ODIA PAGE 274

ਬ੍ਰਹਮ ਗਿਆਨੀ ਆਪਿ ਨਿਰੰਕਾਰੁ ॥ବ୍ରହ୍ମଜ୍ଞାନୀ ସ୍ଵୟଂ ହିନ ନିରଙ୍କାର ଅଟନ୍ତି। ਬ੍ਰਹਮ ਗਿਆਨੀ ਕੀ ਸੋਭਾ ਬ੍ਰਹਮ ਗਿਆਨੀ ਬਨੀ ॥ବ୍ରହ୍ମଜ୍ଞାନୀଙ୍କ ଶୋଭା କେବଳ ବ୍ରହ୍ମଜ୍ଞାନୀଙ୍କୁ ହିଁ ବନିଥାଏ। ਨਾਨਕ ਬ੍ਰਹਮ ਗਿਆਨੀ ਸਰਬ ਕਾ ਧਨੀ ॥੮॥੮॥ହେ ନାନକ! ବ୍ରହ୍ମଜ୍ଞାନୀ ସବୁଙ୍କ ମାଲିକ ଅଟନ୍ତି ॥8॥8॥ ਸਲੋਕੁ ॥ଶ୍ଳୋକ॥ ਉਰਿ ਧਾਰੈ ਜੋ ਅੰਤਰਿ ਨਾਮੁ ॥ଯେଉଁ ବ୍ୟକ୍ତି ନିଜ ହୃଦୟରେ ଭଗବାନଙ୍କ ନାମକୁ ବସାଇଥାଏ, ਸਰਬ ਮੈ ਪੇਖੈ ਭਗਵਾਨੁ ॥ଯିଏ ସବୁଙ୍କ

ODIA PAGE 273

ਬ੍ਰਹਮ ਗਿਆਨੀ ਕੀ ਦ੍ਰਿਸਟਿ ਅੰਮ੍ਰਿਤੁ ਬਰਸੀ ॥ବ୍ରହ୍ମଜ୍ଞାନୀଙ୍କ ଦୃଷ୍ଟିରେ ଅମୃତ ବର୍ଷିଥାଏ। ਬ੍ਰਹਮ ਗਿਆਨੀ ਬੰਧਨ ਤੇ ਮੁਕਤਾ ॥ବ୍ରହ୍ମଜ୍ଞାନୀ ବନ୍ଧନରୁ ମୁକ୍ତ ରହିଥାଏ। ਬ੍ਰਹਮ ਗਿਆਨੀ ਕੀ ਨਿਰਮਲ ਜੁਗਤਾ ॥ବ୍ରହ୍ମଜ୍ଞାନୀଙ୍କ ଜୀବନ ଆଚରଣ ବଡ ପବିତ୍ର ଅଟେ। ਬ੍ਰਹਮ ਗਿਆਨੀ ਕਾ ਭੋਜਨੁ ਗਿਆਨ ॥ବ୍ରହ୍ମଜ୍ଞାନୀଙ୍କ ଭୋଜନ ଜ୍ଞାନ ଥାଏ। ਨਾਨਕ ਬ੍ਰਹਮ ਗਿਆਨੀ ਕਾ ਬ੍ਰਹਮ ਧਿਆਨੁ ॥੩॥ହେ ନାନକ! ବ୍ରହ୍ମଜ୍ଞାନୀ ଭଗବାନଙ୍କ ଧ୍ୟାନରେ ହିଁ ମଗ୍ନ ରହିଥାଏ ॥2॥ ਬ੍ਰਹਮ

Odia Page 1060

ਅਨਦਿਨੁ ਸਦਾ ਰਹੈ ਰੰਗਿ ਰਾਤਾ ਕਰਿ ਕਿਰਪਾ ਭਗਤਿ ਕਰਾਇਦਾ ॥੬॥ଭକ୍ତ ସର୍ବଦା ପ୍ରଭୁ-ପ୍ରେମରେ ଲୀନ ରହିଥାଏ ଆଉ ପ୍ରଭୁ ସ୍ଵୟଂ ହିଁ  କୃପା କରି ଭକ୍ତି କରାଇ ଥାଆନ୍ତି||6||                                                ਇਸੁ ਮਨ ਮੰਦਰ ਮਹਿ ਮਨੂਆ ਧਾਵੈ ॥ଏହି ଶରୀରରେ ମନ ପଥଭ୍ରଷ୍ଟ ରହିଥାଏ ଏବଂ                          ਸੁਖੁ ਪਲਰਿ ਤਿਆਗਿ ਮਹਾ ਦੁਖੁ ਪਾਵੈ ॥କୁଟା ଭଳି ବ୍ୟର୍ଥ ମାୟା ପାଇଁ ଆତ୍ମିକ ସୁଖକୁ ତ୍ୟାଗ କରି ମହା ଦୁଃଖ ପ୍ରାପ୍ତ କରିଥାଏ।

