Odia Page 77

ਇਹੁ ਧਨੁ ਸੰਪੈ ਮਾਇਆ ਝੂਠੀ ਅੰਤਿ ਛੋਡਿ ਚਲਿਆ ਪਛੁਤਾਈ ॥ଏହି ଧନ, ସମ୍ପତ୍ତି, ମୋହ, ମାୟା ସବୁ ମିଥ୍ୟା ଅଟେ। ଯାହାକୁ ଅନ୍ତକାଳରେ ତ୍ୟାଗ କରି ପଶ୍ଚାତାପ କରି ପ୍ରାଣୀ ଚାଲିଯାଏ। ਜਿਸ ਨੋ ਕਿਰਪਾ ਕਰੇ ਗੁਰੁ ਮੇਲੇ ਸੋ ਹਰਿ ਹਰਿ ਨਾਮੁ ਸਮਾਲਿ ॥ଯାହା ଉପରେ ଇଶ୍ଵରଙ୍କ କୃପା ହୋଇଥାଏ, ତାହାର ଗୁରୁଙ୍କ ସହିତ ମିଳନ ହୋଇଥାଏ ଆଉ ଈଶ୍ଵରଙ୍କ ଉପାସନାରେ ଲୀନ ହୋଇଯାଇଥାଏ। ਕਹੁ ਨਾਨਕ ਤੀਜੈ ਪਹਰੈ

Odia Page 76

ਅੰਤਿ ਕਾਲਿ ਪਛੁਤਾਸੀ ਅੰਧੁਲੇ ਜਾ ਜਮਿ ਪਕੜਿ ਚਲਾਇਆ ॥ଅଜ୍ଞାନ ପ୍ରାଣୀ, ଅନ୍ତକାଳରେ ପଶ୍ଚାତାପ କରିଥାଏ, ଯେତେବେଳେ ଯମଦୂତ ଆସି ତାହାକୁ ଧରିଥାଏ, ଅର୍ଥାତ କାଳ ଆସିଲେ ପ୍ରାଣୀ ପଶ୍ଚାତାପ କରିଥାଏ। ਸਭੁ ਕਿਛੁ ਅਪੁਨਾ ਕਰਿ ਕਰਿ ਰਾਖਿਆ ਖਿਨ ਮਹਿ ਭਇਆ ਪਰਾਇਆ ॥ସେ ସବୁକିଛି ବୋଲି ଯାହାକୁ ପ୍ରତିଦିନ ପ୍ରତିଦିନ କହୁଥିଲା, କ୍ଷଣ ମାତ୍ରକରେ ତାହାଠାରୁ ପର ହୋଇଯାଏ। ਬੁਧਿ ਵਿਸਰਜੀ ਗਈ ਸਿਆਣਪ ਕਰਿ ਅਵਗਣ ਪਛੁਤਾਇ ॥ଯମଦୂତର ବଶରେ

Odia Page 75

ਦੂਜੈ ਪਹਰੈ ਰੈਣਿ ਕੈ ਵਣਜਾਰਿਆ ਮਿਤ੍ਰਾ ਵਿਸਰਿ ਗਇਆ ਧਿਆਨੁ ॥ହେ ମୋର ଅଜଣା ମିତ୍ର! ଜୀବନରୂପୀ ରାତ୍ରିର ଦ୍ଵିତୀୟ ପ୍ରହରରେ ମନୁଷ୍ୟ ପରମେଶ୍ଵରଙ୍କ ସ୍ମରଣକୁ ବିସ୍ମୃତ କରିଦିଏ। ଅର୍ଥାତ, ଯେତେବେଳେ ପ୍ରାଣୀ ଗର୍ଭରୁ ବାହାରକୁ ଆସେ ଆଉ ଜନ୍ମ ନିଏ , ସେତେବେଳ ଗର୍ଭରେ କରିଥିବା ପ୍ରାର୍ଥନକୁ ଭୁଲି ଯାଏ। ਹਥੋ ਹਥਿ ਨਚਾਈਐ ਵਣਜਾਰਿਆ ਮਿਤ੍ਰਾ ਜਿਉ ਜਸੁਦਾ ਘਰਿ ਕਾਨੁ ॥ତାହାର ପରିଜନ, ଭାଇ-ବନ୍ଧୁ ସବୁ ତାହାକୁ ଏପରି ନଚାନ୍ତି, ହର୍ଷିତ

