ODIA PAGE 267

ਮੁਖਿ ਅਪਿਆਉ ਬੈਠ ਕਉ ਦੈਨ ॥ବସିଥିବା ସମୟରେ ମୁଖରେ ଭୋଜନ ଦେବା ପାଇଁ, ତୋର ସେବା କରିବା ପାଇଁ। ਇਹੁ ਨਿਰਗੁਨੁ ਗੁਨੁ ਕਛੂ ਨ ਬੂਝੈ ॥ଏହି ଗୁଣହୀନ ମନୁଷ୍ୟ କରିଥିବା ଉପକାରର କିଛି ମଧ୍ୟ ପ୍ରଶଂସା କରେ ନାହିଁ। ਬਖਸਿ ਲੇਹੁ ਤਉ ਨਾਨਕ ਸੀਝੈ ॥੧॥ନାନକ କହନ୍ତି ଯେ ହେ ଇଶ୍ଵର! ଯଦି ତୁ ତାହାକୁ କ୍ଷମା କରିଦିଅ, ତାହାହେଲେ ହିଁ ସେ ମୋକ୍ଷ ପ୍ରାପ୍ତ କରିପାରିବ ॥1॥ ਜਿਹ ਪ੍ਰਸਾਦਿ

ODIA PAGE 266

ਅਨਿਕ ਜਤਨ ਕਰਿ ਤ੍ਰਿਸਨ ਨਾ ਧ੍ਰਾਪੈ ॥ଅନେକ ଯତ୍ନ କରିବା ଦ୍ଵାରା ତୃଷ୍ଣାର ଅଗ୍ନି ଲିଭେ ନାହିଁ। ਭੇਖ ਅਨੇਕ ਅਗਨਿ ਨਹੀ ਬੁਝੈ ॥ଅନେକ ଧାର୍ମିକ ବେଶ ବଦଳାଇଲେ ତୃଷ୍ଣାର ଅଗ୍ନି ଲିଭେ ନାହିଁ। ਕੋਟਿ ਉਪਾਵ ਦਰਗਹ ਨਹੀ ਸਿਝੈ ॥ଏପରି କୋଟି କୋଟି ଉପାୟ ଦ୍ଵାରା ମନୁଷ୍ୟ ପ୍ରଭୁଙ୍କ ଦରବାରରେ ମୁକ୍ତ ହୁଏନାହିଁ। ਛੂਟਸਿ ਨਾਹੀ ਊਭ ਪਇਆਲਿ ॥ସେ ଆକାଶକୁ ଯାଉ କିମ୍ବା ପାତାଳକୁ ଯାଉ, ତାହାର ମୁକ୍ତି ହୁଏନାହିଁ,

ODIA PAGE 265

ਹਰਿ ਕਾ ਨਾਮੁ ਜਨ ਕਉ ਭੋਗ ਜੋਗ ॥ଭଗବାନଙ୍କ ନାମ ହିଁ ଭକ୍ତ ପାଇଁ ଯୋଗ,ସାଧନ ଏବଂ ଗୃହସ୍ଥିର ମାୟା-ଭୋଗ ଅଟେ। ਹਰਿ ਨਾਮੁ ਜਪਤ ਕਛੁ ਨਾਹਿ ਬਿਓਗੁ ॥ଭଗବାନଙ୍କ ନାମର ଜପ କରିଲେ ତାହାକୁ କୌଣସି ଦୁଃଖ କ୍ଲେଶ ହୁଏନାହିଁ। ਜਨੁ ਰਾਤਾ ਹਰਿ ਨਾਮ ਕੀ ਸੇਵਾ ॥ଭଗବାନଙ୍କ ଭକ୍ତ ତାହାଙ୍କ ନାମର ସେବାରେ ହିଁ ମଗ୍ନ ରହିଥାଏ। ਨਾਨਕ ਪੂਜੈ ਹਰਿ ਹਰਿ ਦੇਵਾ ॥੬॥ହେ ନାନକ! (ଭକ୍ତ ସର୍ବଦା)

