ODIA PAGE 159

ਭਗਤਿ ਕਰਹਿ ਮੂਰਖ ਆਪੁ ਜਣਾਵਹਿ ॥କିଛି ମୂର୍ଖ ବ୍ୟକ୍ତି ରାସ ପ୍ରଦର୍ଶନ କରି ଭକ୍ତି କରନ୍ତି ଆଉ ସ୍ଵୟଂ କୁ ଭକ୍ତ ହେବା ଦେଖାଇ ଥାଆନ୍ତି। ਨਚਿ ਨਚਿ ਟਪਹਿ ਬਹੁਤੁ ਦੁਖੁ ਪਾਵਹਿ ॥ସେ ନିରନ୍ତର ନୃତ୍ୟ କରନ୍ତି ଓ ଡିଅଁନ୍ତି ଆଉ ବହୁତ ଦୁଃଖ ସହ୍ଯ କରନ୍ତି। ਨਚਿਐ ਟਪਿਐ ਭਗਤਿ ਨ ਹੋਇ ॥ନୃତ୍ୟ କରିବା ଓ ଡେଇଁବା ଦ୍ଵାରା ପ୍ରଭୁଙ୍କ ଭକ୍ତି ହୁଏ ନାହିଁ। ਸਬਦਿ ਮਰੈ ਭਗਤਿ ਪਾਏ

odia page 158

ਮਨਿ ਨਿਰਮਲਿ ਵਸੈ ਸਚੁ ਸੋਇ ॥ଏହିପରି ମନ ନିର୍ମଳ ହୋଇଥାଏ ଆଉ ସତ୍ୟ ସ୍ଵରୂପ ପରମେଶ୍ଵର ସେଥିରେ ନିବାସ କରିଥାନ୍ତି। ਸਾਚਿ ਵਸਿਐ ਸਾਚੀ ਸਭ ਕਾਰ ॥ଯଦି ମନୁଷ୍ୟ ସତ୍ୟରେ କରି ନିଅନ୍ତି ତାହାହେଲେ ତାହାର କର୍ମ ସ୍ଵଚ୍ଛ ଏବଂ ଶ୍ରେଷ୍ଠ ହୋଇଥାଏ। ਊਤਮ ਕਰਣੀ ਸਬਦ ਬੀਚਾਰ ॥੩॥ଇଶ୍ୱରଙ୍କ ନାମ ସ୍ମରଣ ହିଁ ଶୁଭ କର୍ମ ହୋଇଥାଏ। ।।3।। ਗੁਰ ਤੇ ਸਾਚੀ ਸੇਵਾ ਹੋਇ ॥ଗୁରୁଙ୍କ ଦ୍ୱାରା ସତ୍ୟ ସ୍ଵରୂପ ପ୍ରଭୁଙ୍କ

odia page 157

ਕਰਮਾ ਉਪਰਿ ਨਿਬੜੈ ਜੇ ਲੋਚੈ ਸਭੁ ਕੋਇ ॥੩॥ସବୁ ମନୁଷ୍ୟ ଧନର ତୃଷ୍ଣାରେ ରହନ୍ତି କିନ୍ତୁ ତାହାଙ୍କ ଭାଗ୍ୟ କର୍ମ ଅନୁସାରେ ହିଁ ହୋଇଥାଏ। ।। 3 ।। ਨਾਨਕ ਕਰਣਾ ਜਿਨਿ ਕੀਆ ਸੋਈ ਸਾਰ ਕਰੇਇ ॥ହେ ନାନକ! ଯିଏ ସୃଷ୍ଟିର ରଚନା କରିଛନ୍ତି ,ସେ ସବୁଙ୍କୁ ପାଳନ ପୋଷଣ କରିଥାନ୍ତି। ਹੁਕਮੁ ਨ ਜਾਪੀ ਖਸਮ ਕਾ ਕਿਸੈ ਵਡਾਈ ਦੇਇ ॥੪॥੧॥੧੮॥ମାଲିକ ପ୍ରଭୁଙ୍କ ହୁକୁମ ଜାଣି ହେବ ନାହିଁ ଯେ