Odia Page 1059

ਗੁਰਮੁਖਿ ਹੋਵੈ ਸੁ ਸੋਝੀ ਪਾਏ ॥ଯିଏ ଗୁରୁମୁଖୀ ହୋଇଥାଏ, ତାହାକୁ ଜ୍ଞାନ ପ୍ରାପ୍ତ ହୋଇଥାଏ।         ਹਉਮੈ ਮਾਇਆ ਭਰਮੁ ਗਵਾਏ ॥ସେ ମନରୁ ଅଭିମାନ, ମାୟା ଏବଂ ଭ୍ରମ ଦୂର କରି ଦେଇଥାଏ।                         ਗੁਰ ਕੀ ਪਉੜੀ ਊਤਮ ਊਚੀ ਦਰਿ ਸਚੈ ਹਰਿ ਗੁਣ ਗਾਇਦਾ ॥੭॥ଗୁରୁ ରୂପୀ ସିଢି ସବୁଠାରୁ ଉଚ୍ଚ ଓ ଶ୍ରେଷ୍ଠ ଅଟେ ଏବଂ ଗୁରୁ ସତ୍ୟର ଦ୍ଵାରରେ ପ୍ରଭୁଙ୍କ ଗୁଣଗାନ କରିଥାନ୍ତି||7||                                                    ਗੁਰਮੁਖਿ ਸਚੁ ਸੰਜਮੁ ਕਰਣੀ ਸਾਰੁ

Odia Page 1058

ਸਦਾ ਕਾਰਜੁ ਸਚਿ ਨਾਮਿ ਸੁਹੇਲਾ ਬਿਨੁ ਸਬਦੈ ਕਾਰਜੁ ਕੇਹਾ ਹੇ ॥੭॥ସଚ୍ଚା ନାମର କାର୍ଯ୍ୟ ସଦା ଆନନ୍ଦ ଦାୟକ ଅଟେ ଏବଂ ଶବ୍ଦ ବିନା କାର୍ଯ୍ୟ କିପରି ସାକାର ହୋଇ ପାରିବ?||7||                                                      ਖਿਨ ਮਹਿ ਹਸੈ ਖਿਨ ਮਹਿ ਰੋਵੈ ॥ମନୁଷ୍ୟ ଏକ କ୍ଷଣରେ ହିଁ ହସିବାକୁ ଲାଗିଥାଏ ଏବଂ ଏକ କ୍ଷଣରେ ହିଁ ରୋଦନ କରିଥାଏ ଅର୍ଥାତ ସୁଖ ଓ ଦୁଃଖ ଅନୁଭବ କରିଥାଏ।       ਦੂਜੀ ਦੁਰਮਤਿ ਕਾਰਜੁ

Odia Page 1057

ਗੁਰ ਕੈ ਸਬਦਿ ਹਰਿ ਨਾਮੁ ਵਖਾਣੈ ॥ସେ ଗୁରୁଙ୍କ ଶବ୍ଦ ଦ୍ଵାରା ହରିନାମର ବର୍ଣ୍ଣନା କରିଥାଏ।                                                    ਅਨਦਿਨੁ ਨਾਮਿ ਰਤਾ ਦਿਨੁ ਰਾਤੀ ਮਾਇਆ ਮੋਹੁ ਚੁਕਾਹਾ ਹੇ ॥੮॥ସେ ଦିନ-ରାତି ହରିନାମରେ ଲୀନ ରହି ମାୟା-ମୋହକୁ ଦୂର କରି ଦେଇଥାଏ||8||       ਗੁਰ ਸੇਵਾ ਤੇ ਸਭੁ ਕਿਛੁ ਪਾਏ ॥ଗୁରୁଙ୍କ ସେବା ଦ୍ଵାରା ମନୁଷ୍ୟ ସବୁକିଛି ପ୍ରାପ୍ତ କରିଥାଏ,                                           ਹਉਮੈ ਮੇਰਾ ਆਪੁ ਗਵਾਏ ॥ସେ ନିଜ ମନରୁ ଅହଂତ୍ଵ, ମମତ୍ଵ ଏବଂ

Odia Page 1056

ਬਿਖਿਆ ਕਾਰਣਿ ਲਬੁ ਲੋਭੁ ਕਮਾਵਹਿ ਦੁਰਮਤਿ ਕਾ ਦੋਰਾਹਾ ਹੇ ॥੯॥ବିକାର କାରଣରୁ ସେ ଲାଳସା-ଲୋଭର ଆଚରଣ ଆପଣାଇ ଥାଏ, ଯାହାଦ୍ୱାରା ଦୁର୍ମତି ଦୋଛକିରେ ପଡି ରହିଥାଏ||9||                              ਪੂਰਾ ਸਤਿਗੁਰੁ ਭਗਤਿ ਦ੍ਰਿੜਾਏ ॥ପୂର୍ଣ୍ଣ ସଦଗୁରୁ ହିଁ ଭକ୍ତି ଦୃଢ କରାଇ ଥାଆନ୍ତି।                            ਗੁਰ ਕੈ ਸਬਦਿ ਹਰਿ ਨਾਮਿ ਚਿਤੁ ਲਾਏ ॥ଯିଏ ଗୁରୁଙ୍କ ଉପଦେଶ ଦ୍ଵାରା ହରିନାମରେ ଚିତ୍ତ ଲଗାଇ ଥାଏ,                                          ਮਨਿ ਤਨਿ ਹਰਿ ਰਵਿਆ ਘਟ ਅੰਤਰਿ ਮਨਿ

