Odia Page 646

ਸਲੋਕੁ ਮਃ ੩ ॥ଶ୍ଳୋକ ମହଲା 3 ॥  ਵਿਣੁ ਨਾਵੈ ਸਭਿ ਭਰਮਦੇ ਨਿਤ ਜਗਿ ਤੋਟਾ ਸੈਸਾਰਿ ॥ନାମ ବିହୀନ ସବୁ ବ୍ୟକ୍ତି ନିତ୍ୟ ପଥଭ୍ରଷ୍ଟ ରହିଥାଏ ଆଉ ସଂସାରରେ ତାହାର କ୍ଷତି ହୋଇଥାଏ।          ਮਨਮੁਖਿ ਕਰਮ ਕਮਾਵਣੇ ਹਉਮੈ ਅੰਧੁ ਗੁਬਾਰੁ ॥ମନମୁଖୀ ବ୍ୟକ୍ତି ଅହଙ୍କାରର ଘୋର ଅନ୍ଧକାରରେ ହିଁ କର୍ମ କରିଥାଏ।       ਗੁਰਮੁਖਿ ਅੰਮ੍ਰਿਤੁ ਪੀਵਣਾ ਨਾਨਕ ਸਬਦੁ ਵੀਚਾਰਿ ॥੧॥କିନ୍ତୁ, ହେ ନାନକ! ଗୁରୁମୁଖୀ ଶବ୍ଦର ଚିନ୍ତନ

Odia Page 645

ਮਨ ਕੀ ਸਾਰ ਨ ਜਾਣਨੀ ਹਉਮੈ ਭਰਮਿ ਭੁਲਾਇ ॥ସେ ନିଜ ମନର ଅବସ୍ଥାକୁ ବୁଝେ ନାହିଁ, କାରଣ ତାହାର ଅହଂକାର ଓ ଭ୍ରମ ତାହାକୁ ପଥଭ୍ରଷ୍ଟ କରିଛି।      ਗੁਰ ਪਰਸਾਦੀ ਭਉ ਪਇਆ ਵਡਭਾਗਿ ਵਸਿਆ ਮਨਿ ਆਇ ॥ଗୁରୁଙ୍କ କୃପାରୁ ହିଁ ମନରେ ଶ୍ରଦ୍ଧା ଭାବନା ଜାତ ହୋଇଥାଏ ଆଉ ସୌଭାଗ୍ୟରୁ ହିଁ ଭଗବାନ ମନରେ ଅବସ୍ଥାନ କରିଥାନ୍ତି।        ਭੈ ਪਇਐ ਮਨੁ ਵਸਿ ਹੋਆ ਹਉਮੈ ਸਬਦਿ ਜਲਾਇ

Odia Page 644

ਧੰਧਾ ਕਰਤਿਆ ਨਿਹਫਲੁ ਜਨਮੁ ਗਵਾਇਆ ਸੁਖਦਾਤਾ ਮਨਿ ਨ ਵਸਾਇਆ ॥ସାଂସାରିକ କାର୍ଯ୍ୟ କରି ମନୁଷ୍ୟ ନିଜ ଜୀବନ ବ୍ୟର୍ଥରେ ହରାଇ ଥାଏ ଆଉ ସୁଖର ଦାତା ଭଗବାନଙ୍କୁ ନିଜ ମନରେ ସ୍ଥାପନ କରେ ନାହିଁ।       ਨਾਨਕ ਨਾਮੁ ਤਿਨਾ ਕਉ ਮਿਲਿਆ ਜਿਨ ਕਉ ਧੁਰਿ ਲਿਖਿ ਪਾਇਆ ॥੧॥ହେ ନାନକ! ପରମାତ୍ମାଙ୍କ ନାମ ତାହାକୁ ହିଁ ମିଳିଥାଏ, ଯାହାର ଭାଗ୍ୟରେ ଏହିପରି ଜନ୍ମର ପ୍ରାରମ୍ଭରୁ ଲେଖା ହୋଇଥାଏ॥1॥      ਮਃ ੩

