Odia Page 674

ਨਿਮਖ ਨਿਮਖ ਤੁਮ ਹੀ ਪ੍ਰਤਿਪਾਲਹੁ ਹਮ ਬਾਰਿਕ ਤੁਮਰੇ ਧਾਰੇ ॥੧॥ପ୍ରତି କ୍ଷଣରେ ତୁମେ ଆମର ପାଳନ ପୋଷଣ କରୁଅଛ, ଆମେ ତୁମ ଦ୍ଵାରା ଜାତ ହୋଇଥିବା ସନ୍ତାନ ଅଟୁ॥1॥            ਜਿਹਵਾ ਏਕ ਕਵਨ ਗੁਨ ਕਹੀਐ ॥ଆମେ ଏକ ଜିହ୍ଵାରେ ତୁମର କେଉଁ କେଉଁ ଗୁଣ କଥନ କରିବୁ? ਬੇਸੁਮਾਰ ਬੇਅੰਤ ਸੁਆਮੀ ਤੇਰੋ ਅੰਤੁ ਨ ਕਿਨ ਹੀ ਲਹੀਐ ॥੧॥ ਰਹਾਉ ॥ହେ ଅସୁମାରି ଓ ଅନନ୍ତ ସ୍ଵାମୀ! କେହି

Odia Page 673

ਧਨਾਸਰੀ ਮਹਲਾ ੫ ॥ଧନାସରୀ ମହଲା 5 ॥  ਜਿਹ ਕਰਣੀ ਹੋਵਹਿ ਸਰਮਿੰਦਾ ਇਹਾ ਕਮਾਨੀ ਰੀਤਿ ॥ହେ ପ୍ରାଣୀ! ତୁ ଏପରି ମର୍ଯ୍ୟାଦା ରଖିଛୁ, ଯେଉଁ ଆଚରଣ କାରଣରୁ ତୋତେ ଭଗବାନଙ୍କ ଦରବାରରେ ଲଜ୍ଜିତ ହେବାକୁ ପଡିବ ନାହିଁ। ਸੰਤ ਕੀ ਨਿੰਦਾ ਸਾਕਤ ਕੀ ਪੂਜਾ ਐਸੀ ਦ੍ਰਿੜ੍ਹ੍ਹੀ ਬਿਪਰੀਤਿ ॥੧॥ତୁ ସନ୍ଥଙ୍କ ନିନ୍ଦା କରିଅଛୁ ଏବଂ ଭଗବାନଙ୍କ ଠାରୁ ବିମୁଖ ବ୍ୟକ୍ତକୁ ପୂଜା କରିଅଛୁ, ତୁ ଏପରି ପରମ୍ପରା ଗ୍ରହଣ କରିଛୁ,

Odia Page 672

ਅਲੰਕਾਰ ਮਿਲਿ ਥੈਲੀ ਹੋਈ ਹੈ ਤਾ ਤੇ ਕਨਿਕ ਵਖਾਨੀ ॥੩॥ଯେତେବେଳେ ସ୍ଵର୍ଣ୍ଣର ଆଭୁଷଣକୁ ତରଳା ଯାଇଥାଏ, ତାହାକୁ ଆଭୁଷଣର ସ୍ଵର୍ଣ୍ଣ ହିଁ କୁହାଯାଇ ଥାଏ ॥3॥             ਪ੍ਰਗਟਿਓ ਜੋਤਿ ਸਹਜ ਸੁਖ ਸੋਭਾ ਬਾਜੇ ਅਨਹਤ ਬਾਨੀ ॥ମୋର ମନରେ ପ୍ରଭୁଙ୍କ ଜ୍ୟୋତି ପ୍ରକଟ ହୋଇ ଯାଇଛି ଆଉ ମନରେ ସ୍ଵାଭାବିକ ସୁଖ ଉତ୍ପନ୍ନ ହୋଇ ଯାଇଛି, ବର୍ତ୍ତମାନ ସବୁ ସ୍ଥାନରେ ମୋର ଶୋଭା ବୃଦ୍ଧି ପାଉଛି ଆଉ ମନରେ ଅନାହଦ ଶବ୍ଦ