odia PAGE 156

ਏਕਸੁ ਚਰਣੀ ਜੇ ਚਿਤੁ ਲਾਵਹਿ ਲਬਿ ਲੋਭਿ ਕੀ ਧਾਵਸਿਤਾ ॥੩॥ଯଦି ତୁମେ ନିଜ ମନକୁ ଏକ ପ୍ରଭୁଙ୍କ ଚରଣରେ ଲଗାଅ, ତାହାହେଲେ ମିଥ୍ଯା,ଲୋଭ କାରଣ ରୁ ହୋଇଥିବା ତୋର ଦ୍ୱିଧା ଦୂର ହୋଇଯାଏ। ਜਪਸਿ ਨਿਰੰਜਨੁ ਰਚਸਿ ਮਨਾ ॥ହେ ଯୋଗୀ! ନିରଞ୍ଜନ ପ୍ରଭୁଙ୍କ ଆରାଧନା କରିବା ଦ୍ୱାରା ତୋର ମନ ସେଥିରେ ଲୀନ ହେବ। ਕਾਹੇ ਬੋਲਹਿ ਜੋਗੀ ਕਪਟੁ ਘਨਾ ॥੧॥ ਰਹਾਉ ॥ହେ ଯୋଗୀ! ତୁମେ ଏତେ ବଡ଼ ଛଳ

odia PAGE 155

ਹਉ ਤੁਧੁ ਆਖਾ ਮੇਰੀ ਕਾਇਆ ਤੂੰ ਸੁਣਿ ਸਿਖ ਹਮਾਰੀ ॥ହେ ମୋର କାୟା! ମୁଁ ତୋତେ ପୁଣି କହୁଛି, ମୋର ଉପଦେଶକୁ ଧ୍ୟାନ ଦେଇ ଶୁଣ। ਨਿੰਦਾ ਚਿੰਦਾ ਕਰਹਿ ਪਰਾਈ ਝੂਠੀ ਲਾਇਤਬਾਰੀ ॥ତୁମେ ଅନ୍ୟର ନିନ୍ଦା ଆଉ ପ୍ରସଂଶା କରିଥାଅ ଓ ମିଥ୍ୟା ଚୁଗୁଲି କରୁଛ। ਵੇਲਿ ਪਰਾਈ ਜੋਹਹਿ ਜੀਅੜੇ ਕਰਹਿ ਚੋਰੀ ਬੁਰਿਆਰੀ ॥ହେ ମନ! ତୁମେ ପର ନାରୀକୁ କୁଦୃଷ୍ଟି ରେ ଦେଖୁଛ, ତୁମେ ଚୋରି ଆଉ

Odia Page 2

ਗਾਵੈ ਕੋ ਵੇਖੈ ਹਾਦਰਾ ਹਦੂਰਿ ॥କିଏ ତାହାଙ୍କୁ ସର୍ବବ୍ୟାପୀ ଭାବି ତାଙ୍କରି ମହିମା ଗାନ କରିଥାଏ। ਕਥਨਾ ਕਥੀ ਨ ਆਵੈ ਤੋਟਿ ॥ଅନେକ ଅନେକ ତାଙ୍କରି କିର୍ତ୍ତୀର କଥନ କରିଛନ୍ତି, କିନ୍ତୁ ପୁଣି ଅନ୍ତ ହୋଇ ନାହିଁ। ਕਥਿ ਕਥਿ ਕਥੀ ਕੋਟੀ ਕੋਟਿ ਕੋਟਿ ॥କୋଟି କୋଟି ଜୀବ ତାଙ୍କରି ଗୁଣ ଗାନ କରିଛନ୍ତି, ତଥାପି ତାଙ୍କରି ବାସ୍ତବିକ ସ୍ୱରୂପ ପାଇ ପାରିନାହାନ୍ତି। ਦੇਦਾ ਦੇ ਲੈਦੇ ਥਕਿ ਪਾਹਿ ॥ଅକାଳ ପୁରୁଷ

odia Page 152

ਸਰਮ ਸੁਰਤਿ ਦੁਇ ਸਸੁਰ ਭਏ ॥ଲଜ୍ଜା ଏବଂ ସୁରତି ଦୁଇଟି ମୋର ଶାଶୁ-ଶଶୁର ବନି ଯାଇଛନ୍ତି। ਕਰਣੀ ਕਾਮਣਿ ਕਰਿ ਮਨ ਲਏ ॥੨॥ସଦାଚାରଣକୁ ମୁଁ ମୋର ପତ୍ନୀ ବନାଇଛି। ॥2॥ ਸਾਹਾ ਸੰਜੋਗੁ ਵੀਆਹੁ ਵਿਜੋਗੁ ॥ସତସଙ୍ଗ ମୋର ବିବାହର ସମୟ ଅଟେ ଆଉ ସଂସାରରୁ ଦୂର ହେବା ମୋର ବିବାହ ଅଟେ। ਸਚੁ ਸੰਤਤਿ ਕਹੁ ਨਾਨਕ ਜੋਗੁ ॥੩॥੩॥ହେ ନାନକ! ଏପରି ପ୍ରଭୁ ମିଳନରୁ ମୋର ଏହି ସତ୍ୟର ସନ୍ତାନ ଉତ୍ପନ୍ନ

