Odia Page 511
ਕਾਇਆ ਮਿਟੀ ਅੰਧੁ ਹੈ ਪਉਣੈ ਪੁਛਹੁ ਜਾਇ ॥ଏହି ଶରୀର ମାଟିର, ଅନ୍ଧ ଅର୍ଥାତ ଜ୍ଞାନହୀନ ଅଟେ। ਹਉ ਤਾ ਮਾਇਆ ਮੋਹਿਆ ਫਿਰਿ ਫਿਰਿ ਆਵਾ ਜਾਇ ॥ଯଦି ଜୀବାତ୍ମାକୁ ପଚରା ଯାଏ, ତାହାହେଲେ ଜୀବାତ୍ମା କହିଥାଏ ଯେ ମୋତେ ମୋହ ମାୟା ଆକର୍ଷିତ କରିଛି, ଏଥିପାଇଁ ମୁଁ ବାରମ୍ବାର ସଂସାରକୁ ଆସି ଯାଇଥାଏ। ਨਾਨਕ ਹੁਕਮੁ ਨ ਜਾਤੋ ਖਸਮ ਕਾ ਜਿ ਰਹਾ ਸਚਿ ਸਮਾਇ ॥੧॥ହେ ନାନକ!
