Odia Page 575

ਹਰਿ ਧਾਰਹੁ ਹਰਿ ਧਾਰਹੁ ਕਿਰਪਾ ਕਰਿ ਕਿਰਪਾ ਲੇਹੁ ਉਬਾਰੇ ਰਾਮ ॥ହେ ପ୍ରଭୁ! ମୋ’ ଉପରେ କୃପା କର ଏବଂ ମୋର ଉଦ୍ଧାର କର।       ਹਮ ਪਾਪੀ ਹਮ ਪਾਪੀ ਨਿਰਗੁਣ ਦੀਨ ਤੁਮ੍ਹ੍ਹਾਰੇ ਰਾਮ ॥ଆମେ ପାପୀ ଏବଂ ଗୁଣବିହୀନ ଅଟୁ, କିନ୍ତୁ ପୁଣି ତୁମର ତୁଚ୍ଛ ସେବକ ଅଟୁ।   ਹਮ ਪਾਪੀ ਨਿਰਗੁਣ ਦੀਨ ਤੁਮ੍ਹ੍ਹਾਰੇ ਹਰਿ ਦੈਆਲ ਸਰਣਾਇਆ ॥ହେ ଦୟାଳୁ ପରମେଶ୍ଵର! ଆମେ ପାପୀ ନିର୍ଗୁଣ

Odia Page 574

ਜਿਨੀ ਦਰਸਨੁ ਜਿਨੀ ਦਰਸਨੁ ਸਤਿਗੁਰ ਪੁਰਖ ਨ ਪਾਇਆ ਰਾਮ ॥ଯିଏ ମହାପୁରୁଷ ସଦଗୁରୁଙ୍କ ଦର୍ଶନ କରିନାହିଁ,  ਤਿਨ ਨਿਹਫਲੁ ਤਿਨ ਨਿਹਫਲੁ ਜਨਮੁ ਸਭੁ ਬ੍ਰਿਥਾ ਗਵਾਇਆ ਰਾਮ ॥ସେ ତାହାର ସାରା ଜୀବନ ବ୍ୟର୍ଥ ଓ ନିଷ୍ଫଳ ଭାବରେ ହରାଇ ଦେଇଛି ଏବଂ    ਨਿਹਫਲੁ ਜਨਮੁ ਤਿਨ ਬ੍ਰਿਥਾ ਗਵਾਇਆ ਤੇ ਸਾਕਤ ਮੁਏ ਮਰਿ ਝੂਰੇ ॥ସେହି ଶାକ୍ତ ଦୁଃଖୀ ହୋଇ ତଡପ ତଡପ ହୋଇ ମରିଥାଏ।      ਘਰਿ

Odia Page 572

ਘਰ ਮਹਿ ਨਿਜ ਘਰੁ ਪਾਇਆ ਸਤਿਗੁਰੁ ਦੇਇ ਵਡਾਈ ॥ସେ ନିଜ ହୃଦୟରେ ନିଜର ଯଥାର୍ଥ ଘର ପ୍ରାପ୍ତ କରିନିଏ ଏବଂ ସଦଗୁରୁ ତାହାକୁ ମାନ ସମ୍ମାନ ପ୍ରଦାନ କରିଥାନ୍ତି।  ਨਾਨਕ ਜੋ ਨਾਮਿ ਰਤੇ ਸੇਈ ਮਹਲੁ ਪਾਇਨਿ ਮਤਿ ਪਰਵਾਣੁ ਸਚੁ ਸਾਈ ॥੪॥੬॥ହେ ନାନକ! ଯେଉଁ ପ୍ରାଣୀ ପରମେଶ୍ଵରଙ୍କ ନାମରେ ଲୀନ ରହିଥାଏ, ସେ ସଚ୍ଚା ଦରବାରକୁ ପ୍ରାପ୍ତ କରିନିଏ ଏବଂ ସଚ୍ଚା ପ୍ରଭୁଙ୍କ ସମ୍ମୁଖରେ ତାହାର ମତି ସ୍ଵୀକୃତ ହୋଇଯାଏ||4||6||

