Odia Page 857

ਆਸਨੁ ਪਵਨ ਦੂਰਿ ਕਰਿ ਬਵਰੇ ॥ହେ ବାଉଳା ଯୋଗୀ! ଯୋଗାଭ୍ୟାସର ଆସନ ଏବଂ ପ୍ରାଣାୟମର ସାଧନା ତ୍ୟାଗ କର।            ਛੋਡਿ ਕਪਟੁ ਨਿਤ ਹਰਿ ਭਜੁ ਬਵਰੇ ॥੧॥ ਰਹਾਉ ॥ହେ ପାଗଳା! ଏହି କପଟ ତ୍ୟାଗ କରି ନିତ୍ୟ ଭଗବାନଙ୍କ ଭଜନ କର॥1॥ରୁହ॥      ਜਿਹ ਤੂ ਜਾਚਹਿ ਸੋ ਤ੍ਰਿਭਵਨ ਭੋਗੀ ॥ଯେଉଁ ମାୟାକୁ ତୁ ମାଗିଥାଉ, ତାହାକୁ ତିନି ଲୋକର ଜୀବ ଭୋଗ କରୁଛନ୍ତି।      ਕਹਿ ਕਬੀਰ ਕੇਸੌ

Odia Page 856

ਜਰਾ ਜੀਵਨ ਜੋਬਨੁ ਗਇਆ ਕਿਛੁ ਕੀਆ ਨ ਨੀਕਾ ॥ମୋର ଯୌବନର ବୟସ ଚାଲି ଯାଇଛି ଏବଂ ବାର୍ଦ୍ଧକ୍ୟ ଆସି ଯାଇଛି, କିନ୍ତୁ ମୁଁ କୌଣସି ଶୁଭ କର୍ମ କରିନାହିଁ।   ਇਹੁ ਜੀਅਰਾ ਨਿਰਮੋਲਕੋ ਕਉਡੀ ਲਗਿ ਮੀਕਾ ॥੩॥ଏହି ଅମୂଲ୍ୟ ଜୀବନ ବାସନାରେ ଲାଗି ମୂଲ୍ୟହୀନ ହୋଇ ଯାଇଛି॥3॥  ਕਹੁ ਕਬੀਰ ਮੇਰੇ ਮਾਧਵਾ ਤੂ ਸਰਬ ਬਿਆਪੀ ॥କବୀର କହନ୍ତି ଯେ ହେ ମୋର ମାଧବ! ତୁ ସର୍ବ ବ୍ୟାପକ ଅଟୁ;

Odia Page 855

ਪਉੜੀ ॥ପଉଡୀ॥  ਕੋਈ ਨਿੰਦਕੁ ਹੋਵੈ ਸਤਿਗੁਰੂ ਕਾ ਫਿਰਿ ਸਰਣਿ ਗੁਰ ਆਵੈ ॥ଯଦି ସଦଗୁରୁଙ୍କ କେହି ନିନ୍ଦୁକ ଅଛି, ପୁଣି ସେ ଗୁରୁଙ୍କ ଶରଣରେ ଆସିଯାଏ, ତାହାହେଲେ      ਪਿਛਲੇ ਗੁਨਹ ਸਤਿਗੁਰੁ ਬਖਸਿ ਲਏ ਸਤਸੰਗਤਿ ਨਾਲਿ ਰਲਾਵੈ ॥ସଦଗୁରୁ ତାହାଙ୍କ ପୂର୍ବ ଦୋଷ କ୍ଷମା କରି ତାହାକୁ ସତସଙ୍ଗତିରେ ମିଳନ କରାନ୍ତି।      ਜਿਉ ਮੀਹਿ ਵੁਠੈ ਗਲੀਆ ਨਾਲਿਆ ਟੋਭਿਆ ਕਾ ਜਲੁ ਜਾਇ ਪਵੈ ਵਿਚਿ ਸੁਰਸਰੀ ਸੁਰਸਰੀ

