Odia Page 497

ਕਲਿ ਕਲੇਸ ਮਿਟੇ ਖਿਨ ਭੀਤਰਿ ਨਾਨਕ ਸਹਜਿ ਸਮਾਇਆ ॥੪॥੫॥੬॥ହେ ନାନକ! ଏକ କ୍ଷଣରେ ହିଁ ତାହାର ଦୁଃଖ କ୍ଲେଶ ଦୂର ହୋଇ ଯାଇଛି ଆଉ ସେ ସ୍ଵାଭାବିକ ଭାବରେ ସତ୍ୟରେ ରହିଛି॥4॥5॥6॥        ਗੂਜਰੀ ਮਹਲਾ ੫ ॥ଗୁଜରୀ ମହଲା 5॥   ਜਿਸੁ ਮਾਨੁਖ ਪਹਿ ਕਰਉ ਬੇਨਤੀ ਸੋ ਅਪਨੈ ਦੁਖਿ ਭਰਿਆ ॥ଯେଉଁ ମନୁଷ୍ୟ ପାଖରେ ମୁଁ ନିଜ ଦୁଃଖର ବିନତି କରିଥାଏ, ସେ ପୂର୍ବରୁ ଦୁଃଖରେ ଭରି ରହିଥିବା

Odia Page 496

ਹਰਿ ਧਨ ਮੇਰੀ ਚਿੰਤ ਵਿਸਾਰੀ ਹਰਿ ਧਨਿ ਲਾਹਿਆ ਧੋਖਾ ॥ହରିଙ୍କ ନାମ-ଧନ ଦ୍ଵାରା ମୋର ଚିନ୍ତା ଦୂର ହୋଇ ଯାଇଛି ତଥା ହରିଙ୍କ ନାମ-ଧନ ଦ୍ଵାରା ମୋର ଧୋକା ଦୂର ହୋଇ ଯାଇଛି।    ਹਰਿ ਧਨ ਤੇ ਮੈ ਨਵ ਨਿਧਿ ਪਾਈ ਹਾਥਿ ਚਰਿਓ ਹਰਿ ਥੋਕਾ ॥੩॥ହରିଙ୍କ ନାମ-ଧନ ଦ୍ଵାରା ମୋତେ ନବ ନିଧି ପ୍ରାପ୍ତ ହୋଇଛି ଆଉ ହରିଙ୍କ ନାମ-ଧନ ସାର ବସ୍ତୁ ମୋ’ ହାତରେ ଲାଗି ଯାଇଛି॥3॥

Odia Page 495

ਗੂਜਰੀ ਮਹਲਾ ੫ ਚਉਪਦੇ ਘਰੁ ੧ଗୁଜରୀ ମହଲା 5 ଚଉପଦୀ ଘର 1    ੴ ਸਤਿਗੁਰ ਪ੍ਰਸਾਦਿ ॥ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।            ਕਾਹੇ ਰੇ ਮਨ ਚਿਤਵਹਿ ਉਦਮੁ ਜਾ ਆਹਰਿ ਹਰਿ ਜੀਉ ਪਰਿਆ ॥ହେ ମନ! ତୁ କାହିଁକି ଚିନ୍ତା କରୁଛୁ, ଯେତେବେଳେ ସମସ୍ତ ସୃଷ୍ଟିର ପ୍ରବନ୍ଧର ଉଦ୍ୟମ ସ୍ଵୟଂ ଅକାଳପୁରୁଷ କରୁଛନ୍ତି।       ਸੈਲ ਪਥਰ ਮਹਿ ਜੰਤ ਉਪਾਏ

