ODIA PAGE 1245

ਗੁਰ ਪਰਸਾਦੀ ਘਟਿ ਚਾਨਣਾ ਆਨੑੇਰੁ ਗਵਾਇਆ ॥ଗୁରୁଙ୍କ ପ୍ରସନ୍ନତା ଦ୍ଵାରା ହୃଦୟ ଉଜ୍ଜଳ ହୋଇଥାଏ ଏବଂ ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଏ।  ਲੋਹਾ ਪਾਰਸਿ ਭੇਟੀਐ ਕੰਚਨੁ ਹੋਇ ਆਇਆ ॥ମନୁଷ୍ୟ ରୂପୀ ଲୁହା ଗୁରୁ ରୂପୀ ପାରସ ସହିତ ମିଶି ସୁନା ହୋଇଯାଏ।  ਨਾਨਕ ਸਤਿਗੁਰਿ ਮਿਲਿਐ ਨਾਉ ਪਾਈਐ ਮਿਲਿ ਨਾਮੁ ਧਿਆਇਆ ॥ହେ ନାନକ! ସଦଗୁରୁଙ୍କୁ ମିଶିବା ଦ୍ଵାରା ହରିନାମ ପ୍ରାୟତ ହୋଇଥାଏ, ସେତେବେଳେ ପରମେଶ୍ଵରଙ୍କ ନାମର ଧ୍ୟାନ ମନନ ହୋଇଥାଏ। 

ODIA PAGE 1244

ਬੇਦੁ ਵਪਾਰੀ ਗਿਆਨੁ ਰਾਸਿ ਕਰਮੀ ਪਲੈ ਹੋਇ ॥ବେଦ ବ୍ୟାପାରୀ ଅଟେ, ଜ୍ଞାନ ରାଶିକୁ ପୁଞ୍ଜି ଭାବେ ବ୍ୟବହାର କରିଥାଏ, କିନ୍ତୁ ଜ୍ଞାନକୁ ପ୍ରଭୁ-କୃପା ଦ୍ଵାରା ପ୍ରାପ୍ତ ହୋଇଥାଏ।  ਨਾਨਕ ਰਾਸੀ ਬਾਹਰਾ ਲਦਿ ਨ ਚਲਿਆ ਕੋਇ ॥੨॥ହେ ନାନକ! ଜ୍ଞାନ-ରାଶି ବିନା କୌଣସି ଲାଭ ଅର୍ଜନ ହୁଏନାହିଁ||2|| ਪਉੜੀ ॥ପଉଡୀ॥  ਨਿੰਮੁ ਬਿਰਖੁ ਬਹੁ ਸੰਚੀਐ ਅੰਮ੍ਰਿਤ ਰਸੁ ਪਾਇਆ ॥ଯଦି ନିମ୍ବ ବୃକ୍ଷରେ ଅମୃତ ସିଞ୍ଚନ କରାଯାଏ, ତଥାପି ଏହା ପିତା

ODIA PAGE 1243

ਲਿਖਿਆ ਹੋਵੈ ਨਾਨਕਾ ਕਰਤਾ ਕਰੇ ਸੁ ਹੋਇ ॥੧॥ନାନକ କହନ୍ତି ଯେ ଭାଗ୍ୟ ଅନୁସାରେ ହୋଇଥାଏ, ପରନ୍ତୁ ଯାହା ଈଶ୍ଵର କରିଥାନ୍ତି, ତାହା ହିଁ ହୋଇଥାଏ||1|| ਮਃ ੧ ॥ମହଲା 1॥  ਰੰਨਾ ਹੋਈਆ ਬੋਧੀਆ ਪੁਰਸ ਹੋਏ ਸਈਆਦ ॥ବିଚରା ସ୍ତ୍ରୀ ଦୁର୍ବଳ ହୋଇ ଯାଇଛି ଏବଂ ଚତୁର ପୁରୁଷ ଅତ୍ୟାଚାରୀ ହୋଇ ଯାଇଛି।  ਸੀਲੁ ਸੰਜਮੁ ਸੁਚ ਭੰਨੀ ਖਾਣਾ ਖਾਜੁ ਅਹਾਜੁ ॥ସଂଯମତା ଏବଂ ଶୁଦ୍ଧତା ଦୂର ହୋଇ ଯାଇଛି ଏବଂ