Odia Page 854

ਜਨ ਨਾਨਕ ਕੈ ਵਲਿ ਹੋਆ ਮੇਰਾ ਸੁਆਮੀ ਹਰਿ ਸਜਣ ਪੁਰਖੁ ਸੁਜਾਨੁ ॥ହେ ନାନକ! ମୋର ସ୍ଵାମୀ ହରି ଗୁରୁ ଅମରଦାସ ପକ୍ଷରେ ହିଁ ଅଛନ୍ତି ଆଉ ସେହି ଚତୁର ପ୍ରଭୁ ହିଁ ସଜ୍ଜନ ଅଟନ୍ତି।         ਪਉਦੀ ਭਿਤਿ ਦੇਖਿ ਕੈ ਸਭਿ ਆਇ ਪਏ ਸਤਿਗੁਰ ਕੀ ਪੈਰੀ ਲਾਹਿਓਨੁ ਸਭਨਾ ਕਿਅਹੁ ਮਨਹੁ ਗੁਮਾਨੁ ॥੧੦॥ଗୁରୁଙ୍କ ଆଶୀର୍ବାଦ ପାଇଁ ସବୁ ସେବକ ତାହାଙ୍କ ଚରଣରେ ପଡିଛନ୍ତି ଏବଂ ଗୁରୁ ସେବକ

Odia Page 853

ਗੁਰਮੁਖਿ ਸੇਵਕ ਭਾਇ ਹਰਿ ਧਨੁ ਮਿਲੈ ਤਿਥਹੁ ਕਰਮਹੀਣ ਲੈ ਨ ਸਕਹਿ ਹੋਰ ਥੈ ਦੇਸ ਦਿਸੰਤਰਿ ਹਰਿ ਧਨੁ ਨਾਹਿ ॥੮॥ଶ୍ରଦ୍ଧା-ଭାବନା ଦ୍ଵାରା ହିଁ ହରି-ଧନ ଗୁରୁଙ୍କ ଠାରୁ ମିଳିଥାଏ, କିନ୍ତୁ ଦୁର୍ଭାଗ୍ୟଶାଳୀ ଜୀବ ଏହାକୁ ନେଇ ପାରନ୍ତି ନାହିଁ, ଦେଶ-ଦେଶାନ୍ତର ଭ୍ରମଣ କରିବା ଦ୍ଵାରା ମଧ୍ୟ ହରି-ଧନ ହାସଲ ହୁଏନାହିଁ॥8॥          ਸਲੋਕ ਮਃ ੩ ॥ଶ୍ଳୋକ ମହଲା 3॥  ਗੁਰਮੁਖਿ ਸੰਸਾ ਮੂਲਿ ਨ ਹੋਵਈ ਚਿੰਤਾ ਵਿਚਹੁ ਜਾਇ

Odia Page 852

ਗੁਰਮੁਖਿ ਵੇਖਣੁ ਬੋਲਣਾ ਨਾਮੁ ਜਪਤ ਸੁਖੁ ਪਾਇਆ ॥ଗୁରୁମୁଖୀ ସତ୍ୟକୁ ହିଁ ଦେଖିଥାଏ, ସତ୍ୟ ହିଁ ବୋଲିଥାଏ ଏବଂ ନାମ ଜପ କରି ସୁଖ ପ୍ରାପ୍ତ କରିଥାଏ।       ਨਾਨਕ ਗੁਰਮੁਖਿ ਗਿਆਨੁ ਪ੍ਰਗਾਸਿਆ ਤਿਮਰ ਅਗਿਆਨੁ ਅੰਧੇਰੁ ਚੁਕਾਇਆ ॥੨॥ହେ ନାନକ! ଗୁରୁମୁଖୀର ମନରେ ଜ୍ଞାନର ପ୍ରକାଶ ହୋଇ ଯାଇଛି ଏବଂ ଅଜ୍ଞାନ ରୂପୀ ଘୋର ଅନ୍ଧକାର ଦୂର ହୋଇ ଯାଇଛି॥2॥                   ਮਃ ੩ ॥ମହଲା 3॥  ਮਨਮੁਖ ਮੈਲੇ ਮਰਹਿ ਗਵਾਰ

Odia Page 851

ਮਨਮੁਖ ਅਗਿਆਨੀ ਅੰਧੁਲੇ ਜਨਮਿ ਮਰਹਿ ਫਿਰਿ ਆਵੈ ਜਾਏ ॥ମନମୁଖୀ ଅଜ୍ଞାନ ଜୀବ ହିଁ  ଅନ୍ଧ ଅଟେ, ସେ ଜନ୍ମ ହୋଇ ମରିଥାଏ ଏବଂ ବାରମ୍ବାର ଦୁନିଆକୁ ଆସିଥାଏ ଓ ଯାଇଥାଏ । ਕਾਰਜ ਸਿਧਿ ਨ ਹੋਵਨੀ ਅੰਤਿ ਗਇਆ ਪਛੁਤਾਏ ॥ତାହାର କୌଣସି କାମ ସିଦ୍ଧ ହୋଇନଥାଏ ଏବଂ ଶେଷରେ ପାଶ୍ଚାତାପ କରିଚାଲିଯାଇଥାଏ ।     ਜਿਸੁ ਕਰਮੁ ਹੋਵੈ ਤਿਸੁ ਸਤਿਗੁਰੁ ਮਿਲੈ ਸੋ ਹਰਿ ਹਰਿ ਨਾਮੁ ਧਿਆਏ ॥ଯାହା

