Odia Page 612

ਸੁਣਿ ਮੀਤਾ ਧੂਰੀ ਕਉ ਬਲਿ ਜਾਈ ॥ହେ ମୋର ମିତ୍ର! ଶୁଣ, ମୁଁ ତୋର ଚରଣ-ଧୂଳି ପ୍ରତି ସମର୍ପିତ ଅଟେ।        ਇਹੁ ਮਨੁ ਤੇਰਾ ਭਾਈ ॥ ਰਹਾਉ ॥ହେ ଭାଇ! ଏହି ମନ ତୋର ହିଁ ଅଟେ॥ରୁହ॥  ਪਾਵ ਮਲੋਵਾ ਮਲਿ ਮਲਿ ਧੋਵਾ ਇਹੁ ਮਨੁ ਤੈ ਕੂ ਦੇਸਾ ॥ମୁଁ ତୋର ପାଦକୁ ମାଲିସ କରେ ଆଉ ଭଲ ଭାବରେ ଏହାକୁ ଧୋଇଥାଏ, ମୁଁ ଏହି ମନ ତୋତେ ହିଁ

Odia Page 611

ਮੇਰੇ ਮਨ ਸਾਧ ਸਰਣਿ ਛੁਟਕਾਰਾ ॥ହେ ମୋର ମନ! ସାଧୁଙ୍କ ଶରଣରେ ଆସିଲେ ହିଁ ରକ୍ଷା ମିଳିଥାଏ।     ਬਿਨੁ ਗੁਰ ਪੂਰੇ ਜਨਮ ਮਰਣੁ ਨ ਰਹਈ ਫਿਰਿ ਆਵਤ ਬਾਰੋ ਬਾਰਾ ॥ ਰਹਾਉ ॥ପୂର୍ଣ୍ଣ ଗୁରୁ ବିନା ଜନ୍ମ-ମରଣର ଚକ୍ର ସମାପ୍ତ ହୁଏନାହିଁ, ଏଣୁ ଜୀବ ବାରମ୍ବାର ଦୁନିଆକୁ ଆସିଥାଏ॥ରୁହ॥  ਓਹੁ ਜੁ ਭਰਮੁ ਭੁਲਾਵਾ ਕਹੀਅਤ ਤਿਨ ਮਹਿ ਉਰਝਿਓ ਸਗਲ ਸੰਸਾਰਾ ॥ସେ ଯାହା ଭ୍ରମ ବୋଲି କହିଥାନ୍ତି,

Odia Page 610

ਨਾਨਕ ਕਉ ਗੁਰੁ ਪੂਰਾ ਭੇਟਿਓ ਸਗਲੇ ਦੂਖ ਬਿਨਾਸੇ ॥੪॥੫॥ପୂର୍ଣ୍ଣ ଗୁରୁଙ୍କ ସହିତ ନାନକଙ୍କ ଭେଟ ହୋଇ ଯାଇଛି ଆଉ ତାହାଙ୍କ ସବୁ ଦୁଃଖ-କ୍ଲେଶ ନଷ୍ଟ ହୋଇ ଯାଇଛି॥4॥5॥  ਸੋਰਠਿ ਮਹਲਾ ੫ ॥ସୋରଠି ମହଲା 5 ॥  ਸੁਖੀਏ ਕਉ ਪੇਖੈ ਸਭ ਸੁਖੀਆ ਰੋਗੀ ਕੈ ਭਾਣੈ ਸਭ ਰੋਗੀ ॥ସୁଖୀ ରହୁଥିବା ବ୍ୟକ୍ତିକୁ ସମସ୍ତେ ସୁଖୀ ହିନ ଦେଖାଯାଏ, କିନ୍ତୁ ରୋଗୀକୁ ସାରା ଦୁନିଆ ରୋଗୀ ଦେଖାଯାଏ।  ਕਰਣ ਕਰਾਵਨਹਾਰ ਸੁਆਮੀ