Odia Page 944

ਗੁਪਤੀ ਬਾਣੀ ਪਰਗਟੁ ਹੋਇ ॥ହେ ନାନକ ! ଯାହାର ମନରେ ଅନାହତ ଶବ୍ଦ ରୂପୀ ଗୁପ୍ତ ବାଣୀ ପ୍ରକଟ ହୋଇଯାଏ,  ਨਾਨਕ ਪਰਖਿ ਲਏ ਸਚੁ ਸੋਇ ॥੫੩॥ସେ ସତ୍ୟକୁ ଜାଣି ଦିଅନ୍ତି।।  53 ।। ਸਹਜ ਭਾਇ ਮਿਲੀਐ ਸੁਖੁ ਹੋਵੈ ॥ସହଜ ସ୍ଵଭାବପରମାତ୍ମା ଙ୍କୁ ମିଶିବା ଦ୍ଵାରା ହିଁ ସୁଖ ଉପଲବ୍ଧ ହୋଇଥାଏ। ਗੁਰਮੁਖਿ ਜਾਗੈ ਨੀਦ ਨ ਸੋਵੈ ॥ଗୁରୁମୁଖୀ ସର୍ବଦା ହିଁ ଜାଗୃତ ରହିଥାନ୍ତି ଏବଂ ସେ ଅଜ୍ଞାନତାର ନିଦ୍ରାରେ

ODIA PAGE 264

ਅਸਟਪਦੀ ॥ ਜਹ ਮਾਤ ਪਿਤਾ ਸੁਤ ਮੀਤ ਨ ਭਾਈ ॥ଯେଉଁଠାରେ ମାତା, ପିତା, ପୁତ୍ର, ମିତ୍ର, ଭାଇ କେହି ସାଥି ବନେ ନାହିଁ, ਮਨ ਊਹਾ ਨਾਮੁ ਤੇਰੈ ਸੰਗਿ ਸਹਾਈ ॥ସେଠାରେ ହେ ମନ! ପ୍ରଭୁଙ୍କ ନାମ ତୋର ସହାୟତା କରିବାବାଲା ଅଟେ। ਜਹ ਮਹਾ ਭਇਆਨ ਦੂਤ ਜਮ ਦਲੈ ॥ଯେଉଁଠି ବଡ ଭୟାନକ ଯମଦୂତର ଦଳ ଅଛି ਤਹ ਕੇਵਲ ਨਾਮੁ ਸੰਗਿ ਤੇਰੈ ਚਲੈ ॥ସେଇଠି ତୋର ସାଥିରେ

Odia Page 943

ਪਵਨ ਅਰੰਭੁ ਸਤਿਗੁਰ ਮਤਿ ਵੇਲਾ ॥(ଗୁରୁ ନାନକ ଦେବ ଉତ୍ତର ଦିଅନ୍ତି ଯେ) ସୃଷ୍ଟିର ଆରମ୍ଭ ପବନ ରୂପୀ ଶ୍ୱାସ ଅଟେ। ଏହା ମାନବ ଜୀବନ ସତ୍ ଗୁରୁଙ୍କ ଉପଦେଶ ନେବାର ଶୁଭ ଅବସର ଅଟେ। ਸਬਦੁ ਗੁਰੂ ਸੁਰਤਿ ਧੁਨਿ ਚੇਲਾ ॥ଶବ୍ଦ ମୋର ଗୁରୁ ଅଟେ ଏବଂ ଶବ୍ଦ ର ଧ୍ଵନି କୁ ଶୁଣିବା ବାଲା ସୁରତି ତାହାର ଚେଲା ଅଟେ। ਅਕਥ ਕਥਾ ਲੇ ਰਹਉ ਨਿਰਾਲਾ ॥ଅକଥନୀୟ ପ୍ରଭୁଙ୍କ କଥା

ODIA PAGE 263

ਨਾਨਕ ਤਾ ਕੈ ਲਾਗਉ ਪਾਏ ॥੩॥ହେ ନାନକ! ମୁଁ ସେହି ସ୍ମରଣ କରିବା ବାଲା ମହାପୁରୁଷଙ୍କ ଚରଣ ସ୍ପର୍ଶ କରିଥାଏ ॥3॥ ਪ੍ਰਭ ਕਾ ਸਿਮਰਨੁ ਸਭ ਤੇ ਊਚਾ ॥ପ୍ରଭୁଙ୍କ ସ୍ମରଣ ସବୁଠାରୁ ଉଚ୍ଚ ଅଟେ। ਪ੍ਰਭ ਕੈ ਸਿਮਰਨਿ ਉਧਰੇ ਮੂਚਾ ॥ପ୍ରଭୁଙ୍କ ସ୍ମରଣ କରିଲେ ଅନେକ ପ୍ରାଣୀ ଉଦ୍ଧାର ହୋଇଯାନ୍ତି। ਪ੍ਰਭ ਕੈ ਸਿਮਰਨਿ ਤ੍ਰਿਸਨਾ ਬੁਝੈ ॥ପ୍ରଭୁଙ୍କ ସ୍ମରଣ କରିଲେ ତୃଷ୍ଣା ଦୂର ହୋଇଯାଏ। ਪ੍ਰਭ ਕੈ ਸਿਮਰਨਿ ਸਭੁ

