Odia Page 821

ਤ੍ਰਿਪਤਿ ਅਘਾਏ ਪੇਖਿ ਪ੍ਰਭ ਦਰਸਨੁ ਅੰਮ੍ਰਿਤ ਹਰਿ ਰਸੁ ਭੋਜਨੁ ਖਾਤ ॥ପ୍ରଭୁଙ୍କ ଦର୍ଶନ କରି ତୃପ୍ତ ଓ ସନ୍ତୁଷ୍ଟ ହୋଇ ଯାଇଛି ଆଉ ଅମୃତ ରୂପ ହରି ରସର ଭୋଜନ ଗ୍ରହଣ କରିଥାଏ।   ਚਰਨ ਸਰਨ ਨਾਨਕ ਪ੍ਰਭ ਤੇਰੀ ਕਰਿ ਕਿਰਪਾ ਸੰਤਸੰਗਿ ਮਿਲਾਤ ॥੨॥੪॥੮੪॥ନାନକ କହନ୍ତି ଯେ ହେ ପ୍ରଭୁ! ମୁଁ ତୋର ଚରଣର ଶରଣ ନେଇଛି, କୃପା କରି ମୋତେ ସନ୍ଥଙ୍କ ସହିତ ମିଳନ କରାଇ ଦିଅ||2||4||84||    ਬਿਲਾਵਲੁ

Odia Page 820

ਭਗਤ ਜਨਾ ਕੀ ਬੇਨਤੀ ਸੁਣੀ ਪ੍ਰਭਿ ਆਪਿ ॥ପ୍ରଭୁ ସ୍ଵୟଂ ହିଁ ନିଜ ଭକ୍ତର ବିନତି ଶୁଣିଛନ୍ତି।              ਰੋਗ ਮਿਟਾਇ ਜੀਵਾਲਿਅਨੁ ਜਾ ਕਾ ਵਡ ਪਰਤਾਪੁ ॥੧॥ସାରା ଜଗତରେ ଯାହାର ବଡ ପ୍ରତାପ ଅଛି, ସେ ରୋଗ ଦୂର କରି ବାଳକକୁ ଜୀବନ ଦାନ ଦେଇଛନ୍ତି॥1॥ ਦੋਖ ਹਮਾਰੇ ਬਖਸਿਅਨੁ ਅਪਣੀ ਕਲ ਧਾਰੀ ॥ନିଜ ଶକ୍ତି ଦ୍ଵାରା ସେ ଆମର ସବୁ ଦୋଷ କ୍ଷମା କରି ଦେଇଛନ୍ତି।          ਮਨ ਬਾਂਛਤ

Odia Page 819

ਜੈ ਜੈ ਕਾਰੁ ਜਗਤ ਮਹਿ ਸਫਲ ਜਾ ਕੀ ਸੇਵ ॥੧॥ଯାହାର ସେବା ସଫଳ ହୋଇଯାଏ, ତାହାର ଜୟ-ଜୟକାର ହୋଇଥାଏ॥1॥         ਊਚ ਅਪਾਰ ਅਗਨਤ ਹਰਿ ਸਭਿ ਜੀਅ ਜਿਸੁ ਹਾਥਿ ॥ଯାହାର ବଶରେ ସାରା ଜୀବ ଅଛନ୍ତି, ସେହି ପରମାତ୍ମା ସର୍ବୋଚ୍ଚ, ଅପାର ଏବଂ ଅଗମ୍ୟ ଅଟନ୍ତି।          ਨਾਨਕ ਪ੍ਰਭ ਸਰਣਾਗਤੀ ਜਤ ਕਤ ਮੇਰੈ ਸਾਥਿ ॥੨॥੧੦॥੭੪॥ହେ ନାନକ! ମୁଁ ସେହି ପ୍ରଭୁଙ୍କ ଶରଣରେ ଅଛି, ଯିଏ ସର୍ବଦା ମୋର

