Odia Page 953

ਤਿਸੁ ਪਾਖੰਡੀ ਜਰਾ ਨ ਮਰਣਾ ॥ତାହାକୁ ବାର୍ଦ୍ଧକ୍ୟ ଏବଂ ମୃତ୍ୟୁ ପ୍ରଭାବିତ କରେ ନାହିଁ।  ਬੋਲੈ ਚਰਪਟੁ ਸਤਿ ਸਰੂਪੁ ॥ଚରପଟ କହନ୍ତି ଯେ ପରମେଶ୍ଵର ସତ୍ୟସ୍ଵରୂପ ଅଟନ୍ତି,             ਪਰਮ ਤੰਤ ਮਹਿ ਰੇਖ ਨ ਰੂਪੁ ॥੫॥ସେହି ପରମତତ୍ତ୍ଵ ନିରାକାର ଅଟନ୍ତି||5||             ਮਃ ੧ ॥ମହଲା 1॥  ਸੋ ਬੈਰਾਗੀ ਜਿ ਉਲਟੇ ਬ੍ਰਹਮੁ ॥ସେ ହିଁ ବୈରାଗ୍ୟ ଅଟେ, ଯିଏ ବ୍ରହ୍ମକୁ ମନରେ ପ୍ରକଟ କରିଥାଏ।            ਗਗਨ ਮੰਡਲ ਮਹਿ

Odia Page 952

ਵਿਣੁ ਗੁਰ ਪੀਰੈ ਕੋ ਥਾਇ ਨ ਪਾਈ ॥ଗୁରୁ ବିନା ଖୁଦାଙ୍କ ଘରେ କାହାକୁ ସ୍ଥାନ ମିଳେନାହିଁ।       ਰਾਹੁ ਦਸਾਇ ਓਥੈ ਕੋ ਜਾਇ ॥ସେଠାରେ ପ୍ରଭୁଙ୍କ ଦରବାରକୁ ଯିବାର ମାର୍ଗ ସମସ୍ତେ ପଚାରି ଥାଆନ୍ତି, ପରନ୍ତୁ କେହି ବିରଳ ହିଁ ସେଠାକୁ ଯାଇଥାଏ।        ਕਰਣੀ ਬਾਝਹੁ ਭਿਸਤਿ ਨ ਪਾਇ ॥ଉତ୍ତମ କର୍ମ ବିନା କେହି ମଧ୍ୟ ସ୍ଵର୍ଗ ପ୍ରାପ୍ତ କରିପାରେ ନାହିଁ।    ਜੋਗੀ ਕੈ ਘਰਿ ਜੁਗਤਿ ਦਸਾਈ

Odia Page 951

ਮਲੁ ਕੂੜੀ ਨਾਮਿ ਉਤਾਰੀਅਨੁ ਜਪਿ ਨਾਮੁ ਹੋਆ ਸਚਿਆਰੁ ॥ଯେତେବେଳେ ନାମ ମିଥ୍ୟା ମଇଳା ବାହାର କରି ଦେଇଥାଏ, ସେ ନାମ ଜପ କରି ସତ୍ୟବାଦୀ ବନିଯାଇ ଥାଏ।  ਜਨ ਨਾਨਕ ਜਿਸ ਦੇ ਏਹਿ ਚਲਤ ਹਹਿ ਸੋ ਜੀਵਉ ਦੇਵਣਹਾਰੁ ॥੨॥ହେ ନାନକ! ଯାହାର ଏହି ଅଦ୍ଭୁତ ଲୀଳା ହେଉଛି, ସେହି ଦାତା ଆମର ଅଟନ୍ତି||2||        ਪਉੜੀ ॥ପଉଡୀ॥  ਤੁਧੁ ਜੇਵਡੁ ਦਾਤਾ ਨਾਹਿ ਕਿਸੁ ਆਖਿ ਸੁਣਾਈਐ ॥ହେ ପରମେଶ୍ଵର! ତୋ’ 

