ODIA PAGE 168

ਗਉੜੀ ਬੈਰਾਗਣਿ ਮਹਲਾ ੪ ॥ଗଉଡି ବଇରାଗଣି ମହଲା  4 ॥ ਜਿਉ ਜਨਨੀ ਸੁਤੁ ਜਣਿ ਪਾਲਤੀ ਰਾਖੈ ਨਦਰਿ ਮਝਾਰਿ ॥ଯେପରି ମାତା ପୁତ୍ରକୁ ଜନ୍ମ କରି ତାହାର ଲାଳନ ପାଳନ କରିଥାଏ ଆଉ ତାହାକୁ ନିଜ ଦୃଷ୍ଟିରେ ରଖିଥାଏ, ਅੰਤਰਿ ਬਾਹਰਿ ਮੁਖਿ ਦੇ ਗਿਰਾਸੁ ਖਿਨੁ ਖਿਨੁ ਪੋਚਾਰਿ ॥ଘର ଭିତରେ ଏବଂ ବାହାରେ ସେ ତାହାକୁ ଖୁଆଏ ଆଉ ପ୍ରତି କ୍ଷଣରେ ଜାଗ୍ରତ କରିଥାଏ, ਤਿਉ ਸਤਿਗੁਰੁ ਗੁਰਸਿਖ ਰਾਖਤਾ

odia page 167

ਜਿਤਨੀ ਭੂਖ ਅਨ ਰਸ ਸਾਦ ਹੈ ਤਿਤਨੀ ਭੂਖ ਫਿਰਿ ਲਾਗੈ ॥ମନୁଷ୍ୟର ଅନ୍ୟ ସ୍ୱାଦ ଏବଂ ଆସ୍ଵାଦନ ପାଇଁ ଯେତେ ଭୋକ ଅଛି, ସେତେ ଅଧିକ ଭୋକ(ଲାଳସା) ତାହାକୁ ବାରମ୍ବାର  ଲାଗିଥାଏ।  ਜਿਸੁ ਹਰਿ ਆਪਿ ਕ੍ਰਿਪਾ ਕਰੇ ਸੋ ਵੇਚੇ ਸਿਰੁ ਗੁਰ ਆਗੈ ॥ଯାହା ଉପରେ ପରମାତ୍ମା କୃପା-ଦୃଷ୍ଟି କରିଥାନ୍ତି, ସେ ନିଜ ଗୁରୁଙ୍କ ସମ୍ମୁଖରେ ସମର୍ପିତ ହୋଇଯାଏ।  ਜਨ ਨਾਨਕ ਹਰਿ ਰਸਿ ਤ੍ਰਿਪਤਿਆ ਫਿਰਿ ਭੂਖ ਨ ਲਾਗੈ

ODIA PAGE 166

ਮੇਰੇ ਰਾਮ ਮੈ ਮੂਰਖ ਹਰਿ ਰਾਖੁ ਮੇਰੇ ਗੁਸਈਆ ॥ହେ ମୋର ରାମ! ହେ ମୋର ଗୋସାଇଁ! ମୁଁ ମୂର୍ଖ, ମୋର ରକ୍ଷା କର। ਜਨ ਕੀ ਉਪਮਾ ਤੁਝਹਿ ਵਡਈਆ ॥੧॥ ਰਹਾਉ ॥ହେ ପ୍ରଭୁ! ତୋର ସେବକର ଉପମା ତୋର ନିଜର ହିଁ କୀର୍ତ୍ତି ଅଟେ॥1॥ରୁହ॥ ਮੰਦਰਿ ਘਰਿ ਆਨੰਦੁ ਹਰਿ ਹਰਿ ਜਸੁ ਮਨਿ ਭਾਵੈ ॥ଯାହାର ହୃଦୟକୁ ହରି-ପ୍ରଭୁଙ୍କ ଯଶ ଲୋଭାନ୍ଵିତ କରେ, ସେ ନିଜ ହୃଦୟ ରୂପୀ ମନ୍ଦିର

