ODIA PAGE 351

ਆਸਾ ਮਹਲਾ ੧ ॥ଆଶା ମହଲା 1॥ ਕਰਮ ਕਰਤੂਤਿ ਬੇਲਿ ਬਿਸਥਾਰੀ ਰਾਮ ਨਾਮੁ ਫਲੁ ਹੂਆ ॥ଶୁଭ କର୍ମ ଏବଂ ଉତମ ଆଚରଣର ଲତା ମାଳିଅଛି ଆଉ ସେହି ଲତାରେ ରାମ ନାମର ଫଳ ଲାଗିଅଛି। ਤਿਸੁ ਰੂਪੁ ਨ ਰੇਖ ਅਨਾਹਦੁ ਵਾਜੈ ਸਬਦੁ ਨਿਰੰਜਨਿ ਕੀਆ ॥੧॥ସେହି ରାମ ନାମର କୌଣସି ସ୍ୱରୂପ ଅଥବା ରେଖା ନଥାଏ, ଏହି ଅନାହତ ଶବ୍ଦ ସ୍ଵାଭାବିକ ଭାବରେ ଗୁଞ୍ଜନ କରୁଅଛି। ନିରଞ୍ଜନ ଏହି ଶବ୍ଦକୁ

ODIA PAGE 350

ਜੇ ਸਉ ਵਰ੍ਹਿਆ ਜੀਵਣ ਖਾਣੁ ॥ଯଦି ମନୁଷ୍ୟ ସହସ୍ର ବର୍ଷ ଜୀବନ ରହିବା ପର୍ଯ୍ୟନ୍ତ ଖାଉ ଥାଏ ତାହାହେଲେ ਖਸਮ ਪਛਾਣੈ ਸੋ ਦਿਨੁ ਪਰਵਾਣੁ ॥੨॥କେବଳ ସେହି ଦିନ ପ୍ରଭୁଙ୍କ ଦରବାରରେ ସ୍ଵୀକୃତ ହେବ, ଯେତେବେଳେ ସେ ପ୍ରଭୁଙ୍କ ପରିଚୟ ପାଇବ ॥2॥ ਦਰਸਨਿ ਦੇਖਿਐ ਦਇਆ ਨ ਹੋਇ ॥ନିବେଦନ କରୁଥିବା ମନୁଷ୍ୟର ଚେହେରା ଦେଖି ଲାଞ୍ଚୁଆ ଅଧିକାରୀକୁ ତାହା ଉପରେ ଦୟା ଆସେ ନାହିଁ। ਲਏ ਦਿਤੇ ਵਿਣੁ ਰਹੈ ਨ

ODIA PAGE 349

ਕੀਮਤਿ ਪਾਇ ਨ ਕਹਿਆ ਜਾਇ ॥ବାସ୍ତବରେ ସେହି ସଗୁଣ ସ୍ୱରୂପ ପରମାତ୍ମାଙ୍କ ନା କେହି ମୂଲ୍ୟାଙ୍କନ କରିପାରିବେ ଆଉ ନା ହିଁ ତାହାଙ୍କ ଅନ୍ତ କେହି କହିପାରିବ, କାରଣ ସେ ଅନନ୍ତ ଓ ଅସୀମ ଅଟନ୍ତି। ਕਹਣੈ ਵਾਲੇ ਤੇਰੇ ਰਹੇ ਸਮਾਇ ॥੧॥ଯିଏ ତୁମର ମହିମାର ଅନ୍ତ ପାଇଛି, ଅର୍ଥାତ ତୁମ ସଚ୍ଚିଦାନନ୍ଦ ସ୍ଵରୁପକୁ ଜାଣିଛି,ସେ ତୁମ ଠାରେ ହିଁ ଅଭେଦ ହୋଇଯାଏ ॥1॥ ਵਡੇ ਮੇਰੇ ਸਾਹਿਬਾ ਗਹਿਰ ਗੰਭੀਰਾ ਗੁਣੀ ਗਹੀਰਾ

