Odia Page 654

ਤੁਧੁ ਆਪੇ ਸਿਸਟਿ ਸਿਰਜੀਆ ਆਪੇ ਫੁਨਿ ਗੋਈ ॥ତୁ ସ୍ଵୟଂ ହିଁ ସୃଷ୍ଟି ରଚନା କରୁ ଆଉ ସ୍ଵୟଂ ହିଁ ତାହାର ବିନାଶ କରୁ            ਸਭੁ ਇਕੋ ਸਬਦੁ ਵਰਤਦਾ ਜੋ ਕਰੇ ਸੁ ਹੋਈ ॥ଏକ ତୋର ଶବ୍ଦ(ହୁକୁମ) ହିଁ ସର୍ବବ୍ୟାପୀ ଅଟେ, ଯାହା କିଛି ତୁ କରୁ ତାହା ହିଁ ହୋଇଥାଏ।      ਵਡਿਆਈ ਗੁਰਮੁਖਿ ਦੇਇ ਪ੍ਰਭੁ ਹਰਿ ਪਾਵੈ ਸੋਈ ॥ଯେଉଁ ଗୁରୁମୁଖୀକୁ ତୁମେ ବଡିମା ପ୍ରଦାନ କରିଛ,

Odia Page 653

ਨਾਨਕ ਭਏ ਪੁਨੀਤ ਹਰਿ ਤੀਰਥਿ ਨਾਇਆ ॥੨੬॥ହେ ନାନକ! ଯିଏ ହରିନାମ ରୂପୀ ତୀର୍ଥରେ ସ୍ନାନ କରିଥାଏ, ସେ ପବିତ୍ର-ପାବନ ହୋଇଯାଏ॥26॥     ਸਲੋਕੁ ਮਃ ੪ ॥ଶ୍ଳୋକ ମହଲା 4 ॥  ਗੁਰਮੁਖਿ ਅੰਤਰਿ ਸਾਂਤਿ ਹੈ ਮਨਿ ਤਨਿ ਨਾਮਿ ਸਮਾਇ ॥ଗୁରୁମୁଖୀ ମନରେ ଶାନ୍ତି ଥାଏ ଆଉ ତାହାର ମନ ଓ ତନ ନାମରେ ହିଁ ରହିଥାଏ। ਨਾਮੋ ਚਿਤਵੈ ਨਾਮੁ ਪੜੈ ਨਾਮਿ ਰਹੈ ਲਿਵ ਲਾਇ ॥ସେ ନାମକୁ

Odia Page 652

ਪਿਰ ਕੀ ਸਾਰ ਨ ਜਾਣਈ ਦੂਜੈ ਭਾਇ ਪਿਆਰੁ ॥ସେ ନିଜ ପ୍ରଭୁଙ୍କ ମହତ୍ତ୍ଵକୁ ଜାଣେ ନାହିଁ ଆଉ ଦୈତ୍ୟଭାବର ପ୍ରେମରେ ଲାଗି ରହିଥାଏ।                        ਸਾ ਕੁਸੁਧ ਸਾ ਕੁਲਖਣੀ ਨਾਨਕ ਨਾਰੀ ਵਿਚਿ ਕੁਨਾਰਿ ॥੨॥ହେ ନାନକ! ସେ ଅପବିତ୍ର ଓ କୁଲକ୍ଷଣୀ ଅଟେ॥2॥        ਪਉੜੀ ॥ପଉଡି॥  ਹਰਿ ਹਰਿ ਅਪਣੀ ਦਇਆ ਕਰਿ ਹਰਿ ਬੋਲੀ ਬੈਣੀ ॥ହେ ହରି! ମୋ’ ଉପରେ ନିଜ କୃପା କର, ଯାହା ଫଳରେ