Odia Page 494

ਜਾ ਹਰਿ ਪ੍ਰਭ ਭਾਵੈ ਤਾ ਗੁਰਮੁਖਿ ਮੇਲੇ ਜਿਨੑ ਵਚਨ ਗੁਰੂ ਸਤਿਗੁਰ ਮਨਿ ਭਾਇਆ ॥ଯେବେ ହରି-ପ୍ରଭୁଙ୍କୁ ଭଲ ଲାଗିଥାଏ, ସେତେବେଳେ ସେ ଗୁରୁମୁଖୀକୁ ମିଳନ କରାନ୍ତି, ଯାହାର ମନକୁ ଗୁରୁ-ସଦଗୁରୁଙ୍କ ବାଣୀ ବଡ ମଧୁର ଲାଗିଥାଏ।    ਵਡਭਾਗੀ ਗੁਰ ਕੇ ਸਿਖ ਪਿਆਰੇ ਹਰਿ ਨਿਰਬਾਣੀ ਨਿਰਬਾਣ ਪਦੁ ਪਾਇਆ ॥੨॥ଗୁରୁଙ୍କ ପ୍ରିୟ ଶିଖ ଭାଗ୍ଯବାନ ଅଟେ, ଯିଏ ନିର୍ବାଣୀ ପ୍ରଭୁଙ୍କ ଦ୍ଵାରା ନିର୍ବାଣ-ପଦ ପ୍ରାପ୍ତ କରିନିଏ॥2॥    ਸਤਸੰਗਤਿ ਗੁਰ

Odia Page 493

ਦੁਰਮਤਿ ਭਾਗਹੀਨ ਮਤਿ ਫੀਕੇ ਨਾਮੁ ਸੁਨਤ ਆਵੈ ਮਨਿ ਰੋਹੈ ॥ଦୁର୍ମତି, ଭାଗ୍ୟହୀନ ଏବଂ ତୁଚ୍ଛ ବୁଦ୍ଧି ବାଲା ଲୋକଙ୍କୁ ପ୍ରଭୁଙ୍କ ନାମ ଶୁଣି ହିଁ ମନରେ କ୍ରୋଧ ଆସିଯାଏ।    ਕਊਆ ਕਾਗ ਕਉ ਅੰਮ੍ਰਿਤ ਰਸੁ ਪਾਈਐ ਤ੍ਰਿਪਤੈ ਵਿਸਟਾ ਖਾਇ ਮੁਖਿ ਗੋਹੈ ॥੩॥କାଉର ସମ୍ମୁଖରେ ସ୍ଵାଦିଷ୍ଟ ଭୋଜନ ରଖାଗଲେ ମଧ୍ୟ ସେ ନିଜ ମୁଖରେ ବିଷ୍ଠା ଏବଂ ଗୋବର ଖାଇ ହିଁ ତୃପ୍ତ ହୋଇଥାଏ॥3॥         ਅੰਮ੍ਰਿਤ ਸਰੁ ਸਤਿਗੁਰੁ

Odia Page 492

ਗੂਜਰੀ ਮਹਲਾ ੩ ਤੀਜਾ ॥ଗୁଜରି ମହଲା 3 ତିଜା॥  ਏਕੋ ਨਾਮੁ ਨਿਧਾਨੁ ਪੰਡਿਤ ਸੁਣਿ ਸਿਖੁ ਸਚੁ ਸੋਈ ॥ହେ ପଣ୍ଡିତ ! ଧ୍ୟାନ ଦେଇ ଶୁଣ, ଏକ ଈଶ୍ବରଙ୍କ ନାମ ହିଁ ଅକ୍ଷୟ ଖଜଣା ଅଟେ, ଏହାକୁ ହିଁ ସତ୍ୟ ଭାବି ଶିକ୍ଷା ନିଅ।     ਦੂਜੈ ਭਾਇ ਜੇਤਾ ਪੜਹਿ ਪੜਤ ਗੁਣਤ ਸਦਾ ਦੁਖੁ ਹੋਈ ॥੧॥ଦୈତ୍ୟଭାବ ଦ୍ଵାରା ଯାହା କିଛି ତୁ ପଢୁ, ଏପରି ପଢିବା ଏବଂ ଚିନ୍ତନ

Odia Page 491

ਇਹੁ ਕਾਰਣੁ ਕਰਤਾ ਕਰੇ ਜੋਤੀ ਜੋਤਿ ਸਮਾਇ ॥੪॥੩॥੫॥ସୃଜନ କର୍ତ୍ତା ପ୍ରଭୁ ଏହି କାର୍ଯ୍ୟ ସମ୍ପୂର୍ଣ କରିଛନ୍ତି ତଥା ମାନବର ଜ୍ୟୋତି ନାନକଙ୍କ ଜ୍ୟୋତିରେ ମିଶି ଯାଇଛି॥4॥3॥5॥      ਗੂਜਰੀ ਮਹਲਾ ੩ ॥ଗୁଜରୀ ମହଲା 3 ॥   ਰਾਮ ਰਾਮ ਸਭੁ ਕੋ ਕਹੈ ਕਹਿਐ ਰਾਮੁ ਨ ਹੋਇ ॥ସବୁଲୋକ ଜିଭରେ ‘ରାମ-ରାମ’ କହିଥାନ୍ତି, କିନ୍ତୁ ଏହିପରି କହିବା ଦ୍ଵାରା ରାମ ପ୍ରାପ୍ତ ହୁଅନ୍ତି ନାହିଁ।       ਗੁਰ ਪਰਸਾਦੀ ਰਾਮੁ

