Odia Page 1072

ਥਾਨ ਥਨੰਤਰਿ ਅੰਤਰਜਾਮੀ ॥ଯିଏ ସର୍ବବ୍ୟାପୀ ଏବଂ ଅନ୍ତର୍ଯାମୀ ଅଟନ୍ତି,                                                      ਸਿਮਰਿ ਸਿਮਰਿ ਪੂਰਨ ਪਰਮੇਸੁਰ ਚਿੰਤਾ ਗਣਤ ਮਿਟਾਈ ਹੇ ॥੮॥ସେହି ପୂର୍ଣ୍ଣ ପରମେଶ୍ଵରଙ୍କ ସ୍ମରଣ କରି ସାରା ଚିନ୍ତା ଦୂର କରି ଦେଇଛି||8||                                                                 ਹਰਿ ਕਾ ਨਾਮੁ ਕੋਟਿ ਲਖ ਬਾਹਾ ॥ପରମାତ୍ମାଙ୍କ ନାମରେ କୋଟି କୋଟି ବାହୁବଳ ଅଛି ଏବଂ                                                                                                                          ਹਰਿ ਜਸੁ ਕੀਰਤਨੁ ਸੰਗਿ ਧਨੁ ਤਾਹਾ ॥ହରିଙ୍କ କୀର୍ତ୍ତିଗାନ ହିଁ ସବୁଠାରୁ ବଡ ଧନ ଅଟେ।                                                                                    ਗਿਆਨ ਖੜਗੁ

Odia Page 1071

ਵਿਚਿ ਹਉਮੈ ਸੇਵਾ ਥਾਇ ਨ ਪਾਏ ॥ଅହଂ ଭାବନାରେ କରିହିବା ସେବା ସାକାର ହୁଏନାହିଁ,                                          ਜਨਮਿ ਮਰੈ ਫਿਰਿ ਆਵੈ ਜਾਏ ॥ଏହିପରି ଜୀବ ଜୀବନ-ମୃତ୍ୟୁର ଚକ୍ରରେ ଫସି ରହିଥାଏ।                                         ਸੋ ਤਪੁ ਪੂਰਾ ਸਾਈ ਸੇਵਾ ਜੋ ਹਰਿ ਮੇਰੇ ਮਨਿ ਭਾਣੀ ਹੇ ॥੧੧॥ସେହି ତପସ୍ୟା ଏବଂ ସେବା ପୂର୍ଣ୍ଣ ଅଟେ, ଯିଏ ମୋର ପରମେଶ୍ଵରଙ୍କ ମନକୁ ଭଲ ଲାଗିଛି||11||          ਹਉ ਕਿਆ ਗੁਣ ਤੇਰੇ ਆਖਾ ਸੁਆਮੀ ॥ହେ

Odia Page 1070

ਗੁਰਮੁਖਿ ਨਾਮਿ ਸਮਾਇ ਸਮਾਵੈ ਨਾਨਕ ਨਾਮੁ ਧਿਆਈ ਹੇ ॥੧੨॥ଗୁରୁମୁଖୀ ନାମରେ ଲୀନ ରହି ପରମାତ୍ମାଙ୍କ ଠାରେ ହିଁ ବିଲୀନ ହୋଇଯାଏ, ହେ ନାନକ! ସେ ପରମାତ୍ମାଙ୍କ ନାମର ହିଁ ମନନ କରିଥାଏ||12||       ਭਗਤਾ ਮੁਖਿ ਅੰਮ੍ਰਿਤ ਹੈ ਬਾਣੀ ॥ଭକ୍ତର ମୁଖରେ ସବୁ ସମୟରେ ଅମୃତ-ବାଣୀ ହିଁ ରହିଥାଏ,       ਗੁਰਮੁਖਿ ਹਰਿ ਨਾਮੁ ਆਖਿ ਵਖਾਣੀ ॥ଗୁରୁ ନିଜର ମୁଖାରବିନ୍ଦରେ ହରିନାମ କହି ଶୁଣାଇ ଅଛନ୍ତି।                                       ਹਰਿ ਹਰਿ ਕਰਤ ਸਦਾ ਮਨੁ

