ODIA PAGE 371

ਜਜਿ ਕਾਜਿ ਪਰਥਾਇ ਸੁਹਾਈ ॥੧॥ ਰਹਾਉ ॥ପୂଜା ବିବାହ ଇତ୍ୟାଦି ଶୁଭକର୍ମରେ ଏହା ସର୍ବତ୍ର ବହୁତ ସୁନ୍ଦର ଲାଗିଥାଏ ॥1॥ରୁହ॥ ਜਿਚਰੁ ਵਸੀ ਪਿਤਾ ਕੈ ਸਾਥਿ ॥ଯେ ପର୍ଯ୍ୟନ୍ତ ଭକ୍ତି ରୂପୀ ନାରୀ ନିଜ ପିତା ଅର୍ଥାତ ଗୁରୁଙ୍କ ସାଥିରେ ରହିଥାଏ, ਤਿਚਰੁ ਕੰਤੁ ਬਹੁ ਫਿਰੈ ਉਦਾਸਿ ॥ସେ ପର୍ଯ୍ୟନ୍ତ ତାହାର ଜୀବ ରୂପୀ ପତି ବହୁତ ଉଦାସ ହୋଇ ପଥଭ୍ରଷ୍ଟ ରହିଥାଏ। ਕਰਿ ਸੇਵਾ ਸਤ ਪੁਰਖੁ ਮਨਾਇਆ ॥ଯେବେ ଜୀବ

ODIA PAGE 1200

ਸ੍ਰਵਣੀ ਕੀਰਤਨੁ ਸੁਨਉ ਦਿਨੁ ਰਾਤੀ ਹਿਰਦੈ ਹਰਿ ਹਰਿ ਭਾਨੀ ॥੩॥କାନରେ ଦିନରାତି ପରମାତ୍ମାଙ୍କ ଭଜନ କୀର୍ତ୍ତନ ଶୁଣିଥାଏ ଏବଂ ହୃଦୟରେ ପ୍ରଭୁ ହିଁ ଭଲ ଲାଗିଥାନ୍ତି||3|| ਪੰਚ ਜਨਾ ਗੁਰਿ ਵਸਗਤਿ ਆਣੇ ਤਉ ਉਨਮਨਿ ਨਾਮਿ ਲਗਾਨੀ ॥ଯେତେବେଳେ ଗୁରୁ ପାଞ୍ଚ ବିକାରକୁ ବଶୀଭୂତ କରି ଦେଇଛନ୍ତି, ନାମରେ ଲୀନ ହୋଇ ଯାଇଛି। ਜਨ ਨਾਨਕ ਹਰਿ ਕਿਰਪਾ ਧਾਰੀ ਹਰਿ ਰਾਮੈ ਨਾਮਿ ਸਮਾਨੀ ॥੪॥੫॥ହେ ନାନକ! ଈଶ୍ଵରଙ୍କ କୃପା ହୋଇ

ODIA PAGE 1199

ਸਾਰਗ ਮਹਲਾ ੪ ॥ସାରଙ୍ଗ ମହଲା 4॥   ਹਰਿ ਹਰਿ ਅੰਮ੍ਰਿਤ ਨਾਮੁ ਦੇਹੁ ਪਿਆਰੇ ॥ହେ ପ୍ରିୟ ପରମେଶ୍ଵର! ମୋତେ ଅମୃତ-ନାମ ପ୍ରଦାନ କର। ਜਿਨ ਊਪਰਿ ਗੁਰਮੁਖਿ ਮਨੁ ਮਾਨਿਆ ਤਿਨ ਕੇ ਕਾਜ ਸਵਾਰੇ ॥੧॥ ਰਹਾਉ ॥ଯାହାର ମନ ଗୁରୁଙ୍କ ପ୍ରତି ସଂପୂର୍ଣ୍ଣ ବିଶ୍ଵସ୍ତ ହୋଇଯାଏ, ତାହାର ସବୁ କାର୍ଯ୍ୟ ସିଦ୍ଧ ହୋଇଯାଏ॥1॥ରୁହ॥ ਜੋ ਜਨ ਦੀਨ ਭਏ ਗੁਰ ਆਗੈ ਤਿਨ ਕੇ ਦੂਖ ਨਿਵਾਰੇ ॥ଯେଉଁ ଲୋକ ଗୁରୁଙ୍କ

