Odia Page 700

ਜੈਤਸਰੀ ਮਹਲਾ ੫ ਘਰੁ ੩ଜୈତସରୀ ମହଲା 5 ଘର 3 ॥  ੴ ਸਤਿਗੁਰ ਪ੍ਰਸਾਦਿ ॥ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।        ਕੋਈ ਜਾਨੈ ਕਵਨੁ ਈਹਾ ਜਗਿ ਮੀਤੁ ॥କେହି ବିରଳ ହିଁ ଜାଣିଥାଏ ଯେ ଏହି ଦୁନିଆରେ କିଏ ଘନିଷ୍ଠ ମିତ୍ର ଅଟେ?           ਜਿਸੁ ਹੋਇ ਕ੍ਰਿਪਾਲੁ ਸੋਈ ਬਿਧਿ ਬੂਝੈ ਤਾ ਕੀ ਨਿਰਮਲ ਰੀਤਿ ॥੧॥ ਰਹਾਉ ॥ହା ଉପରେ ଭଗବାନ

Odia Page 699

ਹਰਿ ਹਰਿ ਕ੍ਰਿਪਾ ਧਾਰਿ ਗੁਰ ਮੇਲਹੁ ਗੁਰਿ ਮਿਲਿਐ ਹਰਿ ਓੁਮਾਹਾ ਰਾਮ ॥੩॥ହେ ହରି! କୃପା କରି ମୋତେ ଗୁରୁଙ୍କ ସହିତ ମିଳନ କରାଇ ଦିଅ, କାରଣ ତାହା ଦ୍ଵାରା ତୋ’ ପ୍ରତି ଭକ୍ତି ଆସିଥାଏ॥3॥         ਕਰਿ ਕੀਰਤਿ ਜਸੁ ਅਗਮ ਅਥਾਹਾ ॥ସେହି ଅଗମ୍ୟ ଏବଂ ଅନନ୍ତ ପ୍ରଭୁଙ୍କ କୀର୍ତ୍ତି ଗାନ କର,    ਖਿਨੁ ਖਿਨੁ ਰਾਮ ਨਾਮੁ ਗਾਵਾਹਾ ॥ପ୍ରତି କ୍ଷଣରେ ରାମନାମର ସ୍ତୁତି ଗାନ କର।           ਮੋ

Odia Page 694

ਪਿੰਧੀ ਉਭਕਲੇ ਸੰਸਾਰਾ ॥ଜଗତର ଜୀବ କୂଅରେ ମାଠିଆ ବୁଡି ଉଠି ପୁଣି ବୁଡିଲା ଭଳି ଭବସାଗରରେ ବୁଡିଥାନ୍ତି ଅର୍ଥାତ ଜନ୍ମ-ମରଣ ଚକ୍ରରେ ପଥଭ୍ରଷ୍ଟ ରହିଥାନ୍ତି।     ਭ੍ਰਮਿ ਭ੍ਰਮਿ ਆਏ ਤੁਮ ਚੇ ਦੁਆਰਾ ॥ହେ ପ୍ରଭୁ! ଅନେକ ଯୋନିରେ ପଥଭ୍ରଷ୍ଟ ହୋଇ ବର୍ତ୍ତମାନ ମୁଁ ତୋର ଦ୍ଵାରକୁ ଆସିଛି।     ਤੂ ਕੁਨੁ ਰੇ ॥ପ୍ରଭୁ ପଚାରନ୍ତି ଯେ ହେ ପ୍ରାଣୀ! ତୁ କିଏ?                                                                                ਮੈ ਜੀ ॥ ਨਾਮਾ ॥ ਹੋ ਜੀ

