Odia Page 842

ਤੂ ਸੁਖਦਾਤਾ ਲੈਹਿ ਮਿਲਾਇ ॥ତୁ ସୁଖଦାତା ଅଟୁ ଆଉ ସ୍ଵୟଂ ହିଁ ନିଜ ସାଥିରେ ମିଳନ କରାଉ।    ਏਕਸ ਤੇ ਦੂਜਾ ਨਾਹੀ ਕੋਇ ॥ଏକ ପରମାତ୍ମାଙ୍କ ବିନା ଅନ୍ୟ କେହି ନାହାନ୍ତି।                 ਗੁਰਮੁਖਿ ਬੂਝੈ ਸੋਝੀ ਹੋਇ ॥੯॥ଗୁରୁମୁଖୀ ହିଁ ଏହି ତଥ୍ୟକୁ ବୁଝିଥାଏ ଆଉ ତାହାକୁ ଏହି ବିଷୟରେ ଜ୍ଞାନ ହୋଇଯାଏ॥9॥                   ਪੰਦ੍ਰਹ ਥਿਤੀਂ ਤੈ ਸਤ ਵਾਰ ॥ଯେପରି ପନ୍ଦର ତିଥି, ସାତ ବାର,  ਮਾਹਾ ਰੁਤੀ

Odia Page 843

ਮਨਮੁਖ ਮੁਏ ਅਪਣਾ ਜਨਮੁ ਖੋਇ ॥ମନମୁଖୀ ଜୀବ ନିଜର ଅମୂଲ୍ୟ ଜୀବନ ହରାଇ ମୃତ୍ୟୁ ପ୍ରାପ୍ତ କରିଥାଏ।      ਸਤਿਗੁਰੁ ਸੇਵੇ ਭਰਮੁ ਚੁਕਾਏ ॥ଯଦି ସେ ସଦଗୁରୁଙ୍କ ସେବା କରିଥାଏ, ତାହାର ଭ୍ରମ ଦୂର ହୋଇଯାଏ ଏବଂ       ਘਰ ਹੀ ਅੰਦਰਿ ਸਚੁ ਮਹਲੁ ਪਾਏ ॥੯॥ନିଜର ଶରୀର ରୂପୀ ଘରେ ସେ ସତ୍ୟକୁ ପ୍ରାପ୍ତ କରିଥାଏ॥9॥        ਆਪੇ ਪੂਰਾ ਕਰੇ ਸੁ ਹੋਇ ॥ପୂର୍ଣ୍ଣ ପରମେଶ୍ଵର ଯାହା କରିଥାନ୍ତି, ତାହା

Odia Page 844

ਮੈ ਅਵਰੁ ਗਿਆਨੁ ਨ ਧਿਆਨੁ ਪੂਜਾ ਹਰਿ ਨਾਮੁ ਅੰਤਰਿ ਵਸਿ ਰਹੇ ॥ମୁଁ କୌଣସି ଜ୍ଞାନ, ଧ୍ୟାନ ଏବଂ ପୂଜାକୁ ମାନେ ନାହିଁ, ହରିନାମ ମୋର ମନରେ ବାସ କରୁଅଛି।             ਭੇਖੁ ਭਵਨੀ ਹਠੁ ਨ ਜਾਨਾ ਨਾਨਕਾ ਸਚੁ ਗਹਿ ਰਹੇ ॥੧॥ହେ ନାନକ! ମୁଁ କୌଣସି ବେଶ, ତୀର୍ଥ ଏବଂ ଯୋଗକୁ ମାନେ ନାହିଁ, କାରଣ ମୁଁ ସତ୍ୟକୁ ଗ୍ରହଣ କରି ନେଇଛି॥1॥                ਭਿੰਨੜੀ ਰੈਣਿ ਭਲੀ ਦਿਨਸ