Odia Page 643

ਸਲੋਕੁ ਮਃ ੩ ॥ଶ୍ଳୋକ ମହଲା 3 ॥  ਹਉਮੈ ਜਲਤੇ ਜਲਿ ਮੁਏ ਭ੍ਰਮਿ ਆਏ ਦੂਜੈ ਭਾਇ ॥ଅନେକ ଜୀବ ଅହଙ୍କାରର ଅଗଣିଏ ଜଳି ପ୍ରାଣ ତ୍ୟାଗ କରିଛନ୍ତି, ଦ୍ଵିଧାରେ ପଥଭ୍ରଷ୍ଟ ହୋଇ ଶେଷରେ ଗୁରୁଙ୍କ ପାଖକୁ ଆସିଛନ୍ତି।                     ਪੂਰੈ ਸਤਿਗੁਰਿ ਰਾਖਿ ਲੀਏ ਆਪਣੈ ਪੰਨੈ ਪਾਇ ॥ପୂର୍ଣ୍ଣ ଗୁରୁ ଶରଣରେ ଆସିଥିବା ଜୀବର କର୍ମକୁ ନିଜ କର୍ମର ଲେଖାରେ ପକାଇ ତାହାର କଲ୍ୟାଣ କରିଥାନ୍ତି।        ਇਹੁ ਜਗੁ ਜਲਤਾ

Odia Page 642

ਮਨ ਕਾਮਨਾ ਤੀਰਥ ਜਾਇ ਬਸਿਓ ਸਿਰਿ ਕਰਵਤ ਧਰਾਏ ॥ସେ ନିଜ ମନୋକମନା ପାଇଁ ତୀର୍ଥ ସ୍ଥାନ ଯାଇ ବାସ କରିଥାଏ, ନିଜ ମସ୍ତକକୁ ତଳକୁ କରି ସମର୍ପଣ କରିଥାଏ,       ਮਨ ਕੀ ਮੈਲੁ ਨ ਉਤਰੈ ਇਹ ਬਿਧਿ ਜੇ ਲਖ ਜਤਨ ਕਰਾਏ ॥੩॥ସେ ଏହି ବିଧିର ଲକ୍ଷେ ଉପାୟ କରିଥାଏ, ତଥାପି ତାହାର ମନର ମଇଳା ଦୂର ହୁଏନାହିଁ॥3॥           ਕਨਿਕ ਕਾਮਿਨੀ ਹੈਵਰ ਗੈਵਰ ਬਹੁ ਬਿਧਿ ਦਾਨੁ ਦਾਤਾਰਾ

Odia Page 641

ਤਿਨਾ ਪਿਛੈ ਛੁਟੀਐ ਪਿਆਰੇ ਜੋ ਸਾਚੀ ਸਰਣਾਇ ॥੨॥ହେ ପ୍ରିୟ! ଯେଉଁ ଲୋକ ସତ୍ୟର ଶରଣରେ ଆସିଥାଏ, ତାହାଙ୍କ ଅନୁସରଣ କରି ଆମେ ମଧ୍ୟ ମୁକ୍ତି ପ୍ରାପ୍ତ କରି ପାରିବା॥2॥             ਮਿਠਾ ਕਰਿ ਕੈ ਖਾਇਆ ਪਿਆਰੇ ਤਿਨਿ ਤਨਿ ਕੀਤਾ ਰੋਗੁ ॥ହେ ପ୍ରିୟ! ମନୁଷ୍ୟ ଲୌକିକ ପଦାର୍ଥକୁ ମିଠା ଭାବି ଖାଇଥାଏ, କିନ୍ତୁ ତାହା ଶରୀରରେ ରୋଗ ଉତ୍ପନ୍ନ କରିଥାଏ।                 ਕਉੜਾ ਹੋਇ ਪਤਿਸਟਿਆ ਪਿਆਰੇ ਤਿਸ ਤੇ ਉਪਜਿਆ

Odia Page 640

ਮੇਰਾ ਤੇਰਾ ਛੋਡੀਐ ਭਾਈ ਹੋਈਐ ਸਭ ਕੀ ਧੂਰਿ ॥ହେ ଭାଇ! ‘ମୋର-ତୋର’ ଭାବନା ତ୍ୟାଗ କରିବା ଉଚିତ ଆଉ ସବୁଙ୍କ ଚରଣ-ଧୂଳି ବନିବା ଉଚିତ।  ਘਟਿ ਘਟਿ ਬ੍ਰਹਮੁ ਪਸਾਰਿਆ ਭਾਈ ਪੇਖੈ ਸੁਣੈ ਹਜੂਰਿ ॥ଇଶ୍ଵର ସବୁ ଜୀବ ଠାରେ ବିଦ୍ୟମାନ ଅଛନ୍ତି ଆଉ ସେ ପ୍ରତ୍ୟକ୍ଷ ଭାବରେ ସବୁଙ୍କୁ ଦେଖନ୍ତି ଓ ଶୁଣନ୍ତି।            ਜਿਤੁ ਦਿਨਿ ਵਿਸਰੈ ਪਾਰਬ੍ਰਹਮੁ ਭਾਈ ਤਿਤੁ ਦਿਨਿ ਮਰੀਐ ਝੂਰਿ ॥ହେ ଭାଇ! ଯେଉଁ