Odia Page 1055

ਜੁਗ ਚਾਰੇ ਗੁਰ ਸਬਦਿ ਪਛਾਤਾ ॥ସେ ଶବ୍ଦ-ଗୁରୁଙ୍କ ଭେଦକୁ ଚାରି ଯୁଗରେ ଜାଣି ନେଇଥାଏ।                                ਗੁਰਮੁਖਿ ਮਰੈ ਨ ਜਨਮੈ ਗੁਰਮੁਖਿ ਗੁਰਮੁਖਿ ਸਬਦਿ ਸਮਾਹਾ ਹੇ ॥੧੦॥ସେ ଜନ୍ମ ମରଣର ଚକ୍ରରୁ ରକ୍ଷା ପାଇଯାଏ ଏବଂ ଶବ୍ଦରେ ହିଁ ଲୀନ ରହିଥାଏ||10||                                                        ਗੁਰਮੁਖਿ ਨਾਮਿ ਸਬਦਿ ਸਾਲਾਹੇ ॥ଗୁରୁମୁଖୀ ନାମ ଏବଂ ଶବ୍ଦର ହିଁ ସ୍ତୁତି କରିଥାଏ,                                         ਅਗਮ ਅਗੋਚਰ ਵੇਪਰਵਾਹੇ ॥ଯିଏ ଅଗମ୍ୟ, ମନ-ବାଣୀରୁ ଉର୍ଦ୍ଧ୍ଵରେ ଏବଂ ନିଶ୍ଚିନ୍ତ ଅଟନ୍ତି।                                                                           ਏਕ ਨਾਮਿ

Odia Page 1054

ਪੂਰੈ ਸਤਿਗੁਰਿ ਸੋਝੀ ਪਾਈ ॥ପୂର୍ଣ୍ଣ ସଦଗୁରୁ ଏହି ଜ୍ଞାନ ପ୍ରଦାନ କରିଛନ୍ତି ଯେ                       ਏਕੋ ਨਾਮੁ ਮੰਨਿ ਵਸਾਈ ॥ଏକ ପରମାତ୍ମାଙ୍କ ନାମ ମନରେ ସ୍ଥାପନ କର,                                                                            ਨਾਮੁ ਜਪੀ ਤੈ ਨਾਮੁ ਧਿਆਈ ਮਹਲੁ ਪਾਇ ਗੁਣ ਗਾਹਾ ਹੇ ॥੧੧॥ନାମ ଜପ କର, ନାମର ଧ୍ୟାନ କର ଏବଂ ଗୁଣଗାନ କରି ଲକ୍ଷ୍ୟ ପ୍ରାପ୍ତ କର||11|| ਸੇਵਕ ਸੇਵਹਿ ਮੰਨਿ ਹੁਕਮੁ ਅਪਾਰਾ ॥ପ୍ରଭୁଙ୍କ ଅପାର ହୁକୁମ ମାନି ସେବକ ତାହାର

Odia Page 1053

ਆਪੇ ਬਖਸੇ ਸਚੁ ਦ੍ਰਿੜਾਏ ਮਨੁ ਤਨੁ ਸਾਚੈ ਰਾਤਾ ਹੇ ॥੧੧॥ସେ ସ୍ଵୟଂ କ୍ଷମା କରି ସତ୍ୟ ଦୃଢ କରାଇ ଥାଆନ୍ତି ଏବଂ ଜୀବର ମନ-ତନ ସତ୍ୟରେ ଲୀନ ହୋଇଯାଏ||11||                                           ਮਨੁ ਤਨੁ ਮੈਲਾ ਵਿਚਿ ਜੋਤਿ ਅਪਾਰਾ ॥ଏହି ମନ-ତନ ବିକାର କାରଣରୁ ମଇଳା ଅଟେ, ପରନ୍ତୁ ସେଥିରେ ଅପାର ପ୍ରଭୁଙ୍କ ଜ୍ୟୋତି ହିଁ ସ୍ଥିତ ଥାଏ।                                              ਗੁਰਮਤਿ ਬੂਝੈ ਕਰਿ ਵੀਚਾਰਾ ॥ଗୁରୁ ମତାନୁସାରେ ବିଚାର କରି ହିଁ ଜୀବ ଏହି ଭେଦକୁ

error: Content is protected !!