Odia Page 693

ਮੇਰੀ ਮੇਰੀ ਕੈਰਉ ਕਰਤੇ ਦੁਰਜੋਧਨ ਸੇ ਭਾਈ ॥ଯାହାର ଭାଇ ଦୁର୍ଯୋଧନ ଭଳି ପରାକ୍ରମୀ ସୁରବୀର ଥିଲା, ସେହି କୌରବ ମଧ୍ୟ ଅହଂକାରରେ ଆସି ‘ମୋର-ମୋର’ କରୁଥିଲା।   ਬਾਰਹ ਜੋਜਨ ਛਤ੍ਰੁ ਚਲੈ ਥਾ ਦੇਹੀ ਗਿਰਝਨ ਖਾਈ ॥੨॥ଯେଉଁ ଦୁର୍ଯୋଧନର ସାମ୍ରାଜ୍ୟ ବାର ଯୋଜନ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା, ତାହାର ମୃତ ଦେହକୁ ମଧ୍ୟ ଶାଗୁଣା ନିଜ ଖାଦ୍ୟ ବନାଇଲା॥2॥          ਸਰਬ ਸੋੁਇਨ ਕੀ ਲੰਕਾ ਹੋਤੀ ਰਾਵਨ ਸੇ

Odia Page 692

ਦਿਨ ਤੇ ਪਹਰ ਪਹਰ ਤੇ ਘਰੀਆਂ ਆਵ ਘਟੈ ਤਨੁ ਛੀਜੈ ॥ଦିନରୁ ପ୍ରହର ଏବଂ ପ୍ରହର ଦ୍ଵାରା ଘଡି ହୋଇ ମନୁଷ୍ୟର ଆୟୁ କମ ହୋଇଯାଏ ଏବଂ ତାହାଙ୍କ ଶରୀର ଦୁର୍ବଳ ହୋଇଯାଏ।  ਕਾਲੁ ਅਹੇਰੀ ਫਿਰੈ ਬਧਿਕ ਜਿਉ ਕਹਹੁ ਕਵਨ ਬਿਧਿ ਕੀਜੈ ॥੧॥କାଳ ରୂପୀ ଶିକାରୀ ତାହାର ଆଖ ପାଖ ଶିକାର ଭଳି ବୁଲୁଥାଏ, କୁହ, ମୃତ୍ୟୁ ପାଖରୁ ବଞ୍ଚିବା ପାଇଁ ସେ କେଉଁ ବିଧିର ପ୍ରୟୋଗ କରିବା?        

Odia Page 691

ਧਨਾਸਰੀ ਮਹਲਾ ੫ ਛੰਤଧନାସରୀ ମହଲା 5 ଛନ୍ତ   ੴ ਸਤਿਗੁਰ ਪ੍ਰਸਾਦਿ ॥ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।        ਸਤਿਗੁਰ ਦੀਨ ਦਇਆਲ ਜਿਸੁ ਸੰਗਿ ਹਰਿ ਗਾਵੀਐ ਜੀਉ ॥ଯାହାଙ୍କ ସଙ୍ଗତିରେ ମିଶି ଭଗବାନଙ୍କ ଗୁଣଗାନ କରାଯାଏ, ସେହି ସଦଗୁରୁ ଦୀନଦୟାଳୁ ଅଟନ୍ତି।       ਅੰਮ੍ਰਿਤੁ ਹਰਿ ਕਾ ਨਾਮੁ ਸਾਧਸੰਗਿ ਰਾਵੀਐ ਜੀਉ ॥ପ୍ରଭୁଙ୍କ ନାମ ଅମୃତ ଅଟେ, ଯାହା ସାଧୁ-ସଙ୍ଗତିରେ ମିଶି ହିଁ

Odia Page 690

ਧਨਾਸਰੀ ਛੰਤ ਮਹਲਾ ੪ ਘਰੁ ੧ଧନାସରୀ ଛନ୍ତ ମହଲା 4 ଘର 1   ੴ ਸਤਿਗੁਰ ਪ੍ਰਸਾਦਿ ॥ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।     ਹਰਿ ਜੀਉ ਕ੍ਰਿਪਾ ਕਰੇ ਤਾ ਨਾਮੁ ਧਿਆਈਐ ਜੀਉ ॥ଯଦି ପରମେଶ୍ଵର ନିଜ କୃପା କରନ୍ତି, ତାହାହେଲେ ହିଁ ତାହାଙ୍କ ନାମର ଧ୍ୟାନ କରାଯାଇ ଥାଏ।          ਸਤਿਗੁਰੁ ਮਿਲੈ ਸੁਭਾਇ ਸਹਜਿ ਗੁਣ ਗਾਈਐ ਜੀਉ ॥ସଦଗୁରୁ ମିଳିଯାନ୍ତି,

