Odia Page 594

ਸਬਦੈ ਸਾਦੁ ਨ ਆਇਓ ਨਾਮਿ ਨ ਲਗੋ ਪਿਆਰੁ ॥ଯେଉଁ  ବ୍ୟକ୍ତିକୁ ଗୁରୁଙ୍କ ଶବ୍ଦର ଆନନ୍ଦ ପ୍ରାପ୍ତ ହୁଏନାହିଁ, ଭଗବାନଙ୍କ ନାମରେ ପ୍ରେମ ଲାଗେ ନାହିଁ,     ਰਸਨਾ ਫਿਕਾ ਬੋਲਣਾ ਨਿਤ ਨਿਤ ਹੋਇ ਖੁਆਰੁ ॥ସେ ନିଜ ଜିଭରେ କଡା କଥା ହିଁ କହିଥାଏ ଏବଂ ସମୟାନୁସାରେ ନାଶ ହୋଇଥାଏ।             ਨਾਨਕ ਕਿਰਤਿ ਪਇਐ ਕਮਾਵਣਾ ਕੋਇ ਨ ਮੇਟਣਹਾਰੁ ॥੨॥ହେ ନାନକ! ଏପରି ବ୍ୟକ୍ତି ନିଜ ପୂର୍ବ ଜନ୍ମର ଶୁଭ

Odia Page 593

ਮਨਮੁਖਿ ਅੰਧ ਨ ਚੇਤਨੀ ਜਨਮਿ ਮਰਿ ਹੋਹਿ ਬਿਨਾਸਿ ॥ଅନ୍ଧ ମନମୁଖୀ ଭଗବାନଙ୍କୁ ସ୍ମରଣ କରେ ନାହିଁ, ଯେଉଁ କାରଣରୁ ଜନ୍ମ ମରଣରେ ପଡି ତାହାର ବିନାଶ ହୋଇଥାଏ।     ਨਾਨਕ ਗੁਰਮੁਖਿ ਤਿਨੀ ਨਾਮੁ ਧਿਆਇਆ ਜਿਨ ਕੰਉ ਧੁਰਿ ਪੂਰਬਿ ਲਿਖਿਆਸਿ ॥੨॥ହେ ନାନକ! ଯାହାର ଭାଗ୍ୟରେ ବିଧାତା ପ୍ରାରମ୍ଭରୁ ହିଁ ଲେଖିଛନ୍ତି, ସେ ହିଁ ଗୁରୁଙ୍କ ମାଧମରେ ନାମକୁ ଧ୍ୟାନ କରିଛି॥2॥         ਪਉੜੀ ॥ପଉଡି ॥  ਹਰਿ ਨਾਮੁ ਹਮਾਰਾ

Odia Page 592

ਸਭਿ ਘਟ ਭੋਗਵੈ ਅਲਿਪਤੁ ਰਹੈ ਅਲਖੁ ਨ ਲਖਣਾ ਜਾਈ ॥ସେ ସବୁଙ୍କ ହୃଦୟରେ ରମଣ କରିଥାନ୍ତି, କିନ୍ତୁ ତଥାପି ତାହାଙ୍କ ଠାରୁ ନିର୍ଲିପ୍ତ ରହିଥାନ୍ତି, ସେ ଅଦୃଷ୍ଟ ଅଟନ୍ତି ଆଉ ତାହାଙ୍କ ଦର୍ଶନ ମିଳେନାହିଁ।       ਪੂਰੈ ਗੁਰਿ ਵੇਖਾਲਿਆ ਸਬਦੇ ਸੋਝੀ ਪਾਈ ॥ଏହି ବିଶ୍ଵରେ ପୂର୍ଣ୍ଣ ଗୁରୁ ତାହାଙ୍କ ଦର୍ଶନ କରାଇଛନ୍ତି ଆଉ ଶବ୍ଦ ଦ୍ଵାରା ତାହାଙ୍କ ଜ୍ଞାନ ପ୍ରଦାନ କରିଛନ୍ତି।   ਪੁਰਖੈ ਸੇਵਹਿ ਸੇ ਪੁਰਖ ਹੋਵਹਿ ਜਿਨੀ