Odia Page 490

ਰਾਗੁ ਗੂਜਰੀ ਮਹਲਾ ੩ ਘਰੁ ੧ରାଗ ଗୁଜରୀ ମହଲା 3 ଘର 1  ੴ ਸਤਿਗੁਰ ਪ੍ਰਸਾਦਿ ॥ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।       ਧ੍ਰਿਗੁ ਇਵੇਹਾ ਜੀਵਣਾ ਜਿਤੁ ਹਰਿ ਪ੍ਰੀਤਿ ਨ ਪਾਇ ॥ଏପରି ଜୀବନକୁ ଧିକ୍କାର ଅଟେ, ଯେଉଁଥିରେ ହରିଙ୍କ ସାଥିରେ ପ୍ରୀତି ନଥାଏ।       ਜਿਤੁ ਕੰਮਿ ਹਰਿ ਵੀਸਰੈ ਦੂਜੈ ਲਗੈ ਜਾਇ ॥੧॥ଏପରି କାର୍ଯ୍ୟକୁ ମଧ୍ୟ ଧିକ୍କାର ଅଟେ, ଯେଉଁଥିରେ

Odia Page 489

ੴ ਸਤਿਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰਪ੍ਰਸਾਦਿ ॥ସେହି ପରମାତ୍ମା ପରମେଶ୍ଵର ଏକ ଅଟନ୍ତି, ତାହାଙ୍କ ନାମ ସତ୍ୟ ଅଟେ, ସେ ସୃଷ୍ଟିର ରଚନା କରିଥିବା ସର୍ବଶକ୍ତିମାନ ଅଟନ୍ତି, ତାହାଙ୍କ ଶତ୍ରୁତା କାହା ସହିତ ନାହିଁ, ସେ ସବୁ ଜୀବଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି, ସେ କାଳାତୀତ ଅଟନ୍ତି, ସେ ଜନ୍ମ ମରଣ ରହିତ ଅଟନ୍ତି, ସେ ସ୍ଵୟଂ ହିଁ ପ୍ରକଟ ହୋଇଛନ୍ତି, ଯାହାଙ୍କ ଲବଧି ଗୁରୁଙ୍କ କୃପାରୁ ହୋଇଥାଏ।

Odia Page 488

ਇਹ ਬਿਧਿ ਸੁਨਿ ਕੈ ਜਾਟਰੋ ਉਠਿ ਭਗਤੀ ਲਾਗਾ ॥ଏହିପରି କଥା ଶୁଣି ଧନ୍ନା ଜାଟ ମଧ୍ୟ ପ୍ରେରିତ ହୋଇ ଭଗବାନଙ୍କ ଭକ୍ତି କରିବାକୁ ଲାଗିଲା ।        ਮਿਲੇ ਪ੍ਰਤਖਿ ਗੁਸਾਈਆ ਧੰਨਾ ਵਡਭਾਗਾ ॥੪॥੨॥ଧନ୍ନା ଜାଟ ଭାଗ୍ୟବାନ ହୋଇଗଲା, ଯାହାକୁ ସାକ୍ଷାତ ଗୋସାଇଁର ଦର୍ଶନ ପ୍ରାପ୍ତ ହୋଇଛି॥4॥2॥    ਰੇ ਚਿਤ ਚੇਤਸਿ ਕੀ ਨ ਦਯਾਲ ਦਮੋਦਰ ਬਿਬਹਿ ਨ ਜਾਨਸਿ ਕੋਈ ॥ହେ ମୋର ଚିତ୍ତ! ଦୟାଳୁ ଦାମୋଦର ଭଗବାନଙ୍କୁ

error: Content is protected !!