Odia Page 689

ਸਤਿਗੁਰ ਪੂਛਉ ਜਾਇ ਨਾਮੁ ਧਿਆਇਸਾ ਜੀਉ ॥ମୁଁ ଯାଇ ନିଜ ଗୁରୁଙ୍କୁ ପଚାରିବି ଏବଂ ଭଗବାନଙ୍କ ନାମ ସ୍ମରଣ କରିବି।     ਸਚੁ ਨਾਮੁ ਧਿਆਈ ਸਾਚੁ ਚਵਾਈ ਗੁਰਮੁਖਿ ਸਾਚੁ ਪਛਾਣਾ ॥ମୁଁ ନିଜ ମନରେ ସତ୍ୟ ନାମର ହିଁ ଧ୍ୟାନ ମନନ କରିଥାଏ, ନିଜ ମୁଖରେ ସତ୍ୟ ନାମକୁ ଜପିଥାଏ।               ਦੀਨਾ ਨਾਥੁ ਦਇਆਲੁ ਨਿਰੰਜਨੁ ਅਨਦਿਨੁ ਨਾਮੁ ਵਖਾਣਾ ॥ବର୍ତ୍ତମାନ, ମୁଁ ରାତିଦିନ ଦୀନନାଥ, ଦୟାଳୁ ଏବଂ ପବିତ୍ର ପ୍ରଭୁଙ୍କ

Odia Page 688

ਗਾਵੈ ਗਾਵਣਹਾਰੁ ਸਬਦਿ ਸੁਹਾਵਣੋ ॥ଯିଏ ବାଣୀ ଦ୍ଵାରା ପ୍ରଭୁଙ୍କ ସ୍ତୁତିଗାନ କରିଥାଏ, ସେ ସୁନ୍ଦର ବନିଯାଏ। ਸਾਲਾਹਿ ਸਾਚੇ ਮੰਨਿ ਸਤਿਗੁਰੁ ਪੁੰਨ ਦਾਨ ਦਇਆ ਮਤੇ ॥ମନରେ ଗୁରୁଙ୍କ ପ୍ରତି ପୂର୍ଣ୍ଣ ଶ୍ରଦ୍ଧା ଧାରଣ କରି ସତ୍ୟ ପରମେଶ୍ଵରଙ୍କ ସ୍ତୁତି କରିବା ଦ୍ଵାରା ମନୁଷ୍ୟ ଦାନ, ପୂଣ୍ୟ ଏବଂ ଦୟା କରିବା ବାଲା ବୁଦ୍ଧି ଆସିଥାଏ। ਪਿਰ ਸੰਗਿ ਭਾਵੈ ਸਹਜਿ ਨਾਵੈ ਬੇਣੀ ਤ ਸੰਗਮੁ ਸਤ ਸਤੇ ॥ଯେଉଁ ମନୁଷ୍ୟକୁ ସ୍ଵାଭାବିକ

Odia Page 687

ਕੋਈ ਐਸੋ ਰੇ ਭੇਟੈ ਸੰਤੁ ਮੇਰੀ ਲਾਹੈ ਸਗਲ ਚਿੰਤ ਠਾਕੁਰ ਸਿਉ ਮੇਰਾ ਰੰਗੁ ਲਾਵੈ ॥੨॥ମୋର ଅଭିଳାଷ ଅଛି ଯେ ମୋତେ ଏପରି କୌଣସି ସନ୍ଥ ମିଳିଯାଉ, ଯିଏ ମୋର ସାରା ଚିନ୍ତା ଦୂର କରି ଦେବେ ଏବଂ ଠାକୁରଙ୍କ ସହିତ ମୋର ପ୍ରେମ ଲଗାଇ ଦେବେ॥2॥           ਪੜੇ ਰੇ ਸਗਲ ਬੇਦ ਨਹ ਚੂਕੈ ਮਨ ਭੇਦ ਇਕੁ ਖਿਨੁ ਨ ਧੀਰਹਿ ਮੇਰੇ ਘਰ ਕੇ ਪੰਚਾ ॥ମୁଁ

error: Content is protected !!