ODIA PAGE 1198

ਇਨ ਬਿਧਿ ਹਰਿ ਮਿਲੀਐ ਵਰ ਕਾਮਨਿ ਧਨ ਸੋਹਾਗੁ ਪਿਆਰੀ ॥ଏହି ପ୍ରକାରେ ଜୀବ ରୂପୀ କାମିନୀକୁ ହରି ରୂପୀ ବର ମିଳିଯାନ୍ତି ଏବଂ ସେହି ପ୍ରିୟକୁ ସୋହାଗ ମିଳିଯାଏ।  ਜਾਤਿ ਬਰਨ ਕੁਲ ਸਹਸਾ ਚੂਕਾ ਗੁਰਮਤਿ ਸਬਦਿ ਬੀਚਾਰੀ ॥੧॥ଗୁରୁ-ମତର ଶବ୍ଦର ଚିନ୍ତନ କରି ଜାତି-ବର୍ଣ୍ଣ ଏବଂ କୁଳର ସଂଶୟ ଦୂର ହୋଇଯାଏ||1|| ਜਿਸੁ ਮਨੁ ਮਾਨੈ ਅਭਿਮਾਨੁ ਨ ਤਾ ਕਉ ਹਿੰਸਾ ਲੋਭੁ ਵਿਸਾਰੇ ॥ଯାହାର ମନ ପରିତୃପ୍ତ ହୋଇଯାଏ,

ODIA PAGE 1197

ਰਾਗੁ ਸਾਰਗ ਚਉਪਦੇ ਮਹਲਾ ੧ ਘਰੁ ੧ରାଗ ସାରଙ୍ଗ ଚଉପଦୀ ମହଲା ଘର 1   ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰਪ੍ਰਸਾਦਿ ॥ପରମାତ୍ମା ଏକ ଅଟନ୍ତି, ତାହାଙ୍କ ନାମ ସତ୍ୟ ଅଟେ। ସେ ସୃଷ୍ଟିର ରଚୟିତା ସର୍ବଶକ୍ତିମାନ ଅଟନ୍ତି। ତାହାଙ୍କ ଠାରେ କୌଣସି ଭୟ ବ୍ୟାପ୍ତ ହୁଏନାହିଁ, କାହା ସହିତ ତାହାଙ୍କ ଶତ୍ରୁତା ନାହିଁ, ସେ କାଳାତୀତ, ଅଜନ୍ମା ଏବଂ ସ୍ଵୟଂଭୂ ଅଟନ୍ତି ଆଉ

ODIA PAGE 1196

ਨਾਰਾਇਣੁ ਸੁਪ੍ਰਸੰਨ ਹੋਇ ਤ ਸੇਵਕੁ ਨਾਮਾ ॥੩॥੧॥ନାମଦେବ କହନ୍ତି ଯେ ଯଦି ଈଶ୍ଵର ପ୍ରସନ୍ନ ହୋଇଯାନ୍ତି, ତାହାହେଲେ ହିଁ ସେବକର ସେବା ସଫଳ ହୋଇଥାଏ||3||1|| ਲੋਭ ਲਹਰਿ ਅਤਿ ਨੀਝਰ ਬਾਜੈ ॥ହେ ଈଶ୍ଵର! ଲୋଭର ଲହରୀ ବହୁତ ଉଛୁଳି ଅଛି ଏବଂ ਕਾਇਆ ਡੂਬੈ ਕੇਸਵਾ ॥੧॥ଏହି ଶରୀର ଏଥିରେ ହିଁ ବୁଡି ରହୁଛି||1|| ਸੰਸਾਰੁ ਸਮੁੰਦੇ ਤਾਰਿ ਗੋੁਬਿੰਦੇ ॥ହେ ପରମେଶ୍ଵର! ଏହି ସଂସାର-ସାଗରରୁ ମୋତେ ପାର କରାଇ ଦିଅ। ਤਾਰਿ ਲੈ

ODIA PAGE 1195

ਜਿਹ ਘਟੈ ਮੂਲੁ ਨਿਤ ਬਢੈ ਬਿਆਜੁ ॥ ਰਹਾਉ ॥ଯାହା କରିବା ଦ୍ଵାରା ମୂଳଧନ କମିଥାଏ ଏବଂ ସୁଧ ବଢିଥାଏ॥ରୁହ॥ ਸਾਤ ਸੂਤ ਮਿਲਿ ਬਨਜੁ ਕੀਨ ॥ବାସ୍ତବରେ ଏହି ବ୍ୟାପାରୀମାନେ ମିଶି ବହୁତ ପ୍ରକାରର ବିକାରର ବ୍ୟାପାର କରି ନେଇଛନ୍ତି ଏବଂ ਕਰਮ ਭਾਵਨੀ ਸੰਗ ਲੀਨ ॥ନିଜ କୃତକର୍ମକୁ ସାଥିରେ ନେଇ ଯାଇଛି। ਤੀਨਿ ਜਗਾਤੀ ਕਰਤ ਰਾਰਿ ॥ତିନି ଗୁଣ ମଧ୍ୟ ବହୁତ ହଙ୍ଗାମା କରିଥାନ୍ତି, ਚਲੋ ਬਨਜਾਰਾ ਹਾਥ ਝਾਰਿ