ODIA PAGE 348

ਆਸਾ ਮਹਲਾ ੪ ॥ଆଶା ମହଲା 4॥ ਸੋ ਪੁਰਖੁ ਨਿਰੰਜਨੁ ਹਰਿ ਪੁਰਖੁ ਨਿਰੰਜਨੁ ਹਰਿ ਅਗਮਾ ਅਗਮ ਅਪਾਰਾ ॥ସେହି ଅକାଳପୁରୁଷ ସୃଷ୍ଟିର ସମସ୍ତ ଜୀବଙ୍କ ଠାରେ ବ୍ୟାପକ ଅଛନ୍ତି, ପୁଣି ମାୟାତୀତ ଅଟନ୍ତି, ଅଗମ୍ୟ ତଥା ଅନନ୍ତ ଅଟନ୍ତି। ਸਭਿ ਧਿਆਵਹਿ ਸਭਿ ਧਿਆਵਹਿ ਤੁਧੁ ਜੀ ਹਰਿ ਸਚੇ ਸਿਰਜਣਹਾਰਾ ॥ହେ ସତ୍ୟସ୍ଵରୂପ ସୃଜନ ହାର ପରମାତ୍ମା! ସମସ୍ତେ ତୁମର ଧ୍ୟାନ ଅତୀତରେ ମଧ୍ୟ କରୁଥିଲେ, ବର୍ତ୍ତମାନ ମଧ୍ୟ କରୁଛନ୍ତି ଆଉ

ODIA PAGE 347

ੴ ਸਤਿਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰਪ੍ਰਸਾਦਿ ॥1 ଆ—ସେ ହିଁ ଏକ ନିରଙ୍କାର ଅଟନ୍ତି। ସତ୍ୟ ନାମ – ତାଙ୍କ ନାମ ସତ୍ୟ। କର୍ତ୍ତା – ସେ ବ୍ରହ୍ମାଣ୍ଡ ଏବଂ ଏହାର ପ୍ରାଣୀଙ୍କ ସୃଷ୍ଟିକର୍ତ୍ତା ଅଟନ୍ତି। ପୁରୁଖା – ସେ ଏହି ସବୁ କରିବାରେ ସିଦ୍ଧ (ଶକ୍ତିମାନ)। ନିର୍ଭୀକ – ତାଙ୍କ ଭିତରେ କୌଣସି ପ୍ରକାରର ଭୟ ନାହିଁ । ତାହା ହେଉଛି, ଅନ୍ୟ ଦେବତା, ଭୂତ ଏବଂ

ODIA PAGE 346

ਹਉ ਬਨਜਾਰੋ ਰਾਮ ਕੋ ਸਹਜ ਕਰਉ ਬੵਾਪਾਰੁ ॥ମୁଁ ରାମଙ୍କ ବ୍ୟାପାରୀ ଅଟେ ଆଉ ସ୍ଵାଭାବିକ ଜ୍ଞାନର ବ୍ୟାପାର କରିଥାଏ। ਮੈ ਰਾਮ ਨਾਮ ਧਨੁ ਲਾਦਿਆ ਬਿਖੁ ਲਾਦੀ ਸੰਸਾਰਿ ॥੨॥ମୁଁ ରାମଙ୍କ ନାମର ପଦାର୍ଥ ଲଦିଅଛି, ପରନ୍ତୁ ସଂସାର ମାୟାରୂପୀ ବିଷର ବ୍ୟାପାର କରିଅଛି ॥2॥ ਉਰਵਾਰ ਪਾਰ ਕੇ ਦਾਨੀਆ ਲਿਖਿ ਲੇਹੁ ਆਲ ਪਤਾਲੁ ॥ପ୍ରାଣୀର ଲୋକ-ପରଲୋକର ସବୁ କର୍ମ ଜାଣିବା ବାଲା ଚିତ୍ରଗୁପ୍ତ ଅଟେ! ତୁମର ମନ ମୋ’

ODIA PAGE 345

ਜਬ ਲਗੁ ਘਟ ਮਹਿ ਦੂਜੀ ਆਨ ॥କିନ୍ତୁ ଯେ ପର୍ଯ୍ୟନ୍ତ ମନୁଷ୍ୟର ହୃଦୟରେ ସାଂସାରିକ ମୋହର ବାସନା ଥାଏ, ਤਉ ਲਉ ਮਹਲਿ ਨ ਲਾਭੈ ਜਾਨ ॥ସେ ପର୍ଯ୍ୟନ୍ତ ସେ ପ୍ରଭୁ-ଚରଣର ଶରଣରେ ଲାଗିପାରେ ନାହିଁ। ਰਮਤ ਰਾਮ ਸਿਉ ਲਾਗੋ ਰੰਗੁ ॥କବୀର ଜୀ କହନ୍ତି ଯେ- ଯେବେ ରାମଙ୍କ ସ୍ମରଣ କରି କରି ମନୁଷ୍ୟର ପ୍ରେମ ରାମଙ୍କ ସହିତ ହୋଇଯାଏ, ସେତେବେଳେ ਕਹਿ ਕਬੀਰ ਤਬ ਨਿਰਮਲ ਅੰਗ ॥੮॥੧॥ତାହାର ହୃଦୟ