Odia Page 609

ਵਡਭਾਗੀ ਗੁਰੁ ਪਾਇਆ ਭਾਈ ਹਰਿ ਹਰਿ ਨਾਮੁ ਧਿਆਇ ॥੩॥ହେ ଭାଇ! ଅହୋଭଗ୍ୟରୁ ମୋତେ ଗୁରୁ ମିଳି ଯାଇଛନ୍ତି ଆଉ ଏବେ ମୁଁ ହରିନାମର ହିଁ ଧ୍ୟାନ କରିଥାଏ॥3॥  ਸਚੁ ਸਦਾ ਹੈ ਨਿਰਮਲਾ ਭਾਈ ਨਿਰਮਲ ਸਾਚੇ ਸੋਇ ॥ହେ ଭାଇ! ପରମ-ସତ୍ୟ ପ୍ରଭୁ ସର୍ବଦା ପବିତ୍ର ଅଟନ୍ତି ଆଉ ତାହା ହି ପବିତ୍ର ଅଟେ ଯାହା ସଚ୍ଚା ଅଟେ।   ਨਦਰਿ ਕਰੇ ਜਿਸੁ ਆਪਣੀ ਭਾਈ ਤਿਸੁ ਪਰਾਪਤਿ ਹੋਇ ॥ହେ

Odia Page 608

ਰਤਨੁ ਲੁਕਾਇਆ ਲੂਕੈ ਨਾਹੀ ਜੇ ਕੋ ਰਖੈ ਲੁਕਾਈ ॥੪॥ନାମ ରତ୍ନ ଲୁଚାଇଲେ ମଧ୍ୟ ଲୁଚିପାରେ ନାହିଁ, କେତେ ଉଦ୍ୟମ କଲେ ମଧ୍ୟ॥4॥  ਸਭੁ ਕਿਛੁ ਤੇਰਾ ਤੂ ਅੰਤਰਜਾਮੀ ਤੂ ਸਭਨਾ ਕਾ ਪ੍ਰਭੁ ਸੋਈ ॥ହେ ପରମାତ୍ମା! ଏହି ସାରା ସୃଷ୍ଟି ତୋର ହିଁ ଅଟେ, ତୁ ଅନ୍ତର୍ଯାମୀ ଅଟୁ ଆଉ ତୁ ଆମ ସବୁଙ୍କ ପ୍ରଭୁ ଅଟୁ।        ਜਿਸ ਨੋ ਦਾਤਿ ਕਰਹਿ ਸੋ ਪਾਏ ਜਨ ਨਾਨਕ ਅਵਰੁ

Odia Page 607

ਗਲਿ ਜੇਵੜੀ ਆਪੇ ਪਾਇਦਾ ਪਿਆਰਾ ਜਿਉ ਪ੍ਰਭੁ ਖਿੰਚੈ ਤਿਉ ਜਾਹਾ ॥ସେ ସ୍ଵୟଂ ହିଁ ପ୍ରାଣୀର ଗଳାରେ ଜୀବନର ଡୋର ଲଗାଇ ଥାଆନ୍ତି ଏବଂ ଯେପରି ପ୍ରଭୁ ତାହାକୁ ଟାଣିଥାନ୍ତି, ପ୍ରାଣୀ ସେପରି ହିଁ ଜୀବନ ମାର୍ଗରେ ଚାଲିଥାଏ।  ਜੋ ਗਰਬੈ ਸੋ ਪਚਸੀ ਪਿਆਰੇ ਜਪਿ ਨਾਨਕ ਭਗਤਿ ਸਮਾਹਾ ॥੪॥੬॥ନାନକ କହନ୍ତି ଯେ ହେ ପ୍ରିୟ! ଯେଉଁ ବ୍ୟକ୍ତି କେବଳ ଅଭିମାନ ହିଁ କରିଥାଏ, ତାହାର ଅନ୍ତ ହୋଇଯାଏ, ଏଥିପାଇଁ ଈଶ୍ବରଙ୍କ

Odia Page 606

ਆਪੇ ਕਾਸਟ ਆਪਿ ਹਰਿ ਪਿਆਰਾ ਵਿਚਿ ਕਾਸਟ ਅਗਨਿ ਰਖਾਇਆ ॥ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ କାଷ୍ଠ ଅଟନ୍ତି ଆଉ ସେଥିରେ ସେ ସ୍ଵୟଂ ହିଁ ଅଗ୍ନିକୁ ରଖିଛନ୍ତି।  ਆਪੇ ਹੀ ਆਪਿ ਵਰਤਦਾ ਪਿਆਰਾ ਭੈ ਅਗਨਿ ਨ ਸਕੈ ਜਲਾਇਆ ॥ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ କାଷ୍ଠ ଓ ଅଗ୍ନି ଦୁଇଟିରେ ସକ୍ରିୟ ଅଟନ୍ତି ଏବଂ ତାହାଙ୍କ ଭୟ କାରଣରୁ ଅଗ୍ନି କାଠକୁ ଜଳାଇ ପାରେ ନାହିଁ।  ਆਪੇ ਮਾਰਿ