Odia Page 571

ਮਾਇਆ ਮੋਹੁ ਅੰਤਰਿ ਮਲੁ ਲਾਗੈ ਮਾਇਆ ਕੇ ਵਾਪਾਰਾ ਰਾਮ ॥ମାୟା-ମୋହର ମଇଳା ତାହାର ହୃଦୟରେ ବିଦ୍ୟମାନ ଅଛି ଏବଂ ସେ କେବଳ ମାୟାର ହିଁ ବ୍ୟାପାର କରିବାରେ ସକ୍ରିୟ ଅଟେ।  ਮਾਇਆ ਕੇ ਵਾਪਾਰਾ ਜਗਤਿ ਪਿਆਰਾ ਆਵਣਿ ਜਾਣਿ ਦੁਖੁ ਪਾਈ ॥ଜଗତରେ ତାହାକୁ କେବଳ ମାୟାର ବ୍ୟାପାର ସହିତ ପ୍ରେମ ଅଛି ଏବଂ ପରିଣାମ ସ୍ୱରୂପ ଜନ୍ମ ମରଣର ଚକ୍ରରେ ଫସି ଦୁଃଖ ହିଁ ଭୋଗ କରିଥାଏ।       ਬਿਖੁ ਕਾ

Odia Page 600

ਮਨਮੁਖ ਮੁਗਧੁ ਹਰਿ ਨਾਮੁ ਨ ਚੇਤੈ ਬਿਰਥਾ ਜਨਮੁ ਗਵਾਇਆ ॥ମନମୁଖୀ ବିମୂଢ ବ୍ୟକ୍ତି ପରମାତ୍ମାଙ୍କ ନାମକୁ ସ୍ମରଣ କରେ ନାହିଁ ଆଉ ନିଜ ଜୀବନ ବ୍ୟର୍ଥରେ ହରାଇ ଦେଇଥାଏ।    ਸਤਿਗੁਰੁ ਭੇਟੇ ਤਾ ਨਾਉ ਪਾਏ ਹਉਮੈ ਮੋਹੁ ਚੁਕਾਇਆ ॥੩॥କିନ୍ତୁ ଯଦି ତାହାର ଭେଟ ସଦଗୁରୁଙ୍କ ସହିତ ହୋଇଯାଏ, ତାହାହେଲେ ସେ ନାମ ପ୍ରାପ୍ତ କରିନିଏ, ଯାହା ଦ୍ଵାରା ତାହାର ଅହଂକାର ଏବଂ ମୋହ ଦୂର ହୋଇଯାଏ||3||   ਹਰਿ ਜਨ ਸਾਚੇ

Odia Page 599

ਜੋ ਅੰਤਰਿ ਸੋ ਬਾਹਰਿ ਦੇਖਹੁ ਅਵਰੁ ਨ ਦੂਜਾ ਕੋਈ ਜੀਉ ॥ଯେଉଁ ପ୍ରଭୁ ଅନ୍ତର୍ମନରେ ମହଜୁଦ ଅଛନ୍ତି, ତାହାଙ୍କ ବାହାର ମଧ୍ୟ ଦର୍ଶନ କର, କାରଣ ତାହାଙ୍କ ବିନା ଆଉ କେହି ନାହାନ୍ତି।  ਗੁਰਮੁਖਿ ਏਕ ਦ੍ਰਿਸਟਿ ਕਰਿ ਦੇਖਹੁ ਘਟਿ ਘਟਿ ਜੋਤਿ ਸਮੋਈ ਜੀਉ ॥੨॥ଗୁରୁଙ୍କ ଉପଦେଶ ଦ୍ଵାରା ସବୁଙ୍କୁ ଏକ ଦୃଷ୍ଟିରେ ଦେଖ, କାରଣ ପ୍ରତ୍ୟେକ ହୃଦୟରେ ପ୍ରଭୁଙ୍କ ଜ୍ୟୋତି ହିଁ ରହିଛି ॥2॥ ਚਲਤੌ ਠਾਕਿ ਰਖਹੁ ਘਰਿ