Odia Page 818

ਤੰਤੁ ਮੰਤੁ ਨਹ ਜੋਹਈ ਤਿਤੁ ਚਾਖੁ ਨ ਲਾਗੈ ॥੧॥ ਰਹਾਉ ॥କୌଣସି ତନ୍ତ୍ର-ମନ୍ତ୍ର ତାହାକୁ ସ୍ପର୍ଶ କରେ ନାହିଁ ଆଉ ମନ୍ଦ ବୁଦ୍ଧି ମଧ୍ୟ ତାହାକୁ ପ୍ରଭାବିତ କରିପାରେ ନାହିଁ॥1॥ରୁହ॥        ਕਾਮ ਕ੍ਰੋਧ ਮਦ ਮਾਨ ਮੋਹ ਬਿਨਸੇ ਅਨਰਾਗੈ ॥ଭଗବାନଙ୍କ ଭକ୍ତିରେ ଲୀନ ରହିବା ଦ୍ଵାରା କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଂକାର ସବୁ ନାଶ ହୋଇଯାଏ।               ਆਨੰਦ ਮਗਨ ਰਸਿ ਰਾਮ ਰੰਗਿ ਨਾਨਕ ਸਰਨਾਗੈ ॥੨॥੪॥੬੮॥ହେ ନାନକ!

Odia Page 817

ਤੋਟਿ ਨ ਆਵੈ ਕਦੇ ਮੂਲਿ ਪੂਰਨ ਭੰਡਾਰ ॥ନାମ ରୂପୀ ପୁଞ୍ଜି ଦ୍ଵାରା ଭକ୍ତର ଭଣ୍ଡାର ଭରି ହୋଇଛି ଆଉ ସେଥିରେ କେବେ ମଧ୍ୟ ଅଭାବ ରହେ ନାହିଁ।            ਚਰਨ ਕਮਲ ਮਨਿ ਤਨਿ ਬਸੇ ਪ੍ਰਭ ਅਗਮ ਅਪਾਰ ॥੨॥ପ୍ରଭୁ ଅଗମ୍ୟ ଏବଂ ଅପାର ଅଟନ୍ତି ଆଉ ତାହାଙ୍କ ସୁନ୍ଦର ଚରଣ-କମଳରେ ମୋର ତନ ଓ ମନ ବାସ କରିଥାଏ॥2॥  ਬਸਤ ਕਮਾਵਤ ਸਭਿ ਸੁਖੀ ਕਿਛੁ ਊਨ ਨ ਦੀਸੈ ॥ନାମର

Odia Page 816

ਧੰਨੁ ਸੁ ਥਾਨੁ ਬਸੰਤ ਧੰਨੁ ਜਹ ਜਪੀਐ ਨਾਮੁ ॥ଯେଉଁଠି ପରମାତ୍ମାଙ୍କ ନାମ ଜପ କରାଯାଏ, ସେହି ସ୍ଥାନ ଧନ୍ୟ ଅଟେ ଆଉ ସେଠାରେ ରହିବା ବାଲା ମଧ୍ୟ ଧନ୍ୟ ଅଟେ।        ਕਥਾ ਕੀਰਤਨੁ ਹਰਿ ਅਤਿ ਘਨਾ ਸੁਖ ਸਹਜ ਬਿਸ੍ਰਾਮੁ ॥੩॥ସେଠାରେ ହରିଙ୍କ କଥା ଓ କୀର୍ତ୍ତନ ଯଥେଷ୍ଟ ହେଉଥାଏ ଆଉ ସେହି ସ୍ଥାନରେ ସୁଖ ଓ ଶାନ୍ତି ବନି ରହିଥାଏ॥3॥            ਮਨ ਤੇ ਕਦੇ ਨ ਵੀਸਰੈ ਅਨਾਥ

Odia Page 815

ਨਾਨਕ ਕਉ ਕਿਰਪਾ ਭਈ ਦਾਸੁ ਅਪਨਾ ਕੀਨੁ ॥੪॥੨੫॥੫੫॥କିନ୍ତୁ ନାନକଙ୍କ ଉପରେ ପ୍ରଭୁ କୃପା ହୋଇଛନ୍ତି ଆଉ ସେ ତାହାଙ୍କୁ ନିଜର ଦାସ ବନାଇଛନ୍ତି||4||25||55|| ਬਿਲਾਵਲੁ ਮਹਲਾ ੫ ॥ବିଲାବଲୁ ମହଲା 5॥ ਹਰਿ ਭਗਤਾ ਕਾ ਆਸਰਾ ਅਨ ਨਾਹੀ ਠਾਉ ॥ପରମାତ୍ମା ହିଁ ଭକ୍ତର ସାହାରା ଅଟନ୍ତି, ତାହାଙ୍କ ପାଇଁ ଅନ୍ୟ କିଛି ଠିକଣା ନାହିଁ।       ਤਾਣੁ ਦੀਬਾਣੁ ਪਰਵਾਰ ਧਨੁ ਪ੍ਰਭ ਤੇਰਾ ਨਾਉ ॥੧॥ହେ ପ୍ରଭୁ! ତୋ’ର ନାମ