Odia Page 950

ਜਿਉ ਬੈਸੰਤਰਿ ਧਾਤੁ ਸੁਧੁ ਹੋਇ ਤਿਉ ਹਰਿ ਕਾ ਭਉ ਦੁਰਮਤਿ ਮੈਲੁ ਗਵਾਇ ॥ଯେପରି ଅଗ୍ନିରେ ଧାତୁ ରଖିଲେ ଶୁଦ୍ଧ ହୋଇଯାଏ, ସେପରି ହିଁ ପ୍ରଭୁ ଭୟ ଦୁର୍ମତି ରୂପୀ ମଇଳାକୁ ମନରୁ କାଢି ଦେଇଥାଏ।          ਨਾਨਕ ਤੇ ਜਨ ਸੋਹਣੇ ਜੋ ਰਤੇ ਹਰਿ ਰੰਗੁ ਲਾਇ ॥੧॥ହେ ନାନକ! ସେହି ଭକ୍ତଜନ ସୁନ୍ଦର ଅଟେ, ଯିଏ ଭଗବାନଙ୍କ ସହିତ ରଙ୍ଗ ଲଗାଇ ସେଥିରେ ଲୀନ ହୋଇଥାଏ||1||          ਮਃ ੩ ॥ମହଲା

Odia Page 949

ਗੁਰਮਤੀ ਘਟਿ ਚਾਨਣਾ ਆਨੇਰੁ ਬਿਨਾਸਣਿ ॥ଗୁରୁ ମତ ଅନୁସାରେ ହିଁ ହୃଦୟରେ ଜ୍ଞାନର ପ୍ରକାଶ ହୋଇଥାଏ ଏବଂ ଅଜ୍ଞାନତା ରୂପୀ ଅନ୍ଧକାରର ବିନାଶ ହୋଇଯାଏ।  ਹੁਕਮੇ ਹੀ ਸਭ ਸਾਜੀਅਨੁ ਰਵਿਆ ਸਭ ਵਣਿ ਤ੍ਰਿਣਿ ॥ଈଶ୍ଵର ନିଜ ହୁକୁମ ଦ୍ଵାରା ସଂପୂର୍ଣ୍ଣ ବିଶ୍ଵର ରଚନା କରିଛନ୍ତି ଆଉ କୋଣ-କୋଣରେ ବିଦ୍ୟମାନ ଅଟନ୍ତି।        ਸਭੁ ਕਿਛੁ ਆਪੇ ਆਪਿ ਹੈ ਗੁਰਮੁਖਿ ਸਦਾ ਹਰਿ ਭਣਿ ॥ସେ ସର୍ବଶକ୍ତିମାନ ଅଟନ୍ତି ଏବଂ ଗୁରୁମୁଖୀ ବନି

Odia Page 948

ਸੋ ਸਹੁ ਸਾਂਤਿ ਨ ਦੇਵਈ ਕਿਆ ਚਲੈ ਤਿਸੁ ਨਾਲਿ ॥ଯଦି ମୋର ପ୍ରଭୁ ମୋତେ ଶାନ୍ତି ଦିଅନ୍ତି ନାହିଁ, ତାହାଙ୍କ ପାଖରେ ମୁଁ କଣ କରି ପାରିବି?                ਗੁਰ ਪਰਸਾਦੀ ਹਰਿ ਧਿਆਈਐ ਅੰਤਰਿ ਰਖੀਐ ਉਰ ਧਾਰਿ ॥ତାହାଙ୍କ ସଖୀ ତାହାକୁ ବୁଝାନ୍ତି ଯେ ଗୁରୁଙ୍କ କୃପାରୁ ଈଶ୍ଵରଙ୍କ ଧ୍ୟାନ-ମନନ ହୋଇ ପାରିବ ଆଉ ତାହାଙ୍କୁ ନିଜ ହୃଦୟରେ ସ୍ଥାପନ କରିବା ଉଚିତ।        ਨਾਨਕ ਘਰਿ ਬੈਠਿਆ ਸਹੁ ਪਾਇਆ ਜਾ

Odia Page 947

ੴ ਸਤਿਗੁਰ ਪ੍ਰਸਾਦਿ ॥ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସତ୍ ଗୁରୁଙ୍କ କୃପା ରୁ ପ୍ରାପ୍ତ ହୋଇଥାଏ।। ਰਾਮਕਲੀ ਕੀ ਵਾਰ ਮਹਲਾ ੩ ॥ରାମକଲୀ ୱାର ମହଲା 3॥ ਜੋਧੈ ਵੀਰੈ ਪੂਰਬਾਣੀ ਕੀ ਧੁਨੀ ॥ଯୋଦ୍ଧା ଏବଂ ବୀର ପୂର୍ବାଣୀ ଧ୍ୱନି    ਸਲੋਕੁ ਮਃ ੩ ॥ଶ୍ଳୋକ  ମହଲା 3।। ਸਤਿਗੁਰੁ ਸਹਜੈ ਦਾ ਖੇਤੁ ਹੈ ਜਿਸ ਨੋ ਲਾਏ ਭਾਉ ॥ସତ୍ ଗୁରୁ ସୁଖ ଏବଂ ଶାନ୍ତିର ଖେତ ଅଟେ, ପ୍ରଭୁ