Odia Page 605

ਆਪੇ ਹੀ ਸੂਤਧਾਰੁ ਹੈ ਪਿਆਰਾ ਸੂਤੁ ਖਿੰਚੇ ਢਹਿ ਢੇਰੀ ਹੋਇ ॥੧॥ସେହି ପ୍ରିୟ ପ୍ରଭୁ ସ୍ଵୟଂ ହିଁ ସୂତ୍ରଧର ଅଟନ୍ତି, ଯେତେବେଳେ ସୂତା ଟାଣି ଦିଅନ୍ତି, ସେତେବେଳେ ସାରା ଦୁନିଆ ନାଶ ହୋଇଯାଏ॥1॥ ਮੇਰੇ ਮਨ ਮੈ ਹਰਿ ਬਿਨੁ ਅਵਰੁ ਨ ਕੋਇ ॥ହେ ମୋର ମନ! ଶ୍ରୀହରିଙ୍କ ବିନା ମୋର ଆଉ କିଛି ଆଧାର ନାହିଁ।  ਸਤਿਗੁਰ ਵਿਚਿ ਨਾਮੁ ਨਿਧਾਨੁ ਹੈ ਪਿਆਰਾ ਕਰਿ ਦਇਆ ਅੰਮ੍ਰਿਤੁ ਮੁਖਿ ਚੋਇ

Odia Page 604

ਸਬਦਿ ਮਰਹੁ ਫਿਰਿ ਜੀਵਹੁ ਸਦ ਹੀ ਤਾ ਫਿਰਿ ਮਰਣੁ ਨ ਹੋਈ ॥ଗୁରୁଙ୍କ ଶବ୍ଦରେ ମଗ୍ନ ହୋଇ ଅହଂକାରକୁ ଦୂର କରିଲେ ଜୀବିତ ରହିବ ଆଉ ପୁନର୍ବାର ମୃତ୍ୟୁ ହେବ ନାହିଁ।   ਅੰਮ੍ਰਿਤੁ ਨਾਮੁ ਸਦਾ ਮਨਿ ਮੀਠਾ ਸਬਦੇ ਪਾਵੈ ਕੋਈ ॥੩॥ହରିନାମାମୃତ ସର୍ବଦା ମନକୁ ମିଠା ଲାଗିଥାଏ, କିନ୍ତୁ ଗୁରୁଙ୍କ ଶବ୍ଦ ଦ୍ଵାରା କେହି ବିରଳ ହିଁ ଏହାକୁ ପ୍ରାପ୍ତ କରିଥାଏ॥3॥  ਦਾਤੈ ਦਾਤਿ ਰਖੀ ਹਥਿ ਅਪਣੈ ਜਿਸੁ

Odia Page 603

ਬਿਨੁ ਗੁਰ ਪ੍ਰੀਤਿ ਨ ਊਪਜੈ ਭਾਈ ਮਨਮੁਖਿ ਦੂਜੈ ਭਾਇ ॥ହେ ଭାଇ! ଗୁରୁଙ୍କ ବିନା ପ୍ରଭୁ-ପ୍ରୀତି ଉତ୍ପନ୍ନ ହୁଏନାହିଁ ଆଉ ମନମୁଖୀ ଦୈତ୍ୟଭାବରେ ଫସି ରହିଥାଏ।  ਤੁਹ ਕੁਟਹਿ ਮਨਮੁਖ ਕਰਮ ਕਰਹਿ ਭਾਈ ਪਲੈ ਕਿਛੂ ਨ ਪਾਇ ॥੨॥ମନମୁଖୀ ଯେଉଁ କର୍ମ କରିଥାଏ, ତାହା ନିରର୍ଥକ ଅଟେ, ଏହା ଦ୍ଵାରା ତାହାକୁ କିଛି ମଧ୍ୟ ପ୍ରାପ୍ତ ହୁଏନାହିଁ ||2|| ਗੁਰ ਮਿਲਿਐ ਨਾਮੁ ਮਨਿ ਰਵਿਆ ਭਾਈ ਸਾਚੀ ਪ੍ਰੀਤਿ ਪਿਆਰਿ

error: Content is protected !!