ODIA PAGE 1194

ਹਣਵੰਤੁ ਜਾਗੈ ਧਰਿ ਲੰਕੂਰੁ ॥ଲମ୍ବା ଲାଞ୍ଜ ଥିବା ହନୁମାନ ମୋହ ମାୟା ଠାରୁ ସାବଧାନ ରହିଥିଲେ। ਸੰਕਰੁ ਜਾਗੈ ਚਰਨ ਸੇਵ ॥ଶ୍ଵରଙ୍କ ଚରଣ ସେବାରେ ଶିବଶଙ୍କର ଜାଗୃତ ଅଛନ୍ତି। ਕਲਿ ਜਾਗੇ ਨਾਮਾ ਜੈਦੇਵ ॥੨॥କଳିଯୁଗରେ ଭକ୍ତ ନାମଦେବ ଏବଂ ଭକ୍ତ ଜୟଦେବ ପ୍ରଭୁ ଭକ୍ତିରେ ଜାଗୃତ କୁହା ଯାଇପାରିବ।।।2।। ਜਾਗਤ ਸੋਵਤ ਬਹੁ ਪ੍ਰਕਾਰ ॥ଏହି ଉଠିବା ଏବଂ ଶୋଇବା ମଧ୍ୟ ବହୁତ ପ୍ରକାର ଅଛି। ਗੁਰਮੁਖਿ ਜਾਗੈ ਸੋਈ ਸਾਰੁ ॥ଗୁରୂମୂଖୀ

ODIA PAGE 1193

ਜਾ ਕੈ ਕੀਨੑੈ ਹੋਤ ਬਿਕਾਰ ॥ଯେଉଁ ଧନ-ଦୌଲତକୁ ଏକାଠି କରିବାରେ ପାପ କରିଥାଉ, ਸੇ ਛੋਡਿ ਚਲਿਆ ਖਿਨ ਮਹਿ ਗਵਾਰ ॥੫॥ତାହାକୁ ମୂର୍ଖ ମନୁଷ୍ୟ ଏକ କ୍ଷଣରେ ଛାଡି ଚାଲି ଯାଇଥାଏ||5|| ਮਾਇਆ ਮੋਹਿ ਬਹੁ ਭਰਮਿਆ ॥ମାୟାର ମୋହ ଯୋଗୁଁ ଜୀବ ପଥଭ୍ରଷ୍ଟ ରହିଥାଏ, ପରନ୍ତୁ ਕਿਰਤ ਰੇਖ ਕਰਿ ਕਰਮਿਆ ॥କର୍ମ ରେଖାର ଆଧାରରେ ସେହି କର୍ମ ହିଁ କରିଥାଏ। ਕਰਣੈਹਾਰੁ ਅਲਿਪਤੁ ਆਪਿ ॥ବିଧାତା ଏହିସବୁ ଠାରୁ ନିଜେ ନିର୍ଲିପ୍ତ

ODIA PAGE 1192

ਬਸੰਤੁ ਮਹਲਾ ੫ ਘਰੁ ੧ ਦੁਤੁਕੀਆବସନ୍ତ ମହଲା 5 ଘର 1 ଦୁତୁକୀ ੴ ਸਤਿਗੁਰ ਪ੍ਰਸਾਦਿ ॥ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ। ਸੁਣਿ ਸਾਖੀ ਮਨ ਜਪਿ ਪਿਆਰ ॥ହେ ମନ! ଶିକ୍ଷା ଶୁଣି ପ୍ରେମ ସହିତ ଜପ କର। ਅਜਾਮਲੁ ਉਧਰਿਆ ਕਹਿ ਏਕ ਬਾਰ ॥କେବଳ ଏକ ଥର ନାରାୟଣଙ୍କ ଉଚ୍ଚାରଣ କରିବା ଦ୍ଵାରା ଅଜାମଲର ଉଦ୍ଧାର ହୋଇଯାଏ। ਬਾਲਮੀਕੈ ਹੋਆ ਸਾਧਸੰਗੁ ॥ବାଲ୍ମୀକିଙ୍କୁ

error: Content is protected !!