Odia Page 845

ਭਗਤਿ ਵਛਲੁ ਹਰਿ ਨਾਮੁ ਹੈ ਗੁਰਮੁਖਿ ਹਰਿ ਲੀਨਾ ਰਾਮ ॥ହରିନାମ ଭକ୍ତବତ୍ସଳ ଅଟେ, ଗୁରୁଙ୍କ ମାଧ୍ୟମରୁ ହରିଙ୍କ ଠାରେ ଲୀନ ରହିଥାଏ।           ਬਿਨੁ ਹਰਿ ਨਾਮ ਨ ਜੀਵਦੇ ਜਿਉ ਜਲ ਬਿਨੁ ਮੀਨਾ ਰਾਮ ॥ଯେପରି ଜଳ ବିନା ମାଛ ରହିପାରେ ନାହିଁ, ସେପରି ହିଁ ଭକ୍ତଜନ ହରିନାମ ବିନା ଜୀବିତ ରହିପାରେ ନାହିଁ।                 ਸਫਲ ਜਨਮੁ ਹਰਿ ਪਾਇਆ ਨਾਨਕ ਪ੍ਰਭਿ ਕੀਨਾ ਰਾਮ ॥੪॥੧॥੩॥ହେ ନାନକ! ଯିଏ

Odia Page 846

ਸਾਹਾ ਅਟਲੁ ਗਣਿਆ ਪੂਰਨ ਸੰਜੋਗੋ ਰਾਮ ॥ହେ ସଖୀ! ପ୍ରଭୁଙ୍କ ସହିତ ବିବାହର ମୁହୂର୍ତ୍ତ ଅଟଳ ଅଟେ ଏବଂ ସାରା ସଂଯୋଗ ସଂପୂର୍ଣ୍ଣ ଭାବରେ ମିଳନ ହୋଇଥାଏ।           ਸੁਖਹ ਸਮੂਹ ਭਇਆ ਗਇਆ ਵਿਜੋਗੋ ਰਾਮ ॥ମୋତେ ସର୍ବ ସୁଖ ପ୍ରାପ୍ତ ହୋଇ ଯାଇଛି ଏବଂ ମୋର ବିୟୋଗ ଦୂର ହୋଇ ଯାଇଛି।          ਮਿਲਿ ਸੰਤ ਆਏ ਪ੍ਰਭ ਧਿਆਏ ਬਣੇ ਅਚਰਜ ਜਾਞੀਆਂ ॥ସନ୍ଥମାନେ ମିଶି ଆସିଛନ୍ତି, ଯେଉଁମାନେ ପ୍ରଭୁଙ୍କ ଧ୍ୟାନ

Odia Page 847

ਬਿਲਾਵਲੁ ਮਹਲਾ ੫ ਛੰਤବିଲାବଲୁ ମହଲା 5 ଛନ୍ତ  ੴ ਸਤਿਗੁਰ ਪ੍ਰਸਾਦਿ ॥ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।            ਸਖੀ ਆਉ ਸਖੀ ਵਸਿ ਆਉ ਸਖੀ ਅਸੀ ਪਿਰ ਕਾ ਮੰਗਲੁ ਗਾਵਹ ॥ହେ ସଖୀ! ଆସ, ଆମେ ସମସ୍ତେ ମିଶି ନିଷ୍ଠାପୂର୍ବକ ପ୍ରଭୁଙ୍କ ମଙ୍ଗଳ ଗାନ କରିବା।           ਤਜਿ ਮਾਨੁ ਸਖੀ ਤਜਿ ਮਾਨੁ ਸਖੀ ਮਤੁ ਆਪਣੇ ਪ੍ਰੀਤਮ ਭਾਵਹ ॥ହେ ସଖୀ!

Odia Page 848

ਸੁਖ ਸਾਗਰ ਪ੍ਰਭ ਭੇਟਿਐ ਨਾਨਕ ਸੁਖੀ ਹੋਤ ਇਹੁ ਜੀਉ ॥੧॥ହେ ନାନକ! ଯଦି ସୁଖ-ସାଗର ପ୍ରଭୁଙ୍କ ସହିତ ଭେଟ ହୋଇଯାଏ, ଏହି ଜୀବନ ସୁଖୀ ହୋଇଯାଏ ॥1॥       ਛੰਤ ॥ଛନ୍ଦ॥   ਸੁਖ ਸਾਗਰ ਪ੍ਰਭੁ ਪਾਈਐ ਜਬ ਹੋਵੈ ਭਾਗੋ ਰਾਮ ॥ଯେତେବେଳେ ଭାଗ୍ୟ ଉଦୟ ହୋଇଥାଏ, ସୁଖ-ସାଗର ପ୍ରଭୁଙ୍କ ପ୍ରାପ୍ତି ହୋଇଥାଏ।    ਮਾਨਨਿ ਮਾਨੁ ਵਞਾਈਐ ਹਰਿ ਚਰਣੀ ਲਾਗੋ ਰਾਮ ॥ନିଜ ନାମ-ଅଭିମାନ ତ୍ୟାଗ କରି ଭଗବାନଙ୍କ