ODIA PAGE 151

ਰਾਗੁ ਗਉੜੀ ਗੁਆਰੇਰੀ ਮਹਲਾ ੧ ਚਉਪਦੇ ਦੁਪਦੇରାଗ ଗଉଡି ଗୁଆରେରୀ ମହଲା 1 ଚଉପଦୀ ଦୁପଦେ ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰ ਪ੍ਰਸਾਦਿ ॥ପରମାତ୍ମା ଏକ, ତାଙ୍କର ନାମ ସତ୍ୟ ସେ ହେଉଛନ୍ତି ବ୍ରହ୍ମାଣ୍ଡର ସର୍ବଶକ୍ତିମାନ ସୃଷ୍ଟିକର୍ତ୍ତା ସେ ନିର୍ଭୀକ, କାହା ସହିତ ତାଙ୍କର ଶତ୍ରୁତା ନାହିଁ, ସେ କାଳାତୀତ , ଅଯୋନି ଏବଂ ଆତ୍ମନିର୍ଭରଶୀଳ ତାଙ୍କର ଏହି ସଫଳତା ଗୁରୁଙ୍କ କୃପାରୁ ଆସିଥାଏ

ODIA PAGE 150

ਦਯਿ ਵਿਗੋਏ ਫਿਰਹਿ ਵਿਗੁਤੇ ਫਿਟਾ ਵਤੈ ਗਲਾ ॥ପ୍ରଭୁଙ୍କ ଦ୍ଵାରା କୁମାର୍ଗଗାମୀ କରାଯାଇ ସେ ଅପମାନିତ ହୋଇ ବୁଲୁଥାଏ ଆଉ ତାହାର ସମୁଦାୟ ଲୋକ ଭ୍ରଷ୍ଟ ହୋଇଯାନ୍ତି ਜੀਆ ਮਾਰਿ ਜੀਵਾਲੇ ਸੋਈ ਅਵਰੁ ਨ ਕੋਈ ਰਖੈ ॥ସେମାନେ ଏହା ମଧ୍ୟ ବୁଝନ୍ତି ନାହିଁ ଯେ କେବଳ ଭଗବାନ ଜୀବମାନଙ୍କୁ ହତ୍ୟା କରନ୍ତି ଏବଂ ପୁନର୍ଜୀବିତ କରନ୍ତି ଅନ୍ୟ କେହି ସେମାନଙ୍କୁ ରକ୍ଷା କରିପାରିବେ ନାହିଁ ਦਾਨਹੁ ਤੈ ਇਸਨਾਨਹੁ ਵੰਜੇ ਭਸੁ ਪਈ

ODIA PAGE 149

ਸਚਾ ਸਬਦੁ ਬੀਚਾਰਿ ਕਾਲੁ ਵਿਧਉਸਿਆ ॥ସତ୍ୟସ୍ଵରୂପ ବ୍ରହ୍ମାଙ୍କ ଚିନ୍ତନ କରିବା ଦ୍ଵାରା ସିଏ କାଳ (ମୃତ୍ୟୁ)କୁ ନଷ୍ଟ କରିଦେଇଛି ਢਾਢੀ ਕਥੇ ਅਕਥੁ ਸਬਦਿ ਸਵਾਰਿਆ ॥ପ୍ରଶଂସା ଗାନ କରୁଥିବା ଚାରଣ ଅବର୍ଣ୍ଣନୀୟ ପ୍ରଭୁଙ୍କ ମହିମା ଗାନ କରେ ଏବଂ ପ୍ରଭୁଙ୍କ ନାମରେ ଶୃଙ୍ଗାର କରିଛି, ଅର୍ଥାତ୍ ତାଙ୍କ ଜନ୍ମ ସଫଳ ହୋଇଛି | ਨਾਨਕ ਗੁਣ ਗਹਿ ਰਾਸਿ ਹਰਿ ਜੀਉ ਮਿਲੇ ਪਿਆਰਿਆ ॥੨੩॥ହେ ନାନକ! ଶୁଭ ଗୁଣର ପୁଞ୍ଜି ଧରି ରଖିବା

error: Content is protected !!