Odia Page 74

ਸੁਣਿ ਗਲਾ ਗੁਰ ਪਹਿ ਆਇਆ ॥ଗୁରୁଙ୍କ ଶିଷ୍ୟ ଠାରୁ ଶୁଣି ମୁଁ ଗୁରୁଙ୍କ ପାଖକୁ ଆସିଛି। ਨਾਮੁ ਦਾਨੁ ਇਸਨਾਨੁ ਦਿੜਾਇਆ ॥ଗୁରୁ ମୋତେ ନାମ, ଦାନ-ପୂଣ୍ୟ ଆଉ ସ୍ନାନ ନିଶ୍ଚିତ କରାଇଦେଇଛନ୍ତି। ਸਭੁ ਮੁਕਤੁ ਹੋਆ ਸੈਸਾਰੜਾ ਨਾਨਕ ਸਚੀ ਬੇੜੀ ਚਾੜਿ ਜੀਉ ॥੧੧॥ହେ ନାନକ! ନାମ ରୂପୀ ସଚ୍ଚା ନାବ ଉପରେ ଥିବା କାରଣରୁ ସାରା ସଂସାର ବଞ୍ଚିଯାଇଛି ॥11॥ ਸਭ ਸ੍ਰਿਸਟਿ ਸੇਵੇ ਦਿਨੁ ਰਾਤਿ ਜੀਉ ॥ହେ ପ୍ରଭୁ!

Odia Page 73

ਤੁਧੁ ਆਪੇ ਆਪੁ ਉਪਾਇਆ ॥ହେ ଭଗବାନ! ତୁମେ ସ୍ଵୟଂ ସୃଷ୍ଟିର ରଚନା କରିଛ ਦੂਜਾ ਖੇਲੁ ਕਰਿ ਦਿਖਲਾਇਆ ॥ଆଉ ଜଗତ ରୂପୀ ଖେଳକୁ ସଜାଇ ପ୍ରତ୍ୟକ୍ଷ କରିଛି। ਸਭੁ ਸਚੋ ਸਚੁ ਵਰਤਦਾ ਜਿਸੁ ਭਾਵੈ ਤਿਸੈ ਬੁਝਾਇ ਜੀਉ ॥੨੦॥ସମସ୍ତ ସତ୍ୟ ପ୍ରଭୁଙ୍କ ସତ୍ୟ ହୁକୁମ ପ୍ରସାର ହେଉଛି,କିନ୍ତୁ, ତାହାଙ୍କ ମୂଳ ରହସ୍ୟକୁ ସେ ବୁଝିପାରିବେ ଯାହାକୁ ତୁମେ ବୁଝାଅ ॥20॥ ਗੁਰ ਪਰਸਾਦੀ ਪਾਇਆ ॥ଗୁରୁଙ୍କ କୃପାରୁ ଯିଏ ଭଗବାନଙ୍କୁ ପାଇଯାଇଛି,

Odia Page 72

ਸੁਰਿ ਨਰ ਮੁਨਿ ਜਨ ਲੋਚਦੇ ਸੋ ਸਤਿਗੁਰਿ ਦੀਆ ਬੁਝਾਇ ਜੀਉ ॥੪॥ସଦଗୁରୁ ମୋତେ ସେହି ପ୍ରଭୁଙ୍କ ବିଷୟରେ କହିଛନ୍ତି ଯେଉଁ ପରମାତ୍ମାଙ୍କୁ ପାଇବା ପାଇଁ ଦେବତା, ମାନବ ଆଉ ଋଷି ମୁନି କାମନା କରିଥାନ୍ତି ॥4॥ ਸਤਸੰਗਤਿ ਕੈਸੀ ਜਾਣੀਐ ॥କିପରି ସତସଙ୍ଗତି ବିଷୟରେ ଜାଣିପାରିବା? ਜਿਥੈ ਏਕੋ ਨਾਮੁ ਵਖਾਣੀਐ ॥ସେଠାରେ କେବଳ ଏକ ପ୍ରଭୁଙ୍କ ନାମ ଉଚ୍ଚାରଣ ହୋଇଥାଏ। ਏਕੋ ਨਾਮੁ ਹੁਕਮੁ ਹੈ ਨਾਨਕ ਸਤਿਗੁਰਿ ਦੀਆ ਬੁਝਾਇ ਜੀਉ

Odia Page 71

ਚਿਤਿ ਨ ਆਇਓ ਪਾਰਬ੍ਰਹਮੁ ਤਾ ਖੜਿ ਰਸਾਤਲਿ ਦੀਤ ॥੭॥ତାହାହେଲେ ମଧ୍ୟ ଯଦି ତାହାର ମନ ପରଂବ୍ରହ୍ମଙ୍କ ନିର୍ମଳ ନାମ ରହିତ ଥାଏ, ତାହାହେଲେ ତାହାକୁ ନେଇ ନର୍କରେ ଫିଙ୍ଗି ଦିଆଯାଏ ॥7॥ ਕਾਇਆ ਰੋਗੁ ਨ ਛਿਦ੍ਰੁ ਕਿਛੁ ਨਾ ਕਿਛੁ ਕਾੜਾ ਸੋਗੁ ॥ଯଦି କାୟା ମଧ୍ୟ ପୂର୍ଣ୍ଣତଃ ନିରୋଗ ଥାଏ ଆଉ କୌଣସି ରୋଗ ନଥାଏ, ଯଦି ତାହାର କୌଣସି ଶୋକ ସନ୍ତାପ ନଥାଏ; ਮਿਰਤੁ ਨ ਆਵੀ ਚਿਤਿ ਤਿਸੁ