ODIA PAGE 1242

ਪੁਛਾ ਦੇਵਾਂ ਮਾਣਸਾਂ ਜੋਧ ਕਰਹਿ ਅਵਤਾਰ ॥ଦେବତା, ମନୁଷ୍ୟ, ଯୋଦ୍ଧା ଏବଂ ଅବତାର ଠାରୁ ତଥ୍ୟ ପଚାରି ଥାଏ।  ਸਿਧ ਸਮਾਧੀ ਸਭਿ ਸੁਣੀ ਜਾਇ ਦੇਖਾਂ ਦਰਬਾਰੁ ॥ସିଦ୍ଧର ସମାଧିରେ ଈଶ୍ଵରଙ୍କ ଯଶ ଶୁଣିଥାଏ, ତାହାଙ୍କ ଦରବାରରେ ବୈଭବ ଯାଇ ଦେଖିଥାଏ। ਅਗੈ ਸਚਾ ਸਚਿ ਨਾਇ ਨਿਰਭਉ ਭੈ ਵਿਣੁ ਸਾਰੁ ॥ସବୁ ପରମ ସତ୍ୟ, ନିର୍ଭୟ ପ୍ରଭୁଙ୍କ ସଚ୍ଚା ନାମ ହିଁ ଅଟେ। ਹੋਰ ਕਚੀ ਮਤੀ ਕਚੁ ਪਿਚੁ ਅੰਧਿਆ

ODIA PAGE 1241

ਕੁੰਗੂ ਚੰਨਣੁ ਫੁਲ ਚੜਾਏ ॥ସେ କେଶର, ଚନ୍ଦନ ଏବଂ ଫୁଲ ଚଢାଇ ଥାଏ ଓ  ਪੈਰੀ ਪੈ ਪੈ ਬਹੁਤੁ ਮਨਾਏ ॥ତାହାଙ୍କ ଗୋଡ ତଳେ ପଡି ପଡି ମନାଇବା ପାଇଁ ପ୍ରୟାସ କରିଥାଏ।  ਮਾਣੂਆ ਮੰਗਿ ਮੰਗਿ ਪੈਨੑੈ ਖਾਇ ॥ସମାଜର ଅଦ୍ଭୁତ ବିଡମ୍ବନା ଯେ ସେ ଲୋକଙ୍କ ଠାରୁ ଦାନ ଦକ୍ଷିଣା ମାଗି ମାଗି ଖାଇଥାଏ ଓ ପିନ୍ଧିଥାଏ।  ਅੰਧੀ ਕੰਮੀ ਅੰਧ ਸਜਾਇ ॥ଏହି ପ୍ରକାର ଅଜ୍ଞାନତା ପୂର୍ଣ୍ଣ କର୍ମରେ ଅନ୍ଧ

ODIA PAGE 1240

ਆਖਣਿ ਅਉਖਾ ਨਾਨਕਾ ਆਖਿ ਨ ਜਾਪੈ ਆਖਿ ॥੨॥ଗୁରୁ ନାନକ କହନ୍ତି ଯେ ଈଶ୍ଵରଙ୍କ ମହିମାର ବର୍ଣ୍ଣନା ବଡ କଷ୍ଟକର ଅଟେ, ମାତ୍ର ବର୍ଣ୍ଣନା କରିଲେ ତାହାଙ୍କ ମହିମାର ଅନୁଭବ କରି ହୁଏନାହିଁ||2|| ਪਉੜੀ ॥ପଉଡୀ॥  ਨਾਇ ਸੁਣਿਐ ਮਨੁ ਰਹਸੀਐ ਨਾਮੇ ਸਾਂਤਿ ਆਈ ॥ହରିନାମର ମହିମା ଶୁଣିବା ଦ୍ଵାରା ମନ ପ୍ରସନ୍ନ ହୋଇଯାଏ, ଏହାଦ୍ୱାରା ମନକୁ ଶାନ୍ତି ପ୍ରାପ୍ତ ହୋଇଥାଏ।  ਨਾਇ ਸੁਣਿਐ ਮਨੁ ਤ੍ਰਿਪਤੀਐ ਸਭ ਦੁਖ ਗਵਾਈ ॥ହରିନାମର ମହିମା

ODIA PAGE 1239

ਮਹਲਾ ੨ ॥ମହଲା 2॥  ਕੀਤਾ ਕਿਆ ਸਾਲਾਹੀਐ ਕਰੇ ਸੋਇ ਸਾਲਾਹਿ ॥ଦୁନିଆର ପ୍ରଶଂସା କଣ କରିବ? ଯିଏ ବନାଇଛନ୍ତି, ସେହି ପରମାତ୍ମାଙ୍କ ପ୍ରଶଂସା କର। ਨਾਨਕ ਏਕੀ ਬਾਹਰਾ ਦੂਜਾ ਦਾਤਾ ਨਾਹਿ ॥ହେ ନାନକ! ଏକ ଈଶ୍ଵରଙ୍କ ବିନା ଅନ୍ୟ କେହି ଦାତା ନାହାନ୍ତି।                                       ਕਰਤਾ ਸੋ ਸਾਲਾਹੀਐ ਜਿਨਿ ਕੀਤਾ ਆਕਾਰੁ ॥ସେହି ସ୍ରଷ୍ଟାଙ୍କ ସ୍ତୁତି କର, ଯିଏ ସୃଷ୍ଟି ରଚନା କରିଛନ୍ତି।                                                                                                                      ਦਾਤਾ ਸੋ ਸਾਲਾਹੀਐ ਜਿ ਸਭਸੈ