ODIA PAGE 155

ਹਉ ਤੁਧੁ ਆਖਾ ਮੇਰੀ ਕਾਇਆ ਤੂੰ ਸੁਣਿ ਸਿਖ ਹਮਾਰੀ ॥ହେ ମୋର କାୟା! ମୁଁ ତୋତେ ପୁଣି କହୁଛି, ମୋର ଉପଦେଶକୁ ଧ୍ୟାନ ଦେଇ ଶୁଣ। ਨਿੰਦਾ ਚਿੰਦਾ ਕਰਹਿ ਪਰਾਈ ਝੂਠੀ ਲਾਇਤਬਾਰੀ ॥ତୁମେ ଅନ୍ୟର ନିନ୍ଦା ଆଉ ପ୍ରସଂଶା କରିଥାଅ ଓ ମିଥ୍ୟା ଚୁଗୁଲି କରୁଛ। ਵੇਲਿ ਪਰਾਈ ਜੋਹਹਿ ਜੀਅੜੇ ਕਰਹਿ ਚੋਰੀ ਬੁਰਿਆਰੀ ॥ହେ ମନ! ତୁମେ ପର ନାରୀକୁ କୁଦୃଷ୍ଟି ରେ ଦେଖୁଛ, ତୁମେ ଚୋରି ଆଉ

ODIA PAGE 152

ਸਰਮ ਸੁਰਤਿ ਦੁਇ ਸਸੁਰ ਭਏ ॥ଲଜ୍ଜା ଏବଂ ସୁରତି ଦୁଇଟି ମୋର ଶାଶୁ-ଶଶୁର ବନି ଯାଇଛନ୍ତି। ਕਰਣੀ ਕਾਮਣਿ ਕਰਿ ਮਨ ਲਏ ॥੨॥ସଦାଚାରଣକୁ ମୁଁ ମୋର ପତ୍ନୀ ବନାଇଛି। ॥2॥ ਸਾਹਾ ਸੰਜੋਗੁ ਵੀਆਹੁ ਵਿਜੋਗੁ ॥ସତସଙ୍ଗ ମୋର ବିବାହର ସମୟ ଅଟେ ଆଉ ସଂସାରରୁ ଦୂର ହେବା ମୋର ବିବାହ ଅଟେ। ਸਚੁ ਸੰਤਤਿ ਕਹੁ ਨਾਨਕ ਜੋਗੁ ॥੩॥੩॥ହେ ନାନକ! ଏପରି ପ୍ରଭୁ ମିଳନରୁ ମୋର ଏହି ସତ୍ୟର ସନ୍ତାନ ଉତ୍ପନ୍ନ

Odia Page 831

ਜੋਗ ਜਗ ਨਿਹਫਲ ਤਿਹ ਮਾਨਉ ਜੋ ਪ੍ਰਭ ਜਸੁ ਬਿਸਰਾਵੈ ॥੧॥ଯିଏ ପ୍ରଭୁଙ୍କ ଯଶ ଭୁଲି ଯାଇଥାଏ, ତାହାର ଯୋଗ ଏବଂ ଯଜ୍ଞ କରିବା ନିଷ୍ଫଳ ହୋଇଥାଏ॥1॥          ਮਾਨ ਮੋਹ ਦੋਨੋ ਕਉ ਪਰਹਰਿ ਗੋਬਿੰਦ ਕੇ ਗੁਨ ਗਾਵੈ ॥ହେ ନାନକ! ଯିଏ ଅଭିମାନ ଓ ମୋହ ତ୍ୟାଗ କରି ଗୋବିନ୍ଦଙ୍କ ଗୁଣଗାନ କରିଥାଏ,               ਕਹੁ ਨਾਨਕ ਇਹ ਬਿਧਿ ਕੋ ਪ੍ਰਾਨੀ ਜੀਵਨ ਮੁਕਤਿ ਕਹਾਵੈ ॥੨॥੨॥ଏହି ବିଧି ଦ୍ଵାରା

error: Content is protected !!