ODIA PAGE 262

ਨਾਨਕ ਦੀਜੈ ਨਾਮ ਦਾਨੁ ਰਾਖਉ ਹੀਐ ਪਰੋਇ ॥੫੫॥ହେ ନାନକ! ମୋତେ ନିଜର ନାମର ଦାନ ଆଶୀର୍ବାଦ କର, (ଏହି ଦାନ) ମୁଁ ନିଜ ହୃଦୟରେ ସ୍ଥାପନ କରି ରଖିବି॥55॥ ਸਲੋਕੁ ॥ଶ୍ଳୋକ॥ ਗੁਰਦੇਵ ਮਾਤਾ ਗੁਰਦੇਵ ਪਿਤਾ ਗੁਰਦੇਵ ਸੁਆਮੀ ਪਰਮੇਸੁਰਾ ॥ଗୁରୁ ହିଁ ମାତା, ଗୁରୁ ହିଁ ପିତା (ଗୁରୁ ହିଁ ଆତ୍ମିକ ଜନ୍ମ ଦାତା ଅଟେ), ଗୁରୁ ମାଲିକ ପ୍ରଭୁଙ୍କ ରୂପ ଅଟନ୍ତି। ਗੁਰਦੇਵ ਸਖਾ ਅਗਿਆਨ ਭੰਜਨੁ ਗੁਰਦੇਵ ਬੰਧਿਪ

ODIA PAGE 261

ਓਰੈ ਕਛੂ ਨ ਕਿਨਹੂ ਕੀਆ ॥ଏଠାରେ (ଇହଲୋକରେ) କେହି ମଧ୍ୟ କିଛି ସ୍ଵୟଂ ସଂପୂର୍ଣ୍ଣ କରିନାହାନ୍ତି। ਨਾਨਕ ਸਭੁ ਕਛੁ ਪ੍ਰਭ ਤੇ ਹੂਆ ॥੫੧॥ହେ ନାନକ! ପ୍ରଭୁ ହିଁ ଏହି ସୃଷ୍ଟି ରଚନା କରିଛନ୍ତି ॥51॥ ਸਲੋਕੁ ॥ଶ୍ଳୋକ॥ ਲੇਖੈ ਕਤਹਿ ਨ ਛੂਟੀਐ ਖਿਨੁ ਖਿਨੁ ਭੂਲਨਹਾਰ ॥ହେ ନାନକ! ଯଦି ଆମେ ଜୀବଙ୍କ କର୍ମ ହିସାବ କରିବା, ତାହାହେଲେ ମୁକ୍ତି ମିଳିପାରିବ ନାହିଁ, କାରଣ, ଆମେ ପ୍ରତି ସମୟରେ ଭୁଲ ହିଁ

ODIA PAGE 260

ਸਲੋਕੁ ॥ଶ୍ଳୋକ॥ ਹਉ ਹਉ ਕਰਤ ਬਿਹਾਨੀਆ ਸਾਕਤ ਮੁਗਧ ਅਜਾਨ ॥ଶାକ୍ତ, ମୂର୍ଖ ଏବଂ ଅବୁଝା ମନୁଷ୍ୟ ଅହଂକାର କରି ଜୀବନ ବିତାଇଥାଏ। ੜੜਕਿ ਮੁਏ ਜਿਉ ਤ੍ਰਿਖਾਵੰਤ ਨਾਨਕ ਕਿਰਤਿ ਕਮਾਨ ॥੧॥ହେ ନାନକ! ଦୁଃଖରେ ସେ ତୃଷ୍ଣାର୍ତ୍ତ ପୁରୁଷ ଭଳି ମରିଯାଏ ଆଉ ନିଜେ କରିଥିବା କର୍ମର ଫଳ ଭୋଗ କରିଥାଏ ॥1॥ ਪਉੜੀ ॥ପଉଡି॥ ੜਾੜਾ ੜਾੜਿ ਮਿਟੈ ਸੰਗਿ ਸਾਧੂ ॥ଡ଼- ସନ୍ଥଜନଙ୍କ ସଙ୍ଗତି କରିଲେ ମନୁଷ୍ୟର ସବୁ ପ୍ରକାର

error: Content is protected !!