Odia Page 1069

ਸਦ ਹੀ ਨੇੜੈ ਦੂਰਿ ਨ ਜਾਣਹੁ ॥ଈଶ୍ଵର ସର୍ବଦା ଆମ ନିକଟରେ ଅଛନ୍ତି, ତାହାଙ୍କୁ ଦୂର ଭାବ ନାହିଁ।                                                              ਗੁਰ ਕੈ ਸਬਦਿ ਨਜੀਕਿ ਪਛਾਣਹੁ ॥ଗୁରୁଙ୍କ ଶବ୍ଦ ଦ୍ଵାରା ତାହାଙ୍କୁ ନିକଟରୁ ଜାଣି ନିଅ।                                                                                  ਬਿਗਸੈ ਕਮਲੁ ਕਿਰਣਿ ਪਰਗਾਸੈ ਪਰਗਟੁ ਕਰਿ ਦੇਖਾਇਆ ॥੧੫॥ଯେତେବେଳେ ହୃଦୟ-ପଦ୍ମ ପ୍ରସନ୍ନ ରହିଛି ଗୁରୁ ଜ୍ଞାନର କିରଣର ଆଲୋକର ପ୍ରକଟ ରୂପରେ ପ୍ରଭୁଙ୍କ ଦର୍ଶନ କରାଇ ଦେଇଛନ୍ତି||15||       ਆਪੇ ਕਰਤਾ ਸਚਾ ਸੋਈ ॥ସେ ସତ୍ୟସ୍ଵରୂପ ପରମେଶ୍ଵର

Odia Page 1068

ਤਿਸ ਦੀ ਬੂਝੈ ਜਿ ਗੁਰ ਸਬਦੁ ਕਮਾਏ ॥ପରନ୍ତୁ ଯିଏ ଶବ୍ଦ-ଗୁରୁଙ୍କ ଅନୁରୂପ ଆଚରଣ ଆପଣାଇ ଥାଏ, ତାହାର ତୃଷ୍ଣାଗ୍ନି ଲିଭି ଯାଇଥାଏ।                                                                      ਤਨੁ ਮਨੁ ਸੀਤਲੁ ਕ੍ਰੋਧੁ ਨਿਵਾਰੇ ਹਉਮੈ ਮਾਰਿ ਸਮਾਇਆ ॥੧੫॥ତାହାର ମନ-ତନ ଶୀତଳ ହୋଇଯାଏ, ସେ ନିଜ କ୍ରୋଧର ନିବାରଣ କରି ଦେଇଥାଏ ||15||                                                              ਸਚਾ ਸਾਹਿਬੁ ਸਚੀ ਵਡਿਆਈ ॥ସତ୍ୟସ୍ଵରୂପ ପରମେଶ୍ଵରଙ୍କ ମହିମା ମଧ୍ୟ ସଚ୍ଚା ଅଟେ ଏବଂ                                                                                   ਗੁਰ ਪਰਸਾਦੀ ਵਿਰਲੈ ਪਾਈ ॥ଗୁରୁଙ୍କ କୃପାରୁ କେହି

Odia Page 1067

ਆਪੇ ਸਚਾ ਸਬਦਿ ਮਿਲਾਏ ॥ସେ ସ୍ଵୟଂ ହିଁ ଶବ୍ଦ-ଗୁରୁଙ୍କ ସହିତ ମିଳାଇ ଥାଆନ୍ତି ଏବଂ                                     ਸਬਦੇ ਵਿਚਹੁ ਭਰਮੁ ਚੁਕਾਏ ॥ଶବ୍ଦ-ଗୁରୁ ମନର ଅହଂ ଦୂର କରିଥାନ୍ତି।                      ਨਾਨਕ ਨਾਮਿ ਮਿਲੈ ਵਡਿਆਈ ਨਾਮੇ ਹੀ ਸੁਖੁ ਪਾਇਦਾ ॥੧੬॥੮॥੨੨॥ହେ ନାନକ! ପରମାତ୍ମାଙ୍କ ନାମ ଦ୍ଵାରା ହିଁ ବଡିମା ମିଳିଥାଏ ଏବଂ ନାମ ଦ୍ଵାରା ହିଁ ସୁଖ ହାସଲ ହୋଇଥାଏ||16||8||22||                                ਮਾਰੂ ਮਹਲਾ ੩ ॥ମାରୁ ମହଲା 3॥  ਅਗਮ ਅਗੋਚਰ ਵੇਪਰਵਾਹੇ ॥ମନ-ବାଣୀରୁ ଉର୍ଦ୍ଧ୍ଵରେ

Odia Page 1066

ਮਾਰੂ ਮਹਲਾ ੩ ॥ମାରୁ ମହଲା 3॥  ਨਿਰੰਕਾਰਿ ਆਕਾਰੁ ਉਪਾਇਆ ॥ନିରଙ୍କାର ସଂପୂର୍ଣ୍ଣ ସୃଷ୍ଟିକୁ ଉତ୍ପନ୍ନ କରିଛନ୍ତି ଏବଂ                                    ਮਾਇਆ ਮੋਹੁ ਹੁਕਮਿ ਬਣਾਇਆ ॥ନିଜ ହୁକୁମ ଦ୍ଵାରା ହିଁ ସେ ମାୟା-ମୋହକୁ ଜାତ କରିଛନ୍ତି।          ਆਪੇ ਖੇਲ ਕਰੇ ਸਭਿ ਕਰਤਾ ਸੁਣਿ ਸਾਚਾ ਮੰਨਿ ਵਸਾਇਦਾ ॥੧॥ସୃଷ୍ଟିକର୍ତ୍ତା ସ୍ଵୟଂ ହିଁ ସାରା ଲୀଳା କରିଥାନ୍ତି ଏବଂ ତାହାଙ୍କ ମହିମା ଶୁଣି ସେହି ପରମ-ସତ୍ୟକୁ ମନରେ ସ୍ଥାପିତ କରାଯାଇ ଥାଏ||1||       ਮਾਇਆ ਮਾਈ