Odia Page 70

ਏਹੁ ਜਗੁ ਜਲਤਾ ਦੇਖਿ ਕੈ ਭਜਿ ਪਏ ਸਤਿਗੁਰ ਸਰਣਾ ॥ଏହି ସଂସାରକୁ ମୋହ-ତୃଷ୍ଣା ଅଗ୍ନି ଜଳାଇବା ଦେଖି ଯେଉଁ ଜିଜ୍ଞାସୁ ପ୍ରାଣୀ ପଳାୟନ କରି ସଦଗୁରୁଙ୍କ ଶରଣ ନେଇଥାଏ, ਸਤਿਗੁਰਿ ਸਚੁ ਦਿੜਾਇਆ ਸਦਾ ਸਚਿ ਸੰਜਮਿ ਰਹਣਾ ॥ସଦଗୁରୁ ତାଙ୍କରି ହୃଦୟରେ ଭଗବାନଙ୍କ ସତ୍ୟ ନାମ ବସାଇ ଦିଅନ୍ତି ଆଉ ତାହାକୁ ସଂଯମ ଦ୍ଵାରା ସର୍ବଦା ସତ୍ୟ ପ୍ରଭୁଙ୍କ ନାମରେ ରହିବା ଜୀବନ ବଞ୍ଚିବା ଶିଖାଇ ଦିଅନ୍ତି। ਸਤਿਗੁਰ ਸਚਾ ਹੈ ਬੋਹਿਥਾ

Odia Page 69

ਸਿਰੀਰਾਗੁ ਮਹਲਾ ੩ ॥ସିରିରାଗ ମହଲା 3 ॥ ਸਤਿਗੁਰਿ ਮਿਲਿਐ ਫੇਰੁ ਨ ਪਵੈ ਜਨਮ ਮਰਣ ਦੁਖੁ ਜਾਇ ॥ଯଦି ସଦଗୁରୁ ମିଳିଯାନ୍ତି, ପ୍ରାଣୀ ଜନ୍ମ ମରଣ ଚକରରୁ ମୁକ୍ତି ପ୍ରାପ୍ତ କରିଥାଏ।ତାହାର ଜନ୍ମ ଓ ମୃତ୍ୟୁ ପୀଡା ଚାଲିଯାଏ। ਪੂਰੈ ਸਬਦਿ ਸਭ ਸੋਝੀ ਹੋਈ ਹਰਿ ਨਾਮੈ ਰਹੈ ਸਮਾਇ ॥੧॥ପୂର୍ଣ୍ଣ ଗୁରୁଙ୍କ ଉପଦେଶ ଦ୍ଵାରା ସବୁ ଜ୍ଞାନ ଆସିଯାଏ, ଆଉ ମନୁଷ୍ୟ ପରମାତ୍ମାଙ୍କ ନାମରେ ଲୀନ ରହିଥାଏ। ॥1॥ ਮਨ

Odia Page 68

ਮਨੁ ਤਨੁ ਅਰਪੀ ਆਪੁ ਗਵਾਈ ਚਲਾ ਸਤਿਗੁਰ ਭਾਏ ॥ମୁଁ ନିଜ ଆତ୍ମା ଏବଂ ଦେହ ସମର୍ପଣ କରୁଅଛି ଆଉ ନିଜର ଅହଂକାର ଭାବନା ତ୍ୟାଗ କରୁଛି ଆଉ ସଦଗୁରୁଙ୍କ ଉପଦେଶ ଅନୁସାରେ ଆଚରଣ କରୁଅଛି। ਸਦ ਬਲਿਹਾਰੀ ਗੁਰ ਅਪੁਨੇ ਵਿਟਹੁ ਜਿ ਹਰਿ ਸੇਤੀ ਚਿਤੁ ਲਾਏ ॥੭॥ମୁଁ ସର୍ବଦା ନିଜ ଗୁରୁ ପ୍ରତି ଉତ୍ସର୍ଗିତ, ଯିଏ ମୋର ଆତ୍ମାକୁ ପ୍ରଭୁଙ୍କ ସହିତ ମିଳନ କରାଇଛନ୍ତି॥7॥ ਸੋ ਬ੍ਰਾਹਮਣੁ ਬ੍ਰਹਮੁ ਜੋ ਬਿੰਦੇ

error: Content is protected !!