Odia Page 651

ਸਲੋਕੁ ਮਃ ੩ ॥ଶ୍ଳୋକ  ମହଲା 3 ॥  ਜਨਮ ਜਨਮ ਕੀ ਇਸੁ ਮਨ ਕਉ ਮਲੁ ਲਾਗੀ ਕਾਲਾ ਹੋਆ ਸਿਆਹੁ ॥ଏହି ମନରେ ଜନ୍ମ-ଜନ୍ମାନ୍ତରର ମଇଳା ଲାଗିଛି ଆଉ ଏହା ସଂପୂର୍ଣ୍ଣ ମଇଳା ହୋଇ ଯାଇଛି।       ਖੰਨਲੀ ਧੋਤੀ ਉਜਲੀ ਨ ਹੋਵਈ ਜੇ ਸਉ ਧੋਵਣਿ ਪਾਹੁ ॥ଏହା ଶହେଥର ଧୋଇଲେ ମଧ୍ୟ ଉଜ୍ଜଳ ହୁଏନାହିଁ।      ਗੁਰ ਪਰਸਾਦੀ ਜੀਵਤੁ ਮਰੈ ਉਲਟੀ ਹੋਵੈ ਮਤਿ ਬਦਲਾਹੁ ॥ଗୁରୁଙ୍କ

Odia Page 650

ਨਾਨਕ ਜਿ ਗੁਰਮੁਖਿ ਕਰਹਿ ਸੋ ਪਰਵਾਣੁ ਹੈ ਜੋ ਨਾਮਿ ਰਹੇ ਲਿਵ ਲਾਇ ॥੨॥ଗୁରୁମୁଖୀ ଯାହା କିଛି କରିଥାଏ ସେ ସ୍ଵୀକୃତ ହୋଇଥାଏ, କାରଣ ତାହାର ସୁରତି ଭଗବାନଙ୍କ ନାମରେ ହିଁ ଲାଗି ରହିଥାଏ॥2॥            ਪਉੜੀ ॥ପଉଡି॥  ਹਉ ਬਲਿਹਾਰੀ ਤਿੰਨ ਕੰਉ ਜੋ ਗੁਰਮੁਖਿ ਸਿਖਾ ॥ମୁଁ ତାହାଙ୍କ ପ୍ରତି ତନ ମନରେ ସମର୍ପିତ ଅଟେ, ଯିଏ ଗୁରୁଙ୍କ ଶିଷ୍ୟ ଅଟେ।        ਜੋ ਹਰਿ ਨਾਮੁ ਧਿਆਇਦੇ ਤਿਨ ਦਰਸਨੁ

Odia Page 649

ਮਃ ੩ ॥ମହଲା 3 ॥ ਸੰਤਾ ਨਾਲਿ ਵੈਰੁ ਕਮਾਵਦੇ ਦੁਸਟਾ ਨਾਲਿ ਮੋਹੁ ਪਿਆਰੁ ॥ନିନ୍ଦୁକ ବ୍ୟକ୍ତି ସନ୍ଥଙ୍କ ସହିତ ବଡ ଶତ୍ରୁତା ରଖିଥାଏ, କିନ୍ତୁ ଦୁଷ୍ଟ ସହିତ ତାହାର ବଡ ମୋହ ଓ ପ୍ରେମ ଥାଏ।          ਅਗੈ ਪਿਛੈ ਸੁਖੁ ਨਹੀ ਮਰਿ ਜੰਮਹਿ ਵਾਰੋ ਵਾਰ ॥ଏପରି ବ୍ୟକ୍ତିକୁ ଲୋକ ପରଲୋକରେ କଦାପି ସୁଖ ମିଳେନାହିଁ, ଯେଉଁ କାରଣରୁ ପୀଡିତ ହୋଇ ପୁନଃ ଜନ୍ମ ହୋଇ ମରିଥାଏ।              ਤ੍ਰਿਸਨਾ

Odia Page 648

ਇਉ ਗੁਰਮੁਖਿ ਆਪੁ ਨਿਵਾਰੀਐ ਸਭੁ ਰਾਜੁ ਸ੍ਰਿਸਟਿ ਕਾ ਲੇਇ ॥ଏହି ପ୍ରକାରେ ନିଜ ଆତ୍ମାଭିମାନକୁ ଦୂର କରି ଗୁରୁମୁଖୀ ସାରା ବିଶ୍ଵର ଶାସନ ପ୍ରାପ୍ତ କରିଛି। ਨਾਨਕ ਗੁਰਮੁਖਿ ਬੁਝੀਐ ਜਾ ਆਪੇ ਨਦਰਿ ਕਰੇਇ ॥੧॥ହେ ନାନକ! ଯେବେ ଭଗବାନ ନିଜ କୃପା ଦୃଷ୍ଟି କରିଥାନ୍ତି, ସେତେବେଳେ ହିଁ ମନୁଷ୍ୟ ଗୁରୁମୁଖୀ ବନି ଏହି ତଥ୍ୟକୁ ବୁଝିଥାଏ॥1॥                ਮਃ ੩ ॥ମହଲା 3 ॥ ਜਿਨ ਗੁਰਮੁਖਿ ਨਾਮੁ ਧਿਆਇਆ ਆਏ