ODIA PAGE 165

ਗਉੜੀ ਗੁਆਰੇਰੀ ਮਹਲਾ ੪ ॥ଗଉଡି ଗୁଆରେରୀ ମହଲା 4 ॥ ਸਤਿਗੁਰ ਸੇਵਾ ਸਫਲ ਹੈ ਬਣੀ ॥ସେହି ସଦଗୁରୁଙ୍କ ସେବା ଫଳଦାୟକ ଅଟେ। ਜਿਤੁ ਮਿਲਿ ਹਰਿ ਨਾਮੁ ਧਿਆਇਆ ਹਰਿ ਧਣੀ ॥ଯେଉଁ ସଦଗୁରୁଙ୍କ ସହିତ ମିଶି ଜଗତର ସ୍ଵାମୀ ପରମାତ୍ମାଙ୍କ ନାମ ଧ୍ୟାନ କରାଯାଏ, ਜਿਨ ਹਰਿ ਜਪਿਆ ਤਿਨ ਪੀਛੈ ਛੂਟੀ ਘਣੀ ॥੧॥ଯିଏ ଈଶ୍ବରଙ୍କ ନାମ ସ୍ମରଣ କରିଅଛି, ତାହାର ଅନୁସରଣ କରି ବହୁତ ଲୋକ ଭବସାଗରରୁ ମୁକ୍ତ

odia page 164

ਸੰਨਿਆਸੀ ਬਿਭੂਤ ਲਾਇ ਦੇਹ ਸਵਾਰੀ ॥ସନ୍ନ୍ୟାସୀ ବିଭୁତି ଲଗାଇ ନିଜ ଶରୀରକୁ ଶୃଙ୍ଗାର କରିଥାଏ ਪਰ ਤ੍ਰਿਅ ਤਿਆਗੁ ਕਰੀ ਬ੍ਰਹਮਚਾਰੀ ॥ସେ ପର ନାରୀକୁ ତ୍ୟାଗ କରି ବ୍ରହ୍ମଚାରୀ ବନିଥାଏ ਮੈ ਮੂਰਖ ਹਰਿ ਆਸ ਤੁਮਾਰੀ ॥੨॥ହେ ହରି! ମୁଁ ମୂର୍ଖକୁ ତୋ’ ଉପରେ ହିଁ ଭରସା ଅଛି ॥2॥ ਖਤ੍ਰੀ ਕਰਮ ਕਰੇ ਸੂਰਤਣੁ ਪਾਵੈ ॥କ୍ଷତ୍ରୀୟ ସୁରବୀରତାର କର୍ମ କରିଥାଏ ଆଉ ବୀରତା ପାଇଥାଏ ਸੂਦੁ ਵੈਸੁ ਪਰ ਕਿਰਤਿ

odia page 163

ਆਪੇ ਹੀ ਪ੍ਰਭੁ ਦੇਹਿ ਮਤਿ ਹਰਿ ਨਾਮੁ ਧਿਆਈਐ ॥ପରମେଶ୍ଵର ସ୍ଵୟଂ ହିଁ ସୁମତି ପ୍ରଦାନ କରିଥାନ୍ତି ଆଉ ମନୁଷ୍ୟ ହରିଙ୍କ ନାମର ଧ୍ୟାନ କରିଥାଏ ਵਡਭਾਗੀ ਸਤਿਗੁਰੁ ਮਿਲੈ ਮੁਖਿ ਅੰਮ੍ਰਿਤੁ ਪਾਈਐ ॥ବଡ ସୌଭାଗ୍ୟରୁ ସଦଗୁରୁ ମିଳିଥାନ୍ତି ଯିଏ ତାହାର ମୁଖରେ (ହରିନାମର) ଅମୃତ ଦେଇଥାନ୍ତି ਹਉਮੈ ਦੁਬਿਧਾ ਬਿਨਸਿ ਜਾਇ ਸਹਜੇ ਸੁਖਿ ਸਮਾਈਐ ॥ଯେବେ ଅହଂକାର ଓ ଦ୍ଵିଧା ନଷ୍ଟ ହୋଇଯାଏ, ସେ ସ୍ଵାଭାବିକ ଭାବରେ ସୁଖରେ ଲୀନ ହୋଇଯାଏ                                  

odia page 161

ਇਸੁ ਕਲਿਜੁਗ ਮਹਿ ਕਰਮ ਧਰਮੁ ਨ ਕੋਈ ॥ଏହି କଳିଯୁଗରେ କୌଣସି ବ୍ୟକ୍ତି ମଧ୍ୟ ଧର୍ମ କର୍ମ କରିବାରେ ସଫଳ ହୋଇ ନାହିଁ। ਕਲੀ ਕਾ ਜਨਮੁ ਚੰਡਾਲ ਕੈ ਘਰਿ ਹੋਈ ॥ ਨਾਨਕ ਨਾਮ ਬਿਨਾ ਕੋ ਮੁਕਤਿ ਨ ਹੋਈ ॥੪॥੧੦॥੩੦॥ ਗਉੜੀ ਮਹਲਾ ੩ ਗੁਆਰੇਰੀ ॥ଗଉଡି ମହଲା 3 ଗୁଆରେରୀ।। ਸਚਾ ਅਮਰੁ ਸਚਾ ਪਾਤਿਸਾਹੁ ॥ଭଗବାନ ବିଶ୍ୱର ଶ୍ରେଷ୍ଠ ବାଦଶାହ ଅଟନ୍ତି ଆଉ ତାଙ୍କର ହୁକୁମ ମଧ୍ୟ