Odia Page 814

ਸੁਣਿ ਸੁਣਿ ਜੀਵੈ ਦਾਸੁ ਤੁਮ੍ਹ੍ਹ ਬਾਣੀ ਜਨ ਆਖੀ ॥ହେ ପରମେଶ୍ଵର! ସନ୍ଥ-ଭକ୍ତଜନ ତୋର ବାଣୀ ଉଚ୍ଚାରଣ କରିଛନ୍ତି, ଯାହାକୁ ଶୁଣି ଶୁଣି ତୋର ଦାସ ଜୀବିତ ରହିଥାଏ।         ਪ੍ਰਗਟ ਭਈ ਸਭ ਲੋਅ ਮਹਿ ਸੇਵਕ ਕੀ ਰਾਖੀ ॥੧॥ ਰਹਾਉ ॥ଏହି କଥା ସବୁ ଲୋକରେ ଲୋକପ୍ରିୟ ହୋଇ ଯାଇଛି ଯେ ତୁ ହିଁ ନିଜ ସେବକର ସମ୍ମାନ ରକ୍ଷା କରିଛୁ॥1॥ରୁହ॥             ਅਗਨਿ ਸਾਗਰ ਤੇ ਕਾਢਿਆ ਪ੍ਰਭਿ ਜਲਨਿ

Odia Page 813

ਦੀਨ ਦਇਆਲ ਕ੍ਰਿਪਾ ਨਿਧੇ ਸਾਸਿ ਸਾਸਿ ਸਮ੍ਹ੍ਹਾਰੈ ॥੨॥ଭକ୍ତଜନ ସେହି ଦୀନଦୟାଳୁ ଏବଂ କୃପାନିଧିଙ୍କୁ ପ୍ରତି ଶ୍ଵାସରେ ସ୍ମରଣ କରିଥାନ୍ତି॥2॥      ਕਰਣਹਾਰੁ ਜੋ ਕਰਿ ਰਹਿਆ ਸਾਈ ਵਡਿਆਈ ॥ସର୍ବକର୍ତ୍ତା ପରମାତ୍ମା ଯାହା କିଛି କରିଥାନ୍ତି, ଏହା ତାହାଙ୍କ ବଡପଣ ଅଟେ।        ਗੁਰਿ ਪੂਰੈ ਉਪਦੇਸਿਆ ਸੁਖੁ ਖਸਮ ਰਜਾਈ ॥੩॥ପୂର୍ଣ ଗୁରୁ ଏହି ଉପଡ୍ସ ଦେଇଛନ୍ତି ଯେ ମାଲିକଙ୍କ ଇଚ୍ଛା ଅନୁସାରେ ରହିବା ଦ୍ଵାରା ହିଁ ପରମ ସୁଖ ହାସଲ ହୋଇଥାଏ॥3॥

Odia Page 812

ਬਿਲਾਵਲੁ ਮਹਲਾ ੫ ॥ବିଲାବଲୁ ମହଲା 5॥ ਸ੍ਰਵਨੀ ਸੁਨਉ ਹਰਿ ਹਰਿ ਹਰੇ ਠਾਕੁਰ ਜਸੁ ਗਾਵਉ ॥କାନରେ ‘ହରି-ହରି’ ନାମ ଶୁଣୁଥିବି ଆଉ ଠାକୁରଙ୍କ ଯଶୋଗାନ କରୁଥିବି।              ਸੰਤ ਚਰਣ ਕਰ ਸੀਸੁ ਧਰਿ ਹਰਿ ਨਾਮੁ ਧਿਆਵਉ ॥੧॥ମୁଁ ନିଜ ମସ୍ତକ ସନ୍ଥଙ୍କ ଚରଣରେ ରଖି ହରିନାମର ଧ୍ୟାନ କରି ରହିଥିବି॥1॥            ਕਰਿ ਕਿਰਪਾ ਦਇਆਲ ਪ੍ਰਭ ਇਹ ਨਿਧਿ ਸਿਧਿ ਪਾਵਉ ॥ହେ ଦୟାଳୁ ପ୍ରଭୁ! ଏପରି କୃପା

error: Content is protected !!