Odia Page 1065

ਹਰਿ ਚੇਤਹਿ ਤਿਨ ਬਲਿਹਾਰੈ ਜਾਉ ॥ମୁଁ ତାହାଙ୍କ ପ୍ରତି ସମର୍ପିତ ଯାଇଥାଏ, ଯିଏ ପରମାତ୍ମାଙ୍କୁ ସ୍ମରଣ କରିଥାଏ।                                                     ਗੁਰ ਕੈ ਸਬਦਿ ਤਿਨ ਮੇਲਿ ਮਿਲਾਉ ॥ଶବ୍ଦ-ଗୁରୁ ଦ୍ଵାରା ହିଁ ତାହାଙ୍କ ମିଳନ ହୋଇଥାଏ।                                   ਤਿਨ ਕੀ ਧੂਰਿ ਲਾਈ ਮੁਖਿ ਮਸਤਕਿ ਸਤਸੰਗਤਿ ਬਹਿ ਗੁਣ ਗਾਇਦਾ ॥੨॥ମୁଁ ତାହାଙ୍କ ଚରଣ-ଧୂଳି ନିଜ ମୁଖ ଏବଂ ମଥାରେ ଲଗାଇଛି ଏବଂ ସତସଙ୍ଗତିରେ ବସି ଭଗବାନଙ୍କ ଗୁଣଗାନ କରିଥାଏ||2||                           ਹਰਿ ਕੇ ਗੁਣ ਗਾਵਾ

Odia Page 1064

ਜਿਸੁ ਭਾਣਾ ਭਾਵੈ ਸੋ ਤੁਝਹਿ ਸਮਾਏ ॥ଯାହାକୁ ତୋର ଇଚ୍ଛା ସ୍ଵୀକାର ଅଛି, ସେ ତୋ’ ଠାରେ ହିଁ ବିଲୀନ ହୋଇଯାଏ।                                                              ਭਾਣੇ ਵਿਚਿ ਵਡੀ ਵਡਿਆਈ ਭਾਣਾ ਕਿਸਹਿ ਕਰਾਇਦਾ ॥੩॥ଈଶ୍ବରଙ୍କ ଇଚ୍ଛାରେ ଏକ ବଡପଣ ଅଛି, କିନ୍ତୁ କେହି ବିରଳ ଦ୍ଵାରା ହିଁ ତାହାଙ୍କ ଇଛା କାର୍ଯ୍ୟକାରୀ ହୋଇଥାଏ||3|| ਜਾ ਤਿਸੁ ਭਾਵੈ ਤਾ ਗੁਰੂ ਮਿਲਾਏ ॥ଯେତେବେଳେ ପରମାତ୍ମାଙ୍କୁ ମଞ୍ଜୁର ହୋଇଥାଏ, ସେ ଗୁରୁଙ୍କ ସହିତ ମିଳାଇ ଦିଅନ୍ତି।                                                                   ਗੁਰਮੁਖਿ ਨਾਮੁ

Odia Page 1063

ਸਤਿਗੁਰਿ ਸੇਵਿਐ ਸਹਜ ਅਨੰਦਾ ॥ସଦଗୁରୁଙ୍କ ସେବା କରିବା ଦ୍ଵାରା ସ୍ଵାଭାବିକ ଭାବରେ ଆନନ୍ଦ ମିଳିଥାଏ ଏବଂ                             ਹਿਰਦੈ ਆਇ ਵੁਠਾ ਗੋਵਿੰਦਾ ॥ହୃଦୟରେ ପ୍ରଭୁ ବାସ କରିଥାନ୍ତି।                                                                                   ਸਹਜੇ ਭਗਤਿ ਕਰੇ ਦਿਨੁ ਰਾਤੀ ਆਪੇ ਭਗਤਿ ਕਰਾਇਦਾ ॥੪॥ସେତେବେଳେ ଜୀବ ସ୍ଵାଭାବିକ ଭାବରେ ଦିନ-ରାତି ଭକ୍ତି କରିଥାଏ ଏବଂ ପ୍ରଭୁ ସ୍ଵୟଂ ହିଁ ଭକ୍ତି କରାଇ ଥାଆନ୍ତି||4||                                   ਸਤਿਗੁਰ ਤੇ ਵਿਛੁੜੇ ਤਿਨੀ ਦੁਖੁ ਪਾਇਆ ॥ଯିଏ ସଦଗୁରୁଙ୍କ ଠାରେ ବିଚ୍ଛେଦ ହୋଇଥାଏ,

error: Content is protected !!