Odia Page 591

ਜਿਨਾ ਗੁਰਸਿਖਾ ਕਉ ਹਰਿ ਸੰਤੁਸਟੁ ਹੈ ਤਿਨੀ ਸਤਿਗੁਰ ਕੀ ਗਲ ਮੰਨੀ ॥ଯେଉଁ ଗୁରୁଙ୍କ ଶିଷ୍ୟ ଉପରେ ଭଗବାନ ପରମ ସନ୍ତୁଷ୍ଟ ଅଛନ୍ତି, ସେହି ସଦଗୁରୁଙ୍କ କଥା ମାନିଛି।    ਜੋ ਗੁਰਮੁਖਿ ਨਾਮੁ ਧਿਆਇਦੇ ਤਿਨੀ ਚੜੀ ਚਵਗਣਿ ਵੰਨੀ ॥੧੨॥ଯେଉଁ ଗୁରୁମୁଖୀ ହରିନାମର ଧ୍ୟାନ-ମନନ କରିଥାଏ, ସେ ତାହାଙ୍କ ପ୍ରେମ ରଙ୍ଗରେ ବହୁଗୁଣ ରଙ୍ଗୀନ ହୋଇଥାଏ॥12॥      ਸਲੋਕ ਮਃ ੩ ॥ଶ୍ଳୋକ ମହଲା 3 ॥  ਮਨਮੁਖੁ ਕਾਇਰੁ ਕਰੂਪੁ

Odia Page 590

ਨਾਨਕ ਬਿਨੁ ਸਤਿਗੁਰ ਸੇਵੇ ਜਮ ਪੁਰਿ ਬਧੇ ਮਾਰੀਅਨਿ ਮੁਹਿ ਕਾਲੈ ਉਠਿ ਜਾਹਿ ॥੧॥ହେ ନାନକ! ସଦଗୁରୁଙ୍କ ସେବା ବିନା ଜୀବ ଦୁନିଆରୁ ମୁହଁ କଳା କରି ଚାଲିଯାଏ ଏବଂ ଯମପୁରୀରେ ଦଣ୍ଡ ଭୋଗ କରିଥାଏ॥1॥     ਮਹਲਾ ੧ ॥ମହଲା 1 ॥  ਜਾਲਉ ਐਸੀ ਰੀਤਿ ਜਿਤੁ ਮੈ ਪਿਆਰਾ ਵੀਸਰੈ ॥ମୁଁ ଏପରି ରୀତିକୁ ଜଳାଇ ଦେବି, ଯାହାର ଫଳ ସ୍ୱରୂପ ମୋତେ ମୋର ପ୍ରିୟ ପ୍ରଭୁ ଭୁଲି ଯାଆନ୍ତି।

Odia Page 589

ਸੋ ਸਤਿਗੁਰੁ ਤਿਨ ਕਉ ਭੇਟਿਆ ਜਿਨ ਕੈ ਮੁਖਿ ਮਸਤਕਿ ਭਾਗੁ ਲਿਖਿ ਪਾਇਆ ॥੭॥ଏପରି ସଦଗୁରୁଙ୍କ ସହିତ ସେହି ଲୋକଙ୍କ ହିଁ ଭେଟ ହୋଇଥାଏ, ଯାହାର କପାଳରେ ପରମାତ୍ମା ଭାଗ୍ୟ ଲେଖିଥାନ୍ତି॥7॥          ਸਲੋਕੁ ਮਃ ੩ ॥ଶ୍ଳୋକ ମହଲା 3 ॥  ਭਗਤਿ ਕਰਹਿ ਮਰਜੀਵੜੇ ਗੁਰਮੁਖਿ ਭਗਤਿ ਸਦਾ ਹੋਇ ॥ଅହଂକାରରୁ ମୃତ ହୋଇଥିବା ଜୀବ ହିଁ ଭଗବାନଙ୍କ ଭକ୍ତି କରିଥାଏ ଆଉ ଗୁରୁ ଦ୍ଵାରା ଭକ୍ତି କରାଯାଇ ପାରେ।          

Odia Page 588

ਤਿਸੁ ਗੁਰ ਕਉ ਸਦ ਬਲਿਹਾਰਣੈ ਜਿਨਿ ਹਰਿ ਸੇਵਾ ਬਣਤ ਬਣਾਈ ॥ମୁଁ ସେହି ଗୁରୁଙ୍କ ପ୍ରତି ସଦା ସମର୍ପିତ ଅଟେ, ଯିଏ ହରିଙ୍କ ଉପାସନାର ଶୁଭ ଅବସର ଦେଇଛନ୍ତି।   ਸੋ ਸਤਿਗੁਰੁ ਪਿਆਰਾ ਮੇਰੈ ਨਾਲਿ ਹੈ ਜਿਥੈ ਕਿਥੈ ਮੈਨੋ ਲਏ ਛਡਾਈ ॥ସେହି ପ୍ରିୟ ସଦଗୁର ସର୍ବଦା ମୋ’ ସାଥିରେ ଅଛନ୍ତି ଏବଂ ମୁଁ ଯେଉଁଠି ଥିଲେ ମଧ୍ୟ ମୋତେ ମୁକ୍ତ କରାଇ ଦିଅନ୍ତି।      ਤਿਸੁ ਗੁਰ ਕਉ