ODIA PAGE 1238

ਸਲੋਕ ਮਹਲਾ ੨ ॥ଶ୍ଳୋକ ମହଲା 2॥  ਆਪਿ ਉਪਾਏ ਨਾਨਕਾ ਆਪੇ ਰਖੈ ਵੇਕ ॥ହେ ନାନକ! ଈଶ୍ଵର ସବୁଙ୍କୁ ଉତ୍ପନ୍ନ କରିଥାନ୍ତି, ସ୍ଵୟଂ ହିଁ ଅଲଗା-ଅଲଗା ରଖିଥାନ୍ତି।  ਮੰਦਾ ਕਿਸ ਨੋ ਆਖੀਐ ਜਾਂ ਸਭਨਾ ਸਾਹਿਬੁ ਏਕੁ ॥ମନ୍ଦ କାହାକୁ କୁହାଯିବ, ଯେତେବେଳେ ସବୁଙ୍କ ମାଲିକ ଏକ ହିଁ ଅଟନ୍ତି। ਸਭਨਾ ਸਾਹਿਬੁ ਏਕੁ ਹੈ ਵੇਖੈ ਧੰਧੈ ਲਾਇ ॥ସବୁଙ୍କ ମାଲିକ ଏକ ପ୍ରଭୁ ହିଁ ଅଟନ୍ତି, ସେ ସବୁଙ୍କୁ ଅଲଗା-ଅଲଗା

ODIA PAGE 1237

ਕਿਉ ਨ ਅਰਾਧਹੁ ਮਿਲਿ ਕਰਿ ਸਾਧਹੁ ਘਰੀ ਮੁਹਤਕ ਬੇਲਾ ਆਈ ॥ଜୀବନ ଏକ କ୍ଷଣ ପାଇଁ ମିଳିଅଛି, ମୃତ୍ୟୁ ନିଶ୍ଚିତ ଅଟେ, ତେବେ କାହିଁକି ସାଧୁ-ପୁରୁଷଙ୍କ ସହିତ ପରମାତ୍ମାଙ୍କ ଆରାଧନା କରାଯିବ ନାହିଁ? ਅਰਥੁ ਦਰਬੁ ਸਭੁ ਜੋ ਕਿਛੁ ਦੀਸੈ ਸੰਗਿ ਨ ਕਛਹੂ ਜਾਈ ॥ଧନ-ଦୌଲତ ଯାହା କିଛି ଦେଖାଯାଇ ଥାଏ, ମରଣ ପରେ କିଛି ମଧ୍ୟ ସାଥିରେ ଯାଏ ନାହିଁ। ਕਹੁ ਨਾਨਕ ਹਰਿ ਹਰਿ ਆਰਾਧਹੁ ਕਵਨ ਉਪਮਾ

ODIA PAGE 1236

ਅਨਿਕ ਪੁਰਖ ਅੰਸਾ ਅਵਤਾਰ ॥ଅନେକ ପୁରୁଷ ତାହାଙ୍କ ଅଂଶାବତାର ଅଟନ୍ତି।  ਅਨਿਕ ਇੰਦ੍ਰ ਊਭੇ ਦਰਬਾਰ ॥੩॥ଅନେକ ଇନ୍ଦ୍ର ତାହାଙ୍କ ଦରବାରରେ ହୁକୁମ ପାଳନ କରିବା ପାଇଁ ଦଣ୍ଡାୟମାନ ହୋଇଥାନ୍ତି||3|| ਅਨਿਕ ਪਵਨ ਪਾਵਕ ਅਰੁ ਨੀਰ ॥ଅନେକ ବାୟୁ, ଅଗ୍ନି ଓ ପାଣି ସକ୍ରିୟ ଅଟେ, ਅਨਿਕ ਰਤਨ ਸਾਗਰ ਦਧਿ ਖੀਰ ॥ଅନେକ ପ୍ରକାରର ରତ୍ନ, ଦୁଧ-ଦହିର ସାଗର ତାହାଙ୍କ ଉତ୍ପତ୍ତି ଅଟେ।  ਅਨਿਕ ਸੂਰ ਸਸੀਅਰ ਨਖਿਆਤਿ ॥ଅନେକ ଅନେକ ସୂର୍ଯ୍ୟ,

error: Content is protected !!