Odia Page 849

ਬਿਲਾਵਲ ਕੀ ਵਾਰ ਮਹਲਾ ੪ବିଲାବଲ ୱାର ମହଲା 4   ੴ ਸਤਿਗੁਰ ਪ੍ਰਸਾਦਿ ॥ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।             ਸਲੋਕ ਮਃ ੪ ॥ଶ୍ଳୋକ ମହଲା 4 ॥  ਹਰਿ ਉਤਮੁ ਹਰਿ ਪ੍ਰਭੁ ਗਾਵਿਆ ਕਰਿ ਨਾਦੁ ਬਿਲਾਵਲੁ ਰਾਗੁ ॥ବିଲାବଲ ରାଗ ଗାନ କରି ଆମେ ଉତ୍ତମ ପରମାତ୍ମାଙ୍କ ଯଶୋଗାନ କରିଛୁ।            ਉਪਦੇਸੁ ਗੁਰੂ ਸੁਣਿ ਮੰਨਿਆ ਧੁਰਿ ਮਸਤਕਿ ਪੂਰਾ

Odia Page 850

ਸਲੋਕ ਮਃ ੩ ॥ଶ୍ଳୋକ ମହଲା 3॥  ਬ੍ਰਹਮੁ ਬਿੰਦਹਿ ਤੇ ਬ੍ਰਾਹਮਣਾ ਜੇ ਚਲਹਿ ਸਤਿਗੁਰ ਭਾਇ ॥ବାସ୍ତବରେ ବ୍ରାହ୍ମଣ ସେ ହିଁ ଅଟେ, ଯିଏ ବ୍ରହ୍ମଙ୍କୁ ଜାଣିଥାଏ ଏବଂ ସଦଗୁରୁଙ୍କ ଇଚ୍ଛାରେ ଚାଲିଥାଏ।            ਜਿਨ ਕੈ ਹਿਰਦੈ ਹਰਿ ਵਸੈ ਹਉਮੈ ਰੋਗੁ ਗਵਾਇ ॥ଯାହାର ହୃଦୟରେ ଭଗବାନ ସ୍ଥିତ ହୋଇଥାନ୍ତି, ତାହାର ଅହଙ୍କାରର ରୋଗ ଦୂର ହୋଇଯାଏ।               ਗੁਣ ਰਵਹਿ ਗੁਣ ਸੰਗ੍ਰਹਹਿ ਜੋਤੀ ਜੋਤਿ ਮਿਲਾਇ ॥ଯିଏ ଗୁଣ

Odia Page 830

ਅਨਿਕ ਭਗਤ ਅਨਿਕ ਜਨ ਤਾਰੇ ਸਿਮਰਹਿ ਅਨਿਕ ਮੁਨੀ ॥ଅନେକ, ଭକ୍ତ, ସନ୍ଥ ଓ ମୁନି ତାହାଙ୍କ ସ୍ମରଣ କରି ଭବସାଗରରୁ ପାର ହୋଇ ଯାଇଛନ୍ତି।    ਅੰਧੁਲੇ ਟਿਕ ਨਿਰਧਨ ਧਨੁ ਪਾਇਓ ਪ੍ਰਭ ਨਾਨਕ ਅਨਿਕ ਗੁਨੀ ॥੨॥੨॥੧੨੭॥ହେ ନାନକ! ପ୍ରଭୁ ଗୁଣର ଗଭୀର ସାଗର ଅଟନ୍ତି ଆଉ ତାହାଙ୍କ ପ୍ରାପ୍ତି ଏପରି ଅଟେ, ଯେପରି ଅନ୍ଧ ଲଉଡି ତଥା ନିର୍ଦ୍ଧନ ଧନ ପ୍ରାପ୍ତ କରିଛି||2||2||127||            ਰਾਗੁ ਬਿਲਾਵਲੁ ਮਹਲਾ ੫ ਘਰੁ

error: Content is protected !!