Odia Page 587

ਦੁਖਿ ਲਗੈ ਘਰਿ ਘਰਿ ਫਿਰੈ ਅਗੈ ਦੂਣੀ ਮਿਲੈ ਸਜਾਇ ଗର୍ବୀ ବ୍ୟକ୍ତିକୁ ବହୁତ ଦୁଃଖ ମିଳିଥାଏ, ସେ ଘର-ଘର ବୁଲିଥାଏ ଆଉ ପରଲୋକରେ ଦୁଇଗୁଣ ଦଣ୍ଡ ମିଳିଥାଏ।    ਅੰਦਰਿ ਸਹਜੁ ਨ ਆਇਓ ਸਹਜੇ ਹੀ ਲੈ ਖਾਇ ॥ତାହାର ମନରେ ସନ୍ତୋଷ ନଥାଏ, ଯାହା ଫଳରେ ତାହାକୁ କିଛି ମଧ୍ୟ ମିଳେନାହିଁ।       ਮਨਹਠਿ ਜਿਸ ਤੇ ਮੰਗਣਾ ਲੈਣਾ ਦੁਖੁ ਮਨਾਇ ॥ସେ ଯାହା କିଛି ମାଗିଥାଏ, ନିଜ ମନର

Odia Page 586

ਸਲੋਕੁ ਮਃ ੩ ॥ଶ୍ଳୋକ ମହଲା 3॥  ਭੈ ਵਿਚਿ ਸਭੁ ਆਕਾਰੁ ਹੈ ਨਿਰਭਉ ਹਰਿ ਜੀਉ ਸੋਇ ॥ଏହି ସାରା ଦୁନିଆ ଭୟରେ ଥାଏ, କିନ୍ତୁ ଏକ ପୂଜ୍ୟ-ପରମେଶ୍ଵର ହିଁ ନିର୍ଭୀକ ଅଟେ।        ਸਤਿਗੁਰਿ ਸੇਵਿਐ ਹਰਿ ਮਨਿ ਵਸੈ ਤਿਥੈ ਭਉ ਕਦੇ ਨ ਹੋਇ ॥ସଦଗୁରୁଙ୍କ ସେବା କରିବା ଦ୍ଵାରା ପରମେଶ୍ଵର ମନରେ ନିବାସ କରିଥାନ୍ତି ଆଉ ଭୟ ମନ ଭିତରେ ପ୍ରବେଶ କରିପାରେ ନାହିଁ।     ਦੁਸਮਨੁ ਦੁਖੁ

Odia Page 585

ਭ੍ਰਮੁ ਮਾਇਆ ਵਿਚਹੁ ਕਟੀਐ ਸਚੜੈ ਨਾਮਿ ਸਮਾਏ ॥ସଦଗୁରୁ ତାହାର ମନରୁ ମାୟାର ଭ୍ରମ ଦୂର କରିଥାନ୍ତି ଆଉ ପୁଣି ସେ ସତ୍ୟ ନାମରେ ରହିଥାଏ।    ਸਚੈ ਨਾਮਿ ਸਮਾਏ ਹਰਿ ਗੁਣ ਗਾਏ ਮਿਲਿ ਪ੍ਰੀਤਮ ਸੁਖੁ ਪਾਏ ॥ସତ୍ୟ ନାମରେ ରହି ଭଗବାନଙ୍କ ଗୁଣଗାନ କରିଥାଏ ଆଉ ନିଜ ପ୍ରିୟତମ ପ୍ରଭୁଙ୍କ ସହିତ ମିଶି ସୁଖ ପ୍ରାପ୍ତ କରିଥାଏ।          ਸਦਾ ਅਨੰਦਿ ਰਹੈ ਦਿਨੁ ਰਾਤੀ ਵਿਚਹੁ ਹੰਉਮੈ ਜਾਏ

error: Content is protected !!