾਇ ॥ଲୋକ ପରଲୋକରେ ସେ ହିଁ
ਮੇਰਾ ਪ੍ਰਭੁ ਵੇਪਰਵਾਹੁ ਹੈ ਨਾ ਤਿਸੁ ਤਿਲੁ ਨ ਤਮਾਇ ॥ମୋର ପ୍ରଭୁ ନିଶ୍ଚିନ୍ତ ଅଟନ୍ତି, ଯାହାଙ୍କ ତିଳେ ମାତ୍ର ଲାଳସା ନାହିଁ। ਨਾਨਕ ਤਿਸੁ ਸਰਣਾਈ ਭਜਿ ਪਉ ਆਪੇ ਬਖਸਿ ਮਿਲਾਇ ॥੪॥੫॥ହେ ନାନକ! ତାର ଶରଣରେ ଆସିଯାଅ, ସେ ସ୍ଵୟଂ ହି କ୍ଷମା କରି ନିଜ ସହ ମିଶାଇ ନେବେ॥4॥5॥ ਮਾਰੂ ਮਹਲਾ ੪ ਘਰੁ ੨ମାରୁ ମହଲା। ୪ ଘର ୨ ੴ ਸਤਿਗੁਰ ਪ੍ਰਸਾਦਿ ॥ଇଶ୍ଵର ଏକ ଅଟନ୍ତି,
ਏ ਮਨ ਹਰਿ ਜੀਉ ਚੇਤਿ ਤੂ ਮਨਹੁ ਤਜਿ ਵਿਕਾਰ ॥ହେ ମନ ! ତୁ ଖରାପ କୁ ତ୍ୟାଗ କରି ପରମାତ୍ମାଙ୍କୁ ସ୍ମରଣ କର; ਗੁਰ ਕੈ ਸਬਦਿ ਧਿਆਇ ਤੂ ਸਚਿ ਲਗੀ ਪਿਆਰੁ ॥੧॥ ਰਹਾਉ ॥ସତ୍ୟ ସହ ପ୍ରେମ ଏବଂ ଆସ୍ଥା ରଖି ତୁ ଗୁରୁଙ୍କ ଶବ୍ଦ ଦ୍ଵାରା ଧ୍ୟାନ କର ।। 1 ।। ਐਥੈ ਨਾਵਹੁ ਭੁਲਿਆ ਫਿਰਿ ਹਥੁ ਕਿਥਾਊ ਨ ਪਾਇ ॥ଯଦି ମାନବ