Odia Page 946

ਵਰਨੁ ਭੇਖੁ ਅਸਰੂਪੁ ਸੁ ਏਕੋ ਏਕੋ ਸਬਦੁ ਵਿਡਾਣੀ ॥ସେହି ଗୋଟିଏ ର ରଙ୍ଗ,ବେଶ ଏବଂ ସ୍ୱରୂପ ବହୁତ ସୁନ୍ଦର ଅଟେ ଏବଂ ସ୍ଵୟଂ ହିଁ ଅଦ୍ଭୁତ ଶବ୍ଦ ଅଟେ। ਸਾਚ ਬਿਨਾ ਸੂਚਾ ਕੋ ਨਾਹੀ ਨਾਨਕ ਅਕਥ ਕਹਾਣੀ ॥੬੭॥ହେ ନାନକ ! ପରମ ସତ୍ୟ ବିନା କିଛି ମଧ୍ୟ ଶବ୍ଦ ନାହିଁ ଏବଂ ପରମାତ୍ମା ଙ୍କ ଲୀଳାର କାହାଣୀ ମଧ୍ୟ ବାସ୍ତବରେ ଅକଥନୀୟ ଅଟେ।। 67  ।। ਕਿਤੁ ਕਿਤੁ ਬਿਧਿ

Odia Page 945

ਬਿਨੁ ਸਬਦੈ ਰਸੁ ਨ ਆਵੈ ਅਉਧੂ ਹਉਮੈ ਪਿਆਸ ਨ ਜਾਈ ॥(ଗୁରୁଜୀ ଉତ୍ତର ଦିଅନ୍ତି ଯେ) ହେ ଅବଧୂତ! ଶବ୍ଦ ବିନା ରସ ପ୍ରାପ୍ତ ହୁଏ ନାହିଁ ଏବଂ ଅଭିମାନ କାରଣରୁ ଲାଳସା ଦୂର ହୁଏନାହିଁ। ਸਬਦਿ ਰਤੇ ਅੰਮ੍ਰਿਤ ਰਸੁ ਪਾਇਆ ਸਾਚੇ ਰਹੇ ਅਘਾਈ ॥ଶବ୍ଦ ରେ ଲୀନ ହୋଇଥିବା ଜୀବ କୁ ହିଁ ହରି ନାମ ଅମୃତ ପ୍ରାପ୍ତ ହୋଇଥାଏ ଏବଂ ସତ୍ୟ ରେ ତୃପ୍ତ ହୋଇଯାଏ। ਕਵਨ ਬੁਧਿ

ODIA PAGE 270

ਮੁਖਿ ਤਾ ਕੋ ਜਸੁ ਰਸਨ ਬਖਾਨੈ ॥ନିଜ ମୁହଁ ଏବଂ ଜିହ୍ଵାରେ ତାହାର ଯଶ ସର୍ବଦା ବର୍ଣ୍ଣନା କର। ਜਿਹ ਪ੍ਰਸਾਦਿ ਤੇਰੋ ਰਹਤਾ ਧਰਮੁ ॥ଯାହାଙ୍କ କୃପାରୁ ତୋର ଧର୍ମ କାୟମ ରହିଥାଏ, ਮਨ ਸਦਾ ਧਿਆਇ ਕੇਵਲ ਪਾਰਬ੍ਰਹਮੁ ॥ହେ ମୋର ମନ! ତୁ ସର୍ବଦା ସେହି ପରଂବ୍ରହ୍ମଙ୍କୁ ଧ୍ୟାନ କର। ਪ੍ਰਭ ਜੀ ਜਪਤ ਦਰਗਹ ਮਾਨੁ ਪਾਵਹਿ ॥ପୂଜ୍ୟ ପରମେଶ୍ଵରଙ୍କ ଆରାଧନା କରିଲେ ତୁ ତାହାଙ୍କ ଦରବାରରେ ଶୋଭା ପ୍ରାପ୍ତ

error: Content is protected !!