Odia Page 647

ਸਲੋਕੁ ਮਃ ੩ ॥ଶ୍ଳୋକ ମହଲା 3 ॥  ਪਰਥਾਇ ਸਾਖੀ ਮਹਾ ਪੁਰਖ ਬੋਲਦੇ ਸਾਝੀ ਸਗਲ ਜਹਾਨੈ ॥ମହାପୁରୁଷ କୌଣସି ବିଶେଷ ସମ୍ବନ୍ଧରେ ଶିକ୍ଷାର କଥା କହିଥାନ୍ତି, ପରନ୍ତୁ ତାହାଙ୍କ ଶିକ୍ଷା ସବୁ ଲୋକଙ୍କ ପାଇଁ ହୋଇଥାଏ।             ਗੁਰਮੁਖਿ ਹੋਇ ਸੁ ਭਉ ਕਰੇ ਆਪਣਾ ਆਪੁ ਪਛਾਣੈ ॥ଯେଉଁ ବ୍ୟକ୍ତି ଗୁରୁମୁଖୀ ବନିଯାଏ, ସେ ଭଗବାନଙ୍କ ଭୟକୁ ମାନିଥାଏ ଆଉ ନିଜକୁ ନିଜେ ଜାଣିଥାଏ।           ਗੁਰ ਪਰਸਾਦੀ ਜੀਵਤੁ ਮਰੈ

Odia Page 646

ਸਲੋਕੁ ਮਃ ੩ ॥ଶ୍ଳୋକ ମହଲା 3 ॥  ਵਿਣੁ ਨਾਵੈ ਸਭਿ ਭਰਮਦੇ ਨਿਤ ਜਗਿ ਤੋਟਾ ਸੈਸਾਰਿ ॥ନାମ ବିହୀନ ସବୁ ବ୍ୟକ୍ତି ନିତ୍ୟ ପଥଭ୍ରଷ୍ଟ ରହିଥାଏ ଆଉ ସଂସାରରେ ତାହାର କ୍ଷତି ହୋଇଥାଏ।          ਮਨਮੁਖਿ ਕਰਮ ਕਮਾਵਣੇ ਹਉਮੈ ਅੰਧੁ ਗੁਬਾਰੁ ॥ମନମୁଖୀ ବ୍ୟକ୍ତି ଅହଙ୍କାରର ଘୋର ଅନ୍ଧକାରରେ ହିଁ କର୍ମ କରିଥାଏ।       ਗੁਰਮੁਖਿ ਅੰਮ੍ਰਿਤੁ ਪੀਵਣਾ ਨਾਨਕ ਸਬਦੁ ਵੀਚਾਰਿ ॥੧॥କିନ୍ତୁ, ହେ ନାନକ! ଗୁରୁମୁଖୀ ଶବ୍ଦର ଚିନ୍ତନ

Odia Page 645

ਮਨ ਕੀ ਸਾਰ ਨ ਜਾਣਨੀ ਹਉਮੈ ਭਰਮਿ ਭੁਲਾਇ ॥ସେ ନିଜ ମନର ଅବସ୍ଥାକୁ ବୁଝେ ନାହିଁ, କାରଣ ତାହାର ଅହଂକାର ଓ ଭ୍ରମ ତାହାକୁ ପଥଭ୍ରଷ୍ଟ କରିଛି।      ਗੁਰ ਪਰਸਾਦੀ ਭਉ ਪਇਆ ਵਡਭਾਗਿ ਵਸਿਆ ਮਨਿ ਆਇ ॥ଗୁରୁଙ୍କ କୃପାରୁ ହିଁ ମନରେ ଶ୍ରଦ୍ଧା ଭାବନା ଜାତ ହୋଇଥାଏ ଆଉ ସୌଭାଗ୍ୟରୁ ହିଁ ଭଗବାନ ମନରେ ଅବସ୍ଥାନ କରିଥାନ୍ତି।        ਭੈ ਪਇਐ ਮਨੁ ਵਸਿ ਹੋਆ ਹਉਮੈ ਸਬਦਿ ਜਲਾਇ

error: Content is protected !!