ODIA PAGE 344

ਜੁਗੁ ਜੁਗੁ ਜੀਵਹੁ ਅਮਰ ਫਲ ਖਾਹੁ ॥੧੦॥ଏହି ପରିଶ୍ରମର ଏପରି ଫଳ ମିଳିବ ଯାହା କେବେ ସେସ ହେବ ନାହିଁ, ଏପରି ସୁନ୍ଦର ଜୀବନ ବଞ୍ଚିବ ଯାହା ସଦା ସ୍ଥିର ରହିବ ॥10॥ ਦਸਮੀ ਦਹ ਦਿਸ ਹੋਇ ਅਨੰਦ ॥ଦଶମୀ- ଦଶ ଦିଗରେ ଆନନ୍ଦ ହିଁ ଆନନ୍ଦ ବିଦ୍ୟମାନ ଅଛି। ਛੂਟੈ ਭਰਮੁ ਮਿਲੈ ਗੋਬਿੰਦ ॥ଦ୍ଵିଧା ଦୂର ହୋଇଯାଏ ଆଉ ଗୋବିନ୍ଦ ମିଳିଯାନ୍ତି। ਜੋਤਿ ਸਰੂਪੀ ਤਤ ਅਨੂਪ ॥ଜ୍ୟୋତି-ସ୍ବରୂପର ତତ୍ତ୍ଵ ଅନୂପ

ODIA PAGE 343

ਬਾਵਨ ਅਖਰ ਜੋਰੇ ਆਨਿ ॥ମନୁଷ୍ୟ ବାବନ ଅକ୍ଷର ଯୋଡି ଅଛି । ਸਕਿਆ ਨ ਅਖਰੁ ਏਕੁ ਪਛਾਨਿ ॥ପରନ୍ତୁ, ସେ ଈଶ୍ଵରଙ୍କ ଏକ ଶବ୍ଦକୁ ଜାଣିପାରେ ନାହିଁ। ਸਤ ਕਾ ਸਬਦੁ ਕਬੀਰਾ ਕਹੈ ॥କବୀର ସତ୍ୟ ବଚନ କହନ୍ତି ଯେ ਪੰਡਿਤ ਹੋਇ ਸੁ ਅਨਭੈ ਰਹੈ ॥ପଣ୍ଡିତ ସେ ଅଟେ ଯିଏ ନିର୍ଭୀକ ଭାବରେ ବିଚାର କରିଥାଏ। ਪੰਡਿਤ ਲੋਗਹ ਕਉ ਬਿਉਹਾਰ ॥ଅକ୍ଷରକୁ ଯୋଡିବା ପଣ୍ଡିତ ପୁରୁଷଙ୍କ କାମ-ଧନ୍ଧା ଅଟେ।

ODIA PAGE 342

ਬੰਦਕ ਹੋਇ ਬੰਧ ਸੁਧਿ ਲਹੈ ॥੨੯॥ସେ ପ୍ରଭୁଙ୍କ ଦ୍ଵାରର ସ୍ତୁତି କରିଥାଏ, ମାୟା ମୋହର ବନ୍ଧନର ରହସ୍ୟ ପାଇଥାଏ ॥29॥ ਭਭਾ ਭੇਦਹਿ ਭੇਦ ਮਿਲਾਵਾ ॥ଭ- ଦ୍ଵିଧାକୁ ଭେଦ(ଦୂର) କରିଲେ ମନୁଷ୍ୟର ପ୍ରଭୁଙ୍କ ସହିତ ମିଳନ ହୋଇଯାଏ। ਅਬ ਭਉ ਭਾਨਿ ਭਰੋਸਉ ਆਵਾ ॥ଭୟକୁ ନାଶ କରି ଏବେ ମୋର ଈଶ୍ବରଙ୍କ ଠାରେ ଶ୍ରଦ୍ଧା ବନିଯାଇଛି। ਜੋ ਬਾਹਰਿ ਸੋ ਭੀਤਰਿ ਜਾਨਿਆ ॥ଯାହାକୁ ମୁଁ ବାହାର ଭାବୁଥିଲି , ତାହାଙ୍କୁ ଏବେ

error: Content is protected !!