Odia Page 639

ਸੋਰਠਿ ਮਹਲਾ ੩ ॥ସୋରଠି ମହଲା 3 ॥  ਹਰਿ ਜੀਉ ਸਬਦੇ ਜਾਪਦਾ ਭਾਈ ਪੂਰੈ ਭਾਗਿ ਮਿਲਾਇ ॥ହେ ଭାଇ! ପରମାତ୍ମାଙ୍କ ଜ୍ଞାନ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ହୋଇଥାଏ, ଯାହା ପୂର୍ଣ୍ଣ ଭାଗ୍ୟରୁ ହିଁ ମିଳିଥାଏ।          ਸਦਾ ਸੁਖੁ ਸੋਹਾਗਣੀ ਭਾਈ ਅਨਦਿਨੁ ਰਤੀਆ ਰੰਗੁ ਲਾਇ ॥੧॥ସେହି ସୁହାଗିନୀ ଜୀବ-ସ୍ତ୍ରୀ ସଦା ସୁଖପୂର୍ବକ ରହିଥାଏ, ଯିଏ ପ୍ରେମ ରଙ୍ଗ ଲଗାଇ ରାତିଦିନ ସ୍ବାମୀଙ୍କ ସାଥିରେ ମଗ୍ନ ରହିଥାଏ॥1॥           ਹਰਿ

Odia Page 638

ਹਉਮੈ ਮਾਰਿ ਮਨਸਾ ਮਨਹਿ ਸਮਾਣੀ ਗੁਰ ਕੈ ਸਬਦਿ ਪਛਾਤਾ ॥੪॥ନିଜ ଆତ୍ମାଭିମାନକୁ ନଷ୍ଟ କରି ଓ ତୃଷ୍ଣାକୁ ମନରୁ ଦୂର କରି ମୁଁ ଗୁରୁଙ୍କ ଶବ୍ଦ ଦ୍ଵାରା ପରମ ସତ୍ୟକୁ ଜାଣି ଦେଇଛି॥4॥     ਅਚਿੰਤ ਕੰਮ ਕਰਹਿ ਪ੍ਰਭ ਤਿਨ ਕੇ ਜਿਨ ਹਰਿ ਕਾ ਨਾਮੁ ਪਿਆਰਾ ॥ଯେଉଁ ଲୋକକୁ ହରିଙ୍କ ନାମ ପ୍ରିୟ ଲାଗିଥାଏ, ପ୍ରଭୁ ତାହାର ସବୁ କାର୍ଯ୍ୟ ସ୍ଵାଭାବିକ ଭାବରେ ସଫଳ କରାଇ ଦିଅନ୍ତି।  ਗੁਰ ਪਰਸਾਦਿ

Odia Page 637

ਬਿਖੁ ਮਾਇਆ ਚਿਤੁ ਮੋਹਿਆ ਭਾਈ ਚਤੁਰਾਈ ਪਤਿ ਖੋਇ ॥ହେ ପ୍ରିୟବର! ବିଷାକ୍ତ ମାୟା ମନୁଷ୍ୟର ମନକୁ ମୋହିତ କରି ଦେଇଛି ଏବଂ ସେ ଚତୁରତା ଦ୍ଵାରା ନିଜର ଇଜ୍ଜତ ହରାଇ ଦେଇଛି।         ਚਿਤ ਮਹਿ ਠਾਕੁਰੁ ਸਚਿ ਵਸੈ ਭਾਈ ਜੇ ਗੁਰ ਗਿਆਨੁ ਸਮੋਇ ॥੨॥ହେ ଭାଇ! ଯଦି ଗୁରୁଙ୍କ ଜ୍ଞାନ ମନରେ ରହିଥାଏ, ତାହାହେଲେ ହିଁ ସଚ୍ଚା ଠାକୁର ଚିତ୍ତରେ ରହିଥାନ୍ତି॥2॥         ਰੂੜੌ ਰੂੜੌ ਆਖੀਐ ਭਾਈ ਰੂੜੌ

error: Content is protected !!