Odia Page 671

ਕਾਮ ਹੇਤਿ ਕੁੰਚਰੁ ਲੈ ਫਾਂਕਿਓ ਓਹੁ ਪਰ ਵਸਿ ਭਇਓ ਬਿਚਾਰਾ ॥କମବାସନାରେ ଆସକ୍ତ ହେବା କାରଣରୁ ହାତୀ ଫସି ଯାଇଥାଏ, ସେ ବିଚରା ପରାଧୀନ ହୋଇଯାଏ।            ਨਾਦ ਹੇਤਿ ਸਿਰੁ ਡਾਰਿਓ ਕੁਰੰਕਾ ਉਸ ਹੀ ਹੇਤ ਬਿਦਾਰਾ ॥੨॥ନାଦରେ ମୁଗ୍ଧ ହେବା କାରଣରୁ ହରିଣ ନିଜ ମସ୍ତକ ଶିକାରୀକୁ ଦେଇଥାଏ ଆଉ ତାହାକୁ ମୃତ୍ୟୁ ପ୍ରାପ୍ତ ହୋଇଥାଏ॥2॥               ਦੇਖਿ ਕੁਟੰਬੁ ਲੋਭਿ ਮੋਹਿਓ ਪ੍ਰਾਨੀ ਮਾਇਆ ਕਉ ਲਪਟਾਨਾ ॥ପ୍ରାଣୀ

Odia Page 670

ਜਪਿ ਮਨ ਸਤਿ ਨਾਮੁ ਸਦਾ ਸਤਿ ਨਾਮੁ ॥ହେ ମୋର ମନ! ପରମାତ୍ମାଙ୍କ ନାମ ସର୍ବଦା ସତ୍ୟ ଅଟେ, ଏଥିପାଇଁ ସତ୍ୟନାମର ହିଁ ଜପ କର।         ਹਲਤਿ ਪਲਤਿ ਮੁਖ ਊਜਲ ਹੋਈ ਹੈ ਨਿਤ ਧਿਆਈਐ ਹਰਿ ਪੁਰਖੁ ਨਿਰੰਜਨਾ ॥ ਰਹਾਉ ॥ଯଦି ନିରଞ୍ଜନ ପରମପୁରୁଷ ପରମାତ୍ମାଙ୍କ ନିତ୍ୟ ଧ୍ୟାନ-ମନନ କରାଯାଏ, ତାହାହେଲେ ଇହଲୋକ ଓ ପରଲୋକରେ ମୁଖ ଉଜ୍ଜଳ ହୋଇଥାଏ, ଅର୍ଥାତ ପ୍ରଶଂସା ପ୍ରାପ୍ତ ହୋଇଥାଏ। ॥ରୁହ॥           ਜਹ

Odia Page 669

ਧਨਾਸਰੀ ਮਹਲਾ ੪ ॥ଧନାସରୀ ମହଲା 4 ॥ ਗੁਨ ਕਹੁ ਹਰਿ ਲਹੁ ਕਰਿ ਸੇਵਾ ਸਤਿਗੁਰ ਇਵ ਹਰਿ ਹਰਿ ਨਾਮੁ ਧਿਆਈ ॥ଭଗବାନଙ୍କ ଗୁଣଗାନ କର; ଏହି ପ୍ରକାରେ ତାହାଙ୍କୁ ପାଅ, ଗୁରୁଙ୍କ ସେବା କରି ଏହିପରି ହରିନାମର ଧ୍ୟାନ-ମନନ କର।  ਹਰਿ ਦਰਗਹ ਭਾਵਹਿ ਫਿਰਿ ਜਨਮਿ ਨ ਆਵਹਿ ਹਰਿ ਹਰਿ ਹਰਿ ਜੋਤਿ ਸਮਾਈ ॥੧॥|ଏହିପରି ହରିଙ୍କ ଦରବାରରେ ଭଲ ଲାଗିବ ପୁଣି ତୁମେ ଜାମ-ମରଣ ଚକ୍ରରେ ପଡିବ

Odia Page 668

ਧਨਾਸਰੀ ਮਹਲਾ ੪ ॥ଧନସାରୀ ମହଲା 4 ॥  ਹਰਿ ਹਰਿ ਬੂੰਦ ਭਏ ਹਰਿ ਸੁਆਮੀ ਹਮ ਚਾਤ੍ਰਿਕ ਬਿਲਲ ਬਿਲਲਾਤੀ ॥ହେ ମୋର ସ୍ଵାମୀ ହରି! ତୋର ହରିନାମ ଅମୃତ-ବିନ୍ଦୁ ବନିଯାଇଛି ଏବଂ ଏବଂ ମୁଁ ଚାତକ ଏହାର ପାନ କରିବା ପାଇଁ ବ୍ୟଗ୍ର ଅଛି।             ਹਰਿ ਹਰਿ ਕ੍ਰਿਪਾ ਕਰਹੁ ਪ੍ਰਭ ਅਪਨੀ ਮੁਖਿ ਦੇਵਹੁ ਹਰਿ ਨਿਮਖਾਤੀ ॥੧॥ହେ ହରି-ପ୍ରଭୁ! ମୋ’ ଉପରେ ନିଜ କୃପା କର ଆଉ ଏକ