Odia Page 598

ਜਨਮ ਮਰਨ ਕਉ ਇਹੁ ਜਗੁ ਬਪੁੜੋ ਇਨਿ ਦੂਜੈ ਭਗਤਿ ਵਿਸਾਰੀ ਜੀਉ ॥ଏହି ବିଚରା ଦୁନିଆ ଜନ୍ମ ମରଣ ଚକ୍ରରେ ପଡିଛି, କାରଣ ତାହା ଦୈତ୍ୟଭାବରେ ଫସି ପ୍ରଭୁ-ଭକ୍ତିକୁ ଭୁଲିଯାଇଛି।        ਸਤਿਗੁਰੁ ਮਿਲੈ ਤ ਗੁਰਮਤਿ ਪਾਈਐ ਸਾਕਤ ਬਾਜੀ ਹਾਰੀ ਜੀਉ ॥੩॥ଯେବେ ସଦଗୁରୁ ମିଳିଯାନ୍ତି, ସେତେବେଳେ ହିଁ ଜ୍ଞାନ ପ୍ରାପ୍ତ ହୋଇଥାଏ, କିନ୍ତୁ ଶାକ୍ତ ମାନୁଷସୀ ଭକ୍ତି ବିନା ନିଜ ଜୀବନ ବାଜି ହାରି ଦେଇଛି ||3||  ਸਤਿਗੁਰ ਬੰਧਨ

Odia Page 597

ਤੁਝ ਹੀ ਮਨ ਰਾਤੇ ਅਹਿਨਿਸਿ ਪਰਭਾਤੇ ਹਰਿ ਰਸਨਾ ਜਪਿ ਮਨ ਰੇ ॥੨॥ମୋର ମନ ଦୀନ ରାତି ତୋ’ ଠାରେ ମଗ୍ନ ରହିଥାଏ, ହେ ମନ! ନିଜ ଜିହ୍ଵାରେ ହରିଙ୍କ ଜପ କର॥2॥   ਤੁਮ ਸਾਚੇ ਹਮ ਤੁਮ ਹੀ ਰਾਚੇ ਸਬਦਿ ਭੇਦਿ ਫੁਨਿ ਸਾਚੇ ॥ହେ ଭଗବାନ! ତୁମେ ସତ୍ୟ ଅଟ ଆଉ ଆମେ ତୋ’ ଠାରେ ମଗ୍ନ ଅଟୁ ଏବଂ ତୋର ଶବ୍ଦର ଭେଦକୁ ବୁଝି ସତ୍ୟବାଦୀ ହୋଇଯାଇଛୁ।

Odia Page 596

ਬੰਨੁ ਬਦੀਆ ਕਰਿ ਧਾਵਣੀ ਤਾ ਕੋ ਆਖੈ ਧੰਨੁ ॥ମନ୍ଦ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଉଦ୍ୟମ କରିଲେ ଲୋକେ ତୋତେ ଧନ୍ୟ ଧନ୍ୟ କହିବେ।       ਨਾਨਕ ਵੇਖੈ ਨਦਰਿ ਕਰਿ ਚੜੈ ਚਵਗਣ ਵੰਨੁ ॥੪॥੨॥ହେ ନାନକ! ସେତେବେଳେ ପ୍ରଭୁ ତୋତେ କୃପା-ଦୃଷ୍ଟିରେ ଦେଖିବେ ଆଉ ତୋ’ ଉପରେ ବହୁଗୁଣ ଆଶୀର୍ବାଦ ହେବ||4||2||      ਸੋਰਠਿ ਮਃ ੧ ਚਉਤੁਕੇ ॥ସୋରଠି ମହଲା 1 ଚଉତୁକେ ॥  ਮਾਇ ਬਾਪ ਕੋ ਬੇਟਾ ਨੀਕਾ ਸਸੁਰੈ

Odia Page 595

ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰਪ੍ਰਸਾਦਿ ॥ଇଶ୍ଵର ଏକ ଅଟନ୍ତି, ଯାହାଙ୍କ ନାମ ସର୍ବଦା ସତ୍ୟ ଅଟେ, ସେ ଜଗତର ରଚୟିତା, ସର୍ବଶକ୍ତିମାନ ଓ ନିର୍ଭୀକ ଅଟନ୍ତି। ତାହାଙ୍କ କେହି ଶତ୍ରୁ ନାହାନ୍ତି, ସେ ମାୟାତୀତ ଅମର ଅଟନ୍ତି, ସେ ଜନ୍ମ ମରଣ ଚକ୍ରରୁ ଉର୍ଦ୍ଧ୍ଵରେ ଥାଆନ୍ତି, ସ୍ଵୟଂଭୂ ଅଟନ୍ତି, ଯିଏ ଗୁରୁଙ୍କ କୃପାରୁ ମିଳିଥାନ୍ତି।     ਸੋਰਠਿ ਮਹਲਾ ੧ ਘਰੁ ੧ ਚਉਪਦੇ ॥ସୋରଠି

error: Content is protected !!