odia page 162

ਨਾਨਕ ਨਾਮਿ ਰਤੇ ਨਿਹਕੇਵਲ ਨਿਰਬਾਣੀ ॥੪॥੧੩॥੩੩॥ହେ ନାନକ! ଯେଉଁ ବ୍ୟକ୍ତି ଭାଗବାନଙ୍କ ନାମରେ ମଗ୍ନ ରହିଥାଏ, ସେ ବାସନା ରହିତ ଓ ପବିତ୍ର ହୋଇଯାଏ। ।।4।।13।।33।। ਗਉੜੀ ਗੁਆਰੇਰੀ ਮਹਲਾ ੩ ॥ଗଉଡି ଗୁଆରେରୀ ମହଲା 3 ।। ਸਤਿਗੁਰੁ ਮਿਲੈ ਵਡਭਾਗਿ ਸੰਜੋਗ ॥ସୌଭାଗ୍ୟ ଏବଂ ସଂଯୋଗରୁ ମନୁଷ୍ୟକୁ ସଦଗୁରୁ ମିଳି ଥାଆନ୍ତି। ਹਿਰਦੈ ਨਾਮੁ ਨਿਤ ਹਰਿ ਰਸ ਭੋਗ ॥੧॥ଆହୁରି, ସେହି ମନୁଷ୍ୟର ହୃଦୟରେ ନାମର ନିବାସ ହୋଇଯାଏ ଆଉ ସେ

ODIA PAGE 154

ਗਉੜੀ ਮਹਲਾ ੧ ॥ଗଉଡି ମହଲା 1 ਕਿਰਤੁ ਪਇਆ ਨਹ ਮੇਟੈ ਕੋਇ ॥ପୂର୍ବ ଜନ୍ମ କର୍ମର କାରଣରୁ ମୋର ଭାଗ୍ୟରେ ଯାହା ଲେଖା ହୋଇଛି, ତାହାକୁ କେହି ମଧ୍ୟ ଦୂର କରିପାରିବ ନାହିଁ ਕਿਆ ਜਾਣਾ ਕਿਆ ਆਗੈ ਹੋਇ ॥ମୋର ସାଥିରେ ପରେ କଣ ହେବ ତାହା ମୁଁ ଜାଣି ନାହିଁ ਜੋ ਤਿਸੁ ਭਾਣਾ ਸੋਈ ਹੂਆ ॥ଇଶ୍ୱରଙ୍କ ଯାହା ଇଚ୍ଛା, ତାହା ହିଁ ହେଉଛି ਅਵਰੁ ਨ ਕਰਣੈ ਵਾਲਾ

odia page 160

ਤਿਨ ਤੂੰ ਵਿਸਰਹਿ ਜਿ ਦੂਜੈ ਭਾਏ ॥ତୁ ତାହାକୁ ହିଁ ବିସ୍ମୃତ ହୋଇଥାଉ ଯିଏ ਮਨਮੁਖ ਅਗਿਆਨੀ ਜੋਨੀ ਪਾਏ ॥੨॥ମାୟା ମୋହରେ ଲୀନ ରହିଥାଏ। ਜਿਨ ਇਕ ਮਨਿ ਤੁਠਾ ਸੇ ਸਤਿਗੁਰ ਸੇਵਾ ਲਾਏ ॥ଯେଉଁ ପ୍ରାଣୀ ଉପରେ ପରମାତ୍ମା ପ୍ରସନ୍ନ ହୋଇଥାନ୍ତି, ତାହାଙ୍କୁ ସେ ସଦଗୁରୁଙ୍କ ସେବାରେ ଲଗାଇ ଦିଅନ୍ତି। ਜਿਨ ਇਕ ਮਨਿ ਤੁਠਾ ਤਿਨ ਹਰਿ ਮੰਨਿ ਵਸਾਏ ॥ଯେଉଁ ପ୍ରାଣୀ ଙ୍କ ଉପରେ ଭାଗବାନ ବଡ଼ ପ୍ରସନ୍ନ

error: Content is protected !!