Odia Page 667

ਹਰਿ ਹਰਿ ਅਗਮ ਅਗਾਧਿ ਬੋਧਿ ਅਪਰੰਪਰ ਪੁਰਖ ਅਪਾਰੀ ॥ହରି-ପରମେଶ୍ଵର ଅଗମ୍ୟ, ଅଗାଧ ଜ୍ଞାନବାଲା, ଅପରାମ୍ପର ସର୍ବଶକ୍ତିମାନ ଏବଂ ଅନନ୍ତ ଅଟନ୍ତି।                    ਜਨ ਕਉ ਕ੍ਰਿਪਾ ਕਰਹੁ ਜਗਜੀਵਨ ਜਨ ਨਾਨਕ ਪੈਜ ਸਵਾਰੀ ॥੪॥੧॥\ହେ ଜଗତର ଜୀବନ!ନିଜ ଦାସ ଉପରେ କୃପା କର ଆଉ ଦାସ ନାନକଙ୍କ ପ୍ରତିଷ୍ଠା ବଜାୟ ରଖ। ॥4॥1॥  ਧਨਾਸਰੀ ਮਹਲਾ ੪ ॥ଧନସାରୀ ମହଲା 4 ॥  ਹਰਿ ਕੇ ਸੰਤ ਜਨਾ ਹਰਿ ਜਪਿਓ ਤਿਨ

Odia Page 666

ਨਾਨਕ ਆਪੇ ਵੇਖੈ ਆਪੇ ਸਚਿ ਲਾਏ ॥੪॥੭॥ହେ ନାନକ! ସେ ସ୍ଵୟଂ ସବୁଙ୍କୁ ଦେଖିଥାନ୍ତି ଏବଂ ସ୍ଵୟଂ ହିଁ ମନୁଷ୍ୟକୁ ସତ୍ୟ-ନାମରେ ଲଗାଇ ଥାଆନ୍ତି ॥4॥7॥     ਧਨਾਸਰੀ ਮਹਲਾ ੩ ॥ଧନାସରୀ ମହଲା 3 ॥  ਨਾਵੈ ਕੀ ਕੀਮਤਿ ਮਿਤਿ ਕਹੀ ਨ ਜਾਇ ॥ପରମାତ୍ମାଙ୍କ ନାମର ମୂଲ୍ୟ ଏବଂ ବିସ୍ତାର ବ୍ୟକ୍ତ କରାଯାଇ ପାରିବ ନାହିଁ।           ਸੇ ਜਨ ਧੰਨੁ ਜਿਨ ਇਕ ਨਾਮਿ ਲਿਵ ਲਾਇ ॥ସେହି ଭକ୍ତର

Odia Page 665

ਪ੍ਰਭ ਸਾਚੇ ਕੀ ਸਾਚੀ ਕਾਰ ॥ ਨਾਨਕ ਨਾਮਿ ਸਵਾਰਣਹਾਰ ॥੪॥੪॥ସେହି ସଚ୍ଚା ପ୍ରଭୁଙ୍କ ଆରାଧନା ମଧ୍ୟ ସତ୍ୟ ଅଟେ, ହେ ନାନକ! ପ୍ରଭୁଙ୍କ ନାମ ମନୁଷ୍ୟକୁ ସୁନ୍ଦର ବନାଇଥାଏ॥4॥4॥ ਧਨਾਸਰੀ ਮਹਲਾ ੩ ॥ଧନାସରୀ ମହଲା 3 ॥ ਜੋ ਹਰਿ ਸੇਵਹਿ ਤਿਨ ਬਲਿ ਜਾਉ ॥ମୁଁ ତାହାଙ୍କ ପ୍ରତି ସମର୍ପିତ ଅଟେ, ଯିଏ ଭଗବାନଙ୍କ ସ୍ମରଣ କରିଥାଏ।       ਤਿਨ ਹਿਰਦੈ ਸਾਚੁ ਸਚਾ ਮੁਖਿ ਨਾਉ ॥ତାହାର ହୃଦୟ ଏବଂ

error: Content is protected !!